Daily Archives

October 16, 2020

ବାରୁଦ ଗଦାରେ ଗୁଣପୁର: ପରିବେଶ ମଞ୍ଜୁରୀ, ବ୍ଲାଷ୍ଟିଂ ଅନୁମତି ନ ଥାଇ ଚାଲିଛି ପଥର ଖାଦାନ

ରାୟଗଡ଼ା: ବେଆଇନ ଭାବେ ଆନ୍ଧ୍ରରୁ ଆସୁଛି ବିସ୍ଫୋରକ। ଜିଲୋଟିନ୍, ଡିଟୋନେଟର୍ ସହ ବହୁ ସାମଗ୍ରୀକୁ ଲୁଚାଛପାରେ ଆଣି କରାଯାଉଛି ବ୍ୟବହାର। ଅସୁରକ୍ଷିତ ଭାବେ ଏହି ବିସ୍ଫୋରକ ସାମଗ୍ରୀକୁ ରଖି ପୁଲିସ୍, ପ୍ରଶାସନର ଅଜାଣତରେ ବ୍ୟବହାର କରୁଛନ୍ତି ଠିକାଦାର ଓ ଲିଜଧାରୀ। ଯାହାର କରୁଣ ପରିଣତି…
ଅଧିକ ଖବର ଦେଖନ୍ତୁ...

ରେଳଲାଇନ ଟ୍ରାକ୍‌ରୁ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର ଘଟଣା: ଚୋରି ଟଙ୍କା ଭାଗବଣ୍ଟାକୁ ନେଇ ବନ୍ଧୁ ସାଜିଲା ହତ୍ୟାକାରୀ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି-ନୂଆପଡା ପାଖ ପମ୍ପୂତଲା ପାଖ ରେଳ ଲାଇନ ଟ୍ରାକରୁ ସ୍ଥାନୀୟ ରାମନଗରପଡାର ଆନନ୍ଦ ତାଣ୍ଡିଙ୍କ ଖଣ୍ଡବିଖଣ୍ଡତ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ କରିଛି ପୁଲିସ। ଚୋରି ଟଙ୍କା ଭାଗବଣ୍ଟାକୁ ନେଇ ବନ୍ଧୁ ହତ୍ୟାକାରୀ ସାଜିଥିବା ପୁଲିସ ଜାଣିବାକୁ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌-୧୩: କୋଲକାତା ବିପକ୍ଷରେ ୮ ଓ୍ଵିକେଟରେ ବିଜୟୀ ହେଲା ମୁମ୍ବାଇ

ଆବୁଧାବି: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୩୨ତମ ମ୍ୟାଚରେ ଶୁକ୍ରବାର ମୁମ୍ବାଇ ଇଣ୍ଡିଆନ୍ସ ୮ ଓ୍ଵିକେଟ୍‌ରେ କୋଲକାତା ନାଇଟ୍‌ ରାଇଡର୍ସକୁ ପରାସ୍ତ କରିଛି। ମୁମ୍ବାଇ ୧୬.୫ ଓଭରରେ ମାତ୍ର ୨ଟି ଓ୍ଵିକେଟ ହରାଇ ୧୪୯ ରନ୍‌ କରିଛି।  ମୁମ୍ବାଇର ଏହି ବିଜୟରେ ନାୟକ ସାଜିଛନ୍ତି …
ଅଧିକ ଖବର ଦେଖନ୍ତୁ...

ସବୁବେଳେ ଆଲମଣ୍ଡ ଖାଇବା ଦ୍ୱାରା ଏହି ଲାଭ ମିଳିଥାଏ

ସାଧାରଣତଃ ଭାବରେ ଆଲମଣ୍ଡ ସମସ୍ତେ ଖାଇ ଥାଆନ୍ତି ଏବଂ ଏହା ସମସ୍ତଙ୍କୁ ଭଲ ମଧ୍ୟ ଲାଗିଥାଏ । କିନ୍ତୁ ଆପଣମାନେ ଜାଣିଛନ୍ତି କି ଆଲମଣ୍ଡ ଖାଇବା ଦ୍ୱାରା ଶରୀରକୁ କ'ଣ ଲାଭ ମିଳିଥାଏ? ମିନେରାଲ, ଭିଟାମିନ୍‌ ଏବଂ ଫାଇବରରେ ଭରପୁର ଥିବା ବାଦାମ ଦିନକୁ ୪-୫ଟି ଖାଇବା ଦ୍ୱାରା ହୃଦ୍‌ ଜନୀତ ରୋଗ…
ଅଧିକ ଖବର ଦେଖନ୍ତୁ...

ମୁହଁ ଖୋଲିଲେ କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁ; କହିଲେ, ମନ୍ଦ ଉଦ୍ଦେଶ୍ୟ ରଖି ଭିଡିଓ ଜାରି କରାଯାଇଥିଲା

ଭୁବନେଶ୍ବର: ଓଟିଭି ସାମ୍ବାଦିକଙ୍କୁ ପୁଲିସ ଉଠାଇ ନେବା ଘଟଣାରେ ଭିଡିଓ ଜାରି କଲେ କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁ । ଏହି ଭିଡିଓରେ ସାଂସଦ ଚନ୍ଦ୍ରାଣୀ କହିଛନ୍ତି ଯେ ୨୦୧୯ ନିର୍ବାଚନ ପୂର୍ବରୁ ତାଙ୍କର ଏକ ମିଛ ଭିଡିଓ ଜାରି କରାଯାଇଥିଲା । ସେ ଜଣେ ଆଦିବାସୀ ସାଂସଦ ଏବଂ ମନ୍ଦ…
ଅଧିକ ଖବର ଦେଖନ୍ତୁ...

ବିହାର ବିଧାନସଭା ନିର୍ବାଚନ ତାତି: ଏଲଜେପି ଉପରେ ବର୍ଷିଲେ ଜାଭଡେକର

ପାଟନା: ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟର ଭୋଟ୍ ଦିନ ଯେତିକି ପାଖେଇ ଆସୁଛି ରାଜନୈତିକ ବିବୃତ୍ତି ତୀବ୍ର ହେବାରେ ଲାଗିଛି। ନିର୍ବାଚନ ପୂର୍ବରୁ ବିହାରର ଏନଡିଏରୁ ବାହାରି ଏକାକୀ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଏଲଜେପି ବାବଦରେ ବିଜେପି ନେତାମାନେ ବାରମ୍ବାର ବିବୃତ୍ତି…
ଅଧିକ ଖବର ଦେଖନ୍ତୁ...

ହଳଦୀରାମ କମ୍ପାନୀ ଉପରେ ସାଇବର ଆକ୍ରମଣ!

ନୂଆଦିଲ୍ଲୀ: ଦେଶର ପ୍ରସିଦ୍ଧ ଖାଦ୍ୟ ଏବଂ ପ୍ୟାକେଜିଂ କମ୍ପାନୀ ହଳଦୀରାମ ଉପରେ ସାଇବର ଆକ୍ରମଣ ହୋଇଛି । କମ୍ପାନୀର ରେକର୍ଡ ହାସଲ କରିବା ପାଇଁ ହ୍ୟାକରମାନେ ସାତ ଲକ୍ଷ ଟଙ୍କା ମାଗିଛନ୍ତି। ଏହି ମାମଲାରେ କମ୍ପାନୀ ତରଫରୁ ପୁଲିସ ଷ୍ଟେସନରେ ଏକ ମାମଲା ଦାୟର କରାଯାଇଛି। ଅଭିଯୋଗ ଅନୁଯାୟୀ,…
ଅଧିକ ଖବର ଦେଖନ୍ତୁ...

ଟ୍ରେନରେ ପନିପରିବା ଓ ଫଳ ରପ୍ତାନି ଉପରେ ମିଳିବ ୫୦ ଶତାଂଶ ରିହାତି

ନୂଆଦିଲ୍ଲୀ: କିଷାନ ରେଳ ବ୍ୟବହାର କରୁଥିବା ଚାଷୀମାନଙ୍କୁ ଅଧିକ ପ୍ରୋତ୍ସାହନ ଦେବା ପାଇଁ ରେଳ ମନ୍ତ୍ରଣାଳୟ ଓ ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରଣାଳୟ ନିର୍ଦ୍ଦିଷ୍ଟ ବିଜ୍ଞାପିତ ଫଳ ଓ ପନିପରିବା ଉପରେ ୫୦ ଶତାଂଶ ରିହାତି ଦେବାକୁ ନିଷ୍ପତ୍ତି ନେଇଛି | ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରଣାଳୟର…
ଅଧିକ ଖବର ଦେଖନ୍ତୁ...

କେକେଆରର ଅଧିନାୟକ ପଦବୀରୁ ଓହରିଗଲେ ଦୀନେଶ କାର୍ତ୍ତିକ

କୋଲକାତା: ଆଇପିଏଲ୍ ଫ୍ରାଞ୍ଚାଇଜ୍ କୋଲକାତା ନାଇଟ୍ ରାଇଡର୍ସର ଅଧିନାୟକ ଦୀନେଶ କାର୍ତ୍ତିକ ଆଇପିଏଲ୍ ମଝିରେ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ସେ କେକେଆର ଦଳର ଅଧିନାୟକତ୍ୱରୁ ଓହରିଯାଇଛନ୍ତି । ବ୍ୟାଟିଂ ଉପରେ ଅଧିକ ଧ୍ୟାନ ଦେବା ଏବଂ ଦଳର ଉଦ୍ଦେଶ୍ୟକୁ ପୂରଣ କରିବା ପାଇଁ ଦୀନେଶ କାର୍ତ୍ତିକ…
ଅଧିକ ଖବର ଦେଖନ୍ତୁ...

ପୁରୀ ରେଳପୋଡି ମାମଲା: ମୁଖ୍ୟ ଅଭିଯୁକ୍ତ ରାମ ସୁବାସକୁ ପାଞ୍ଚବର୍ଷ ଜେଲଦଣ୍ଡ

ପୁରୀ: ୨୦୧୫ ନଭେମ୍ବର ୧୨ତାରିଖ ବହୁଚର୍ଚ୍ଚିତ ପୁରୀ ରେଳପୋଡି ମାମଲାର ରାୟ ଆଜି ପ୍ରକାଶ ପାଇଛି। ମୁଖ୍ୟ ଅଭିଯୁକ୍ତ ରାମ ସୁବାସକୁ ପାଞ୍ଚବର୍ଷ ଜେଲଦଣ୍ଡ ସହ ୫୦ ହଜାର ଟଙ୍କା ଜରିମନା କରାଯାଇଛି। ୪୦ଜଣ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ରାୟ ଶୁଣାଇଛନ୍ତି ପୁରୀ ଅତିରିକ୍ତ ସେସନ ଜଜ୍‌ କମ୍‌…
ଅଧିକ ଖବର ଦେଖନ୍ତୁ...