Daily Archives

October 16, 2020

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ସମୟ ଆପଣଙ୍କ ଲାଗି ଅନୁକୂଳ। କିଛି ନୂଆ କରିବା ପାଇଁ ଭାବିବେ। ସାମାଜିକ ସ୍ଥିତି ମଜଭୁତ ହେବ। ଛାତ୍ରୀଙ୍କର ଲେଖାପଢ଼ାରେ ମନ ଲାଗିବ। ବୃଷ: ପ୍ରଗତି ପଥରେ ଅଗ୍ରସର ହେବେ। ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସହ ମିଶିବାର ସୁଯୋଗ ପାଇବେ। ଆପଣଙ୍କ ଜୀବନରେ ଖୁସିର ଆଗମନ ହେବ।…
ଅଧିକ ଖବର ଦେଖନ୍ତୁ...

ଚୀନକୁ ଆଉ ଏକ ବଡ ଝଟକା ଦେଲେ ମୋଦୀ ସରକାର, ଏସି ଆମଦାନୀ ଉପରେ ଲଗାଇଲେ ରୋକ

ନୂଆଦିଲ୍ଲୀ: ଆତ୍ମନିର୍ଭରଶୀଳ ଭାରତ ପାଇଁ ମୋଦୀ ସରକାର ଆଉ ଏକ ବଡ ପଦକ୍ଷେପ ନେଇଛନ୍ତି ଏବଂ ଚୀନକୁ ଏକ ବଡ ଝଟକା ଦେଇଛନ୍ତି। ଘରୋଇ ଉତ୍ପାଦନକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଚୀନରୁ ଆସୁଥିବା ରେଫ୍ରିଜେଟର ସହିତ ଏୟାର କଣ୍ଡିସନର (ଏସି) ଆମଦାନୀ ଉପରେ କଟକଣା ଲଗାଇଛନ୍ତି ।…
ଅଧିକ ଖବର ଦେଖନ୍ତୁ...

ଋଣ ଶୁଝି ନ ପାରିବା କାଳ ହେଲା ! ବେକରେ ଲୁଗାବାନ୍ଧି ଯୁବକଙ୍କ ଆତ୍ମହତ୍ୟା

ବାଲିଅନ୍ତା: ଆଜି ଭୋର ସମୟରେ ବାଲିଅନ୍ତା ଥାନା ଅଧୀନ କାକରୁଦ୍ରପୁର ଗ୍ରାମର ବେଣୁଧର ବେହେରା (୪୨) ନାମକ ଜଣେ ଯୁବକ ବେକରେ ଲୁଗାବାନ୍ଧି ସିଡ଼ିଘର ଶେଣୀରେ ଝୁଲି ଆତ୍ମହତ୍ୟା କରିଛନ୍ତି । ପରିବାର ଲୋକ ବେଣୁଧର ସିଡ଼ିଘରେ ଝୁଲୁଥିବା ଦେଖି ତାଙ୍କୁ ତଳକୁ ଓହ୍ଲାଇଥିଲେ । ହେଲେ ସେତେବେଳକୁ…
ଅଧିକ ଖବର ଦେଖନ୍ତୁ...

କପଡ଼ା ବ୍ୟବସାୟୀଙ୍କୁ ଡକାୟତି: ଅରମାନ୍‌ କ୍ୟୁରେସି ସମେତ ୩ ଦୁର୍ଦାନ୍ତ ଅପରାଧୀ ଗିରଫ

ରାଉରକେଲା: ପ୍ଲାଣ୍ଟ ସାଇଟ ଥାନାକୁ ମିଳିଛି ବଡ଼ ସଫଳତା। ୩ ଦିନ ମଧ୍ୟରେ ଏକ ଡକାୟତି ଘଟଣାର ପର୍ଦାଫାସ କରି ୩ ଜଣ ଦୁର୍ଦାନ୍ତ ଅପରାଧୀଙ୍କୁ ଗିରଫ କରିଛି। ସେମାନେ ହେଲେ ମହାତାବ ରୋଡ଼ର ଅରମାନ କ୍ୟୁରେସି ଓ ଗୋପବନ୍ଧୁପାଲ୍ଲୀର ବିବେକ ଗୁପ୍ତା ଓ ମହମ୍ମଦ ଫାୟୁମ। ପୁଲିସ ସେମାନଙ୍କ ନିକଟରୁ ଏକ…
ଅଧିକ ଖବର ଦେଖନ୍ତୁ...

୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍‌ସ ଜାଲରେ ବେଗୁନିଆ ଫରେଷ୍ଟର

ଖୋର୍ଦ୍ଧା: ମାମଲା ରୁଜୁ ନକରିବା ପାଇଁ ଜଣେ ବ୍ୟକ୍ତିଙ୍କ ନିକଟରୁ ଲାଂଚ ନେଉଥିବା ବେଳେ ବେଗୁନିଆ ଫରେଷ୍ଟର ଭିଜିଲାନ୍‌ସ ହାତରେ ଧରାପଡ଼ିଛି। ଭିଜିଲାନ୍‌ସ ଡିଏସ୍‌ପି ସୁଶାନ୍ତ ପାଣିଗ୍ରାହୀଙ୍କ ସୂଚନାନୁସାରେ, ବେଗୁନିଆ ପରିଛଳ ଅଧୀନ କୋଚିଆଖଳାର ଚୈତନ୍ୟ ମହାରଣା ଜଣେ କାଠ ବେପାରୀ। ତାଙ୍କ ଘରେ…
ଅଧିକ ଖବର ଦେଖନ୍ତୁ...

ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ତଥା ରାଜ୍ୟସଭାରେ ବିରୋଧୀ ଦଳର ନେତା ଗୁଲାମ ନବୀ ଆଜାଦ କରୋନା ଆକ୍ରାନ୍ତ ହୋଇଛନ୍ତି | ତାଙ୍କର ସ୍ୱାବ ନମୁନା ରିପୋର୍ଟ ପଜିଟିଭ ଆସିଛି ବୋଲି ସେ ଟୁଇଟ କରି ଜଣାଇଛନ୍ତି | ନମୁନା ରିପୋର୍ଟ ପଜିଟିଭ ଆସିବା ପରେ ସେ ଘରେ ସଙ୍ଗରୋଧରେ ଥିବା କହିଛନ୍ତି |…
ଅଧିକ ଖବର ଦେଖନ୍ତୁ...

ପୁଲିସର ଚଢ଼ାଉ ପରେ ବୃଦ୍ଧଙ୍କ ଘରୁ ଉଦ୍ଧାର ହେଲା ୨୦ଟି ଅଜଗର ସାପ ସହିତ ୮୮୫ଟି ମୂଷା ଓ ୪୬ଟି ଠେକୁଆ

ନୂଆଦିଲ୍ଲୀ: ଆମେରିକାର ହୋଲାଡେ ସହରରେ ରହୁଥିବା ଜଣେ ବୃଦ୍ଧଙ୍କ ଘରେ ପୁଲିସ ଚଢ଼ାଉ କରି ୨୦ଟି ଅଜଗର, ୮୮୫ଟି ମୂଷା ଓ ୪୬ଟି ‌ଠେକୁଆ ଜବତ କରିଛି। ତେବେ ଏହି ଘଟଣାରେ ସମ୍ପୃକ୍ତ ଥିବା ଜଣଙ୍କୁ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ନାମ ମାର୍ଟିନ ବୋନ ଓ ବୟସ ୬୮ବର୍ଷ ବୋଲି ଜଣାପଡ଼ିଛି।…
ଅଧିକ ଖବର ଦେଖନ୍ତୁ...

ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ କଂଗ୍ରେସ ଘୋଷଣା କଲା ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା

ଭୁବନେଶ୍ୱର: ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଶାସକ ବିଜୁ ଜନତା ଦଳ ଓ ବିଜେପି ପରେ ଆଜି କଂଗ୍ରେସ ପକ୍ଷରୁ ମଧ୍ୟ ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ ପାଇଛି। ଏଥିରେ ଓଡ଼ିଶା କଂଗ୍ରେସ ପ୍ରଭାରୀ ଏ. ଚେଲ୍ଳାକୁମାର, ପିସିସି ସଭାପତି ନିରଂଜନ ପଟ୍ଟନାୟକ, ଜିତେନ୍ଦ୍ର…
ଅଧିକ ଖବର ଦେଖନ୍ତୁ...

ମୁମ୍ବାଇ ଆଗରେ ୧୪୯ ରନର ବିଜୟ ଲକ୍ଷ୍ୟ ରଖିଲା କୋଲକାତା

ଆବୁ ଧାବି : ଆବୁ ଧାବିର ଶେଖ ଜାୟେଦ ଷ୍ଟାଡିୟମଠାରେ ଚାଲିଥିବା ଚଳିତ ଆଇପିଏଲର ୩୨ତମ ମ୍ୟାଚରେ କୋଲକାତା ମୁମ୍ବାଇ ଆଗରେ ୧୪୯ ରନର ଲକ୍ଷ୍ୟ ଧାର୍ଯ୍ୟ କରିଛି । ଆଜି କୋଲକାତାର ଅଧିନାୟକ ଇଅନ ମୋର୍ଗାନ ଟସ ଜିଣି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ଦଳର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନମାନେ ବିଶେଷ…
ଅଧିକ ଖବର ଦେଖନ୍ତୁ...

ଆସନ୍ତାକାଲି ଠାରୁ ମୁମ୍ବାଇ ଲୋକାଲ୍ ଟ୍ରେନ୍‌ରେ ଯାତ୍ରା କରିବାକୁ ମହିଳାମାନଙ୍କୁ ଅନୁମତି

ନୂଆଦିଲ୍ଲୀ: ଆସନ୍ତାକାଲି ଠାରୁ ଲୋକାଲ୍‌ ଟ୍ରେନ୍‌ରେ ପୂର୍ବାହ୍ନ ୧୧ଟାରୁ ଅପରାହ୍ଣ ୩ଟା ଏବଂ ସନ୍ଧ୍ୟା ୭ଟାରୁ ରେଳସେବା ଶେଷ ହେବା ପର୍ଯ୍ୟନ୍ତ ମହିଳାମାନଙ୍କୁ ଯାତ୍ରା କରିବା ଲାଗି ଶୁକ୍ରବାର ଦିନ ମହାରାଷ୍ଟ୍ର ସରକାର ଅନୁମତି ଦେଇଛନ୍ତି। ବିପର୍ଯ୍ୟୟ ପରିଚାଳନା, ରିଲିଫ୍ ଓ ଥଇଥାନ…
ଅଧିକ ଖବର ଦେଖନ୍ତୁ...