Daily Archives

October 17, 2020

ନିଆଁରେ ଜଳି ଦମ୍ପତି ମୃତ୍ୟୁ ଘଟଣା: ଟଙ୍କା ଭାଗବଣ୍ଟାକୁ ନେଇ ପୁତୁରା ଓ ଝିଆରୀ ଜଘନ୍ୟ ଭାବେ ଦାଦା-ଖୁଡ଼ିଙ୍କୁ କରିଥିଲେ…

ବ୍ରଜରାଜନଗର: ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ପୌରାଞ୍ଚଳ ଅନ୍ତର୍ଗତ ରାମପୁର ପଞ୍ଜାବୀ ଧୌଡାରେ ଶୁକ୍ରବାର ସକାଳ ୮ଟାରେ ନିଜ ଘର ଭିତରେ ଦାସ ପନିକା ଦମ୍ପତି ନିଆଁରେ ପୋଡ଼ି ମୃତ୍ୟୁ ଘଟିବା ଘଟଣା ହତ୍ୟାକାଣ୍ଡ ବୋଲି ପୁଲିସ ପ୍ରାଥମିକ ତଦନ୍ତ ପରେ ଜାଣିବାକୁ ପାଇଛି। ଗିରିବରର ବଡ ଭାଇ ମହନ ହରଣ…
ଅଧିକ ଖବର ଦେଖନ୍ତୁ...

ପ୍ରଶାସନର କାର୍ଯ୍ୟାନୁଷ୍ଠାନ: ସକାଳୁ ଖୋଲିଲା ମଲ୍‌, ସନ୍ଧ୍ୟାରେ ସିଲ

ଆସିକା: ଗଂଜାମ ଜିଲ୍ଲା ଆସିକାରେ ଆଜି ସକାଳୁ ଖୋଲି ଥିବା ମଲ ‘କଲିକତା ଫ୍ୟାସନ ବଜ଼ାର’କୁ ସନ୍ଧ୍ୟାରେ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜଙ୍କ ଉପସ୍ଥିତିରେ ସିଲ କରାଯାଇଛି। ଆସିକା ସହରର ମୁଖ୍ୟ ରାସ୍ତାରେ ସମସ୍ତ ନିୟମକୁ ଦଳି ମକଚି ଖୋଲା ଯାଇଥିବା ମଲରେ ଉପଜିଲ୍ଲାପାଳଙ୍କ ଚଢ଼ାଉ ବେଳେ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌-୧୩: ଚେନ୍ନାଇ ସୁପରକିଙ୍ଗସକୁ ୫ ୱିକେଟରେ ପରାସ୍ତ କଲା ଦିଲ୍ଲୀ କ୍ୟାପିଟାଲ୍ସ

ସାରଜା: ସାରଜା କ୍ରିକେଟ ଷ୍ଟାଡିୟମଠାରେ ଖେଳାଯାଉଥିବା ଚଳିତ ଆଇପିଏଲର ୩୪ ତମ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗସକୁ ୫ ୱିକେଟରେ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ଦ୍ବିତୀୟ ପାଳିରେ ଦିଲ୍ଲୀ ୧୮୦ ରନ୍‌ର ଲକ୍ଷ୍ୟକୁ ପିଛା କରି ୨୦ ଓଭରରେ ୫ ୱିକେଟ ହରାଇ ୧୮୫ ରନ୍‌ କରି ବିଜୟ ହାସଲ କରିଛି ।…
ଅଧିକ ଖବର ଦେଖନ୍ତୁ...

ପୁଣି ଆକାଶରେ ଉଡ଼ିବ ଜେଟ ଏୟାରୱେଜ! ମିଳିଲେ ନୂଆ ମାଲିକ

ନୂଆଦିଲ୍ଲୀ: ଦେଶର ଏକ ପ୍ରମୁଖ ଘରୋଇ ବିମାନ କମ୍ପାନୀ ଭାବେ ପରିଚିତ ଜେଟ ଏୟାରୱେଜ୍ ଆକାଶରେ ପୁଣି ଥରେ ଉଡ଼ିବ। ବର୍ତ୍ତମାନ କମ୍ପାନୀକୁ ନୂତନ ମାଲିକ ମିଳିଛନ୍ତି | ଲଣ୍ଡନ ସ୍ଥିତ କେଲ୍ରକ୍ କ୍ୟାପିଟାଲ୍ ଏବଂ ୟୁଏଇର ବ୍ୟବସାୟୀ ମୁରାରୀ ଲାଲ ଜାଲାନଙ୍କ କନସୋର୍ଟିୟମ୍ (ଗ୍ରୁପ୍) ର ରିଜୋଲ୍ୟୁସନ୍…
ଅଧିକ ଖବର ଦେଖନ୍ତୁ...

ବାପାଙ୍କ ପରେ ପୁଅ ହେଲେ ଦିଲ୍ଲୀ କ୍ରିକେଟ ସଂଘର ଅଧ୍ୟକ୍ଷ

ନୂଆଦିଲ୍ଲୀ: ବାପାଙ୍କ ପରେ ପୁଅଙ୍କୁ ମିଳିଲା ବଡ ଦାୟିତ୍ୱ |  ଦିବଂଗତ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀଙ୍କ ପୁଅ ରୋହନ ଜେଟଲୀଙ୍କୁ ଏକ ବଡ଼ ଦାୟିତ୍ୱ ଦିଆଯାଇଛି। ସେ ଦିଲ୍ଲୀ ଏବଂ ଜିଲ୍ଲା କ୍ରିକେଟ୍ ଆସୋସିଏସନ୍ (ଡିଡିସିଏ) ର ସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି। ଡିଡିସିଏରେ…
ଅଧିକ ଖବର ଦେଖନ୍ତୁ...

ବ୍ରହ୍ମପୁରରେ ପୁଣି ଭାଇଗିରି: ଦାଦାବଟି ମାଗି ଭାଇ-ଭଉଣୀଙ୍କୁ ଖଣ୍ଡା ଚୋଟ

ବ୍ରହ୍ମପୁର: ବ୍ରହ୍ମପୁର ସହରରେ ଦୀର୍ଘଦିନ ପରେ ପୁଣିଥରେ ଭାଇଗିରି ଦେଖିବାକୁ ମିଳିଛି। କିଛି ଦୁର୍ବୃତ୍ତ ଭାଇରାଜ୍‌ ଦେଖାଇ ଆତଙ୍କ ସୃଷ୍ଟି କରିବା ସହିତ ଜଣେ ବ୍ୟବସାୟୀଙ୍କୁ ଦାଦାବଟି ମାଗି ଖଣ୍ଡା ଚୋଟ ପକାଇଛନ୍ତି। ଏଥିରେ ଭାଇକୁ ବଞ୍ଚାଇବାକୁ ଯାଇ ଭଉଣୀ ଖଣ୍ଡା ଚୋଟ ଖାଇ ଆହତ ହୋଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

କଳିଙ୍ଗା ଘାଟିରେ ଓଲଟିଲା ଲୁହା ପାଇପ୍ ବୋଝେଇ ଟ୍ରକ, କଟିଲା ଚାଳକଙ୍କ ଗୋଡ଼

ଭଞ୍ଜନଗର: ଆଜି ବିଳମ୍ବିତ ରାତିରେ ଗଞ୍ଜାମ ଓ କନ୍ଧମାଳ ସୀମାନ୍ତ କଳିଙ୍ଗା ଘାଟିରେ ଏକ ମାଲ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ଟ୍ରକଟିର ବ୍ରେକ୍ ଫେଲ୍ ହୋଇଯିବ ଫଳରେ ଗାଡିଟି ଓଲଟିଯାଇଥିଲା। ଫଳରେ ଟ୍ରକ୍ ଚାଳକ ଆନ୍ଧ୍ରପ୍ରଦେଶ ମାର୍କପୂରର ଜେ ରବି ଏବଂ ହେଲପର ଆନ୍ଧ୍ରପ୍ରଦେଶର ଦୋର୍ନାଲର…
ଅଧିକ ଖବର ଦେଖନ୍ତୁ...

ଧୋକାବାଜ ଭିଣୋଇ: ଭିଣୋଇର ମିଛ ପ୍ରେମ ପାଇଁ ଆତ୍ମହତ୍ୟା ଉଦ୍ୟମ କଲେ ଶାଳୀ!

ବାଲେଶ୍ୱର: ମିଛ ପ୍ରେମରେ ସମ୍ପର୍କୀୟ ଶାଳୀକୁ ଫସେଇଲେ ଭିଣୋଇ | କେବଳ ପ୍ରେମରେ ଫସେଇଲେ ନାହିଁ, ବରଂ ଶାରୀରିକ ସମ୍ପର୍କ ରଖିବା ପରେ ବିବାହର ପ୍ରତିଶୃତି ମଧ୍ୟ ଦେଲେ | କିନ୍ତୁ ଶେଷରେ ଶାଳୀକୁ ଭୁଆଁ ବୁଲାଇ ଅନ୍ୟ ଜାଗାରେ ବିବାହ ମଧ୍ୟ କଲେ | ଏ ବାବଦରେ ଜାଣିବା ପରେ ଶାଳୀ ଥାନାରେ ଅଭିଯୋଗ…
ଅଧିକ ଖବର ଦେଖନ୍ତୁ...

କରୋନାକୁ ହରାଇଲେ ୯୭ ବର୍ଷୀୟା ମହିଳା 

ବାଲେଶ୍ବର: ବାଲେଶ୍ବର ଜିଲ୍ଲାର ଜଣେ ୯୭ ବର୍ଷୀୟା ବୃଦ୍ଧା କରୋନାରୁ ମୁକ୍ତି ପାଇଛନ୍ତି। ବୃଦ୍ଧାଜଣକ ହେଲେ ‌ସୋର ପାଖର ଅଞ୍ଚଳର ସ୍ବର୍ଗତ ଚନ୍ଦ୍ରଶେଖର ମହାପାତ୍ରଙ୍କ ଧର୍ମପତ୍ନୀ ହେମଲତା ମହାପାତ୍ର। ହେମଲତାଙ୍କ ପୁଅ ତଥା ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ମୃତ୍ୟୁଞ୍ଜୟ ମହାପାତ୍ର କେନ୍ଦୁଝର…
ଅଧିକ ଖବର ଦେଖନ୍ତୁ...

ଟ୍ରାଫିକ ପୁଲିସଙ୍କ ସହ ଦୁର୍ବ୍ୟବହାର କଲେ ଲାଇସେନ୍ସ ହେବ ଜବତ

ନୂଆଦିଲ୍ଲୀ: ଏଣିକି ଟ୍ରାଫିକ ପୁଲିସଙ୍କ ସହ ଦୁର୍ବ୍ୟବହାର କଲେ ଜବତ ହୋଇପାରେ ଡ୍ରାଇଭିଙ୍ଗ ଲାଇସେନ୍ସ | ମୋଟର ଯାନ ଅଧିନିୟମ ୧୯୮୮ ରେ ଟ୍ରାଫିକ ପୁଲିସଙ୍କ ପ୍ରତି ବ୍ୟବହାରକୁ ନେଇ କିଛି ନୂତନ ନିୟମକୁ ଯୋଡାଯାଇଛି | ନୂତନ ନିୟମ ଅନୁଯାୟୀ, ଟ୍ରାଫିକ ପୁଲିସଙ୍କ ପ୍ରତି ଦୁର୍ବ୍ୟବହାର କଲେ…
ଅଧିକ ଖବର ଦେଖନ୍ତୁ...