Daily Archives

October 17, 2020

ଭିଡିଓରେ ଦେଖନ୍ତୁ ଜନନୀ ଯନ୍ତ୍ରଣା: ପୁଣି ଖଟିଆରେ ବୁହାହେଲେ ପ୍ରସୂତି, ଡାକ୍ତରଖାନାରେ ଶିଶୁ ପୁତ୍ର ପ୍ରସବ କଲେ ମହିଳା

ଚନ୍ଦାହାଣ୍ଡ: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକରେ ପୁଣି ଜନନୀ ଯନ୍ତ୍ରଣା ଦେଖିବାକୁ ମିଳିଛି। ଚନ୍ଦାହାଣ୍ଡି ବ୍ଲକ ପାଟଖଲିଆ ଗ୍ରାମପଞ୍ଚାୟତ ଭେଲୁଆକୋଟ ଗାଁରେ ଜଣେ ଗର୍ଭବତୀ ମହିଳାଙ୍କୁ ଖଟିଆରେ ପ୍ରାୟ ୩ କିମି ବୋହି ନିଆଯାଇଥିବାର ଜଣାପଡିଛି। ଭେଲୁଆକୋଟ ଗାଁର ନର ସାନ୍ତାଙ୍କ ସ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବିବାର: ଭଲ ଖବର ପାଇବେ। ସୋମ ଓ ମଙ୍ଗଳବାର: ସାଂସାରିକ ସୁଖ ସୁବିଧା ବୃଦ୍ଧି ହେବ। ବୁଧ ଓ ଗୁରୁବାର: ବ୍ୟବସାୟ ଦ୍ରୁତ ଗତିରେ ବୃଦ୍ଧି ହେବ। ଶୁକ୍ର ଓ ଶନିବାର: ନୂଆ କାମ ପ୍ରତି ଆଗ୍ରହ ବଢ଼ିବ। ରବିବାର: ସ୍ବାସ୍ଥ୍ୟ ପ୍ରତି ସଚେତ ରୁହନ୍ତୁ। ସୋମ ଓ ମଙ୍ଗଳବାର: ବେପାରୀ…
ଅଧିକ ଖବର ଦେଖନ୍ତୁ...

କାନ୍ଥ ପଡ଼ି ବାଳକ ମୃତ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଟାଉନ ଥାନା ଅନ୍ତର୍ଗତ ଶିରିସପାଳ ପଞ୍ଚାୟତ ପୋକରାପାଣି ଗ୍ରାମରେ କାନ୍ଥ ପଡ଼ି ଜଣେ ବାଳକର ଆକସ୍ମିକ ମୃତ୍ୟୁ ଘଟିଛି। ମୃତ ଯୁବକ ହେଲେ ପୋକରାପାଣି ଗ୍ରାମର ସ୍ବର୍ଗତ କୈଳାସ ନାଏକଙ୍କ ୧୬ ବର୍ଷିୟ ପୁଅ ଚନ୍ଦା। ଚନ୍ଦା ଆଜି ଘରେ ଥିବା ବେଳେ ଘରର ପୁରୁଣା ତଥା…
ଅଧିକ ଖବର ଦେଖନ୍ତୁ...

ଚୀନ୍ ସହ ସୀମା ବିବାଦ ବାସ୍ତବ ନିୟନ୍ତ୍ରଣ ରେଖା ଅଞ୍ଚଳର ଶାନ୍ତି ଓ ସ୍ଥିରତାକୁ ପ୍ରଭାବିତ କରିଛି

ନୂଆଦିଲ୍ଲୀ: ଚୀନ୍ ସହ ଜଟିଳ ସୀମା ବିବାଦ ସମାଧାନ କରିବା ଲାଗି ଅଧିକ ସମୟ ଆବଶ୍ୟକ ହେବ। ତେଣୁ, ବାସ୍ତବ ନିୟନ୍ତ୍ରଣ ରେଖା ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ଫେରାଇ ଆଣିବା ଉପରେ ତୁରନ୍ତ ଧ୍ୟାନ ଦିଆଯିବା ଉଚିତ ବୋଲି ଶନିବାର ଦିନ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍.‌ ଜୟଶଙ୍କର କହିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଭୟରେ ପରିବାର ହେଲେ ଥାନାର ଦ୍ଵାରସ୍ଥ, ପୁର୍ବରୁ ଦୁର୍ବୃତ୍ତ କରିଥିଲା ଶର ବିଦ୍ଧ

ବାଙ୍ଗିରିପୋଷି: ମୟୂରଭଂଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ କୁସୁମବନ୍ଧ ଫଚାୟତ ପଟାଶିଳା ଗ୍ରାମର ୧୨ ଜଣ ସଦସ୍ୟ ଥାନାର ଦ୍ଵାରସ୍ଥ ହୋଇଛନ୍ତି। ଆମକୁ ସୁରକ୍ଷା ଦିଅନ୍ତୁ ଥାନା ବାବୁ, ନହେଲେ ଆମେ ଥାନାରୁ ଯିବୁ ନାହିଁ କହି ବସି ରହିଛନ୍ତି। ଏପରିକି ସେମାନେ କାଠ, ଡେକଚି, ଚାଉଳ ସହିତ…
ଅଧିକ ଖବର ଦେଖନ୍ତୁ...

ଅଧପନ୍ତରିଆ ହୋଇ ପଡ଼ିଛି ପୋଲ: ଅସୁସ୍ଥ ଯୁବକକୁ କାନ୍ଧରେ ବୋହି ନଦୀ ପାର କଲେ ଗ୍ରାମବାସୀ

ରାୟଗଡ଼ା: ପୋଲ ନ ଥିବା ଯୋଗୁଁ ଅସୁସ୍ଥ ଯୁବକକୁ କାନ୍ଧରେ ବୋହି ନଦୀ ପାର କଲେ ଗ୍ରାମବାସୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା କେରେଡା ପଂଚାୟତର ଖିଲିମିଶିଗୁଡା ଗ୍ରାମରେ । ଗ୍ରାମର ଜଣେ ଯୁବକ ହଠାତ ଅସୁସ୍ଥ ହୋଇ ପଡ଼ିବା ପରେ ଗ୍ରାମବାସୀ ନିରୁପାୟ ହୋଇ ଯୁବକଙ୍କୁ କାନ୍ଧରେ…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀ ଆଗରେ ୧୮୦ ରନର ବିଜୟ ଲକ୍ଷ୍ୟ ରଖିଲା ଚେନ୍ନାଇ

ସାରଜା : ସାରଜା କ୍ରିକେଟ ଷ୍ଟାଡିୟମଠାରେ ଖେଳାଯାଉଥିବା ଚଳିତ ଆଇପିଏଲର ୩୪ ତମ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗସ ଦିଲ୍ଲୀ କ୍ୟାପିଟାଲ୍ସ ଆଗରେ ୧୮୦ ରନର ବିଜୟ ଲକ୍ଷ୍ୟ ରଖିଛି । ଏହି ମ୍ୟାଚରେ ଚେନ୍ନାଇ ଦଳ ଟସ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ତେବେ ଦଳ ପ୍ରଥମରୁ…
ଅଧିକ ଖବର ଦେଖନ୍ତୁ...

ସର୍ବଭାରତୀୟ ନିଟ୍‌ ପରୀକ୍ଷାଫଳ: ୬ଶହରୁ ଊର୍ଧ୍ବ ନମ୍ବର ରଖି ଉତ୍ତୀର୍ଣ୍ଣ ହେଲେ ବିଶ୍ବାସ କ୍ଲାସେସ୍‌ର ମାନସ ଓ ଅର୍ପିତ

ବାରିପଦା: ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା ‘ନିଟ୍‌’ ପରୀକ୍ଷା ଫଳରେ ମୟୂରଭଞ୍ଜର ଦୁଇ ଛାତ୍ର ୬ଶହରୁ ଊର୍ଧ୍ବ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ମାନସ ମହାପାତ୍ର ମୋଟ ୭୨୦ରୁ ସର୍ବାଧିକ ୬୧୪ ନମ୍ବର ରଖି କୃତକାର୍ଯ୍ୟ ହୋଇଛନ୍ତି। ମାନସଙ୍କ ସର୍ବଭାରତୀୟ ର‍୍ୟାଙ୍କ ୧୪ହଜାର ୭୬…
ଅଧିକ ଖବର ଦେଖନ୍ତୁ...

ଜୟପୁର : ଘରୋଇ ବସରୁ ୧୫ ବସ୍ତା ଗୁଟଖା ଜବତ, ସୁରାକ୍‌ ଖୋଜୁଛି ପୁଲିସ

ଜୟପୁର : କୋରାପୁଟ ଜିଲ୍ଲା ଜୟପୁର ଟାଉନ ପୋଲିସ ପକ୍ଷରୁ ଆଜି ସକାଳୁ ବିପୁଳ ପରିମାଣରେ ଗୁଟଖା ଜବତ ହୋଇଛି । ଜବତ ଗୁଟଖାର  ମୂଲ୍ୟ ପ୍ରାୟ ୪ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡ଼ିଛି । ଏହି ଗୁଟଖା ବ୍ରହ୍ମପୁର ଠାରୁ ମାଲକାନଗିରି ଜିଲ୍ଲା କାଲିମେଳାକୁ ଦିଲଖୁସ ନାମକ ଘରୋଇ ବସରେ ଯାଉଥିଲା…
ଅଧିକ ଖବର ଦେଖନ୍ତୁ...

ଉପନିର୍ବାଚନ ପାଇଁ ଏସ୍‌ଆରସି ପକ୍ଷରୁ ଗାଇଡଲାଇନ୍‌ ଜାରି: ସର୍ବାଧିକ ୨୦୦ ଲୋକଙ୍କୁ ନେଇ ହୋଇପାରିବ ସମାବେଶ

ଭୁବନେଶ୍ୱର: କୋଭିଡ କଟକଣା ଭିତରେ ଉପନିର୍ବାଚନ ପାଇଁ ସମାବେଶ ହୋଇପାରିବ। ଆବଦ୍ଧ କୋଠରୀର କ୍ଷମତା ୫୦ ପ୍ରତିଶତ ଲୋକଙ୍କ ସହ ସମାବେଶ କରାଯାଇପାରିବ ବୋଲି ଏସ୍‌ଆରସି ପକ୍ଷରୁ କୁହାଯାଇଛି। ସେହିଭଳି ସର୍ବାଧିକ ୨୦୦ ଲୋକଙ୍କୁ ନେଇ ମଧ୍ୟ ସମାବେଶ କରାଯାଇପାରିବ। କିନ୍ତୁ ଖୋଲା ପଡ଼ିଆରେ ସମାବେଶ…
ଅଧିକ ଖବର ଦେଖନ୍ତୁ...