Daily Archives

October 18, 2020

ପୁଅ ଆଦିତ୍ୟଙ୍କ ବିବାହକୁ ନେଇ ଉଦିତ ନାରାୟଣଙ୍କ ପ୍ରତିକ୍ରିୟା; ଭବିଷ୍ୟତରେ କୌଣସି ସମସ୍ୟା ହେଲେ ଆମକୁ ଦୋଷ ଦେବୁ…

ମୁମ୍ବାଇ: କଣ୍ଠଶିଳ୍ପୀ, ଅଭିନେତା ତଥା ଲୋକପ୍ରିୟ ବଲିଉଡ୍‌ ଉପସ୍ଥାପକ ଆଦିତ୍ୟ ନାରାୟଣ ନିକଟ ଭବିଷ୍ୟତରେ ତାଙ୍କ ଦୀର୍ଘ ଦିନର ପ୍ରେମିକା ଶ୍ୱେତା ଅଗ୍ରୱାଲଙ୍କୁ ବିବାହ କରିବାକୁ ଯାଉଥିବା ନେଇ ଘୋଷଣା କରିଥିଲେ। ଆଦିତ୍ୟ ଓ ଶ୍ବେତାଙ୍କର ୨୦୧୦ ମସିହାରେ ସେମାନଙ୍କ ଡେବ୍ୟୁ ଫିଲ୍ମ ‘ସାପିଥ୍‌’…
ଅଧିକ ଖବର ଦେଖନ୍ତୁ...

ଯୁବକଙ୍କ ଗଳାକାଟି ଜଙ୍ଗଲରେ ଫିଙ୍ଗିଦେବା ଘଟଣା: ୧୨ ଗିରଫ, ଜଣେ ଫେରାର

ଯୁଯୁମୁରା: ବନ୍ୟଜନ୍ତୁ ଶିକାର ପାଇଁ ବିଛା ଯାଇଥିବା ତାର‌ ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କ ମୃତ୍ୟୁ ହେବା ଘଟଣାରେ ଯୁବକଙ୍କୁ ଗଳା କାଟି ହତ୍ୟା ଅଭିଯୋଗରେ ପୁଲିସ ୧୨ ଜଣଙ୍କୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ରାମେଶ୍ବର ଭୋଇ (୩୦), ବିମଳେଶ୍ବର ଭୋଇ…
ଅଧିକ ଖବର ଦେଖନ୍ତୁ...

ବଲିଉଡ ଅଭିନେତ୍ରୀ ଦୀପିକାଙ୍କର ରହିଛି ମନରେଗା ଜବ କାର୍ଡ ! ଭାଇରଲ ହେଲା ଫଟୋ

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କର ରହିଛି ମନରେଗା ଜବ କାର୍ଡ | ମନରେଗା ଜବ କାର୍ଡରେ ତାଙ୍କ ଫଟୋ ଲାଗିଥିବା ଆକାଉଣ୍ଟକୁ ଅନେକ ଟଙ୍କା ଆସିଥିବା ଜଣା ପଡ଼ିଛି | ଏଭଳି ଘଟଣା ଘଟିଛି ମଧ୍ୟପ୍ରଦେଶରେ | ଦୀପିକାଙ୍କ ସହ ଅନ୍ୟ ବଲିଉଡ କଳାକାରଙ୍କ ଫଟୋ ଲଗାଇ ପଞ୍ଚାୟତ ସଚିବ ୧୧ଟି…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ନିଜ ଉପରେ ବିଶ୍ବାସ ରଖନ୍ତୁ। ସକାରାତ୍ମକ ଭାବନା ଘେନି କାମ କରନ୍ତୁ। ବଡ଼ କ˚ପାନିରେ ଚାକିରିର ସୁଯୋଗ ଆସିପାରେ। ବୈବାହିକ ଜୀବନ ଭଲ ରହିବ। ବୃଷ: ଆପଣଙ୍କର ଆତ୍ମବିଶ୍ବାସ ଦୃଢ଼ ରହିବ। ଭବିଷ୍ୟତ ଲାଗି ଯୋଜନା ପ୍ରସ୍ତୁତ କରିବେ। ବ୍ୟବସାୟରେ ଉନ୍ନତି ହେବ।…
ଅଧିକ ଖବର ଦେଖନ୍ତୁ...

ଉତ୍ତରପ୍ରଦେଶ ଆକାଶରେ ଉଡ଼ିଲା ଏଲିଏନ!

ନୋଏଡା: ଆକାଶରେ ଉଡ଼ିଲା ଏଲିଏନ | ଏଭଳି ଅଜବ ଖବର ଆସିଛି ଉତ୍ତରପ୍ରଦେଶରୁ | ଉତ୍ତରପ୍ରଦେଶ ଆକାଶରେ ଏକ ଅଜବ ଜିନିଷ ଉଡ଼ୁଥିବାର ଦେଖି ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିଲା | ତୁରନ୍ତ ଏ ନେଇ ପୁଲିସକୁ ସୂଚନା ଦିଆଯିବା ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଆକାଶରେ ଉଡୁଥିବା ଏଲିଏନ ଭଳି…
ଅଧିକ ଖବର ଦେଖନ୍ତୁ...

୬୮ଲକ୍ଷ ଟଙ୍କା ଠକେଇ: ବିନୋଦିନୀ ଚିଟ୍‌ଫଣ୍ଡ ସଂସ୍ଥା ଏମ୍‌ଡି ଗିରଫ

ବ୍ରହ୍ମପୁର: ଲୋକଙ୍କ ଠାରୁ ଟଙ୍କା ଠକେଇ ଅଭିଯୋଗରେ ବୈଦ୍ୟନାଥପୁର ଥାନା ପୁଲିସ ବିନୋଦିନୀ ଚିଟ୍‌ଫଣ୍ଡ ସଂସ୍ଥାର ଏମ୍‌ଡି(ପରିଚାଳନା ନିର୍ଦ୍ଦେଶକ) ଧୀରେନ କୁମାର ସ୍ବାଇଁ(୪୭)ଙ୍କୁ ଗିରଫ କରିଛି। ଲୋକଙ୍କୁ ଅଧିକ ହାରରେ ସୂଧ ଦେବା ପ୍ରତିଶ୍ରୁତି ଦେଇ ଏହି ସଂସ୍ଥା ପ୍ରାୟ ୬୮ଲକ୍ଷ ୮୩ହଜାର…
ଅଧିକ ଖବର ଦେଖନ୍ତୁ...

ଘରେ ପଶି ଜିଲ୍ଲା ପରିଷଦ ସଭ୍ୟଙ୍କୁ ଆକ୍ରମଣ, ହତ୍ୟା ଧମକ

ସୁନ୍ଦରଗଡ଼: ବାଲିଶଙ୍କରା ବ୍ଲକର ଜିଲ୍ଲା ପରିଷଦ ସଭ୍ୟ ଶ୍ରଦ୍ଧାକର ସନୁଏନଙ୍କୁ ବନଡେଗାର ନଜମୁଲ ହକ୍‌ ନାମକ ଜଣେ ବ୍ୟକ୍ତି ଘରେ ପଶି ଆକ୍ରମଣ କରିବା ସହ ହତ୍ୟା ଧମକ ଦେଇଥିବା ଥାନାରେ ଅଭିଯୋଗ ହୋଇଛି। ଜଣେ ଲୋକପ୍ରତିନିଧିଙ୍କୁ ଆକ୍ରମଣ ଘଟଣା ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ଶ୍ରୀ…
ଅଧିକ ଖବର ଦେଖନ୍ତୁ...

ଆରମ୍ଭ ହେଲା ଭାରତର ପ୍ରଥମ ଓ୍ବାଟର ଟାକ୍ସି ସେବା

କେରଳ: କେରଳ ରାଜ୍ୟ ଜଳ ପରିବହନ ବିଭାଗ ଓ୍ବାଟର ଟାକ୍ସି ସେବା ଆରମ୍ଭ କରିଛି। ଏହି ‌ସେବାକୁ ଆରମ୍ଭ କରିବା ପୂର୍ବରୁ ପ୍ରଥମେ ପରୀକ୍ଷଣ କରାଯାଇଥିଲା। ଏହି ପରୀକ୍ଷଣ ସଫଳ ହେବା ପରେ ସର୍ବସାଧାରଣ ସେବା ପାଇଁ ଚାରିଟି ଓ୍ବାଟର ଟାକ୍ସି ଚାଲିବାକୁ ଅନୁମତି ମିଳିଛି। ତେବେ ଏହାକୁ ଭାରତର ପ୍ରଥମ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌-୧୩: କିଙ୍ଗସ୍‌ ଇଲେଭେନ୍‌ ପଂଜାବକୁ ୧୭୭ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ମୁମ୍ବାଇ ଇଣ୍ଡିଆନ୍ସ

ଦୁବାଇ: ମୁମ୍ବାଇ ଇଣ୍ଡିଆନ୍ସ ଓ କିଙ୍ଗସ୍‌ ଇଲେଭେନ ପଂଜାବ ମଧ୍ୟରେ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ର ୩୬ତମ ମ୍ୟାଚ୍‌ ଖେଳାଯାଉଛି। ଓପନର କ୍ୱିଣ୍ଟନ ଡି କକ୍‌ଙ୍କ ୫୩ ରନ୍‌ ବଳରେ ମୁମ୍ବାଇ ୨୦ ଓଭରରେ ୬ଟି ଓ୍ଵିକେଟ୍‌ ହରାଇ ୧୭୬ ରନ୍‌ କରିଛି। ଫଳରେ ପଂଜାବକୁ ୧୭୭ ରନ୍‌ର ବିଜୟ ଲକ୍ଷ୍ୟ ମିଳିଛି।…
ଅଧିକ ଖବର ଦେଖନ୍ତୁ...

କେନ୍ଦ୍ର ସରକାରଙ୍କୁ ସୋନିଆଙ୍କ ସମାଲୋଚନା: ଗଣତନ୍ତ୍ର ଅତ୍ୟନ୍ତ ଦୁଃସମୟ ମଧ୍ୟରେ ଗତି କରୁଛି

ନୂଆଦିଲ୍ଲୀ: ରବିବାର ଦିନ ଦଳର ସାଧାରଣ ସଚିବ ଏବଂ ରାଜ୍ୟ ପ୍ରଭାରୀମାନଙ୍କର ଏକ ବୈଠକରେ ଅଧ୍ୟକ୍ଷତା କରି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଭାରତୀୟ ଜନତା ପାର୍ଟି ନେତୃତ୍ବାଧୀନ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରି କହିଲେ ଯେ, ଗଣତନ୍ତ୍ର ଅତ୍ୟନ୍ତ ଦୁଃସମୟ ମଧ୍ୟରେ ଗତି କରୁଛି।…
ଅଧିକ ଖବର ଦେଖନ୍ତୁ...