Daily Archives

October 19, 2020

ଓକିଲଗୁଡ଼ା ପଥର ଖାଦାନର ଖୋଲୁଛି ଗୁମର: ୧୩ ବର୍ଷ ଧରି ଚାଲିଥିଲା ଟେଣ୍ଡର ଫିକ୍ସିଂ! 

ରାୟଗଡ଼ା: ବର୍ଷେ କି ଦୁଇ ବର୍ଷ ନୁହଁ, ଦୀର୍ଘ ୧୩ ବର୍ଷ ହେଲା ଜଣେ ଲିଜଧାରୀଙ୍କ ହାତରେ ରହିଛି ଓକିଲଗୁଡ଼ା ପଥର ଖାଦାନ। ଟେଣ୍ଡର ଫିକ୍ସିଂ କରି ଶାଗମାଛ ଦରରେ ଖାଦାନ ହାତେଇଛନ୍ତି ଲିଜଧାରୀ। ଏପଟେ ମୋଟା ଅଙ୍କର ଉତ୍କୋଚ ନେଇ ଲିଜଧାରୀଙ୍କୁ ପ୍ରତି ଟେଣ୍ଡରରେ ଅନୁକମ୍ପା ଦେଖାଇବା ସହ ସବୁ ଦୋଷ,…
ଅଧିକ ଖବର ଦେଖନ୍ତୁ...

ଭାରତୀୟ ସଂସ୍କୃତିରେ ଓଡ଼ିଶାର ସ୍ଥାନ ଅଦ୍ୱିତୀୟ: ସ୍କନ୍ଦ ପୁରାଣ

ଭୁବନେଶ୍ୱର, (ବ୍ୟୁରୋ): ଅଢେଇ ହଜାର ବର୍ଷ ପୁରୁଣା ଉତ୍କଳ ସଂସ୍କୃତି ଓ ପୁରୁଷୋତ୍ତମ ତଥା ଶ୍ରୀଜଗନ୍ନାଥ ମହିମାର ଗାଥାକୁ ବଣ୍ଣନା କରୁଛି ସ୍କନ୍ଦପୁରାଣ । ମହର୍ଷି ବ୍ୟାସଦେବଙ୍କ ରଚିତ ଏହି ମହାନ ଗ୍ରନ୍ଥ ଭାରତର ଅନ୍ୟ ଜୀବନ୍ତ ଐତିହ୍ୟ  ଗୁଡ଼ିକ ସହ ଓଡ଼ିଶାର ବିଭିନ୍ନ କ୍ଷେତ୍ରକୁ ମହିମା ମଣ୍ଡିତ…
ଅଧିକ ଖବର ଦେଖନ୍ତୁ...

ମୟୂରଭଞ୍ଜରେ ନକଲି ବିଶ୍ବବିଦ୍ୟାଳୟ ‘ନର୍ଥ ଓଡ଼ିଶା ବିଶ୍ବବିଦ୍ୟାଳୟ ଅଫ୍ ଏଗ୍ରିକଲ୍ଚର ଏଣ୍ଡ୍ ଟେକ୍ନୋଲୋଜି’ ; ସତ୍ୟତା…

ବାରିପଦା : ୟୁଜିସି ପକ୍ଷରୁ ମୟୂରଭଞ୍ଜରେ ‘ନର୍ଥ ଓଡ଼ିଶା ବିଶ୍ବବିଦ୍ୟାଳୟ ଅଫ୍ ଏଗ୍ରିକଲ୍ଚର ଏଣ୍ଡ୍ ଟେକ୍ନୋଲୋଜି’ ନାମରେ ଏକ ନକଲି ବିଶ୍ବବିଦ୍ୟାଳୟ କାର୍ଯ୍ୟ କରୁଥିବା  କିଛି ଦିନ ତଳେ ୟୁଜିସି ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଥିଲା ।  ଏହି ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ନକଲି ଡିଗ୍ରୀ…
ଅଧିକ ଖବର ଦେଖନ୍ତୁ...

ବ୍ରହ୍ମପୁର ରିଙ୍ଗରୋଡ : ଜମି ଅଧିଗ୍ରହଣ ତ୍ବରାନ୍ବିତ କରିବାକୁ ନିର୍ଦ୍ଦେଶ, ପ୍ରକଳ୍ପ ଅଞ୍ଚଳ ବୁଲି ଦେଖିଲେ ଜିଲ୍ଲାପାଳ…

ବ୍ରହ୍ମପୁର: ବ୍ରହ୍ମପୁର ମହାନଗରରରେ ଯାନବାହନ ଭିଡକୁ କମାଇବା ସହ ଟ୍ରାଫିକ ସମସ୍ୟାକୁ ନିୟନ୍ତ୍ରଣ କରିବା ଲାଗି ବ୍ରହ୍ମପୁର ସହରରେ ରିଙ୍ଗରୋଡ ପରିକଳ୍ପନା କରାଯାଇଛି। ୪ ବର୍ଷ ତଳେ ରୂପରେଖ ପ୍ରସ୍ତୁତ ହୋଇଥିବା ଏହି ପ୍ରକଳ୍ପ ଜମି ସକାଶେ ଅଟକି ରହିଛି। ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ…
ଅଧିକ ଖବର ଦେଖନ୍ତୁ...

ମହଙ୍ଗା ପଡ଼ିଲା କୁମ୍ଭୀର ସହିତ ଗାଧୋଇବା ନିଶା

ନୂଆଦିଲ୍ଲୀ: ଜଣେ ବ୍ୟକ୍ତିଙ୍କୁ କୁମ୍ଭୀର ସହିତ ଗାଧୋଇବା ନିଶା ମହଙ୍ଗା ପଡ଼ିଛି। କୁମ୍ଭୀର ସହିତ ଯୁବକ ଜଣକ ଗାଧୋଉଥିବା ସମୟରେ ହଠାତ ଆକ୍ରମଣ ଶିକାର ହୋଇଥିଲେ। ସୌଭାଗ୍ୟବଶତଃ ଯୁବକ ଜଣକଙ୍କ ଜୀବନ ରକ୍ଷା ପାଇ ଯାଇଛି। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।…
ଅଧିକ ଖବର ଦେଖନ୍ତୁ...

ହାଥରସରେ ଦଳିତ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବା ଜମିର ଫସଲ ସମ୍ପୂର୍ଣ୍ଣ ନଷ୍ଟ: ଚାଷୀ କ୍ଷତି ପୂରଣ ଦାବି କଲେ

ହାଥରସ: ସେପ୍ଟେମ୍ବର ୧୪ତାରିଖରେ ନିର୍ଭୟା ଭଳି ଏକ କାଣ୍ଡ ଦିଲ୍ଲୀ ଠାରୁ ୨୦୦ କିମି ଦୂର ଉତ୍ତରପ୍ରଦେଶର ହାଥରସ୍ ଗାଁରେ ଘଟିଥିଲା। ଏଠାରେ ୪ ଜଣ ଉଚ୍ଚ ଜାତିର ପୁରୁଷଙ୍କ ଦ୍ବାରା ଗଣଦୁଷ୍କର୍ମର ଶିକାର ହୋଇଥିବା ଜଣେ ଅନୁସୂଚିତ ବର୍ଗ ଯୁବତୀଙ୍କର ଦିଲ୍ଲୀରେ ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ ନେଇ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌-୧୩ : ଚେନ୍ନାଇ ସୁପରକିଙ୍ଗସ୍‌କୁ ୭ ୱି୍କେଟରେ ପରାସ୍ତ କଲା ରାଜସ୍ଥାନ ରୟାଲ୍ସ

ଆବୁଧାବି : ସ୍ଥାନୀୟ ଶେଖ ଜାଏଦ ଷ୍ଟାଡିୟମଠାରେ ଚାଲିଥିବା ଚଳିତ ଆଇପିଏଲର ୩୭ତମ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗସ୍‌କୁ ୭ ୱି୍କେଟରେ ପରାସ୍ତ କରିଛି ରାଜସ୍ଥାନ ରୟାଲ୍ସ । ଦ୍ବିତୀୟ ପାଳିରେ ରାଜସ୍ଥାନ ମାତ୍ର ୧୨୬ ରନ୍‌ର ଲକ୍ଷ୍ୟକୁ ପିଛା କରି ୧୭.୩ ଓଭରରେ ୩ ୱିକେଟ ହରାଇ  ବିଜୟ ହାସଲ କରିଛି ।…
ଅଧିକ ଖବର ଦେଖନ୍ତୁ...

ଗୀତ ଶିଖୁଶିଖୁ ପିତାଙ୍କୁ ଗାଳି ଦେଉଥିବା ଶିଶୁର ଭିଡିଓ ସେୟାର କଲେ ଅମିତାଭ

ନୂଆଦିଲ୍ଲୀ: ବଲିଉଡର ବାଦଶାହା ଅମିତାଭ ବଚ୍ଚନ ଟିଭିର ପ୍ରସିଦ୍ଧ କୁଇଜ୍ ସୋ 'କୌନ ବନେଗା କରୋଡପତି-୧୨' ରେ ନଜର ଆସୁଛନ୍ତି। ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ସକ୍ରିୟ ରହିଥିବା ବେଳେ ଟ୍ୱିଟରରେ ପ୍ରାୟତଃ ଭାଇରାଲ ଭିଡିଓ ସେୟାର କରିଥାଆନ୍ତି। ନିକଟରେ ଅମିତାଭ ପୁଣି ଏକ ଭିଡିଓ ସେୟାର…
ଅଧିକ ଖବର ଦେଖନ୍ତୁ...

କରୋନା ସମୟରେ ସଂକ୍ରମିତଙ୍କ ପ୍ରତି ଡାକ୍ତରଙ୍କ ନିଷ୍ଠାପର ସେବା ଦେଖି ପାଠପଢ଼ା ପ୍ରତି ଅନୁପ୍ରାଣିତ ହୋଇଥିଲେ ସୋଏବ…

ନୂଆଦିଲ୍ଲୀ: ଏନଟିଏ -ଏନଇଇଟି ( ନିଟ୍) ପରୀକ୍ଷାରେ ଓଡ଼ିଶାର ସୋଏବ ଆଫତାବ ଇତିହାସ ସୃଷ୍ଟି କରିଛନ୍ତି । ସେ ମୋଟ ୭୨୦ ନମ୍ବରରୁ ୭୨୦ ନମ୍ବର ରଖି ୧୦୦ ପ୍ରତିଶତ ସଫଳତା ପାଇଛନ୍ତି । ସେହିପରି ଓଡ଼ିଶାର ପ୍ରଥମ ଛାତ୍ର ଭାବେ ଏନଇଇଟିରେ ଟପ୍ପର ହୋଇଛନ୍ତି । କୋଭିଡ ମହାମାରୀକୁ ନେଇ ଭାରତୀୟ…
ଅଧିକ ଖବର ଦେଖନ୍ତୁ...

ଏହି ନାବାଳିକା କରୋନାକୁ ହରାଇବାର ସମ୍ଭାବ୍ୟ ଚିକିତ୍ସା ପଦ୍ଧତି ଆବିଷ୍କାର କଲେ

ନୂଆଦିଲ୍ଲୀ: ପ୍ରତିଦିନ ଦେଶରେ କି ରାଜ୍ୟରେ ହେଉ କରୋନାରେ କେତେ ଆକ୍ରାନ୍ତ ହେଲେ କେତେ ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ଏହି ମହାମାରୀ କେତେଜଣଙ୍କ ପ୍ରାଣ ନେଲା ଲୋକମାନେ ତାହାର ଟିକନିଖ ଖବର ରଖିଛନ୍ତି। ଏଭଳି ପରିସ୍ଥିତିରେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଏହି ମହାମାରୀ କେବ‌େ ଯିବ?…
ଅଧିକ ଖବର ଦେଖନ୍ତୁ...