Daily Archives

October 20, 2020

ଖୋର୍ଦ୍ଧା ଗ୍ରାମାଂଚଳରେ କରୋନା ସ୍ଥିତି : ୩୭ ସଂକ୍ରମିତ, ୮୯ ସୁସ୍ଥ

ଖୋର୍ଦ୍ଧା : ଖୋର୍ଦ୍ଧା ଗ୍ରାମାଂଚଳରେ ଆଜି ସକାଳ ସୁଦ୍ଧା ୩୭ଜଣ କରୋନା ପଜିଟିଭି୍ଙ୍କୁ ଚିହ୍ନଟ କରାଯାଇଛି । ଏହି ସଂଖ୍ୟା ଗତ ଅପ୍ରିଲ୍ ମାସ ଠାରୁ ସର୍ବନିମ୍ନ ବୋଲି ଜଣାପଡ଼ିଛି । ଏହା ସହିତ ୮୯ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗରୁ ମିଳିଥିବା ତଥ୍ୟାନୁସାରେ, ଆଜି…
ଅଧିକ ଖବର ଦେଖନ୍ତୁ...

କେନ୍ଦ୍ରମନ୍ତ୍ରୀଙ୍କ ଦ୍ବାରା ୧୦ ହଜାର କୋଟିର ଆୟୁଷ୍ମାନ ସହକାର ପାଣ୍ଠିର ଶୁଭାରମ୍ଭ

ଜାତୀୟ କୃଷି ଓ କୃଷକମଙ୍ଗଳ ମନ୍ତ୍ରାଳୟ ଅଧିନସ୍ଥ ଶୀର୍ଷ ସ୍ୱୟଂଚାଳିତ ଆର୍ଥିକ ସଂସ୍ଥା “ରାଷ୍ଟ୍ରୀୟ ସହକାରୀ ବିକାଶ ନିଗମ” ସମବାୟ ସଂସ୍ଥାମାନଙ୍କୁ ସହାୟତା ଓ ପ୍ରେତ୍ସାହନ ଉଦ୍ଦେଶ୍ୟରେ ଏକ ଅଭିନବ ତଥା ଅନନ୍ୟ ଯୋଜନା ପ୍ରଣୟନ କରିଛନ୍ତି । “ଆୟୁଷ୍ମାନ ସହକାର” ନାମଯୁକ୍ତ ଉକ୍ତ ଯୋଜନା…
ଅଧିକ ଖବର ଦେଖନ୍ତୁ...

ସେବା ଦେବା ଆଳରେ ଗ୍ରାହକଙ୍କୁ ଲୁଟିଲେ କଷ୍ଟମର୍ କେୟାର୍ ଏକ୍ସକ୍ୟୁଟିଭ୍

ବାରିପଦା: ଏକ ସରକାରୀ ବ୍ୟବସ୍ଥାକୁ ଅର୍ଥ ପଇଠ କରିବା ନିମନ୍ତେ ବାରିପଦା ପୌରପରିଷଦର ୱାର୍ଡ ନଂ- ୧୩ର ବାସିନ୍ଦା ଅରୁଣ ପଟ୍ଟନାୟକ ନିଜର ଡେବିଟ୍ କାର୍ଡ ବ୍ୟବହାର କରିଥିଲେ। ମାତ୍ର ଅର୍ଥ କଟିବା ସତ୍ତ୍ବେ ପରିବହନ ବିଭାଗ କାର୍ଯ୍ୟାଳୟରେ କିନ୍ତୁ ସରକାରୀ ଚାଲଣ କଟିନଥିଲା। ସେ ବ୍ୟାଙ୍କ ଅଫ୍…
ଅଧିକ ଖବର ଦେଖନ୍ତୁ...

ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଡାକଘରେ ଦୁଇ କର୍ମଚାରୀଙ୍କ ମଧ୍ୟରେ ମାରପିଟ, ଜଣେ ଆହତ

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଡାକଘରେ ଦୁଇଜଣ କର୍ମଚାରୀଙ୍କ ମଧ୍ୟରେ ଗଣ୍ଡଗୋଳ ଘଟି ଜଣେ ଅଧସ୍ତନ କର୍ମଚାରୀ ଆହତ ହୋଇଛନ୍ତି । ଏନେଇ ଉକ୍ତ କର୍ମଚାରୀଙ୍କ ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ଖୋର୍ଦ୍ଧା ଟାଉନ୍ ଥାନାରେ ହୋଇଥିବା ଅଭିଯୋଗ ଅନୁସାରେ, ଚନ୍ଦନ ବେହେରା (୪୩)…
ଅଧିକ ଖବର ଦେଖନ୍ତୁ...

ବାଲେଶ୍ବର : ଉପନିର୍ବାଚନ ପାଇଁ ଆକ୍ସନମୁଡରେ ଜିଲ୍ଲା ପ୍ରଶାସନ, ଗାଡ଼ି ଯାଞ୍ଚ୍‌ ବେଳେ ୨ ଲକ୍ଷ ପୋଷ୍ଟର ଜବତ

ବାଲେଶ୍ବର : ବାଲେଶ୍ବର ସଦର ଉପନିର୍ବାଚନ ପାଇଁ ଗାଡ଼ି ଯାଞ୍ଚ୍‌ବେଳେ ଗୋଟିଏ ଗାଡ଼ିରୁ ବିପୁଳ ମାତ୍ରାରେ ପୋଷ୍ଟର ଜବତ କରାଯାଇଛି। ଗତ ବିଳମ୍ବିତ ରାତିରେ ସଦର ଥାନା ପୁଲିସ ଓ ଷ୍ଟାଟିକ୍‌ ସର୍ଭେଲାନ୍ସ ଟିମ୍‌ ପକ୍ଷରୁ ଚେକିଂ ଚାଲିଥିବା ବେଳେ ଭୁବନେଶ୍ବରରୁ ବାଲେଶ୍ବର ଆସୁଥିବା ଏକ ଗାଡ଼ିରୁ ଏହି…
ଅଧିକ ଖବର ଦେଖନ୍ତୁ...

ନେତାଙ୍କ ପ୍ରତିଶୃତି ଜାଲରେ ଶ୍ରୀ ଶାରଳା ସୂତାକଳ

ଜଗତସିଂହପୁର ଟାଉନ୍: ନିର୍ବାଚନ ଆସୁଛି ଯାଉଛି । ନେତା ପ୍ରତିଶ୍ରୁତିର ପାହାଡ଼ ଛିଡ଼ା କରୁଛନ୍ତି । ହେଲେ ନିର୍ବାଚନ ସରିଯିବା ପରେ ଯିଏ ବିଜୟ ହେଉଛି ସେ ଦେଇଥିବା ପ୍ରତିଶ୍ରୁତିକୁ ଭୂଲି ଯାଉଛି । ପରାଜୟ ବରଣ କରୁଥିବା ବିରୋଧୀ ମଧ୍ୟ ନିରବି ଯାଉଛନ୍ତି । ଫଳରେ ନିର୍ବାଚନ ମଣ୍ଡଳୀରେ ରହୁଥିବା…
ଅଧିକ ଖବର ଦେଖନ୍ତୁ...

ଓକିଲଗୁଡ଼ା ପଥର ଖାଦାନ ଲିଜରେ ଚଞ୍ଚକତା: ଟେଣ୍ଡର ଲକ୍ଷରେ, ଆଦାୟ କୋଟିରେ

ରାୟଗଡ଼ା: ଓକିଲଗୁଡ଼ା ପଥର ଖାଦାନ ଲିଜ ପ୍ରଦାନରେ ହୋଇଛି ବଡ଼ ଧରଣର ଚଞ୍ଚକତା। ଲିଜଧାରୀ ଲକ୍ଷ ଆକାରରେ ଟେଣ୍ଡର ହାତେଇ ପଥର ବିକ୍ରି କୋଟି କୋଟି ଟଙ୍କାର ଲାଭ ପାଇଛନ୍ତି। ୨୦୧୮-୧୯ ଆର୍ଥିକ ବର୍ଷ ଅପେକ୍ଷା ୨୦୧୯-୨୦ ବର୍ଷ ଟେଣ୍ଡରରେ ଲିଜ୍ ଅର୍ଥ ବଢ଼ିବା ପରିବର୍ତ୍ତେ କମିଛି। ଯାହା…
ଅଧିକ ଖବର ଦେଖନ୍ତୁ...

ଫିକା ପଡ଼ିଲା ଧ୍ବଓନଙ୍କ ଶତକ, ଦିଲ୍ଲୀ କ୍ୟାପିଟାଲ୍ସକୁ ୫ ୱିକେଟରେ ପରାସ୍ତ କଲା କିଙ୍ଗସ୍‌ ଇଲେଭେନ୍ ପଞ୍ଜାବ

ଦୁବାଇ: ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମଠାରେ ଚାଲିଥିବା ଚଳିତ ଆଇପିଏଲ୍‌ର ୩୮ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୫ ୱିକେଟରେ ପରାସ୍ତ କରିଛି କିଙ୍ଗସ୍‌ ଇଲେଭେନ୍ ପଞ୍ଜାବ । ଦ୍ବିତୀୟ ପାଳିରେ ପଞ୍ଜାବ ୧୬୫ ରନ୍‌ର ଲକ୍ଷ୍ୟକୁ ପିଛା କରି ୧୯ ଓଭରରେ ୫ ୱିକେଟ ହରାଇ ୧୬୭ ରନ୍‌ କରି…
ଅଧିକ ଖବର ଦେଖନ୍ତୁ...

ବାଲିଅନ୍ତା : ଗୃହ ସଙ୍ଗରୋଧରେ ଦୁଇ କରୋନା ଯୋଦ୍ଧା

ବାଲିଅନ୍ତା : ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଦୁଇ ଜଣ ବରିଷ୍ଠ ଅଧିକାରୀ କରୋନା ପଜିଟିଭ ଚିହ୍ନଟ ହୋଇ ଘରେ ସଂଗରୋଧରେ ଅଛନ୍ତି । ଆଜି ଏହି ସ୍ବାସ୍ଥ୍ୟକେନ୍ଦ୍ରର ଜନସ୍ବାସ୍ଥ୍ୟ ସଂପ୍ରସାରଣ ଅଧିକାରୀ  (ପିଏଚଇଓ) ସ୍ବାବ ପରୀକ୍ଷା ରିପୋର୍ଟ ପଜିଟିଭ ଆସିଥିବା ସେ ସୂଚନା ଦେଇଛନ୍ତି ।…
ଅଧିକ ଖବର ଦେଖନ୍ତୁ...

ମା ଦୁର୍ଗାଙ୍କ ଅବତାରରେ ନଜର ଆସିବେ ପ୍ରବାସୀ ମା: କୁନି ପିଲାଙ୍କୁ ଧରି ରାସ୍ତାରେ ଚାଲିଥିଲେ, ଶିଳ୍ପୀଙ୍କ ହାତରେ ଶୋଭା…

କୋଲକାତା: କୁହାଯାଏ ପାର୍ବଣ ଆସିଲେ ମାଆ ଆସନ୍ତି । ଶରତ ଆସିଲେ ମାଆଙ୍କ ଆଗମନୀ ହୁଏ । ଆଉ ଧରାବତରଣ କରନ୍ତି ମାଆ ଜଗତ ଜନନୀ । ହେଲେ ପାର୍ବଣ ପୂର୍ବରୁ କିନ୍ତୁ ମାଆ ପାଖରେ ଥାଆନ୍ତି । ମାଆ କେବେ ଯାଏ ନା ଆସେ । ମାଆ ଏଇଠି ଥାଏ, ଆମ ପାଖରେ ଥାଏ । ଅଦୃଶ୍ୟ ଶକ୍ତି ସାଜି ଆମ ଭଲମନ୍ଦ ବୁଝୁଥାଏ,…
ଅଧିକ ଖବର ଦେଖନ୍ତୁ...