Daily Archives

October 21, 2020

ଲୁଚିଛି କରୋନା, ଶୀତରେ ମାରାତ୍ମକ ସାଜିବ: ସଂକ୍ରମିତ ଦୁଇ ପ୍ରକାର, କାଗଜପତ୍ରରେ ପଜିଟିଭ୍‌ ହାର କମିଛି

ବ୍ରହ୍ମପୁର: ଅନ୍‌ଲକ୍‌ ୫.୦ରେ ଜୀବନଯାତ୍ରା ପ୍ରାୟତଃ ସ୍ବାଭାବିକ ଆଡ଼କୁ ଗତି କରୁଛି। ଦିନେ ହଟ୍‌ସ୍ପଟ୍‌ ତାଲିକାର ଶୀର୍ଷରେ ଡହ ଡହ ଜଳୁଥିବା ଗଞ୍ଜାମ ଜିଲ୍ଲାରେ କେତେକ କ୍ଷେତ୍ରରେ କରୋନା ଚାଲିଗଲାଣି ବୋଲି ଲୋକେ ମନେ ମନେ ଭାବି ନେଲେଣି। ଆସ୍ତେ ଆସ୍ତେ ସାମଜିକ ଦୂରତ୍ବ ନିୟମ ଢିଲା ହୋଇ…
ଅଧିକ ଖବର ଦେଖନ୍ତୁ...

ଯାଞ୍ଚ ନକରି କରେଣ୍ଟ୍‌ ଚାର୍ଜ କରିଦେଲେ, ବିଦ୍ୟୁତ ଆଘାତରେ ପ୍ରାଣ ହାରିଲା ୪ ବର୍ଷୀୟା ଶିଶୁକନ୍ୟା

ବାରିପଦା: ବର୍ଷ ୨୦୧୯ ଜୁନ ପହିଲାରେ ମୟୂରଭଞ୍ଜ ଜିଲ୍ଲା ଶ୍ୟାମାଖୁଣ୍ଟା ବ୍ଲକ ଅନ୍ତର୍ଗତ ବାହାଦୁରପୁର ଗ୍ରାମର ବଂଶୀଧର ଦାସଙ୍କ ୪ ବର୍ଷୀୟା ଝିଅ କଣ୍ଢେଇଙ୍କର ବିଦ୍ୟୁତ ଆଘାତରେ ମୃତ୍ୟୁ ଘଟିଥିଲା। ଚାର୍ଜ ହୋଇଯାଇଥିବା ବିଦ୍ୟୁତ ଖୁଣ୍ଟର ଆର୍ଥିଂକୁ ଧରିବାରୁ ଉକ୍ତ ଶିଶୁକନ୍ୟାଙ୍କର ମୃତ୍ୟୁ…
ଅଧିକ ଖବର ଦେଖନ୍ତୁ...

କଳିଯୁଗର ମାମୁ, ଭାଣିଜୀକୁ ଦୁଷ୍କର୍ମ ପରେ ହତ୍ୟା

ପାଟନା: ବିହାରରେ ଜଣେ ବିକୃତ ମାନସିକତା ମାମୁ ନିଜ ଭାଣିଜୀକୁ ଦୁଷ୍କର୍ମ କରିବା ପରେ ହତ୍ୟା କରିବା ଭଳି ସଂଗୀନ ମାମଲା ସାମ୍ନାକୁ ଆସିଛି | ଏହି ଘଟଣା ବିହାରର ମୁଜାଫରପୁରର ସାଇୟା ପୁଲିସ ଷ୍ଟେସନ ଅଂଚଳରେ ଘଟିଛି | ଯେଉଁଠାରେ ୧୧ ବର୍ଷର ଝିଅକୁ ମାମୁଁ ପ୍ରଥମେ ଦୁଷ୍କର୍ମ କରି ହତ୍ୟା କରିଛି |…
ଅଧିକ ଖବର ଦେଖନ୍ତୁ...

ଭଞ୍ଜନଗର ହତ୍ୟାକାଣ୍ଡର ଆଜୀବନ କାରାଦଣ୍ଡାଦେଶ ହାଇକୋର୍ଟରେ ରଦ୍ଦ

କଟକ: ସାକ୍ଷୀ ବୟାନ ବଦଳାଇବା ଘଟଣା ଯୋଗୁଁ ବିଚାର ପ୍ରକ୍ରିୟା ପ୍ରଭାବିତ ହେଉଛି। ଅର୍ଥବଳ, ଧମକ ଭଳି ଘଟଣା ଯୋଗୁଁ ସାକ୍ଷୀ ବୟାନ ବଦଳାଇବା ଘଟଣା ସାମନାକୁ ଆସୁଛି। ଏହି ଧାରା ଧୀରେ ଧୀରେ ଲମ୍ବିବାରେ ଲାଗିଛି। ତେଣୁ ଏ ବ୍ୟବସ୍ଥାର ବ୍ୟାପକ ପରିବର୍ତ୍ତନ ଆବଶ୍ୟକ ବୋଲି ମତ ରଖିଛନ୍ତି…
ଅଧିକ ଖବର ଦେଖନ୍ତୁ...

ମହାରାଷ୍ଟ୍ରରେ ବିଜେପିକୁ ବଡ ଝଟକା, ଦଳ ଛାଡିଲେ ଏହି ବରିଷ୍ଠ ନେତା

ମୁମ୍ବାଇ: ମହାରାଷ୍ଟ୍ରରେ ଭାରତୀୟ ଜନତା ପାର୍ଟି ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି। ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଏକନାଥ ଖଡସେ ବିଜେପିରୁ ଇସ୍ତଫା ଦେଇ ଶୁକ୍ରବାର ଦିନ ଏନସିପିରେ ଯୋଗଦେବେ। ଏକନାଥ ଖଡସେଙ୍କ ଇସ୍ତଫା ଖବରକୁ ମଧ୍ୟ ରାଜ୍ୟ ବିଜେପି ନିଶ୍ଚିତ କରିଛି। ଗତ କିଛି…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌-୧୩: କୋଲକାତା ନାଇଟ ରାଇଡର୍ସକୁ ୮ ୱିକେଟରେ ପରାସ୍ତ କଲା ରୟାଲ ଚ୍ୟାଲେଞ୍ଜର୍ସ ବ‌ାଙ୍ଗାଲୋର

ଆବୁଧାବି: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ତ୍ରୟୋଦଶ ସଂସ୍କରଣର ୩୯ତମ ମ୍ୟାଚ୍‌ରେ କୋଲକାତା ନାଇଟ ରାଇଡର୍ସକୁ ୮ ୱିକେଟରେ ପରାସ୍ତ କଲା ରୟାଲ ଚ୍ୟାଲେଞ୍ଜର୍ସ ବ‌ାଙ୍ଗାଲୋର । ଦ୍ବିତୀୟ ପାଳିରେ ବାଙ୍ଗାଲୋର ଲକ୍ଷ୍ୟକୁ ପିଛା କରି ୧୩.୩ ଓଭରରେ ୨ ୱିକେଟ ହରାଇ ୮୫ ରନ୍‌ କରି ବିଜୟ…
ଅଧିକ ଖବର ଦେଖନ୍ତୁ...

ସଚିନ ଓ ସେହୱାଗ ଓପନିଂ ଯୋଡି ଭଳି ହେଉଛି ବିଜେପି-ଜେଡିୟୁର ଯୋଡି: ରାଜନାଥ

ପାଟନା: ଆସନ୍ତା ୨୮ ତାରିଖରେ ବିହାରରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆରମ୍ଭ ହୋଇ ନଭେମ୍ବର ୭ ତାରିଖରେ ଶେଷ ହେବ। ଏଥିପାଇଁ ରାଜନୀତି ପାଣିପାଗ ଗରମ ଥିବାବେଳେ ବିଭିନ୍ନ ଦଳର ପ୍ରାର୍ଥୀ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଉଦ୍ୟମ ଜାରି ରଖିଛନ୍ତି | ଆଜି ବିହାରର ଭୋଜପୁର ଜିଲ୍ଲାର ବର୍ହାରରେ…
ଅଧିକ ଖବର ଦେଖନ୍ତୁ...

ରାଜନେତାଙ୍କ ବିରୋଧରେ ବିଚାରାଧୀନ ମାମଲାର ତ୍ବରିତ ଶୁଣାଣି ପ୍ରସଂଗ: ତିନୋଟି ସ୍ବତନ୍ତ୍ର ଅଦାଲତ, ୧୧ଟି ଜେଏମ୍‌ଏଫସି…

କଟକ: ସମସ୍ତ ଜିଲ୍ଲାରେ ସାଂସଦ, ବିଧାୟକ, ପୂର୍ବତନ ସାଂସଦ ଓ ବିଧାୟକଙ୍କ ବିରୋଧରେ ବିଚାରାଧୀନ ମାମଲା ଗୁଡିକର ତ୍ବରିତ ଶୁଣାଣି ପାଇଁ ତିନୋଟି ରାଜସ୍ବ ଡିଭିଜନରେ ତିନୋଟି ସ୍ବତନ୍ତ୍ର ଅଦାଲତ ଓ ୧୧ଟି ପ୍ରଥମ ଶ୍ରେଣୀ ବିଚାରବିଭାଗୀୟ ମାଜିଷ୍ଟ୍ରେଟ (ଜେଏମ୍‌ଏଫ୍‌ସି) ଅଦାଲତ ପ୍ରତିଷ୍ଠା…
ଅଧିକ ଖବର ଦେଖନ୍ତୁ...

ବିଜେଡି ସଭାରେ ମହିଳାଙ୍କ ପ୍ରତିବାଦ: ଆଗ ମଦ ବନ୍ଦ କର, ତା’ ପରେ ଭୋଟ୍‌ ମାଗ

ବାଲେଶ୍ବର: ଭରା ସଭାରେ ନେତାଙ୍କୁ ଘେରିଗଲେ ମହିଳା। ସମସ୍ତେ ଏକସ୍ବରରେ କହିଲେ, ତମେ ଶାସନରେ ଅଛ। ଆଗ ମଦ ବନ୍ଦ କର। ତା’ ପରେ ଯାଇ ଆମ ପାଖକୁ ଭୋଟ୍‌ ମାଗିବାକୁ ଆସିବ। ମଦ ବନ୍ଦ କରିଦେଲେ ଆମେ ସମସ୍ତେ ସମର୍ଥନ ଦେବୁ। ବାଲେଶ୍ବର ସଦର ଉପନିର୍ବାଚନ ପାଇଁ ବୁଆଁଳ ପଞ୍ଚାୟତରେ ବୁଧବାର ଅନୁଷ୍ଠିତ…
ଅଧିକ ଖବର ଦେଖନ୍ତୁ...

ମୃତ୍ୟୁ ଏମିତି ଆସେ: ଛତ୍ରପୁର ଉପଜିଲ୍ଲାପାଳଙ୍କ ଅଫିସରେ କାମ କରୁଥିଲେ, ଟଳି ପଡ଼ିଲେ

ଛତ୍ରପୁର: ‘ମୃତ୍ୟୁ’ କାହା ପାଇଁ କେତେବେଳେ କେଉଁ ରୂପ ନେଇ ଆସିବ, ତାହା କେହି ଜାଣି ନଥାନ୍ତି। ବର୍ତ୍ତମାନ ଜଣେ ବ୍ୟକ୍ତି ଜୀବିତ ଥିବା ବେଳେ ଅଳ୍ପ ସମୟ ପରେ ସେ ବଂଚିଥିବ, ତାହାର କିଛି ସୁନିଶ୍ଚିତତା ନାହିଁ। ଆଜି ଏଭଳି ଏକ ଅଭାବନୀୟ ଘଟଣା ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର…
ଅଧିକ ଖବର ଦେଖନ୍ତୁ...