Daily Archives

October 22, 2020

କଲେଜ ଛାତ୍ର, ଠିକା ଶ୍ରମିକଙ୍କ ନାଁରେ ୪୨ କୋଟି ଜିଏସ୍‌ଟି ଠକେଇ

ରାଉରକେଲା: ଅର୍ବାନ କୋ-ଅପରେଟିଭ୍‌ ବ୍ୟାଙ୍କ୍‌ ଜାଲ ଆକାଉଣ୍ଟ୍‌ ଓ ଜିଏସ୍‌ଟି ଠକଙ୍କ ପେଣ୍ଠସ୍ଥଳୀ ପାଲଟିଛି। ଏହି ବ୍ୟାଙ୍କ୍‌ରେ ଏକାଧିକ ଜାଲ୍‌ ଆକାଉଣ୍ଟ ଖୋଲି କୋଟି କୋଟି ଟଙ୍କାର ଜିଏସ୍‌ଟି ଅର୍ଥ ହଡ଼ପ କରିନେଇଛନ୍ତି ଠକ ଦଳ। କେବଳ ଠିକା ଶ୍ରମିକ ଜାମିନିକାନ୍ତ ନାୟକ, ବିଶ୍ବଜିତ…
ଅଧିକ ଖବର ଦେଖନ୍ତୁ...

ନାଁକୁ ମାତ୍ର ଇଏସ୍ଆଇ ମଡେଲ୍ ହସ୍ପିଟାଲ : ସେବା ନାହିଁ, ଦୈନିକ ରୋଗୀ ଖର୍ଚ୍ଚ ୨୫ ହଜାର

ରାଉରକେଲା: ଶ୍ରମିକମାନଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ଲକ୍ଷ୍ୟରେ ରାଉରକେଲାରେ ପ୍ରତିଷ୍ଠା ହୋଇଛି ଇଏସ୍ଆଇ ମଡେଲ୍ ହସ୍ପିଟାଲ। ପଶ୍ଚିମ ଓଡ଼ିଶାର ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର ଆଦି ଜିଲ୍ଲାର ପ୍ରାୟ ୨ ଲକ୍ଷରୁ ଅଧିକ ବୀମାଭୁକ୍ତ ଶ୍ରମିକ କର୍ମଚାରୀ ନିର୍ଭରଶୀଳ। ୫୦…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍-୧୩ : ରାଜସ୍ଥାନ ରୟାଲ୍ସକୁ ୮ ଉଇକେଟରେ ପରାସ୍ତ କଲା ସନରାଇଜର୍ସ ହାଇଦ୍ରାବାଦ୍

ଦୁବାଇ : ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମଠାରେ ଚାଲିଥିବା ଚଳିତ ଆଇପିଏଲର ୪୦ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ୮ ଉଇକେଟରେ ପରାସ୍ତ କରିଛି ସନରାଇଜର୍ସ ହାଇଦ୍ରାବାଦ୍। ଏହାଫଳରେ ଆଇପିଏଲ-୧୩ର ପରବର୍ତ୍ତୀ ପର୍ଯ୍ୟାୟକୁ ହାଇଦ୍ରାବାଦର ଯିବାର ଆଶା ଉଜ୍ଜୀବିତ ରହିଛି। ୧୦ଟି ମ୍ୟାଚରୁ ୮…
ଅଧିକ ଖବର ଦେଖନ୍ତୁ...

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଅନଲାଇନ ଜନସେବା କାର୍ଯ୍ୟକ୍ରମ ଶୁଭାରମ୍ଭ

ବାରିପଦା: ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ବିଭିନ୍ନ ଯୋଜନାର ଲୋକାଭିମୂଖୀ କାର୍ଯ୍ୟକ୍ରମକୁ ଅଧିକ ଫଳପ୍ରଦ ତଥା ତ୍ୱରାନ୍ବିତ କରାଯିବା ନେଇ ଅନଲାଇନ ଜନସେବା କାର୍ଯ୍ୟକ୍ରମ ରାଜ୍ୟ ସ୍ତରରୁ ଶୁଭାରମ୍ଭ କରାଯାଇଛି । ରାଜ୍ୟସ୍ତରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ…
ଅଧିକ ଖବର ଦେଖନ୍ତୁ...

ଦୁର୍ନୀତି ବିରୋଧରେ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଦାବି କଲେ ଲୁଇପା ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା

ବାରିପଦା: ଉଦଳା ରାଢ଼ୋ ଲୁଇପା ଡ଼ିଗ୍ରୀ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଆଦିକନ୍ଦ ଦେଙ୍କ ବିରୋଧରେ ମହାଦୁର୍ନୀତିର ଅଭିଯୋଗ ଆଣି ଘଟଣା ଉପରେ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଦାବି କରିଛନ୍ତି ଅନୁଷ୍ଠାନର ଅଧ୍ୟାପକ ଅଧ୍ୟାପିକା। ଏନେଇ ଆଜି ମହାବିଦ୍ୟାଳୟର ଅରବିନ୍ଦ ସେଠୀ, ସମୀର କୁମାର ନାୟକ,…
ଅଧିକ ଖବର ଦେଖନ୍ତୁ...

ଅସୁରକ୍ଷିତ ଅବସ୍ଥାରେ ଜୟପୁର ସରକାରୀ ମହିଳା ମହାବିଦ୍ୟାଳୟ: ସ୍ମାର୍ଟକ୍ଲାସ ରୁମର ସିଲିଂ ଖସିଲା

ଜୟପୁର: ଅସୁରକ୍ଷିତ ଅବସ୍ଥାରେ ସର୍ବପୁରାତନ ସରକାରୀ ମହିଳା ମହାବିଦ୍ୟାଳୟ । ଗୋଟିଏ ପଟେ ଶ୍ରେଣୀ କରିବା ପାଇଁ ଶ୍ରେଣୀ ଗୃହ ଅଭାବ ଅନ୍ୟ ପଟେ ଥିବା ଶ୍ରେଣୀ ଗୃହଗୁଡିକରେ ସାମାନ୍ୟ ବର୍ଷାରେ ୨ଟି ଯାକ ମହଲାରେ ପାଣି ଗଳି ଜମା ହୋଇ କୃତ୍ରିମ ପୋଖରୀ ସୃଷ୍ଟି ହେବା ସହ ଲହଡି ଖେଳୁଛି।…
ଅଧିକ ଖବର ଦେଖନ୍ତୁ...

ସ୍କୁଲ ଘର ପାଲଟିଛି ଜୁଆଖେଳ ଆଡ୍ଡାସ୍ଥଳୀ: ୩ ଗିରଫ, ୧୭ ହଜାର ୭ ଶହ ଟଙ୍କା ଜବତ

ବାଲିଅନ୍ତା: ମହାମାରୀ କରୋନା ପାଇଁ ବନ୍ଦ ହୋଇପଡ଼ିଥିବା ସ୍ଥାନୀୟ ବଇଁଚୁଆ ହାଇସ୍କୁଲ ଏବେ ଜୁଆଖେଳର ଆଡ୍ଡାସ୍ଥଳୀ ପାଲଟିଛି । ଆଜି ସଂଧ୍ୟାରେ ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ଥାନା ଅଧିକାରୀ ପ୍ରଦୀପ କୁମାର ରାଉତ ପୁଲିସ ଟିମ ସହ ଦୀର୍ଘଦିନ ଧରି ଏଠାରେ ଚାଲିଥିବା ଏକ ଜୁଆ ଆଡ୍ଡାରେ ଅତର୍କିତ…
ଅଧିକ ଖବର ଦେଖନ୍ତୁ...

ବାଘଲଟି ଆରପାରି ୫ଖଣ୍ତ ଗାଁକୁ ଥଇଥାନ ଚିନ୍ତା: ଆଦିବାସୀଙ୍କ ସହ ଉପଜିଲ୍ଲାପାଳଙ୍କ ଆଲୋଚନା  

ପାତ୍ରପୁର: ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ ବାଘଲଟି ଜଳଭଣ୍ଡାର ଆରପାରିରେ ଥିବା ୫ ଖଣ୍ଡ ଗାଁର ଆଦିବାସୀଙ୍କୁ ଥଇଥାନ୍ କରିବା ଲାଗି ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଏମର୍ମରେ ବ୍ରହ୍ମପୁର ଉପଜିଲ୍ଲାପାଳ କୀର୍ତ୍ତି ଭାସନ୍ ଭି. ଆଜି ବ୍ଲକ୍ କାର୍ଯ୍ୟାଳୟ ପରିସରରେ ଉକ୍ତ ୫ ଗ୍ରାମର…
ଅଧିକ ଖବର ଦେଖନ୍ତୁ...

ଏବର୍ଷ ଆଉ ସ୍କୁଲ ନ ଖୋଲିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲା ଅଭିଭାବକ ସଂଘ

ନୂଆଦିଲ୍ଲୀ: ଦିଲ୍ଲୀ ପ୍ୟାରେଣ୍ଟସ୍ ଆସୋସିଏସନ୍ ବା ଦିଲ୍ଲୀ ଅଭିଭାବକ ସଂଘ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଚିଠି ଲେଖିଛନ୍ତି। ପ୍ରାୟ ସମସ୍ତେ ବର୍ତ୍ତମାନ ନିଜ ପିଲାମାନଙ୍କୁ ବିଦ୍ୟାଳୟକୁ ପଠାଇବାକୁ ପ୍ରସ୍ତୁତ ନୁହଁନ୍ତି | ଦିଲ୍ଲୀ ବିଦ୍ୟାଳୟରେ ପଢ଼ୁଥିବା ପ୍ରାୟ ୨୫୦୦ ପିଲାଙ୍କ…
ଅଧିକ ଖବର ଦେଖନ୍ତୁ...

ପୁଅର ନିର୍ଯାତନା ଅସହ୍ୟ: ଋଷିକୁଲ୍ୟାକୁ ଡେଇଁଲେ ବୃଦ୍ଧ ବାପା, ମେଡିକାଲ୍‌ରେ ଭର୍ତ୍ତି

ଗଞ୍ଜାମ: ପୁଅର ନିର୍ଯାତନା, ମାଡ଼, ଗାଳି ଦିନକୁ ଦିନ ଅସହ୍ୟ ହୋଇ ଚାଲିଲା। ଶେଷରେ ଅସହାୟ ବୃଦ୍ଧ ବାପା ଋଷିକୁଲ୍ୟା ନଦୀରେ ଡେଇଁ ପଡ଼ିଲେ। ଏଭଳି ଏକ ଅଭାବନୀୟ ଘଟଣା ଗଞ୍ଜାମ ନିକଟ ଋଷିକୁଲ୍ୟା ବ୍ରିଜ୍‌ ନିକଟରେ। ଡେଇଁ ପଡ଼ି ଜୀବନ ହାରିବାକୁ ଉଦ୍ୟମ କରିଥିବା ବୃଦ୍ଧ ଜଣକ ହେଲେ ରାମଚନ୍ଦ୍ର…
ଅଧିକ ଖବର ଦେଖନ୍ତୁ...