Daily Archives

October 22, 2020

ଚେୟ‌ାରରେ ଟଳିପଡ଼ିଲେ ଶତାୟୁ

ବାଲିଅନ୍ତା: ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଲକ ଅଧୀନ ଗଡ଼ଶ୍ରୀରାମପୁର ଗ୍ରାମର ଶତାୟୁ ମହିଳା ନିଶାମଣୀ ପାତ୍ରଙ୍କର ଆଜି ସକାଳେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୧୦୫ ବର୍ଷ ହୋଇଥିଲା । ନିଶାମଣୀ ଜଣେ ଧର୍ମପରାୟଣା ଓ ପରୋପକାରୀ ମହିଳା ଥିଲେ । ଆଜି ସକାଳେ ପରିବାର ଲୋକ…
ଅଧିକ ଖବର ଦେଖନ୍ତୁ...

ବିହାର କଂଗ୍ରେସ କାର୍ଯ୍ୟାଳୟରେ ଆୟକର ବିଭାଗର ଚଢ଼ାଉ, କାରରୁ ଜବତ ହେଲା ୮ ଲକ୍ଷ ଟଙ୍କା

ପାଟନା: ବିହାରର ରାଜଧାନୀ ପାଟନାରେ ଥିବା କଂଗ୍ରେସ କାର୍ଯ୍ୟାଳୟ ଉପରେ ଆୟକର ବିଭାଗ ପକ୍ଷରୁ ଅଚାନକ ଚଢ଼ାଉ କରାଯାଇଛି | ଆୟକର ବିଭାଗ ଏଠାରେ ଏକ କାରରେ ଥିବା ୮ ଲକ୍ଷ ଟଙ୍କା ଜବତ କରିଛି । ଏହି ମାମଲାରେ କଂଗ୍ରେସ ନେତା ରଣଦୀପ ସୁରଜେୱାଲା ଏବଂ ବିହାରର କଂଗ୍ରେସ ପ୍ରଭାରୀ ଶକ୍ତି ସିଂ…
ଅଧିକ ଖବର ଦେଖନ୍ତୁ...

ନବରଙ୍ଗପୁରରେ ଅନ୍ଧବିଶ୍ୱାସ: ଗୁଣିଆ ଦେଲେ ‘ଗୁପ୍ତଧନ’ର ସନ୍ଦେଶ, ବୃଦ୍ଧାଙ୍କୁ ନିସ୍ତୁକ ମାଡ଼ ଅଭିଯୋଗ

ନବରଙ୍ଗପୁର: ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର ଜିଲ୍ଲାରେ ଏବେ ବି ଦୂର ହୋଇନି ଅନ୍ଧ ବିଶ୍ୱାସ। ଗୁଣିଆ ଦେଲେ ଗୁପ୍ତଧନର ସନ୍ଦେଶ। ଗୁପ୍ତଧନ ପାଇବା ପାଇଁ ଜଣେ ମହିଳାଙ୍କ ଘର ଭିତରେ ପଶି ପ୍ରାୟ ୭ ଫୁଟ ଖୋଳିଲେ। ସେଠାରୁ ନିରାଶ ହୋଇ ପୁଣି ମହିଳାଙ୍କ ଘର ଠାରୁ ପ୍ରାୟ ୩ଶହ ମିଟର ଦୁରରେ ଅନ୍ୟ ଏକ…
ଅଧିକ ଖବର ଦେଖନ୍ତୁ...

ଗତବର୍ଷ ଅପେକ୍ଷା ଏଥର ବିକ୍ରି ହୋଇଛି ଅଧିକ ଚୀନ ସ୍ମାର୍ଟଫୋନ

ନୂଆଦିଲ୍ଲୀ: କରୋନା ଭାଇରସ୍ ଲକଡାଉନ ହେତୁ ସ୍ମାର୍ଟଫୋନ୍ ବିକ୍ରି ପ୍ରାୟ କିଛି ମାସ କମିଯାଇଥିଲା | କିନ୍ତୁ ବର୍ତ୍ତମାନ ଭାରତରେ ଖୁବ ଭଲ ସ୍ମାର୍ଟଫୋନ୍ ବିକ୍ରି ହେଉଛି। ଯଦି ୨୦୨୦ର ତୃତୀୟ ତ୍ରୈମାସିକ ମୋବାଇଲ ବିକ୍ରି ଆକଳନକୁ ଦେଖିବା, ତେବେ ଚୀନ୍ ଉତ୍ପାଦ ବର୍ଜନ ନାରା ସେତେଟା ପ୍ରଭାବଶାଳୀ…
ଅଧିକ ଖବର ଦେଖନ୍ତୁ...

ମାଲକାନଗିରି : ପଲିଥିନ ତଳେ ଜୀବନ କାଟୁଛନ୍ତି କିଡନି ରୋଗୀ ପରିମଳ, ସହଯୋଗର ହାତ ବଢାଇଲେ ସମାଜସେବୀ

ମାଲକାନଗିରି : ମାଲକାନଗିରି ନିକଟସ୍ଥ ଏମଭି-୪୩ ଗ୍ରାମରେ ପରିମଲ ହାଲଦାର ବାସ କରନ୍ତି । ନିଜର ଏକ ମାତ୍ର ଝିଅ ସହ ବେଶ ଖୁସିରେ ଥିଲେ ପରିମଲ । ମାଲକାନଗିରି ଆସି ନିଜର ଛୋଟ ବ୍ୟବସାୟ କରୁଥିଲେ । ସବୁ ଠିକଠାକ ଚାଲିଥିଲା । କିନ୍ତୁ ହଠାତ୍ ପରିମଲର ସ୍ବାସ୍ଥ୍ୟ ଖରାପ ହେବାକୁ ଲାଗିଲା ।…
ଅଧିକ ଖବର ଦେଖନ୍ତୁ...

ସବୁ ଭାରତୀୟଙ୍କୁ କରୋନା ଟିକା ଦେବା ପାଇଁ ସମ୍ବଳର ଅଭାବ ରହିବ ନାହିଁ: ଅର୍ଥ ମନ୍ତ୍ରାଳୟ ବ୍ୟୟ ସଚିବ

ନୂଆଦିଲ୍ଲୀ: ଦେଶରେ କରୋନା ଟିକା ପରୀକ୍ଷା ଦ୍ରୁତ ଗତିରେ ଚାଲିଛି। ବିଶ୍ୱାସ କରାଯାଉଛି ଯେ ଚଳିତ ବର୍ଷ ଶେଷ ସୁଦ୍ଧା ଦେଶ କରୋନା ଟିକା ମିଳିଯାଇପାରେ। ଏହି ସମୟରେ, ଅର୍ଥ ମନ୍ତ୍ରାଳୟର ବ୍ୟୟ ସଚିବ ଟିବି ସୋମନାଥନ କୋଭିଡ଼ ଟିକା ବିତରଣକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ବ୍ୟୟ…
ଅଧିକ ଖବର ଦେଖନ୍ତୁ...

ସୈନିକ ସ୍କୁଲରେ କଳାହାଣ୍ଡିର ଛାତ୍ରଛାତ୍ରୀଙ୍କ ପ୍ରବେଶିକା ନେଇ ବୈଠକ

ଭବାନୀପାଟଣା: ଭବାନୀପାଟଣା ସହରସ୍ଥିତ ହୋଟେଲ ଭାଗିରଥି ଇନ ଠାରେ ସହରର ବୁଦ୍ଧିଜୀବୀମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ରାଜ୍ୟ ସରକାରଙ୍କ ଶକ୍ତି, ଶିଳ୍ପ, ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ଆହ୍ଵାନ କ୍ରମେ ସୈନିକ ସ୍କୁଲ ପ୍ରବେଶିକାରେ କଳାହାଣ୍ଡି ଜିଲ୍ଲାର…
ଅଧିକ ଖବର ଦେଖନ୍ତୁ...

କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଲୋକେ ମାସ୍କ ବ୍ୟବହାର କରି ପିଙ୍ଗି ଦେଉଥିବା ବେଳେ ପକ୍ଷୀ ତାହାକୁ ଥଣ୍ଟରେ…

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଟିକା ବାହାରିବା ପାଇଁ ଜୋରସୋରରେ ପରୀକ୍ଷଣ ଚାଲିଛି। ଏସବୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ବାରମ୍ବାର ଲୋକମାନଙ୍କୁ ସାମାଜିକ ଦୂରତା ରକ୍ଷା କରିବା ସହିତ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଉଛନ୍ତି। ଏହାରି ଭିତରେ ଅବହେଳାର…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଖୋଦ୍‌କୁ ସୁସ୍ଥ ସବଳ ଅନୁଭବ କରିବେ। ବେପାର ବୃତ୍ତିରେ ସ୍ଥିରତା ବଜାୟ ରହିବ। କୌଣସି ମହିଳା ବନ୍ଧୁଙ୍କ ସହଯୋଗ ପାଇପାରନ୍ତି। ବୃଷ: ପୂଜାର୍ଚ୍ଚନାରେ ଅଧିକ ସମୟ ବିତିବ। କୌଣସି ନୂଆ ବିଚାର ଉପରେ କାମ କରିବେ। କାରବାରରେ ଉନ୍ନତି ହେବ। ପାରିବାରିକ ସମ୍ବନ୍ଧ ମଜଭୁତ…
ଅଧିକ ଖବର ଦେଖନ୍ତୁ...

୮ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦ୍ଦାଫାସ: ଝାରସୁଗୁଡ଼ାରୁ ନାବାଳକ ଠାବ, ବ୍ରେସ୍‌ ଫକ୍ସ୍‌ କମ୍ପାନି ନାମରେ ଠକେଇ

ବାରିପଦା: ଟଙ୍କା ନିବେଶ କଲେ ଅଧିକ ଲାଭ ଆଶା ଦେଖାଇ ବାରିପଦା ଏବଂ ବାଲେଶ୍ୱରର ଦୁଇ ବ୍ୟକ୍ତିଙ୍କ ନିକଟରୁ ହୋଇଥିବା ୮ଲକ୍ଷ ଟଙ୍କା ଠକେଇର ପର୍ଦ୍ଦାଫାସ୍‌ କରିଛି ବାରିପଦା ଟାଉନ୍‌ ଥାନା ପୁଲିସ୍‌। ଏହି ଘଟଣାର ମାଷ୍ଟରମାଇଣ୍ଡ୍‌ ଥିବା ଜଣେ ନାବାଳକଙ୍କୁ ଝାରସୁଗୁଡ଼ାରୁ ଠାକ କରାଯାଇଛି। ବାରିପଦା…
ଅଧିକ ଖବର ଦେଖନ୍ତୁ...