Daily Archives

October 23, 2020

ସହକାରୀ ଦେବୋତ୍ତର କମିସନରଙ୍କ ଅଚାନକ ବାରିପଦା ଗସ୍ତ, ଶ୍ରୀହରିବଳଦେବ ଜୀଉ ମନ୍ଦିର ବୁଲି ଦେଖିଲେ

ବାରିପଦା: ଓଡ଼ିଶା ଦେବୋତ୍ତର ବିଭାଗର ସହକାରୀ ଏଣ୍ଡୋମେଣ୍ଟ୍‌ କମିସନର ସୁମନ କୁମାର ଜେନା ଆଜି ଅଚାନକ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା ଗସ୍ତରେ ଆସିଥିଲେ। ଆଜି ସକାଳ ପ୍ରାୟ ୬.୪୫ ମିନିଟ୍‌ ସମୟରେ ଶ୍ରୀ ଶ୍ରୀ ହରିବଳଦେବ ଜୀଉ ବିଜେ ମହାପ୍ରଭୁଙ୍କ ମନ୍ଦିର ପରିଦର୍ଶନ କରିବା ସହିତ ଏହାର…
ଅଧିକ ଖବର ଦେଖନ୍ତୁ...

କୋଭିଡର କରାଳ ରୂପ: ୧୩ ଦିନ ବ୍ୟବଧାନରେ ମା’ ଓ ଭାଇ ଚାଳିଗଲେ, ପରିବାରର ଅନ୍ୟ ୯ଜଣ ସଂକ୍ରମିତ ହୋଇ ସୁସ୍ଥ ହେଲେ

ଜୟପୁର:  କୋଭିଡର କରାଳ ତଥା ଭୟଙ୍କର ରୁପ କିଛି ପରିବାର ଅତି ନିକଟରୁ  ଦେଖିଛନ୍ତି। କେଉଁଠି ପରିବାର ସଂପୂର୍ଣ୍ଣ ନିଶ୍ଚିହ୍ନ ହୋଇ ସାରିଛି ।ତ ଆଉ କେଉଁଠି ଆତ୍ମୀୟଙ୍କୁ ସମସ୍ତଙ୍କଠୁ ଅଲଗା କରିଦେଇଛି। ସେଭଳି କିଛି ପରିବାରର ପ୍ରମୁଖ ସଦସ୍ୟ ମାନେ ଆରପାରିକୁ ଚାଳିଯାଇଛନ୍ତି। ମାତ୍ର ୧୩ଦିନ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ସଫଳତା ହାସଲ କରିବା ଲାଗି ତତ୍ପର ରହିବେ। ଆପଣଙ୍କ ଯାତ୍ରା ଲାଭଦାୟକ ସାବ୍ୟସ୍ତ ହେବ। ଗବେଷଣାରୁ ନୂଆ ତଥ୍ୟ ପାଇବେ। ବୃଷ: ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। ଆପଣଙ୍କ ଜୀବନରେ କିଛି ନୂଆ ପରିବର୍ତ୍ତନ ହେବାର ସମ୍ଭାବନା ଅଛି। ସାଥୀଙ୍କ ସହ ରାତ୍ରୀଭୋଜନ ପାଇଁ ଯୋଜନା…
ଅଧିକ ଖବର ଦେଖନ୍ତୁ...

କାହା ହାତରେ ଅତ୍ୟାବଶ୍ୟକ ସାମଗ୍ରୀ ଦରବୃଦ୍ଧି ନିୟନ୍ତ୍ରଣ ?

ରା.ଉଦୟ୍‍ଗିରି: ଦିନକୁ ଦିନ କରୋନା ମହାମାରୀ କଟକଣା ଯେତେ ହଟୁଛି ସେତେ ହୁ ହୁ ହୋଇ ବଢି ଚାଲିଛି ପନିପରିବା ଦର । ଅତ୍ୟାବଶ୍ୟକ ସାମଗ୍ରୀର ଯେମିତି ଆକାଶଛୁଆଁ ଦର ହୋଇଛି ଅଦିନ ଘଡ଼ଘଡ଼ିରେ ଯେମିତି ରୋଷେଇ ଶାଳରେ ନିଆଁ ଲାଗିଯାଇଛି ସେମିତି ଘରଣୀମାନଙ୍କୁ ଅନୁଭୂତ ହୋଇଛି । ବାଇଗଣ କିଲୋ ୩୦, ଟମାଟ…
ଅଧିକ ଖବର ଦେଖନ୍ତୁ...

କୋଭିଡ ଟେଷ୍ଟ ସମସ୍ୟା: ତିନି ଘଣ୍ଟା ଧରି ହସ୍ପିଟାଲ ବାରଣ୍ଡାରେ ଗର୍ଭବତୀ ଛଟପଟ !

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲାରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟୟର ଚରମ ସୀମାରେ ପହଞ୍ଚି ଯାଇଥିବା ଅଭିଯୋଗ ହୋଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଗର୍ଭଯନ୍ତ୍ରଣାରେ ଛଟପଟ ହୋଇ ଆସିଥିବା ଜଣେ ମହିଳାଙ୍କ କୋଭିଡ ଟେଷ୍ଟ ହୋଇନପାରିବାରୁ ଆଜି ଜଣେ ଗର୍ଭବତୀ ମହିଳା ଦୀର୍ଘ ୩ ଘଣ୍ଟା କାଳ ବାହାରେ…
ଅଧିକ ଖବର ଦେଖନ୍ତୁ...

କରୋନା ପାଇଁ ନୀରବି ଯାଇଛି ଅନନ୍ୟ ଶକ୍ତି କ୍ଷେତ୍ର ‘ସୋରାଦେବୀ ପୀଠ’

ଭଞ୍ଜନଗର: ଭଞ୍ଜନଗର ଠାରୁ କନ୍ଧମାଳ ଯିବା ରାସ୍ତାରେ ରହିଛି ମା’ ସୋରାଦେବୀଙ୍କ ପୀଠ। ମନ୍ଦିରଟି ଅତ୍ୟନ୍ତ ମନୋହର ଓ ପ୍ରାକୃତିକ ପରିବେଶରେ ଅବସ୍ଥିତ। ନିଘଞ୍ଚ ଜଙ୍ଗଲରେ ଏହି ମନ୍ଦିରଟି ରହିଥିଲେ ମଧ୍ୟ ପ୍ରତିବର୍ଷ ଦଶହରା ସମୟରେ ଚଳଚଞ୍ଚଳ ହୋଇ ଉଠୁଥିଲା। ନୂତନ ଯାନବାହାନ ପୂଜା କରିବା ସହ…
ଅଧିକ ଖବର ଦେଖନ୍ତୁ...

ଗାଡ଼ିରେ ଯିବାବେଳେ ବାନ୍ତି ହେଉଥିଲେ ଆପଣାନ୍ତୁ ଏସବୁ ଉପାୟ, ତୁରନ୍ତ ବନ୍ଦ ହୋଇଯିବ ବାନ୍ତି

ବସ୍, କାର୍ ଇତ୍ୟାଦିରେ ଯାତ୍ରା କରିବା ସମୟରେ ଅଧିକାଂଶ ଲୋକଙ୍କର ବାନ୍ତି ସମସ୍ୟା ହୋଇଥାଏ | ଅନେକ ଲୋକଙ୍କୁ ଦୀର୍ଘ ଯାତ୍ରା କରିବା ଦ୍ୱାରା କିମ୍ବା ବଙ୍କା ରାସ୍ତାରେ ମଧ୍ୟ ବାନ୍ତି ଲାଗିଥାଏ | ଯାହାଦ୍ୱାରା ସେମାନେ କୁଆଡେ ବୁଲିବାକୁ ଯିବାକୁ ସଙ୍କୋଚ କରନ୍ତି | ଏପରି ପରିସ୍ଥିତିରେ, ଆପଣ…
ଅଧିକ ଖବର ଦେଖନ୍ତୁ...

ନଭେମ୍ବର ୨ରେ ଛତ୍ରପୁର, ହିଞ୍ଜିଳିକାଟୁ ଇନ୍‌ଡ଼ୋର୍ ‌ଷ୍ଟାଡ଼ିୟମ୍‌ ଉଦ୍‌ଘାଟନ, କ୍ରୀଡ଼ା ନିର୍ଦ୍ଦେଶକଙ୍କ ତଦାରଖ  

ଛତ୍ରପୁର/ହିଞ୍ଜିଳିକାଟୁ: ରାଜ୍ୟ କ୍ରୀଡ଼ା ନିର୍ଦ୍ଦେଶକ ତଥା ଅତିରିକ୍ତ ସଚିବ ଆର୍.ଭିନୀଲ କ୍ରିଷ୍ଣା ଆଜି ଛତ୍ରପୁର ଓ ହିଞ୍ଜିଳିକାଟୁରେ ନିର୍ମଣାଧୀନ ଇନଡ଼ୋର୍ ଷ୍ଟାଡ଼ିୟମ୍ କାମ ତଦାରଖ କରିଛନ୍ତି। ଆସନ୍ତା ମାସ ୨ ତାରିଖରେ ଉଭୟ ଷ୍ଟାଡ଼ିୟମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସିଂ…
ଅଧିକ ଖବର ଦେଖନ୍ତୁ...

ନଭେମ୍ବର ୯ରେ ଲାଲୁ ଜେଲରୁ ବାହାରିବେ, ୧୦ରେ ନୀତିଶ ବିଦାୟ ନେବେ: ତେଜସ୍ୱୀ

ପାଟନା: ବିହାର ବିଧାନସଭା ନିର୍ବାଚନକୁ ନେଇ ରାଜ୍ୟରେ ନେତାଙ୍କ ମଧ୍ୟରେ ଆରୋପ-ପ୍ରତ୍ୟାରୋପ ତୀବ୍ର ହୋଇଛି। ସେହି କ୍ରମରେ ଶୁକ୍ରବାର ଦିନ ଲାଲୁ ପ୍ରସାଦ ଯାଦବଙ୍କ ସାନପୁଅ ତଥା ଆରଜେଡି ନେତା ତେଜସ୍ୱୀ ଯାଦବ ନୱାଡାଠାରେ ଏକ ନିର୍ବାଚନ ରାଲିରେ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ ତାଙ୍କ…
ଅଧିକ ଖବର ଦେଖନ୍ତୁ...

ମଧୁମେହ ରୋଗୀଙ୍କୁ କରୋନା ହେଲେ ନିମୋନିଆ ଆଶଙ୍କା ବେଶି: ଡା.ସୁନୀଲ କୋଟା

ବ୍ରହ୍ମପୁର: ଦୀର୍ଘ ୮ମାସ ହେଲେ କରୋନା ମହାମାରୀ ସମଗ୍ର ରାଜ୍ୟକୁ କବଳିତ କରି ରଖିଛି। କରୋନା କାୟାରୁ କେଉଁ ଅଞ୍ଚଳ କିଛି ମାତ୍ରାରେ ମୁକୁଳିଛି, କିଛି ଇଲକା ଏବେ ବି କବଳିତ। ରାଜ୍ୟରେ ୧୨୧୪ଜଣଙ୍କ ମୁଣ୍ତ ନେଇଛି କରୋନା। ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୨୫ ଜଣ କରୋନାରେ ମରିଛନ୍ତି।…
ଅଧିକ ଖବର ଦେଖନ୍ତୁ...