Daily Archives

October 23, 2020

ଆଇପିଏଲ୍‌: ଚେନ୍ନାଇ ସୁପର କିଙ୍ଗସ୍‌କୁ ୧୦ ଓ୍ଵିକେଟ୍‌ରେ ପରାସ୍ତ କଲା ମୁମ୍ବାଇ ଇଣ୍ଡିଆନ୍ସ

ସାରଜା: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ତ୍ରୟୋଦଶ ସଂସ୍କରଣର ୪୧ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ୍‌କୁ ମୁମ୍ବାଇ ଇଣ୍ଡିଆନ୍ସ ୧୦ ଓ୍ଵିକେଟ୍‌ରେ ପରାସ୍ତ କରିଛି। ୧୧୫ ରନ୍‌ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ମୁମ୍ବାଇ ଟିମ୍‌ ୧୨.୨ ବଲରେ କୌଣସି ଓ୍ଵିକେଟ୍‌ ନହରାଇ ୧୧୬…
ଅଧିକ ଖବର ଦେଖନ୍ତୁ...

କିଲୋ ପିଛା ୨୦ ହଜାର ଟଙ୍କାରେ ମିଳିଥାଏ ଏହି ଦୁର୍ଲଭ ଛତୁ

ନୂଆଦିଲ୍ଲୀ: ଉତ୍ତର କୋରିଆର ହାମଗୟୁଆନ ଅଞ୍ଚଳ | ଏହି ଅଂଚଳରେ ଏମିତି ଏକ ଛତୁ ମିଳେ ଯାହାର ମୂଲ୍ୟ କିଲୋ ପିଛା ପ୍ରାୟ ୨୦ ହଜାର ଟଙ୍କା | ଏହି ଛତୁ ଦେବଦାରୁ ଗଛ ତଳେ ମିଳୁଥିବାବେଳେ ଏହି ଛତୁକୁ ଖୋଜି ପାଇବା କାଠିକର ପାଠ ହୋଇପଡ଼ିଥାଏ | କାରଣ ଏହି ଛତୁକୁ ଦେବଦାରୁ ଗଛ ମୂଳରୁ ଖୋଜିବା ପାଇଁ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶା ସମେତ ୧୬ ରାଜ୍ୟକୁ ପ୍ରଥମ ଦଫାରେ କେନ୍ଦ୍ର ସରକାର ଦେଲେ ୬୦୦୦ କୋଟି ଟଙ୍କାର ଜିଏସ୍‌ଟି କ୍ଷତିପୂରଣ

ନୂଆଦିଲ୍ଲୀ: ୨୦୨୦-୨୧ ଅର୍ଥିକ ବର୍ଷରେ ଜିଏସ୍‌ଟି ସଂଗ୍ରହ ଲକ୍ଷ୍ୟ ହାସଲରେ ଯେଉଁ ଅଭାବ ପରିଲକ୍ଷିତ ହୋଇଥିଲା ତାହାକୁ ପୂରଣ କରିବା ପାଇଁ କେନ୍ଦ୍ର ସରକାର ସ୍ୱତନ୍ତ୍ର ବରୋଇଂ ୱିଣ୍ଡୋ ବ୍ୟବସ୍ଥାରେ ତାହାର ସମାଧାନ ସୂତ୍ର ବାହାର କରିଛନ୍ତି । ଏହି ବ୍ୟବସ୍ଥାରେ କେନ୍ଦ୍ର ସରକାର ଋଣକରି ପ୍ରଥମ…
ଅଧିକ ଖବର ଦେଖନ୍ତୁ...

ଏମିତି ଚାଳିଛି ଜୀବେ ଦୟା: କୋରାପୁଟ ଜିଲ୍ଲାରେ ବାଇକ୍‌ ପଛରେ ବାନ୍ଧି ୫୦ରୁ ଉର୍ଦ୍ଧ୍ଵ ଦେଶୀ କୁକୁଡ଼ା ନେଉଛନ୍ତି ଯୁବକ

ଜୟପୁର: କଥାରେ ଅଛି ଜୀବେ ଦୟା। ତେବେ ଏହାକୁ କେତେ ଜଣ ପାଳନ କରୁଛନ୍ତି ତାହାକୁ ନେଇ ଏବେ ପ୍ରଶ୍ନ ଉଠିଛି। ମଣିଷ ଆଜି ମଣିଷ ହୋଇ ରହିନି। ପଶୁ ମାଂସ ଭକ୍ଷଣ କରିବା ପାଇଁ ଛେଳି, ମେଣ୍ଡା, କୁକୁଡା ଠାରୁ ଆରମ୍ଭ କରି ଗୋମାତାକୁ ବି ହତ୍ୟା କରିବାକୁ ପଛାଉ ନାହିଁ। ଆଜି ଜଣେ ବ୍ୟକ୍ତି…
ଅଧିକ ଖବର ଦେଖନ୍ତୁ...

ପ୍ରାୟ ୭ ହଜାର ଦିଆସିଲି କାଠିରେ ପ୍ରସ୍ତୁତ କଲେ କାଳିଆ ଠାକୁରଙ୍କ ମୂର୍ତ୍ତି, ଶ୍ରୀମନ୍ଦିର ଖୋଲିବା ପାଇଁ ଯୁବକଙ୍କ…

ପୁରୀ: କରୋନା କଟକଣା ପାଇଁ ବନ୍ଦ ରହିଛି ଶ୍ରୀମନ୍ଦିର | ଆଉ ମନ୍ଦିର ଖୋଲିବାକୁ ଭକ୍ତଙ୍କ ସମେତ ବୁଦ୍ଧିଜୀବୀ ସରକାରଙ୍କ ନିକଟରେ ଦାବି କରୁଛନ୍ତି | ଏହାରି ଭିତରେ ପୁରୀର ଏମିତି ଜଣେ ଶିଳ୍ପୀ ସାମ୍ନାକୁ ଆସିଛନ୍ତି ଯିଏ ନିଜ କଳାକୃତି ମାଧ୍ୟମରେ ମନ୍ଦିର ଖୋଲିବାକୁ ଭିନ୍ନ ଢଙ୍ଗରେ ଦାବି…
ଅଧିକ ଖବର ଦେଖନ୍ତୁ...

ଘରୋଇ କଳିକୁ ନେଇ ହତ୍ୟାକାଣ୍ଡ: ସ୍ତ୍ରୀଙ୍କୁ ବାଡ଼ିରେ ପିଟିପିଟି ମାରିଦେଲା ସ୍ୱାମୀ

ଢେଙ୍କାନାଳ: ସଦର ଥାନା ବଳରାମପୁର ଗ୍ରାମରେ ଆଜି ଦିନ ସାଢେ ତିନି ସମୟରେ ଘରୋଇ କଳିକୁ ନେଇ ସ୍ୱାମୀ ଦିଲୀପ ପ୍ରଧାନ (୪୨) ତା ସ୍ତ୍ରୀ ଶିବାନୀ (୨୪)ଙ୍କ ଏକ ବାଡ଼ିରେ ପିଟି ପିଟି ହତ୍ୟା କରିବା ପରେ ସେଠାରୁ ଫେରାର ହୋଇ ଯାଇଛି। ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି।
ଅଧିକ ଖବର ଦେଖନ୍ତୁ...

ବାଇକ୍‌ ଦୁର୍ଘଟଣାରେ ଯୁବକ ମୃତ

ସୁନ୍ଦରଗଡ଼: ଲେଫ୍ରିପଡ଼ା ଥାନା ଅନ୍ତର୍ଗତ ମଶାବିରା ଠାରେ ଏକ ସିମେଣ୍ଟ ଖୁଣ୍ଟରେ ଦୁଇଟି ବାଇକ୍‌ ଆଗପଛ ହୋଇ ଧକ୍କା ଦେଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଜଣେ ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି। ସୂଚନା ମୁତାବକ ଆଜି ସନ୍ଧ୍ୟା ସାଢେ ୬ଟାରେ ବାରପାହାଡ଼ ଗ୍ରାମର ୪ ଜଣ ଯୁବକ ଦୁଇଟି…
ଅଧିକ ଖବର ଦେଖନ୍ତୁ...

ଚାରିଜଣ ବାଳିକାଙ୍କ ସହିତ ପରିଚୟ କରାଇ ଦେବା ଦାବି ପୂରଣ ନ କରିବାରୁ ପୀଡିତାଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ କରିଦେଲେ…

ରାଜସ୍ଥାନ: ରାଜସ୍ଥାନର ଭିନମାଲ ଅଞ୍ଚଳରେ ୫ ଦିନ ପୂର୍ବେ ୧୪ ଓ ୧୫ବର୍ଷର ଦୁଇ ନାବାଳିକାଙ୍କ ସହ ହୋଇଥିବା ଗଣଦୁଷ୍କର୍ମ ଘଟଣାର ତାତି ଏବେ ଥମି ନଥିବା ବେଳେ ଜାଲୋର ଜିଲ୍ଲାରେ ଜଣେ ଦଲିତ ବାଳିକା ଗଣଦୁଷ୍କର୍ମର ଶିକାର ହୋଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଭାନ୍ଦ୍ରାଜୁନ ପୁଲିସ ଷ୍ଟେସନ…
ଅଧିକ ଖବର ଦେଖନ୍ତୁ...

‘ଏଫ୍‌ଏଟିଏଫ୍‌’ର ଧୂସର ତାଲିକାରେ ରହିବ ପାକିସ୍ତାନ

ନୂଆଦିଲ୍ଲୀ: ପାକିସ୍ତାନକୁ ଧୂସର ତାଲିକାରେ ରଖାଯିବ ବୋଲି ‘ଫାଇନାନ୍‌ସିଆଲ୍‌ ଆକ୍ସନ୍‌ ଟାସ୍କ୍‌ ଫୋର୍ସ’ (ଏଫ୍‌ଏଟିଏଫ୍‌)ର ‘ପ୍ଲିନେରି ସେସନ୍‌’ରେ ସ୍ଥିର କରାଯାଇଛି। ‘ଏଫ୍‌ଏଟିଏଫ୍‌’ ନିର୍ଦ୍ଧାରଣ କରିଥିବା ୨୭ଟି ଗାଇଡ୍‌ଲାଇନ୍‌କୁ ଇସ୍‌ଲାମାବାଦ ପାଳନ କରି ନ ପାରିବାରୁ ଏ ଭଳି…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌: ମୁମ୍ବାଇ ଇଣ୍ଡିଆନ୍ସକୁ ୧୧୫ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ଚେନ୍ନାଇ ସୁପର କିଙ୍ଗସ୍‌

ସାରଜା: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ତ୍ରୟୋଦଶ ସଂସ୍କରଣର ୪୧ତମ ମ୍ୟାଚ୍‌ରେ ଶକ୍ତିଶାଳୀ ଚେନ୍ନାଇ ସୁପର କିଙ୍ଗସ୍‌ ଶୁକ୍ରବାର ମୁମ୍ବାଇ ଇଣ୍ଡିଆନ୍ସକୁ ୧୧୫ ରନ୍‌ର ବିଜୟ ଲକ୍ଷ୍ୟ ଦେଇଛି। ସାରଜା କ୍ରିକେଟ୍‌ ଷ୍ଟାଡିୟମରେ ଶୁକ୍ରବାର ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଚେନ୍ନାଇ…
ଅଧିକ ଖବର ଦେଖନ୍ତୁ...