Daily Archives

October 24, 2020

ରାୟଗଡ଼ା : ଅସୁସ୍ଥଙ୍କ ଚିକିତ୍ସା ପାଇଁ ଆନ୍ଧ୍ର ଭରସା, ୧୨ ଲକ୍ଷ ଲୋକଙ୍କ ପାଇଁ ଅଛନ୍ତି ଶହେ ଡାକ୍ତର

ରାୟଗଡ଼ା: ଜିଲ୍ଲା ଓ ଉପଖଣ୍ଡ ଚିକିତ୍ସାଳୟରେ ଅଧାରୁ ଅଧିକ ଡାକ୍ତର ପଦବି ଖାଲି। ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଚଲାଉଛନ୍ତି ନବ ନିଯୁକ୍ତ ଡାକ୍ତର। ଡାକ୍ତର ଅଭାବ ଯୋଗୁ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଅସୁସ୍ଥ ହୋଇ ପଡ଼ିଥିବାରୁ ଜ୍ବର, ଛିଙ୍କ, ଯନ୍ତ୍ରଣା ଜନିତ…
ଅଧିକ ଖବର ଦେଖନ୍ତୁ...

ଭକ୍ତଙ୍କ ବିନା ମଣ୍ଡପରେ ପୂଜାପାଇଲେ ମା’ ଦୁର୍ଗା

ଖୋର୍ଦ୍ଧା: ସରକାରଙ୍କ ନିର୍ଦ୍ଦେଶ ମୁତାବକ ଶନିବାର ଠାରୁ ଖୋର୍ଦ୍ଧା ସହରର ବିଭିନ୍ନ ସ୍ଥାନରେ ପୂଜାମଣ୍ଡପରେ ମା’ଦୁର୍ଗାଙ୍କ ତିନିଦିନିଆ ପୂଜା ଆରମ୍ଭ ହୋଇଛି। ତେବେ ସରକାରୀ କଟକଣା ଯୋଗୁଁ ପୁଜାମଣ୍ଡପରେ ବିନା ଭକ୍ତଙ୍କ ଗହଳିରେ ଦେବୀଙ୍କ ପୂଜାର୍ଚ୍ଚନା କରାଯାଇଛି। ଦୁର୍ଗାପୂଜା ପାଇଁ ସହରର…
ଅଧିକ ଖବର ଦେଖନ୍ତୁ...

ସହିଦ ପୁଲିସ କର୍ମଚାରୀଙ୍କ ପରିବାରକୁ ଭେଟିଲେ ଏଡିଜି

ସୁନ୍ଦରଗଡ : ଏଣିକି ସହିଦ ପୁଲିସ କର୍ମଚାରୀଙ୍କ ପରିବାରକୁ ଭେଟିବ ଜିଲ୍ଲା ବରିଷ୍ଠ ପୁଲିସ ଟିମ୍। ଘରକୁ ଯାଇ ପରିବାରରସ୍ଥିତି ପରଖିଵେ। ପରିବାରର ମନୋବଳ ବଢାଇବା ସହ ପୁଲିସ ସେମାନଙ୍କ ପରିବାର ସହ ଅଛି ବୋଲି ଆଶ୍ୱାସନା ଦେବେ। ସୁନ୍ଦରଗଡ ପୁଲିସ ଜିଲ୍ଲାରେ ଆଜି ଏହି ଅଭିନବ ଅଭିଯାନ ଆରମ୍ଭ…
ଅଧିକ ଖବର ଦେଖନ୍ତୁ...

ବିହାର ବିଧାନସଭା ପାଇଁ ପଡୋଶୀ ରାଜ୍ୟରେ ମାଗଣାରେ ମିଳୁଛି ‘ବିହାରୀ ପାନ’

ବାରଣାସୀ: ବିହାର ବିଧାନସଭା ନିର୍ବାଚନର ପ୍ରଭାବ ଏବେ ଉତ୍ତରପ୍ରଦେଶର ବାରାଣାସୀ ସହରରେ ଦେଖିବାକୁ ମିଳିଛି | ବାରାଣାସୀରେ, ବିହାରର ଲୋକଙ୍କୁ ବନାରସୀ ପାନ ସହିତ ଦୋକାନରେ ବିହାରୀ ପାନ ଖାଇବାକୁ ଦିଆଯାଉଛି, ଯାହା ଦ୍ୱାରା ଭୋଟର ଉତ୍ସାହିତ ହୋଇପାରିବେ ଏବଂ ଭୋଟଦାନକୁ ନେଇ ସଚେତନ ହୋଇପାରିବେ।…
ଅଧିକ ଖବର ଦେଖନ୍ତୁ...

ତୁମ ଜୀବନ ତୁମକୁ ଅଭିନନ୍ଦନ କହି ଆତ୍ମହତ୍ୟା କଲେ ଡ଼ିଆଇଜିଙ୍କ ପତ୍ନୀ

ଲଖନଉ: ଉତ୍ତରପ୍ରଦେଶର ରାଜଧାନୀ ଲଖନଉରେ ଆଜି ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ ପତ୍ନୀ ଆତ୍ମହତ୍ୟା କରିବା ଘଟଣା ସାରା ରାଜ୍ୟରେ ଚର୍ଚ୍ଚା ସୃଷ୍ଟି କରିଛି | ଲଖନଉର ଡ଼ିଆଇଜି ଚନ୍ଦ୍ର ପ୍ରକାଶଙ୍କ ପତ୍ନୀ ଆଜି ସକାଳେ ଆତ୍ମହତ୍ୟା କରିଥିଲେ । ପୁଲିସ ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି।…
ଅଧିକ ଖବର ଦେଖନ୍ତୁ...

ପୂଜାରେ ଅମାନିଆ : ଭୁବନେଶ୍ବର ମାର୍କେଟ ବିଲ୍ଡିଂ ସମେତ ବିଭିନ୍ନ ସ୍ଥାନରେ ଚଢ଼ାଉ, ଦୁଇ ଦୋକାନ ସିଲ୍

ଭୁବନେଶ୍ବର : ପୂଜାରେ ଭୁଲିଗଲେ କୋଭିଡ୍ କଟକଣା| ଅମାନିଆ ହେଲେ ଲୋକ | ବଜାରରେ ଅସମ୍ଭାଳ ଭିଡ଼ | ଆଜି ସନ୍ଧ୍ୟାରେ ମାର୍କେଟ ବିଲ୍ଡିଂରେ ପ୍ରବଳ ଭିଡ଼ ଲାଗିଥିବା ଖବର ପାଇ ପୁଲିସର ଏକ ଟିମ୍ ଚଢ଼ାଉ କରିଥିଲା | ଭିଡ଼ ଏତେ ଥିଲା ଯେ ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ଗୋଟିଏ ପ୍ଲାଟୁନ୍ ଫୋର୍ସ…
ଅଧିକ ଖବର ଦେଖନ୍ତୁ...

୧୪୫ ବିଦେଶୀ ମଦ ବୋତଲ ଓ କାର ଜବତ, ୨ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ତମାଣ୍ଡୋ ଥାନା ପୁଲିସ ଶନିବାର ୧୪୫ ବୋତଲ ବିଦେଶୀ ମଦ ଜବତ କରିଛି। ପୁଲିସ ଏହି ଘଟଣାରେ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଫୁଲେଶ୍ୱରୀ ବସ୍ତିର ଶିବନାଥ ଶର୍ମା ଓ ଆଇଗଣିଆର ପ୍ରତାପ କୁମାର ବାବୁ। ପୁଲିସ ସୂଚନା ଅନୁସାରେ ୨୮ଟି ଇମ୍ପେରିଆଲ…
ଅଧିକ ଖବର ଦେଖନ୍ତୁ...

ସରକାର ଗଠନ ହେଲେ ଦୁର୍ନୀତିର ଯାଞ୍ଚ କରାଯିବ, ନୀତିଶ ଜେଲ ଯିବେ : ଚିରାଗ ପାଶୱାନ

ଔରାଙ୍ଗବାଦ: ବିହାର ନିର୍ବାଚନ ପାଇଁ ଭୋଟ ଗ୍ରହଣ ଦିନକୁ ଦିନ ପାଖେଇ ଆସୁଥିବାବେଳେ ଏଲଜେପି ଅଧ୍ୟକ୍ଷ ଚିରାଗ ପାଶୱାନ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ବିରୋଧରେ ଅଧିକ ସମାଲୋଚନା କରୁଛନ୍ତି | ଆଜି ଔରାଙ୍ଗବାଦରେ ଏକ ସମାବେଶକୁ ସମ୍ବୋଧିତ କରିବାବେଳେ ସେ ନୀତିଶ ସରକାରଙ୍କ ତ୍ରୁଟି…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ୱରରେ କଟକଣାକୁ ଫୁ, ପଟିଆରେ ପୂଜା ମଣ୍ଡପକୁ ଜରିମାନା

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ କୋଭିଡ୍‌ କଟକଣାକୁ ଫୁ। କୋଭିଡ୍‌ ନିୟମ ଅନୁସାରେ କୌଣସି ପୂଜା ମଣ୍ଡପରେ ସାଧାରଣ ଦର୍ଶକ ଓ ଭକ୍ତ ମା’ ଦୁର୍ଗାଙ୍କୁ ଦର୍ଶନ କରିପାରିବେ ନାହିଁ। କିନ୍ତୁ ନିୟମ ଉଲ୍ଲଂଘନ କରି ଶ୍ରଦ୍ଧାଳୁଙ୍କୁ ଦର୍ଶନ କରାଉ ଥିବା ଅଭିଯୋଗରେ ପଟିଆ ଅଞ୍ଚଳର ଏକ ମଣ୍ଡପକୁ ପୁଲିସ…
ଅଧିକ ଖବର ଦେଖନ୍ତୁ...

ବିହାର ନିର୍ବାଚନ ପୂର୍ବରୁ କରୋନା କବଳରେ ବରିଷ୍ଠ ନେତା, ଫଡନାଭିସ ଓ ସୁଶୀଲ ମୋଦୀ କରୋନା ସଂକ୍ରମିତ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିହାର ବିଧାନସଭା ନିର୍ବାଚନପାଇଁ ବିଜେପି ପ୍ରଭାରୀ ଥିବା ଦେବେନ୍ଦ୍ର ଫଡନାଭିସ୍ କୋଭିଡ -୧୯ ପଜିଟିଭ ବୋଲି ଜଣାପଡିଛି | ଦେବେନ୍ଦ୍ର ଫଡନାଭିସ୍ ନିଜେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। କରୋନା ସଂକ୍ରମିତ ହେବା ପରେ ସେ ଟ୍ୱିଟ୍ କରି…
ଅଧିକ ଖବର ଦେଖନ୍ତୁ...