Daily Archives

October 24, 2020

ନୂଆପଡାରେ ଦୁଇ ପୃଥକ ଦୁର୍ଘଟଣାରେ ୨ ମୃତ

ନୂଆପଡ଼ା: ଆଜି ସନ୍ଧ୍ୟାରେ ସଦର ଥାନା ଅଂଚଳରେ ଦୁଇଟି ପୃଥକ ଦୁର୍ଘଟଣା ଘଟିଛି। ଏଥିରେ ୨ ଜଣ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ଦ୍ବୟ ହେଲେ ସଦର ଥାନା ଖୋକସା ଗାଁର ଜଗତରାମ ଶବର(୨୮) ଓ ବେଲଟୁକୁରୀ ଥାନା ସରଧାପୁର ଗାଁର ଜୟଲାଲ ରାଉତ(୨୦) | ଏବେ ଉଭୟ ମୃତଦେହକୁ ପୁଲିସ ଜବତ କରି ତଦନ୍ତ ଆରମ୍ଭ…
ଅଧିକ ଖବର ଦେଖନ୍ତୁ...

ବୀରମିତ୍ରପୁର ପୀଡିତା ନିଖୋଜ ଘଟଣା: ୨୬ ଘଣ୍ଟା ପରେ ଉଦ୍ଧାର

ରାଉରକେଲା: ବହୁ ଚର୍ଚ୍ଚିତ ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା ଦୁଷ୍କର୍ମ ଘଟଣାର ନାବାଳିକା ପୀଡିତା ଗତକାଲି ରାତିରେ ନିଖୋଜ ହୋଇ ପ୍ରାୟ ୨୬ ଘଣ୍ଟା ପରେ ଆଜି ରାତିରେ ଉଦ୍ଧାର ହୋଇଛନ୍ତି। ବୀରମିତ୍ରପୁର ନିକଟସ୍ଥ ଏକ ଗାଁରେ ଲୋକେ ତାଙ୍କୁ ବୁଲୁଥିବାର ଦେଖି ଅଟକ ଖବର ଦେଇଥିଲେ। ଏ ଖବର…
ଅଧିକ ଖବର ଦେଖନ୍ତୁ...

ପାଟଣାଗଡ଼ର ପ୍ରସିଦ୍ଧ ବଏଲ ଯାତ୍ରା: ମାଁ ଦଶମତୀଙ୍କୁ ଭେଟିଲେ ମାଁ ପାଟଣେଶ୍ୱରୀ

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ର ପ୍ରସିଦ୍ଧ ବଏଲ ଯାତ୍ରା କୋଭିଡ ନିୟମକୁ ଆଧାର କରି ଅନୁଷ୍ଠିତ ହୋଇଥିବା ଜଣାପଡିଛି । ସେହିପରି ପୂର୍ବରୁ ମାଁ ପାଟଣେଶ୍ୱରୀ ଓ ମାଁ ସମଲେଶ୍ୱରୀ ମାଁ ଦଶମତୀଙ୍କ ସହ ଭେଟ ହେବା ନେଇ ପୂର୍ବରୁ କଟକଣା ଲଗା ଯାଇଥିବା ବେଳେ ପରେ ସେ ନିୟମକୁ ବଦଳାଇ ହଜାରେ…
ଅଧିକ ଖବର ଦେଖନ୍ତୁ...

ଏଟିଏମ୍ କାର୍ଡ ଚୋରି କରି ଲକ୍ଷାଧିକ ଟଙ୍କା ଉଠାଣ, ୩ ଯୁବକ ଗିରଫ, ୮୦ ହଜାର ଟଙ୍କା ଓ ମୋବାଇଲ ଜବତ

ନବରଙ୍ଗପୁର: ବନ୍ଧୁଙ୍କ ଘରୁ ଏଟିଏମ କାର୍ଡ ଚୋରି କରିବା ପରେ କାର୍ଡ ମାଧ୍ୟମରେ ଲକ୍ଷାଧିକ ଟଙ୍କା ଉଠାଣ କରିଥିଲେ ସାଙ୍ଗ | ଆଉ ଶେଷରେ ପୁଲିସ ହାତରେ ଧରାପଡ଼ି ବନ୍ଧା ହୋଇଛନ୍ତି। ନବରଙ୍ଗପୁର ଜିଲ୍ଲା କୋ‌ଷାଗୁମୁଡା ବ୍ଲକ ବିଏମସେମଲା‌ ଗ୍ରାମର ନିରଞ୍ଜନ ସେମିଳି ଙ୍କ ଘନିଷ୍ଠ ବନ୍ଧୁ ଥିଲେ…
ଅଧିକ ଖବର ଦେଖନ୍ତୁ...

ଇଲେକ୍ଟ୍ରିକ ଗାଡି କିଣିବାର ତିନି ଦିନ ମଧ୍ୟରେ ମିଳିବ ସବସିଡି ଟଙ୍କା

ନୂଆଦିଲ୍ଲୀ: ଇଲେକ୍ଟ୍ରିକ୍ ଗାଡି କିଣିବାକୁ ଇଚ୍ଛା କରୁଥିବା ଗ୍ରାହକଙ୍କ ପାଇଁ ଏହାର ଅଧିକ ମୂଲ୍ୟ ବାଧକ ସାଜିଥାଏ | ଉଦାହରଣ ସ୍ୱରୂପ ଟାଟା ନେକ୍ସନ୍ ଇଭି (ଇଲେକ୍ଟ୍ରିକ୍ ଯାନ), ଅନ୍ୟ ଟାଟା ନେକ୍ସନ ପେଟ୍ରୋଲ କିମ୍ବା ଡିଜେଲ କାରଠାରୁ ପ୍ରାୟ ୧ ଲକ୍ଷ ଟଙ୍କା ମହଙ୍ଗା ହୋଇଥାଏ | କିନ୍ତୁ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବିବାର: ନୂଆ କାମ ପାଇବେ। ସୋମ ଓ ମଙ୍ଗଳବାର: ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ। ବୁଧ, ଗୁରୁ ଓ ଶୁକ୍ରବାର: ବ୍ୟବସାୟରେ ଗତିବିଧି ପରିବର୍ତ୍ତନ ହେବ। ଶନିବାର: ମାନ ପ୍ରତିଷ୍ଠା ବୃଦ୍ଧି ହେବ। ରବିବାର: ଅନ୍ୟମାନଙ୍କୁ ସାହାଯ୍ୟ କରିବେ। ସୋମ ଓ ମଙ୍ଗଳବାର: ଅଧୁରା କାମ…
ଅଧିକ ଖବର ଦେଖନ୍ତୁ...

ଜରାସିଂହା ପାଟଖଣ୍ଡା ଯାତ୍ରା: ପାଟଣାଗଡ଼ରୁ ପହଞ୍ଚିଲା ପାଟସିନ୍ଦୁର, ଆସନ୍ତାକାଲି ସ୍ୱତନ୍ତ୍ର ପୂଜା

ଦେଓଗାଁ: ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ଜରାସିଂହା ପାଟଖଣ୍ଡା ଯାତ୍ରା ପାଇଁ ପାଟସିନ୍ଦୁର ଶନିବାର ବିଳମ୍ବିତ ରାତିରେ ପହଞ୍ଚିଛି। ଚଳିତ ବର୍ଷ କରୋନା କଟକଣା ମଧ୍ୟରେ ଯାତ୍ରାର ରୀତିନୀତି ଅନୁଷ୍ଠିତ ହେଉଛି। ପରମ୍ପରା ଅନୁଯାୟୀ ପାଟଣାଗଡ଼ ପାଟଣେଶ୍ୱରୀ ମନ୍ଦିରରୁ ପାଟ ଓ ସିଦୂରକୁ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌: ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ଆଗରେ ୧୨୭ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା କିଙ୍ଗସ୍‌ ଇଲେଭେନ୍‌ ପଂଜାବ

ଦୁବାଇ: କିଙ୍ଗସ୍‌ ଇଲେଭେନ୍‌ ପଂଜାବ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ତ୍ରୟୋଦଶ ସଂସ୍କରଣର ୪୩ତମ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ୍‌ ଆଗରେ ୧୨୭ ରନ୍‌ର ବିଜୟ ଲକ୍ଷ ରଖିଛି। ଲୋକେଶ ରାହୁଲଙ୍କ ଅଧିନାୟକତ୍ୱରେ ଖେଳୁଥିବା ପଂଜାବ ଟିମ୍‌ ୨୦ ଓଭରରେ ୭ଟି ଓ୍ଵିକେଟ୍‌ ହରାଇ ୧୨୬ ରନ୍‌…
ଅଧିକ ଖବର ଦେଖନ୍ତୁ...

ଭଞ୍ଜନଗର ଏନ୍ଏସି ପକ୍ଷରୁ କାଓ କ୍ୟାଚ୍ ଅଭିଯାନ, ସମ୍ବାଦରେ ଖବର ପ୍ରକାଶ ପରେ ରାସ୍ତାରୁ ଉଠାଇଲେଣି ୨୪ ଗାଈ

ଭଞ୍ଜନଗର: ଭଞ୍ଜନଗର ସହରରେ ଦିନକୁ ଦିନ ବୁଲା ଗାଈଗୋରୁଙ୍କ ସଂଖ୍ୟା ବୃଦ୍ଧି ପାଉଛି। ସହରର ଗୁରୁତ୍ବପୂର୍ଣ୍ଣ ଛକମାନଙ୍କରେ ଦଳଦଳ ହୋଇ ବସିବା ସହ ଟ୍ରାଫିକ ସମସ୍ୟା ସୃଷ୍ଟି କରୁଥିବାରୁ ଯାତାୟତ କରୁଥିବା ଲୋକମାନେ ନାହି ନଥିବା ସମସ୍ୟାର ସମ୍ମୁଖିନ ହେଉଛନ୍ତି। ସାଧାରଣରେ ବୁଲା…
ଅଧିକ ଖବର ଦେଖନ୍ତୁ...

କନ୍ଧମାଳରେ ଭୁଶୁଡିଲା ପାଣି ଟାଙ୍କି: ଅଳପକେ ବର୍ତ୍ତିଲେ ୩ ଶିଶୁ, ନିମ୍ନମାନର କାମକୁ ଗ୍ରାମବାସୀଙ୍କ ବିରୋଧ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ମହାସିଙ୍ଗ ପୁରୁଣା ସାହିରେ ଶନିବାର ପାଣିଟାଙ୍କି ଭୁଡୁଡ଼ିଛି। ଏହି ଦୁର୍ଘଟଣାରୁ ୩ ଜଣ ଶିଶୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ପୁରୁଣା ସାହିର ୧୧ ନମ୍ବର ଓ୍ଵାର୍ଡ ନାଳ ପାଖରେ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ପକ୍ଷରୁ ସୋଲାର ସାହାଯ୍ୟରେ ପାଣିର…
ଅଧିକ ଖବର ଦେଖନ୍ତୁ...