Daily Archives

October 25, 2020

ରଣେଶ ରାମଚଣ୍ଡୀଙ୍କ ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଉଲୁଣ୍ଡା: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର କଳାପଥର ଠାରେ ଆଜି ରଣେଶ ରାମଚଣ୍ଡୀଙ୍କ ପ୍ରଥମ ବାର୍ଷିକ ଅନୁଷ୍ଠିତ ହୋଯାଇଛି। ସୁବର୍ଣ୍ଣଭୂମି ‘ଚଷା ସମାଜ’ ପକ୍ଷରୁ ଏହି ଆୟୋଜନ କରାଯାଇଛି। ସମାରୋହରେ ସୁବର୍ଣ୍ଣପୁର ଜିଲ୍ଲା ତଥା ପଡୋଶୀ ଜିଲ୍ଲା ବୌଦ୍ଧ, ବଲାଙ୍ଗୀର, ଅନୁଗୁଳ ଜିଲ୍ଲାର…
ଅଧିକ ଖବର ଦେଖନ୍ତୁ...

ବରିଷ୍ଠ ଆଇନଜୀବୀ ତଥା ପୂର୍ବତନ ନଗରପାଳଙ୍କ ବିୟୋଗ

ଜୟପୁର: ବରିଷ୍ଠ ଆଇନଜୀବୀ ତଥା ପୂର୍ବତନ ନଗରପାଳ ଜଗଦୀଶ ପ୍ରସାଦ ସାହୁଙ୍କ ଆଜି ସକାଳ ୧୦ଟା ସମୟରେ ଗୌଡସାହିସ୍ଥିତ ମଦୀୟ ବାସଭବନରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା। ଆଜି ସକାଳୁ ସ୍ୱର୍ଗତ ସାହୁ ପ୍ରତିଦିନ ପରି ଘରେ ଚା’ ପିଇଥିଲେ। ଘର ଲୋକେ ଜଳଖିଆ ଖାଇବାକୁ…
ଅଧିକ ଖବର ଦେଖନ୍ତୁ...

ଅବହେଳାରେ ଭଦ୍ରକର ମତ୍ସ୍ୟ ଯାଆଁଳ କେନ୍ଦ୍ର

ଭଦ୍ରକ: ମତ୍ସ୍ୟ ଚାଷର ବିକାଶ ପାଇଁ ୧୯୮୦ ମସିହାରେ ଭଦ୍ରକ ଜିଲ୍ଲାରେ ପ୍ରତିଷ୍ଠା କରାଯାଇଥିଲା ଏକ ମତ୍ସ୍ୟ ଯାଆଁଳ ପ୍ରକଳ୍ପ। ଭଦ୍ରକ ବ୍ଲକ ଅନ୍ତର୍ଗତ ଓଲଙ୍ଗ ପଞ୍ଚାୟତର ସରମଙ୍ଗା ମେଜାରେ ୩୦ ଏକର ଜମି ଉପରେ ପ୍ରକଳ୍ପ ପ୍ରତିଷ୍ଠା କରାଯାଇଥିଲା। ଏଠାରେ ମତ୍ସ୍ୟ ଯାଆଁଳ ଉତ୍ପାଦନ କରାଯାଇ ଭଦ୍ରକ,…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍-୧୩ : ଷ୍ଟୋକ୍ସଙ୍କ ଦମ୍‌ଦାର ଶତକ, ରାଜସ୍ଥାନଠାରୁ ୮ ୱିକେଟରେ ପରାସ୍ତ ହେଲା ମୁମ୍ବାଇ ଇଣ୍ଡିଆନ୍ସ

ଆବୁଧାବି: ଇଣ୍ଡିଆନ୍‌ ପ୍ରମିୟର ଲିଗ୍‌ (ଆଇପିଏଲ୍‌)-୨୦୨୦ର ୪୫ତମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ୮ ୱିକେଟରେ ପରାସ୍ତ କଲା ରାଜସ୍ଥାନ ରୟାଲ୍ସ । ଦ୍ବିତୀୟ ପାଳିରେ ରାଜସ୍ଥାନ ୧୯୬ ରନ୍‌ର ବିଶାଳ ଲକ୍ଷ୍ୟକୁ ପିଛା କରି ୧୮.୨ ଓଭରରେ ମାତ୍ର ୨ଟି ୱିକେଟ ହରାଇ ୧୯୬ ରନ୍‌ କରି ବିଜୟ ହାସଲ କରିଛି…
ଅଧିକ ଖବର ଦେଖନ୍ତୁ...

ଲାଖମରା ଯାତ୍ରା ସହିତ ଶାରଦୀୟ ଉତ୍ସବ ଶେଷ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ଅଧିଷ୍ଠାତ୍ରୀ ଦେବୀ ମା' ମାଣିକେଶ୍ୱରୀଙ୍କ ଲାଖମରା ଯାତ୍ରା ସହିତ ଶାରଦୀୟ ପାର୍ବଣ ଶେଷ ହୋଇଛି। ଆଜି ଅପରାହ୍ନ ୩ଟା ୧୫ ମିନିଟରେ ଭବାନୀପାଟଣା ସହରସ୍ଥିତ ମା' ମାନିକେଶ୍ୱରୀ ମନ୍ଦିରରୁ ଛତର ବାହାରି ନକଟିଗୁଡା ଲାଖବିନ୍ଧା ପଡ଼ିଆରେ…
ଅଧିକ ଖବର ଦେଖନ୍ତୁ...

କରୋନା କଟକଣା ମଧ୍ୟରେ ବିବାହ କରିବା ପାଇଁ ନେପାଳୀ ବର ରିକ୍ସାରେ ପହଞ୍ଚିଲେ ଉତ୍ତରପ୍ରଦେଶ

ବହରାଇଚ: କରୋନା ମହାମାରୀ ପାଇଁ ଜାରି ହୋଇଥିବା ଲକଡାଉନ୍/ସଟଡାଉନ ପରଠାରୁ ଭାରତ-ନେପାଳ ସୀମା ସିଲ ରହିଛି। ଏହି କାରଣରୁ ଉଭୟ ଦେଶର ସୀମାରେ ଯାତାୟାତ ସମ୍ପୂର୍ଣ୍ଣ ଭାବେ ଠପ ହୋଇଯାଇଛି। କେବଳ ଜରୁରୀ ଯାନବାହନକୁ ଯିବା ଆସିବା ପାଇଁ ଅନୁମତି ରହିଛି। ଏମିତିରେ ବିବାହ ଓ ବ୍ରତ ଆଦି କାମ ଉପରେ…
ଅଧିକ ଖବର ଦେଖନ୍ତୁ...

୧୪ଦିନ ହେଲା ନିଖୋଜ ଥିଲେ ଯୁବକ, ଡାକ୍ତରଖାନାର ଶୌଚାଳୟରୁ ଉଦ୍ଧାର ହେଲା ମୃତଦେହ

ମୁମ୍ବାଇ : ୧୪ଦିନ ହେଲା ନିଖୋଜ ଥିଲେ ଯୁବକ | ଅନେକ ଖୋଜା ଖୋଜି ପରେ ତାଙ୍କର କୌଣସି ପତ୍ତା ମିଳୁ ନଥିବା ବେଳେ ଏବେ ତାଙ୍କର ମୃତଦେହ ମୁମ୍ବାଇରେ ଥିବା ଏକ ଡାକ୍ତରଖାନାର ଶୌଚାଳୟରୁ ଉଦ୍ଧାର କରାଯାଇଛି | ମୃତକଜଣଙ୍କ ଜଣେ ଯକ୍ଷ୍ମା ରୋଗୀ ଥିବା ବେଳେ ତାଙ୍କ ନାଁ ସୂର୍ଯ୍ୟଭାନ ଯାଦବ ବୋଲି…
ଅଧିକ ଖବର ଦେଖନ୍ତୁ...

ସଡକ ଦୁର୍ଘଟଣାରେ ଜଣେ ମୃତ, ଅନ୍ୟ ଜଣେ ଗୁରୁତର

ପୁରୁଣାକଟକ: ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥସ୍ଥିତ ବୌଦ୍ଧ ଜିଲ୍ଲା ପୁରୁଣାକଟକ ମାର୍କେଟ ଅଂଚଳରେ ଏକ ସଡକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିବା ଜଣାଯାଇଛି। ପୁରୁଣାକଟକ ଅଂଚଳର ପ୍ରତାପ ମଲ୍ଲିକ(୧୯)ଙ୍କ ମୃତ୍ୟୁ ହୋଇଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

କେନ୍ଦ୍ରମନ୍ତ୍ରୀ ନିତିନ୍ ଗଡକରୀଙ୍କୁ ଭେଟିଲେ କୋରାପୁଟ ସାଂସଦ: ବାଇପାସ୍ ନିର୍ମାଣ, ଜାତୀୟ ରାଜପଥ ମରାମତି ପାଇଁ…

ରାୟଗଡ଼ା: କେନ୍ଦ୍ର ସରକାରଙ୍କ ଆକାଂକ୍ଷା ଯୋଜନାରେ ସାମିଲ୍ ହୋଇଥିବା ରାୟଗଡ଼ା ଓ କୋରାପୁଟ ଜିଲ୍ଲାର ବିକାଶ ପାଇଁ କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ୍ ଗଡକରୀଙ୍କୁ ଭେଟିଛନ୍ତି କୋରାପୁଟ ସାଂସଦ ଇଂ. ସପ୍ତଗିରି ଉଲାକା। ଉଭୟ ଜିଲ୍ଲା ଗମନାଗମନ କ୍ଷେତ୍ରରେ ବହୁ ପଛରେ ପଡିଥିବାରୁ ପ୍ରକଳ୍ପ…
ଅଧିକ ଖବର ଦେଖନ୍ତୁ...

ଅର୍ଥ ରୋଜଗାର ଲାଗି ବିଭିନ୍ନ ଆପରେ ଲାଇଭ କରି ୨ପତ୍ନୀଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିଲେ ଯୁବକ, ଗିରଫ କଲା ପୁଲିସ

ଭୋପାଳ: ବିଭିନ୍ନ ଆପରେ ଲାଇଭ କରି ୨ପତ୍ନୀଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିବାରୁ ଜଣେ ୨୪ବର୍ଷିୟ ଯୁବକକୁ ଗିରଫ କରିଛି ପୁଲିସ | ଯୁବକଙ୍କୁ ମଧ୍ୟପ୍ରଦେଶର ବିଦିଶାରୁ ପୁଲିସ ଗିରଫ କରିଥିବା ବେଳେ ଅଭିଯୁକ୍ତ ଲାଇଭ କରି ଟଙ୍କା ଆୟ କରୁଥିବା କଥା ସାମ୍ନାକୁ ଆସିଛି | ଅଭିଯୁକ୍ତଙ୍କ ଦ୍ଵିତୀୟ…
ଅଧିକ ଖବର ଦେଖନ୍ତୁ...