Daily Archives

October 26, 2020

ମାଲକାନଗିରି : ମାଓ ହିଂସା ବିରୋଧରେ ରାସ୍ତାକୁ ଓହ୍ଲାଇଲେ ସ୍ବାଭିମାନ ଅଞ୍ଚଳବାସୀ

ମାଲକାନଗିରି : ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରେ ପୁଣି  ମାଓ ବିରୋଧୀ ସ୍ବର ଉଠିଛି । ଏଥର ଗୋଟିଏ କି ଦୁଇଟି ନୁହେଁ ୧୦ ରୁ ଅଧିକ ଗ୍ରାମର ଲୋକମାନେ ମିଳିତ ହୋଇ ମାଓବାଦୀଙ୍କୁ ବିରୋଧ କରିଛନ୍ତି । ଆଜି ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରେ ଥିବା ଖଜୁରୀଗୁଡା ଠାରେ…
ଅଧିକ ଖବର ଦେଖନ୍ତୁ...

ଚନ୍ଦାହାଣ୍ଡି  :  ଝରିଗାଁ ଘାଟି ରାସ୍ତାରେ ଗଛ କାଟି ରାସ୍ତା ଅବରୋଧ, ମାଓବାଦୀ ସନ୍ଦେହ

ଚନ୍ଦାହାଣ୍ଡି   : ନବରଙ୍ଗପୁର ଜିଲ୍ଳା ଝରିଗାଁ-ଚନ୍ଦାହାଣ୍ଡି ଘାଟିରେ ଗଛ କାଟି ରାସ୍ତା ଅବରୋଧ କରାଯାଇଛି । ମାଓବାଦୀମାନେ ଏହି ରାସ୍ତା ଅବରୋଧ କରିଥିବା ସଂଦେହ କରାଯାଉଛି । ଆଜି ରାତି ପ୍ରାୟ ଘ.୯.୧୫ ସମୟରେ ଛତିଶଗଡର ଗୋଟିଏ ସ୍କୋର୍ପିଓରେ କିଛି ଲୋକ ଉମରକୋଟରୁ ଚନ୍ଦାହାଣ୍ଡି ଦେଇ…
ଅଧିକ ଖବର ଦେଖନ୍ତୁ...

ଖୋର୍ଦ୍ଧା ଗ୍ରାମାଞ୍ଚଳରେ କରୋନା: ୩୦ ସଂକ୍ରମିତ, ୫୫ ସୁସ୍ଥ

ଖୋର୍ଦ୍ଧା: ଖୋର୍ଦ୍ଧା ଗ୍ରାମାଞ୍ଚଳରେ ଆଜି ସକାଳ ସୁଦ୍ଧା ୩୦ଜଣ କରୋନା ପଜିଟିଭଙ୍କୁ ଚିହ୍ନଟ କରାଯାଇଥିବା ବେଳେ ୫୫ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗରୁ ମିଳିଥିବା ତଥ୍ୟାନୁସାରେ, ଆଜି ସକାଳ ସୁଦ୍ଧା ଚିହ୍ନଟ ହୋଇଥିବା ପଜିଟିଭଙ୍କ ମଧ୍ୟରୁ ବାଲିଅନ୍ତାରୁ ୬,…
ଅଧିକ ଖବର ଦେଖନ୍ତୁ...

ଟୁଇଟ ପରେ ଶିଶୁର ହୃତପିଣ୍ଡରେ ହୋଇଥିବା ଛିଦ୍ରର ଚିକିତ୍ସା ପାଇଁ ସାହାଯ୍ୟ କଲେ ସୋନୁ ସୁଦ 

ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ ଜାରି ହୋଇଥିବା ଲକଡାଉନ କାରଣରୁ ଅନେକ ପ୍ରବାସୀ ଶ୍ରମିକ ଓ ଛାତ୍ରଛାତ୍ରୀ ବହୁ ଅସୁବିଧାରେ ସମ୍ମୁଖୀନ ହୋଇଥିଲେ। ଏସବୁ ଭିତରେ ଅଭିନେତା ସୋନୁ ସୁଦ ଅସହାୟ ଲୋକଙ୍କ ପାଖରେ ଦେବଦୂତ ସାଜି ପହଞ୍ଚିଥିଲେ। ତେବେ ସୋନୁଙ୍କ ସାହାଯ୍ୟ ଦେଖି କେହିକେହି…
ଅଧିକ ଖବର ଦେଖନ୍ତୁ...

ନାଇଟକୋଚ ବସରେ ମହିଳା ଡାକ୍ତରଙ୍କୁ ଅସଦାଚରଣ କରି ଶିକ୍ଷକ ଗିରଫ

ଖୋର୍ଦ୍ଧା : କଳାହାଣ୍ଡିରୁ ଭୁବନେଶ୍ୱର ଆସୁଥିବା ଏକ ରାତ୍ରୀକାଳୀନ ବସରେ ଜଣେ ମହିଳା ପଶୁ ଡାକ୍ତରଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ଖୋର୍ଦ୍ଧା ଟାଉନ୍ ଥାନା ପୁଲିସ ଜଣେ ସରକାରୀ ଶିକ୍ଷକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୋଗ ଅନୁସାରେ, ମହିଳା ପଶୁ ଡାକ୍ତର ଜଣକ କଳାହାଣ୍ଡିରୁ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍-୧୩: କୋଲକାତା ନାଇଟ୍ ରାଇଡର୍ସକୁ ୮ ୱିକେଟରେ ପରାସ୍ତ କଲା କିଙ୍ଗସ୍‌ ଇଲେଭେନ୍ ପଞ୍ଜାବ

ସାରଜା : ସାରଜା କ୍ରିକେଟ ଷ୍ଟାଡିୟମଠାରେ ଆଜି ଚଳିତ ଆଇପିଏଲର ୪୬ତମ ମ୍ୟାଚରେ କୋଲକାତା ନାଇଟରାଇଡର୍ସକୁ ୮ ୱିକେଟରେ ପରାସ୍ତ କଲା କିଙ୍ଗସ୍‌ ଇଲେଭେନ ପଞ୍ଜାବ । ଦ୍ବିତୀୟ ପାଳିରେ ପଞ୍ଜାବ ୧୫୦ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ୧୮.୫ ଓଭରରେ ୨ଟି ୱିକେଟ ହରାଇ ୧୫୦ ରନ୍‌ କରି ବିଜୟ ହାସଲ…
ଅଧିକ ଖବର ଦେଖନ୍ତୁ...

ବାଙ୍ଗିରିପୋଷି : ଗୋଟିଏ ମାସ ମଧ୍ୟରେ ଦୁଇ ହରଣ ମୃତ, ଚିନ୍ତାରେ ବନ ବିଭାଗ

ବାଙ୍ଗିରିପୋଷି ( ପ୍ରଭାତ କୁମାର ହୋତା) : ବାଙ୍ଗିରିପୋଷି  ବନବିଭାଗକୁ ଚିନ୍ତାରେ ପକାଇଛି ହରଣ ମୃତ୍ୟୁ। ଗୋଟିଏ ମାସ ମଧ୍ୟରେ ଦୁଇଟି ହରଣ ମରିସାରିଲେଣି। ଆହୁରି କେତେ ଶିକାର ହେଲେଣି କାହାକୁ ଜଣାନାହିଁ। କାହିଁକି ହରଣ , ହାତୀ , ବାରାହା ପରି ବନ୍ୟଜନ୍ତୁ ଗ୍ରାମ ମୁଖି ହେଉଛନ୍ତି ତାହା…
ଅଧିକ ଖବର ଦେଖନ୍ତୁ...

ଭଙ୍ଗା ହାତରେ ଦିଲ୍ଲୀରେ ଚା’ ଷ୍ଟଲ ଚଳାଉ ଥିଲେ ବୃଦ୍ଧ ଦମ୍ପତ୍ତି; ଭିଡିଓ ଭାଇରାଲ ହେଲା ପରେ ବଦଳିଗଲା ଭାଗ୍ୟ

ନୂଆଦିଲ୍ଲୀ: ସୋସିଆଲ ମିଡିଆ ଜରିଆରେ ସା‌ଧାରଣ ମଣିଷଟିଏ ରାତାରାତି ଷ୍ଟାର ପାଲଟି ଯିବାର ଅନେକ ଘଟଣା ସାମ୍ନାକୁ ଆସିଛି। ଏହି କ୍ରମରେ ୭୦ବର୍ଷ ବୟସରେ ଭଙ୍ଗା ହାତରେ ଦିଲ୍ଲୀରେ ଏକ ଚା ଷ୍ଟଲ୍ ଚଳାଉଥିବା ବାବାଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ତାଙ୍କ ପାଖକୁ ସାହାଯ୍ୟର ସୁଅ…
ଅଧିକ ଖବର ଦେଖନ୍ତୁ...

ପ୍ରଚାର ମଇଦାନକୁ ଓହ୍ଲାଇଲେ ଅଭିନେତ୍ରୀ ଅମିଷା ପଟେଲ

ପାଟନା:  ବିହାରରେ ପ୍ରଥମ ପର୍ଯ୍ୟାୟରେ ୭୧ଟି ବିଧାନସଭା ଆସନ ପାଇଁ ନିର୍ବାଚନ ପ୍ରଚାର ଆଜି ‌ଶେଷ ହୋଇଯିବ। ବିହାରରେ ନେତାମାନଙ୍କର ଗୋଟିଏ ପରେ ଗୋଟିଏ ବଡବଡ ରାଲି, ଜନସଭା ଓ ରୋଡ ସୋ ଚାଲିଥିବା ବେଳେ ଅନ୍ୟ ଦିଗରେ ଗ୍ଲାମର ଦୁନିଆର ଷ୍ଟାରମାନେ ମଧ୍ୟ ପ୍ରଚାରକୁ ଓହ୍ଲାଇଛନ୍ତି । ‘କହୋ ନା…
ଅଧିକ ଖବର ଦେଖନ୍ତୁ...

ଦିଶା ସାଲିଆନଙ୍କ ମୃତ୍ୟୁ ମାମଲାକୁ ନେଇ ସିବିଆଇ ଯାଞ୍ଚ ଆବେଦନର ଶୁଣାଣି ମନା କରି ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁ ମାମଲାକୁ ନେଇ ସିବିଆଇ ଯାଞ୍ଚ କରିବାର ଆବେଦନ ଶୁଣାଣିକୁ ସୁପ୍ରିମକୋର୍ଟ ସୋମବାର ଖରାଜ କରି ଦେଇଛନ୍ତି। କେବଳ ଏତିକି ନୁହେଁ ସୁପ୍ରିମକୋର୍ଟ ଆବେଦନକାରୀଙ୍କୁ ଆବେଦନ ଫେରାଇ ନେବାକୁ…
ଅଧିକ ଖବର ଦେଖନ୍ତୁ...