Daily Archives

October 26, 2020

ପବଜି ଖେଳ ପାଇଁ ବାପାକୁ ଛୁରୀରେ ଆକ୍ରମଣ କଲା ପୁଅ

ସୁରଟ: ଗୁଜୁରାଟର ସୁରଟର ଜବାହରନଗର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଛି। ପବଜି ଖେଳ ପାଇଁ ଜଣେ ପୁଅ ଛୁରୀରେ ନିଜ ପିତାଙ୍କ ଉପରକୁ ଆକ୍ରମଣ କରିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ୧୮ ବର୍ଷର ପୁଅ ପବଜି ଖେଳିବାରେ ଅଭ୍ୟସ୍ତ ଥିଲା | ପବଜି ଖେଳିବା ପାଇଁ ତାକୁ ୫୦୦ ଟଙ୍କା…
ଅଧିକ ଖବର ଦେଖନ୍ତୁ...

ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ କ୍ରିକେଟ ଦଳ ଘୋଷିତ, ଆହତ ରୋହିତଙ୍କୁ ବିଶ୍ରାମ

ମୁମ୍ବାଇ :  ନଭେମ୍ବର ମାସରୁ ଆରମ୍ଭ ହେଉଥିବା ଅଷ୍ଟ୍ରେଲିଆ ଗସ୍ତ ପାଇଁ  ଭାରତୀୟ ଦଳ ଘୋଷଣା କରାଯାଇଛି । ବିସ୍ଫୋରକ ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କୁ ଆହତ ଜନିତ କାରଣ ପାଇଁ ବିଶ୍ରାମ ଦିଆଯାଇଥିବାବେଳେ ବିରାଟ କୋହଲିଙ୍କୁ ସମସ୍ତ ତିନୋଟି ଫର୍ମାଟର ଅଧିନାୟକ ଦାୟିତ୍ବ ଦିଆଯାଇଛି । ରୋହିତଙ୍କ…
ଅଧିକ ଖବର ଦେଖନ୍ତୁ...

ନିଜ ଉପରକୁ ଗୁଳି ଚଳାଇଲେ ଦିଲ୍ଲୀସ୍ଥିତ ପାକିସ୍ତାନ ଦୂତାବାସ ବାହାରେ ନିଯୁକ୍ତ ‘ସିଆର୍‌ପିଏଫ୍’ ଯବାନ, ‘ଏମ୍‌ସ୍‌’ରେ…

ନୂଆଦିଲ୍ଲୀ: ନୂଆଦିଲ୍ଲୀସ୍ଥିତ ପାକିସ୍ତାନ ଦୂତାବାସ ବାହାରେ ନିଯୁକ୍ତ ଜଣେ ‘ସିଆର୍‌ପିଏଫ୍’ ଯବାନ ସୋମବାର ଦିନ ନିଜ ଉପରକୁ ଗୁଳି ଚଳାଇଛନ୍ତି। ଘଟଣାସ୍ଥଳରୁ ତାଙ୍କୁ ଉଦ୍ଧାର କରାଯାଇ ତୁରନ୍ତ ଡାକ୍ତରଖାନାକୁ ନିଆଯାଇଛି। ପ୍ରାଥମିକ ସୂଚନାରୁ ଜଣାପଡ଼ିଛି ଯେ, ଦିଲ୍ଲୀର ଚାଣକ୍ୟପୁରୀ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ : ପଞ୍ଜାବ ଆଗରେ ୧୫୦ ରନର ଲକ୍ଷ୍ୟ ରଖିଲା କୋଲକାତା

ସାରଜା : ସାରଜା କ୍ରିକେଟ ଷ୍ଟାଡିୟମଠାରେ ଆଜି ଚଳିତ ଆଇପିଏଲର ୪୬ତମ ମ୍ୟାଚରେ  କୋଲକାତା  ପଞ୍ଜାବ ଆଗରେ ୧୫୦ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି । ଆଜି ପଞ୍ଜାବ ଦଳ ଟସ ଜିଣି କୋଲକାତାକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ମାତ୍ର କୋଲକାତା ଦଳ ଆରମ୍ଭରୁ ହିଁ ବ୍ୟାଟିଂ ବିପର୍ଯ୍ୟୟର…
ଅଧିକ ଖବର ଦେଖନ୍ତୁ...

ନିର୍ଯାତନା ଆରୋପ ଆଣିଥିବା ଅଭିନେତ୍ରୀ ଲୁଭିଏନା ଲୋଧଙ୍କ ବିରୋଧରେ ୧ କୋଟି ଟଙ୍କାର ମାନହାନୀ ମାମଲା କଲେ ମହେଶ ଭଟ୍ଟ

ମୁମ୍ବାଇ: ଗତ ଗୁରୁବାର ଚଳଚ୍ଚିତ୍ର ନିର୍ମାତା ମହେଶ ଭଟ୍ଟଙ୍କ ଉପରେ ଅସଦାଚରଣର ଅଭିଯୋଗ ଆଣି ଏକ ଭିଡିଓ ସେୟାର କରିଥିଲେ ଅଭିନେତ୍ରୀ ଲୁଭିଏନା ଲୋଧ | ଏହା ବିରୋଧରେ ୧କୋଟି ଟଙ୍କା କ୍ଷତିପୂରଣ ଦାବି କରି ମାନହାନୀ ମୋକଦ୍ଦମା ଦାୟର କରିଛନ୍ତି ମହେଶ ଭଟ୍ଟ। ଏଥି ସହ ତାଙ୍କ ବିରୋଧରେ କୌଣସି…
ଅଧିକ ଖବର ଦେଖନ୍ତୁ...

ଖୋର୍ଦ୍ଧା : ଟ୍ରକ ଧକ୍କାରେ ବାଇକ୍ ଆରୋହୀ ମୃତ

ଖୋର୍ଦ୍ଧା : ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥ କଡ଼ରେ ଥିବା ଏକ ପେଟ୍ରୋଲ୍ ପମ୍ପ ନିକଟରେ ଟ୍ରକ ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି । ସଦରଥାନାର ଇନ୍ସପେକ୍ଟର ସତ୍ୟବ୍ରତ ଲେଙ୍କାଙ୍କ ସୂଚନାନୁସାରେ, ଆଜି ସକାଳ ପ୍ରାୟ ୮ଟା ବେଳେ ବ୍ରହ୍ମପୁର ପଟୁ ଆସୁଥିବା ଏକ…
ଅଧିକ ଖବର ଦେଖନ୍ତୁ...

ବାଇକ ଦୁର୍ଘଟଣାରେ ଚାଳକଙ୍କ ସମେତ ୨ ଆହତ

ବାଲିଅନ୍ତା: ବାଲିଅନ୍ତା ଥାନା ବାଳକାଟି ଫାଣ୍ଡି ଅଧୀନ ସାତକଣିଆଠାରେ ଆଜି ଅପରାହ୍ନରେ ବାଇକ ଦୁର୍ଘଟଣାରେ ଚାଳକଙ୍କ ସମେତ ୨ ଜଣ ଗୁରୁତର ଆହତ ହୋଇଛନ୍ତି | ଆହତ ବ୍ୟକ୍ତିମାନଙ୍କୁ ୧୦୮ ଆମ୍ବୁଲାନ୍ସ ସହାୟତାରେ ବାଳକାଟୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପାଇଁ ଭର୍ତ୍ତି…
ଅଧିକ ଖବର ଦେଖନ୍ତୁ...

ବୈଜୟନ୍ତଙ୍କୁ ଘେରିଲା ବିଜେଡି: ବିଜେପିରେ ମିଶିଲେ ବୋଲି ବାହାମାସ ଲିଙ୍କ ନେଇ ଶିଥିଳ ହୋଇଗଲା କି ତଦନ୍ତ?

ନୂଆଦିଲ୍ଲୀ: ଦିଲ୍ଲୀରେ ବୈଜୟନ୍ତ ପଣ୍ଡାଙ୍କ ବାହାମାସ ଲିଙ୍କ ତଦନ୍ତରେ ଶିଥିଳତାକୁ ନେଇ ପ୍ରଶ୍ନ ଉଠିବା ପରେ ରାଜ୍ୟ ରାଜନୀତି ସରଗରମ ହୋଇଛି । ବିଜେଡି ବିଧାୟକ, ସାଂସଦ ଟ୍ୱିଟ କରି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷଙ୍କୁ କରିଛନ୍ତି ଟାର୍ଗେଟ । ଜବାବ ରଖିବା ପାଇଁ ବୈଜୟନ୍ତଙ୍କୁ ବିଜେଡି ଆହ୍ୱାନ…
ଅଧିକ ଖବର ଦେଖନ୍ତୁ...

କେରଳ ସୁନା ଚୋରା ଚାଲାଣ ମାମଲାର ମୁଖ୍ୟ ଅଭିଯୁକ୍ତଙ୍କୁ ଦୁବାଇରୁ ଆଣି ଗିରଫ କଲା ‘ଏନ୍‌ଆଇଏ’

ନୂଆଦିଲ୍ଲୀ: କେରଳ ସୁନା ଚୋରା ଚାଲାଣ ମାମଲାର ମୁଖ୍ୟ ଅଭିଯୁକ୍ତ ରବିନ୍‌ସ୍‌ କେ. ହମିଦଙ୍କୁ ଦୁବାଇରୁ ଅଣାଯାଇ ଗିରଫ କରାଯାଇଥିବା କଥା ସୋମବାର ଦିନ ‘ନ୍ୟାସ୍‌ନାଲ୍‌ ଇନ୍‌ଭେଷ୍ଟିଗେସନ୍ ଏଜେନ୍‌ସି’ (ଏନ୍‌ଆଇଏ) ସୁନିଶ୍ଚିତ କରିଛି। ‘ୟୁନାଇଟେଡ୍‌ ଆରବ ଏମିରେଟ୍‌ସ୍‌’ରୁ ଅଭିଯୁକ୍ତ ହମିଦ ଏହି…
ଅଧିକ ଖବର ଦେଖନ୍ତୁ...

ରାଜ୍ୟରେ ଆଜି ୨୦୦୩ କରୋନା ଆକ୍ରାନ୍ତ ସୁସ୍ଥ ହେଲେ

ଭୁବନେଶ୍ୱର: ରାଜ୍ୟରେ ଆଜି କରୋନାରୁ ୨୦୦୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୬୬ ହଜାର ୧୦୫କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ ଜରିଆରେ ଏହି ସୂଚନା ଦିଆଯାଇଛି।…
ଅଧିକ ଖବର ଦେଖନ୍ତୁ...