Daily Archives

October 27, 2020

ନିରାଡ଼ମ୍ବରରେ ସରିଲା ମା’ଙ୍କ ଭସାଣି: ବନମାଳିପୁର ବାଣ ପ୍ରତିଯୋଗିତା ଫିକା ପଡିଲା

ବାଲିପାଟଣା: ଚଳିତ ବର୍ଷ ଧରା ପୃଷ୍ଠରୁ ଦୁର୍ଗତିନାଶିନୀ ମା’ ଦୁର୍ଗାଙ୍କୁ ମେଲାଣି ଦିଆଯାଇଛି। ଖୋର୍ଦ୍ଧା ଜିଲ୍ଲା ବାଲପାଟଣା ଅଂଚଳର ବନମାଳିପୁର ବାଣ ପ୍ରତିଯୋଗିତା କୋଭିଡ କଟକଣା ଯୋଗୁଁ ଫିକା ପଡିଛି। ଭସାଣି ସମ୍ପୂର୍ଣ୍ଣର୍ ନିରାଡ଼ମ୍ବରରେ ସରିଯାଇଛି। ବାଲିପାଟଣା ବଜାର ବୁଦ୍ଧନାଥ…
ଅଧିକ ଖବର ଦେଖନ୍ତୁ...

ରାସ୍ତାକଟାକୁ ନେଇ ଗ୍ରାମବାସୀଙ୍କ ଦ୍ବାରା ତହସିଲଦାର ଅଟକ, ମରାମତି ପ୍ରତିଶ୍ରୁତି ପରେ ଛାଡିଲେ

ଚିତ୍ରଡ଼ା: ମୋରଡ଼ା ଥାନା ତଥା ମୋରଡ଼ା ତହସିଲ ଅଧିନ କୋହି ପଞ୍ଚାୟତ ବଡ଼ମୁଣ୍ଢାବଣି ଗ୍ରାମରେ ଆଜି ଗ୍ରାମବାସୀଙ୍କ ଦ୍ଵାରା ମୋରଡ଼ା ତହସିଲଦାରଙ୍କୁ ଅଟକ ଥିବା ଜଣାପଡ଼ିଛି। ଖବରରୁ ପ୍ରକାଶ କି ବଡ଼ମୁଣ୍ଢାବଣି ଠାରେ ନିଲାମ ହୋଇନଥିବା ଏକ ବାଲିଘାଟକୁ ଯାଇଥିବା ରାସ୍ତାକୁ ଆଜି ତହସିଲଦାର ଏବଂ…
ଅଧିକ ଖବର ଦେଖନ୍ତୁ...

କାହା ହାତରେ ଅତ୍ୟାବଶ୍ୟକ ସାମଗ୍ରୀ ଦରବୃଦ୍ଧି ନିୟନ୍ତ୍ରଣ ?

ରା.ଉଦୟଗିରି: ଦିନକୁ ଦିନ କରୋନା ମହାମାରୀ କଟକଣା ଯେତେ ହଟୁଛି ସେତେ ହୁ ହୁ ହୋଇ ବଢି ଚାଲିଛି ପନିପରିବା ଦର । ଅତ୍ୟାବଶ୍ୟକ ସାମଗ୍ରୀର ଯେମିତି ଆକାଶଛୁଆଁ ଦର ହୋଇଛି ଘରଣୀମାନଙ୍କୁ ଅଦିନ ଘଡ଼ଘଡ଼ିରେ ରୋଷେଇ ଶାଳରେ ନିଆଁ ଲାଗିଯିବ ଭଳିଆ ମନେ ହେଉଛି | ବାଇଗଣ କିଲୋ ୩୦, ଟମାଟ ୬୦, ପୋଟଳ ୬୦,…
ଅଧିକ ଖବର ଦେଖନ୍ତୁ...

ଗୋଟିଏ କାହାଣୀ, ୬ଟା ରୂପ: ଆସୁଛି ମନୋଜ ବାଜପେୟୀଙ୍କ ନୂଆ ଫିଲ୍ମ ‘ସୁରଜ ପର ମଙ୍ଗଲ ଭାରୀ’

ନୂଆଦିଲ୍ଲୀ: ବଲିଉଡର ଅଭିନେତା ମନୋଜ ବାଜପେୟୀଙ୍କ ହିନ୍ଦି ସିନେମା ଜଗତରେ ଅନେକ ସୁନାମ ରହିଛି । ତାଙ୍କ ଅଭିନୟର ଯାଦୁ ସିନେପ୍ରେମୀଙ୍କ ବେଶ୍ ମନୋରଞ୍ଜନ କରିଛି । ଦର୍ଶକ ତାଙ୍କର ଅନେକ ସିନେମା ଦେଖିଥିବେ ନିଶ୍ଚୟ । କିନ୍ତୁ ନିକଟରେ ଆସିବାକୁ ଯାଉଥିବା ଫିଲ୍ମ ‘ସୁରଜ ପର ମଙ୍ଗଲ ଭାରୀ’…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌-୧୩: ଦିଲ୍ଲୀ କ୍ୟାପିଟାଲ୍ସକୁ ୮୮ ରନ୍‌ ପରାସ୍ତ କଲା ସନରାଇଜର୍ସ ହାଇଦ୍ରାବାଦ

ଦୁବାଇ: ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମଠାରେ ଆଜି ଖେଳାଯାଉଥିବା ଚଳିତ ଆଇପିଏଲ୍‌ର ୪୭ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୮୮ ରନ୍‌ରେ‌ ପରାସ୍ତ କଲା ସନରାଇଜର୍ସ ହାଇଦ୍ରାବାଦ । ଦ୍ବିତୀୟ ପାଳିରେ ଦିଲ୍ଲୀ ୨୨୦ ରନ୍‌ର ବିଶାଳ ବିଜୟ ଲକ୍ଷ୍ୟକୁ ପିଛା କରି ୧୯ ଓଭରରେ ସମସ୍ତ ୱିକେଟ…
ଅଧିକ ଖବର ଦେଖନ୍ତୁ...

ପିଆଜ କାଟିବା ଅପେକ୍ଷା କିଣିଲେ ଆଖିରୁ ଝରୁଛି ଲୁହ

ଭଞ୍ଜନଗର: ପଖାଳ କଂସାକୁ ଦରକାର ପଡେ ପିଆଜ । ରୋଷେଇ ଘରେ ପ୍ରତିଟି ସ୍ୱାଦିଷ୍ଟ ଖାଦ୍ୟ ପାଇଁ ପିଆଜର ଗୁରୁତ୍ବ ନିଆରା। ବର୍ତ୍ତମାନ କିନ୍ତୁ ସେହି ପିଆଜ ଗ୍ରାହାକଙ୍କୁ କନ୍ଦାଇବାରେ ଲାଗିଛି। ପିଆଜ କାଟିଲେ ପୂର୍ବରୁ ଆଖିରୁ ଲୁହ ଝରୁଥିବା ବେଳେ ବର୍ତ୍ତମାନର ପିଆଜ ଦର ଲୋକମାନଙ୍କ ଆଖିରୁ ଲୁହ…
ଅଧିକ ଖବର ଦେଖନ୍ତୁ...

ଆଦିବାସୀଙ୍କ ଜମି ୧୫ଜଣଙ୍କୁ ବାଣ୍ଟି ଦେଇଥିବା ନେଇ ସଙ୍ଗୀନ ଅଭିଯୋଗ ଆଣିଲେ ଗଜପତି ଜିଲ୍ଲା ସ୍ଵତନ୍ତ୍ର ଉନ୍ନୟନ ପରିଷଦର…

ରା.ଉଦୟଗିରି: ତଳତଳିଆ ଭୁଲ୍ କଲେ ହିତାଧିକାରୀ କିମ୍ବା ସାଧାରଣ ଜନତା ଉପରିସ୍ଥ ଅଧିକାରୀଙ୍କୁ ଅଭିଯୋଗ କରନ୍ତି । ଆଉ ଯଦି ଖୋଦ୍ ଅଧିକାରୀ ଭୁଲ୍ କରନ୍ତି ତେବେ ସାଧାରଣ ଜନତା ଗୁହାରୀ କରିବେ କାହାକୁ l ନିଜେ କରିଥିବା ଭୁଲ୍‌କୁ ତଳତଳିଆଙ୍କ ମୁଣ୍ଡରେ ଅଠା ବୋଳି ନିଜେ ଖସିବା ପ୍ରୟାସ ଆଦିବାସୀ…
ଅଧିକ ଖବର ଦେଖନ୍ତୁ...

ପ୍ରେମ ସମ୍ପର୍କରେ ଭଟ୍ଟା: ରାଗରେ ପ୍ରେମିକାର ତଣ୍ଟି କାଟି ନିଜେ ବିଷ ପିଇଲା ପ୍ରେମିକ

ଝାରସୁଗୁଡ଼ା: ଏକବର୍ଷ ଧରି ଚାଲିଥିଲା ପ୍ରେମ ସମ୍ପର୍କ। ଶେଷରେ ପ୍ରେମିକାର ମନର ପରିବର୍ତନକୁ ଦେଖି  କିଭଳି ପ୍ରେମିକ ହିଂସ୍ର ହୋଇପାରେ ତାର ଏକ ନଗ୍ନ ନମୁନା ଦେଖିବାକୁ ମିଳିଛି ଝାରସୁଗୁଡା ଜିଲ୍ଲା ବଡମାଲ ଥାନା ଅଞ୍ଚଳରେ। ଶେଷରେ ପ୍ରେମିକ କ୍ରୋଧର ବଶବର୍ତ୍ତୀ ହୋଇ ପ୍ରେମିକାର ଘରେ ନିଜେ…
ଅଧିକ ଖବର ଦେଖନ୍ତୁ...

ପର୍ଯ୍ୟଟକମାନଙ୍କ ନିମନ୍ତେ ନଭେମ୍ବର ୧ରୁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ

ବାରିପଦା: କରୋନା କଟକଣା ମଧ୍ୟରେ ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ଶିମିଳିପାଳ ଅଭୟାରଣ୍ୟ ଆସନ୍ତା ନଭେମ୍ବର ୧ ତାରିଖ (ରବିବାର) ଠାରୁ ପର୍ଯ୍ୟଟକମାନଙ୍କ ନିମନ୍ତେ ଖୋଲିବ। କ୍ଷେତ୍ର ନିର୍ଦ୍ଦେଶକ, ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ତଥା ଆଂଚଳିକ ମୁଖ୍ୟ ବନ ସଂରକ୍ଷକଙ୍କ କାର୍ଯ୍ୟାଳୟ ପକ୍ଷରୁ…
ଅଧିକ ଖବର ଦେଖନ୍ତୁ...

ଦାଦାବଟି ମାଗି ପୁଣି ଫସିଲେ ଆଉ ୩ ୱେବ୍ ପୋର୍ଟାଲର ରିପୋର୍ଟର

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଏକ ୱେବ୍ ପୋର୍ଟାଲର ୫ ଜଣ ସାମ୍ବାଦିକ ଓ ବଟିମାଗି ସୋମବାର ଗିରଫ ହେବାର ୨୪ ଘଣ୍ଟା ନପୂରୁଣୁ ଆଜି ପୁଣି ସମାନ ଧରଣର ଏକ ଅଭିଯୋଗ ସାମ୍ନାକୁ ଆସିଛି। କଳିଙ୍ଗ ବିହାର-୪ ନିବାସୀ ତଥା ଶ୍ରୀଲକ୍ଷ୍ମୀ ନାମକ ଏକ ଖାଦ୍ୟ ପ୍ରସ୍ତୁତି ୟୁନିଟର ମାଲିକ ଏହି ଅଭିଯୋଗ…
ଅଧିକ ଖବର ଦେଖନ୍ତୁ...