Daily Archives

October 27, 2020

ଆଇଫୋନ ଭଳି ନୂଆ ଫୋନ ସହ ଇୟରଫୋନ ଓ ଚାର୍ଜର ଦେବ ନାହିଁ ସାମସଙ୍ଗ !

ନୂଆଦିଲ୍ଲୀ: ଆଇଫୋନ ଭଳି ସାମସଙ୍ଗ ଗାଲାକ୍ସି ଏସ୨୧ ସହିତ ଚାର୍ଜର ଏବଂ ଇୟରଫୋନ୍ ମିଳିବ ନାହିଁ | ଚର୍ଚ୍ଚାରେ ଥିବା ଏକ ରିପୋର୍ଟ ଅନୁଯାୟୀ, ଗାଲାକ୍ସି ଏସ୨୧ର ବକ୍ସରେ ଚାର୍ଜିଂ ସକେଟ୍ ଏବଂ ଇୟରଫୋନ୍ ଯୋଗାଇ ଦିଆଯିବ ନାହିଁ | କେବଳ ଗାଲାକ୍ସି ଏସ୨୧ ସହିତ ନୁହେଁ, ଗାଲାକ୍ସି ଏସ୨୧ + ଏବଂ…
ଅଧିକ ଖବର ଦେଖନ୍ତୁ...

ପାରିବାରିକ ଅଶାନ୍ତିର କରୁଣ ପରିଣତି: କୂଅକୁ ଡେଇଁଲେ ମା’-ଝିଅ, ଝିଅ ମୃତ 

ବ୍ରହ୍ମପୁର: ପାରିବାରିକ ଅଶାନ୍ତିକୁ ନେଇ ସୃଷ୍ଟି ହୋଇଥିବା କଳିର କରୁଣ ପରିଣତି ଘଟିଛି। ସ୍ବାମୀର କଟୁ କଥା ସହି ନପାରି ଶେଷରେ ମା’-ଝିଅ କୂଅକୁ ଡେଇଁ ପଡ଼ିଛନ୍ତି। ଉଭୟଙ୍କୁ ଉଦ୍ଧାର କରି ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ୩ବର୍ଷର ଝିଅ ଶ୍ରେୟାସୀ…
ଅଧିକ ଖବର ଦେଖନ୍ତୁ...

୩ବର୍ଷୀୟ ଶିଶୁକନ୍ୟାକୁ ଅପହରଣ କରିଥିବା ଅଭିଯୁକ୍ତକୁ ଧରିବା ପାଇଁ ୨୬୦ କିଲୋମିଟର ନନ୍ ଷ୍ଟପ୍ ଚାଲିଲା ଟ୍ରେନ,…

ଭୋପାଳ: ପ୍ରଥମ ଥର ପାଇଁ ନନ୍ ଷ୍ଟପ୍ ଚାଲିଲା ଟ୍ରେନ | ଅପହରଣକାରୀଠାରୁ ୩ବର୍ଷୀୟ ଶିଶୁକନ୍ୟାକୁ ଉଦ୍ଧାର କରିବା ପାଇଁ ଲଳିତପୁରରୁ ଭୋପାଳକୁ ନନ୍ ଷ୍ଟପ୍ ଟ୍ରେନ ଚାଲିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି | ପ୍ରାୟ ୨୬୦କିଲୋମିଟର ପର୍ଯ୍ୟନ୍ତ ଟ୍ରେନ ନନ୍ ଷ୍ଟପ୍ ଚାଲିବା ପରେ ଅଭିଯୁକ୍ତକୁ…
ଅଧିକ ଖବର ଦେଖନ୍ତୁ...

କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି: ଜମ୍ମୁ-କଶ୍ମୀରରେ ଏବେ କେହି ବି କିଣି ପାରିବେ ଜମି

ନୂଆଦିଲ୍ଲୀ: ଦେଶର କୌଣସି ବି ଲୋକ ଏବେ ଜମ୍ମୁ-କଶ୍ମୀରରେ ଜମି କିଣି ପାରିବ । ସେଠାରେ ଘର ଦ୍ୱାର କରି ବି ରହି ପାରିବ । ଗୃହ ମନ୍ତ୍ରାଳୟ ଦ୍ୱାରା ଏନେଇ ମଙ୍ଗଳବାର ଦିନ ଏକ ନୂଆ ନିର୍ଦ୍ଦେଶନାମା ଜାରି କରାଯାଇଛି। ହେଲେ ବର୍ତ୍ତମାନ ଚାଷ ଜମି ଉପରେ ଏହି ନିୟମ ଲାଗୁ ହୋଇପାରିବ ନାହିଁ ବୋଲି…
ଅଧିକ ଖବର ଦେଖନ୍ତୁ...

କରୋନାର କରୁଣ ଚିତ୍ର: ଗୋଟିଏ ପରିବାରରୁ ନେଲା ୩ ଜୀବନ, ରବିବାର ହେଲା କାଳବାର

ସମ୍ବଲପୁର: ପ୍ରାୟ ମାସକ ବ୍ୟବଧାନରେ ଗୋଟିଏ ପରିବାରର ତିନି ଜଣ ଆଖି ବୁଜିଛନ୍ତି। ଦୁଇ ପୁଅ ଝିଅ କରୋନାର କରାଳ ଗ୍ରାସରେ ଜୀବନ ହାରିଥିବା ବେଳେ ସାଥୀରେ ବୃଦ୍ଧା ମା’ଙ୍କୁ ମଧ୍ୟ ଡାକି ନେଇଛନ୍ତି ଆରପାରିକୁ। କିନ୍ତୁ କରୋନା ଏଭଳି କରୁଣ ପରିସ୍ଥିତି ସୃଷ୍ଟି କରିଥିଲା ଯେ କିଛି କିଛି ଦିନ…
ଅଧିକ ଖବର ଦେଖନ୍ତୁ...

ଦୁର୍ନୀତି ଆଇନର ସଂଶୋଧନ ପରେ ସିବିଆଇ ଦ୍ୱାରା ପଞ୍ଜୀକୃତ ହେଉଥିବା ଦୁର୍ନୀତି ମାମଲାରେ ୪୦% ହ୍ରାସ ଘଟିଛି

ନୂଆଦିଲ୍ଲୀ: ଜୁଲାଇ ୨୦୧୮ରେ ଦୁର୍ନୀତି ନିବାରଣ ଆଇନ (ପିସିଏ)ରେ ଏକ ସଂଶୋଧନ କରାଯିବା ପରେ ସିବିଆଇ ଦ୍ୱାରା ପଞ୍ଜୀକୃତ ହେଉଥିବା ଦୁର୍ନୀତି ମାମଲା ସଂଖ୍ୟା ହ୍ରାସ ପାଇଛି। କେନ୍ଦ୍ରୀୟ ଭିଜିଲାନ୍‌ସ କମିଶନଙ୍କୁ ସିବିଆଇ ପକ୍ଷରୁ ପ୍ରଦାନ କରାଯାଇଥିବା ତଥ୍ୟ ଅନୁଯାୟୀ ଗତ ବର୍ଷ ରେକର୍ଡ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଧର୍ମ କାର୍ଯ୍ୟରେ ସହଯୋଗ କରନ୍ତୁ, ସବୁ ସମସ୍ୟାର ସମାଧାନ ହୋଇଯିବ। ନୂଆ ଲୋକଙ୍କ ସହିତ ମିଶିବେ। ଜୀବନସାଥୀଙ୍କ ପ୍ରସଙ୍ଗରେ ଅଧିକ ଦଖଲ ଦିଅନ୍ତୁ ନାହିଁ। ବୃଷ: ବିବାଦ ଠାରୁ ‌ଦୂରେଇ ରହନ୍ତୁ। ବରିଷ୍ଠଙ୍କ ସହିତ ଭଲ ସମ୍ବନ୍ଧ ରଖିବା ଲାଗି ଅଧିକ ପରିଶ୍ରମ କରିବାକୁ ହେବ।…
ଅଧିକ ଖବର ଦେଖନ୍ତୁ...

ଫଟୋରେ ଦେଖନ୍ତୁ ମହାମାୟୀଙ୍କ ମେଲାଣିର ଦୃଶ୍ୟ: ବିଦାୟ ନେଲେ ମା’ ଦୁର୍ଗା

କଟକ: ପବିତ୍ର ଦଶହାର ପର୍ବ ଶେଷ ହେବା ପରେ ଧରାପୃଷ୍ଠରୁ ଜଗତ ଜନନୀ ମା’ ଦୁର୍ଗା ବିଦାୟ ନେଇଛନ୍ତି। ଆଜି କଟକ ସହରରେ ଦେଢ଼ ଶହରୁ ଉର୍ଦ୍ଧ୍ୱ ଦୁର୍ଗା ମୂର୍ତ୍ତି ବିସର୍ଜନ ହୋଇଛି।। ୧୪ଟି ସ୍ଥାନରେ ମୂର୍ତ୍ତି ବିସର୍ଜନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଥିଲା। କରୋନା କଟକଣାକୁ…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀ ଆଗରେ ୨୨୦ ରନର ବିଜୟ ଲକ୍ଷ୍ୟ ରଖିଲା ହାଇଦ୍ରାବାଦ

ଦୁବାଇ :  ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମଠାରେ ଆଜି ଖେଳାଯାଉଥିବା  ଚଳିତ ଆଇପିଏଲର ୪୭ ତମ ମ୍ୟାଚରେ ହାଇଦ୍ରାବାଦ ଦିଲ୍ଲୀ ଆଗରେ ୨୨୦ ରନର ବିଶାଳ ବିଜୟ ଲକ୍ଷ୍ୟ ରଖିଛି । ହାଇଦ୍ରାବାଦ ପକ୍ଷରୁ ଅଧିନାୟକ ଡେଭିଡ୍ ଓ୍ବାର୍ଣ୍ଣର ଓ ଋଦ୍ଧିମାନ ଶାହା ପ୍ରଥମ ଓ୍ବିକେଟ ଯୋଡ଼ିରେ ୧୦୭…
ଅଧିକ ଖବର ଦେଖନ୍ତୁ...

କଳାହାଣ୍ଡି ଭିଜିଲାନ୍‌ସ ବିଭାଗ ପକ୍ଷରୁ ସଚେତନତା ସପ୍ତାହ ପାଳିତ

ଭବାନୀପାଟଣା: କଳାହାଣ୍ଡି ଭିଜିଲାନ୍‌ସ ବିଭାଗ ପକ୍ଷରୁ ଭବାନୀପାଟଣା ସହରସ୍ଥିତ ଭିଜିଲାନ୍‌ସ ଡ଼ିଏସପିଙ୍କ କାର୍ଯ୍ୟାଳୟ ଠାରେ ଭିଜିଲାନ୍‌ସ ସଚେତନତା ସପ୍ତାହ ପାଳନ ହୋଇଛ। ଏଥିରେ ଭିଜିଲାନ୍‌ସ ଡ଼ିଏସପି ସତ୍ୟବାନ ମହାନନ୍ଦଙ୍କ ନେତୃତ୍ୱରେ ଏକ ଶପଥପାଠ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ…
ଅଧିକ ଖବର ଦେଖନ୍ତୁ...