Daily Archives

October 28, 2020

ନାଲକୋ ଡାକ୍ତରଖାନାରେ ଶୁଭାରମ୍ଭ ହେଲା କରୋନା ପରୀକ୍ଷା

ନାଲକୋନଗର: ଦିନକୁ ଦିନ କରୋନା ବଢ଼ି ଚାଲିଥିବାରୁ ନାଲକୋ ପ୍ରଶାସନ ନିଜସ୍ୱ ନାଲକୋ କର୍ମଚାରୀଙ୍କମାନଙ୍କ କରୋନା ପରୀକ୍ଷା କରିବା ପାଇଁ ଆଜି ନାଲକୋ ଡାକ୍ତର ଖାନା ପରିସରରେ ଆଣ୍ଟିଜେନ ଟେଷ୍ଟ ଶୁଭାରମ୍ଭ କରିଛି। ନାଲକୋ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ମନସା ପ୍ରସାଦ ମିଶ୍ର, ମାନବ ସମ୍ବଳ…
ଅଧିକ ଖବର ଦେଖନ୍ତୁ...

ଭଞ୍ଜନଗରରେ ତିନି ଏନ୍‌ଏସିର ବସ୍ତି ଉନ୍ନୟନ ସମୀକ୍ଷା କଲେ ଡୁଡା ପିଡି

ଭଞ୍ଜନଗର: ସହରାଞ୍ଚଳରେ ବଦଳିବ ବସ୍ତିର ରୂପରେଖ। ବସ୍ତି ଅଞ୍ଚଳରେ ବସବାସ କରୁଥିବା ଲୋକ ମାନଙ୍କ ମ‌ୌଳିକ ଆବଶ୍ୟକତା ପୂରଣ କରିବା ସହ ସେମାନଙ୍କ ପାଇଁ ଉତ୍ତମ ବାସଗୃହ,ଡ୍ରେନେଜ୍‌ ବ୍ୟବସ୍ଥା,ଆଲୋକି କରଣ,ପାନିୟ ଜଳ ସୁବିଧା ଏବଂ ଶୌଚାଳୟ ନିର୍ମାଣ କାର୍ଯ୍ୟକୁ ତ୍ବରାନ୍ବିତ କରାଯିବ। ସହରର…
ଅଧିକ ଖବର ଦେଖନ୍ତୁ...

ପଥରଗଡ଼ ମଦ ମୃତ୍ୟୁ ମାମଲା : ଠିକାଦାର ସହ ବନ୍ଧାହେଲେ ୪

ବନ୍ତଳା: ଅନୁଗୁଳ ଜିଲ୍ଲା ପଥରଗଡ଼ ମଦ ମୃତ୍ୟୁ ମାମଲାରେ ପୁଲିସ ଚାରି ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ପଥରଗଡ଼ ଗାଁର ଠିକାଦାର କାଳିଆ ଦେହୁରୀ(୩୦), ଜରପଡା ଥାନା ବଡ଼ହିଂସର ଗାଁର ଟୁକୁନା ଦେହୁରୀ(୩୦), ତାଳଚେର ଥାନା ଗୋବରା ଗାଁର ଶ୍ରୀକାନ୍ତ ସାହୁ(୩୧) ଓ ନିଶା ଥାନା ଝିଣ୍ଟି ପାଳ ଗାଁର…
ଅଧିକ ଖବର ଦେଖନ୍ତୁ...

କରୋନା ପ୍ରଭାବ: ନିର୍ମାଣ ଶ୍ରମିକ ପୁନଃନବୀକରଣ ଓ ନବୀକରଣ ପ୍ରକ୍ରିୟା ୫୦ପ୍ରତିଶତରେ ଅଟକିଛି

ଜୟପୁର: କରୋନା ପ୍ରଭାବରେ କୋଠାବାଡି ନିର୍ମାଣ ଶ୍ରମିକମାନଙ୍କର ପୁନଃ ନବୀକରଣ ଓ ନବୀକରଣ ପ୍ରକ୍ରିୟା ଠପ୍ ହୋଇ ପଡ଼ିଛି। ଏହି ସମୟରେ ଉଭୟ ପ୍ରକ୍ରିୟା କାମ ଶେଷପର୍ଯ୍ୟାୟରେ ରହୁଥିବା ବେଳେ ଗତ ମାର୍ଚ୍ଚ ମାସରୁ ଏହି ପ୍ରକ୍ରିୟା ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ବି କରାଯାଇନାହିଁ। ପ୍ରଥମେ ଦୁଇ…
ଅଧିକ ଖବର ଦେଖନ୍ତୁ...

ବିଜ୍ଞାପନର ‘କ୍ୟାରିୟର ଗାଇଡ୍’ ଉନ୍ମୋଚିତ

ଭୁବନେଶ୍ୱର: ଭୁବନେଶ୍ୱରଭିତ୍ତିକ ଗଣମାଧ୍ୟମ ଅନୁଷ୍ଠାନ ‘ବିଜ୍ଞାପନ’ ଦ୍ୱାରା ପ୍ରକାଶିତ ‘ବିଜ୍ଞାପନ୍ସ କ୍ୟାରିୟର ଗାଇଡ୍- ୨୦୨୦’ ଆଜି ଉନ୍ମୋଚିତ ହୋଇଛି । ସ୍ଥାନୀୟ ବରମୁଣ୍ଡାସ୍ଥିତ ‘ବିଜ୍ଞାପନ’ର କାର୍ଯ୍ୟାଳୟ ପରିସରରେ କୌଣସି ଆନୁଷ୍ଠାନିକ ସଭା କିମ୍ବା ଭାଷଣର ବ୍ୟବସ୍ଥା ନଥାଇ ରାଜ୍ୟ…
ଅଧିକ ଖବର ଦେଖନ୍ତୁ...

ଏହି କାରଣରୁ ୧ କୋଟି ଟଙ୍କାର ମର୍ସିଡିଜ୍ କାରକୁ ନିଆଁ ଲଗାଇ ଦେ‌ଲେ ଯୁବକ; ଆଖିପିଛୁଳାକେ ହୋଇଗଲା ପାଉଁଶ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପ୍ରତିଦିନ ବିଭିନ୍ନ ପ୍ରକାର ଭିଡିଓ ଭାଇରାଲ ହୋଇଥାଏ। ଏହି କ୍ରମରେ ୟୁଟୁବରମାନେ ନିଜର ବ୍ଲଗ ତିଆରି କରି ବିଭିନ୍ନ ପ୍ରକାର ଭିଡିଓ ପ୍ରସ୍ତୁତ କରିଥାଆନ୍ତି। ଭିଡିଓକୁ କିଭଳି ଅଧିକରୁ ଅଧିକ ଲୋକ ଦେଖିବେ ସେଥିପାଇଁ ସେମାନେ କିଛି ସ୍ବତନ୍ତ୍ର ଭିଡିଓ ପ୍ରସ୍ତୁତ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌-୧୩: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୫ ଓ୍ୱିକେଟରେ ପରାସ୍ତ କଲା ମୁମ୍ବାଇ ଇଣ୍ଡିଆନ୍ସ

ଆବୁଧାବି: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୧୩ତମ ସଂସ୍କରଣର ୪୮ତମ ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୫ ଓ୍ୱିକେଟରେ ପରାସ୍ତ କଲା ମୁମ୍ବାଇ ଇଣ୍ଡିଆନ୍ସ । ଦ୍ବିତୀୟ ପାଳିରେ ମୁମ୍ବାଇ ୧୬୫ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ୧୯.୧ ଓଭରରେ ୫ ୱିକେଟ ହରାଇ ୧୬୬ ରନ୍‌ କରି…
ଅଧିକ ଖବର ଦେଖନ୍ତୁ...

ଦୁଇ ଗୋଷ୍ଠୀ ମଧ୍ୟରେ ଝଗଡ଼ା, ୯ଜଣଙ୍କ ନାଁରେ ମାମଲା

ପାଇକସାହି: ମଜୁରୀ ଟଙ୍କା ମାଗିବାକୁ କେନ୍ଦ୍ର କରି ଅନୁଗୁଳ ଜିଲ୍ଲା କୁତୁଲିସିଂହା ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ଝଗଡା ହୋଇଛି। ଏହି ଗୋଷ୍ଠୀ ବିବାଦ ଘଟଣାରେ ଠାକୁରଗଡ଼ ଥାନା ପୁଲିସ ନଅ ଜଣଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପ୍ରାପ୍ତ ସୂଚନା ମୁତାବକ, ଗାଁର ଗୋଲେଖ ବେହେରା…
ଅଧିକ ଖବର ଦେଖନ୍ତୁ...

କାରରେ ବିୟର ପିଇ ଫେସବୁକ ଲାଇଭ କରିବା ପ୍ରେମିକଙ୍କୁ ମହଙ୍ଗା ପଡ଼ିଲା; ଦୁର୍ଘଟଣାରେ ଚାଲିଗଲା ପ୍ରେମିକାଙ୍କ ସମେତ…

ନୂଆଦିଲ୍ଲୀ: ରବିବାର ଆମେରିକାର ଟେକ୍ସାସରେ ଜଣେ ବ୍ୟକ୍ତିଙ୍କୁ ବିୟର ପିଇ କାର ଚଲାଇ ଫେସବୁକ ଲାଇଭ କରିବା ମହଙ୍ଗା ପଡ଼ିଛି। ମଦ ପିଇ କାର ଚଲାଉ ଥିବା ବେଳେ କାରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳରେ ଏଥିରେ ବସିଥିବା  ତିନିଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ପ୍ରକାଶିତ ରିପୋର୍ଟ…
ଅଧିକ ଖବର ଦେଖନ୍ତୁ...

ରାସ୍ତାପାର୍ଶ୍ବରେ ଟାଣ ଖରାରେ ଚାରା ବିକୁଥିବା ବୃଦ୍ଧଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସାହାଯ୍ୟର ହାତ…

ବେଙ୍ଗାଲୁରୁ : ବେଙ୍ଗାଲୁରୁରେ ରାସ୍ତା କଡ଼ରେ ଜଣେ ବୃଦ୍ଧ ବ୍ୟକ୍ତି ଟାଣ ଖରାରେ ଚାରା ବିକ୍ରି କରୁଥିଲେ। ବୃଦ୍ଧ ଜଣକ ଏଭଳି ଅବସ୍ଥାରେ ଚାରା ବିକ୍ରି କରୁଥିବା ଫଟୋ ସୋସିଆଲ ମିଡିଆରେ ପୋଷ୍ଟ ହେବା ପରେ ତାହା ଭାଇରାଲ ହୋଇଯାଇଛି। କିଛିଲୋକ ତାଙ୍କୁ ସାହାଯ୍ୟ ପାଇଁ ଆଗେଇ ଆସିଥିବା ବେଳେ…
ଅଧିକ ଖବର ଦେଖନ୍ତୁ...