Daily Archives

October 29, 2020

ଶୀଘ୍ର ପିଆଜ୍ ବିହନ ଯୋଗାଯିବା ସହ ୫ଦଫା ଦାବିକୁ ନେଇ ପିଆଜ ଚାଷୀ ଘେରିଲେ ସହକାରୀ ଉଦ୍ୟାନ କୃଷି କାର୍ଯ୍ୟାଳୟ 

ଜୟପୁର: ପିଆଜ ଚାଷୀଙ୍କୁ ମିଳିନି ପିଆଜ ବିହନ। ବିହନ ବିଳମ୍ବରେ ମିଳିଲେ ଚାଷ ଓ ଅମଳରେ ହେବ ବାଧାପ୍ରାପ୍ତ।  ଗତ ବର୍ଷ ବି ନିମ୍ନମାନର ପିଆଜ ବିହନ ଉଦ୍ୟାନ ବିଭାଗ ଯୋଗାଇବା ଦ୍ବାରା ବହୁ କ୍ଷତିର ସହିଥିବା ଚାଷୀ ଚିତ୍ରସେନ ମିଶ୍ର,  ଗୋପାଳ ମାଳି ପ୍ରମୁଖ ଅଭିଯୋଗ କରିଛନ୍ତି। ଏହା ସହ…
ଅଧିକ ଖବର ଦେଖନ୍ତୁ...

ଜମ୍ମୁ-କଶ୍ମୀରରେ ୩ ବିଜେପି କର୍ମୀଙ୍କୁ ଗୁଳି କରି ହତ୍ୟା

ଶ୍ରୀନଗର:  ଗୁରୁବାର ବିଳମ୍ବିତ ସଂଧ୍ୟାରେ ଜାମ୍ମୁ-କାଶ୍ମୀରର ଅନନ୍ତନାଗ ଜିଲ୍ଲାର କାଜିଗୁଣ୍ଡ ଅଞ୍ଚଳରେ ତିନିଜଣ ସ୍ଥାନୀୟ ବିଜେପି ନେତାଙ୍କ ଉପରକୁ ଅଜଣା ଆତତାୟୀ ଗୁଳି କରି ଫେରାର୍ ହୋଇଯାଇଛନ୍ତି। ଘଟଣାସ୍ଥଳରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହି ଘଟଣାକୁ ନିଶ୍ଚିତ କରି…
ଅଧିକ ଖବର ଦେଖନ୍ତୁ...

ବ୍ରିଟିଶ ଅମଳର ପୋଲ ବୋହୁଛି କୋରାପୁଟ-ମାଲକାନଗିରି ଜିଲ୍ଲାର ବୋଝ: ଐତିହ୍ୟ ପୋଲର ସଂରକ୍ଷଣ ପାଇଁ ନାହିଁ ଆଗ୍ରହ

କୋରାପୁଟ: ଗୋଟିଏ ବ୍ରିଟିଶ ଅମଳର ଅଣଓସାରିଆ ଲୁହା ପୋଲ। ଦୁଇ ପଟ ଖାଇ ଗଲାଣି। ମଝିରେ ମଝିରେ ଭାଙ୍ଗି ବି ଯାଇଛି। ତଳୁ କଳଙ୍କି ଲାଗିଲାଣି। ଏମିତି ଏକ ବିପଦସଙ୍କୁଳ ପୋଲ କିନ୍ତୁ କୋରାପୁଟ ଓ ମାଲକାନ୍‌ଗିରି ଜିଲ୍ଲାର ଜୀବନରେଖା ପାଲିଟିଛି। ୮ ଦଶନ୍ଧିରୁ ଅଧିକ ସମୟ ଧରି ଦୁଇ ଜିଲ୍ଲାର…
ଅଧିକ ଖବର ଦେଖନ୍ତୁ...

କଂଗ୍ରେସ ଅମଳରେ ବିହାରର ତିଳେ ମାତ୍ର ବିକାଶ ହୋଇନାହିଁ : ଧର୍ମେନ୍ଦ୍ର

ପାଟନା : କଂଗ୍ରେସର ଶାସନ କାଳରେ ବିହାରର ତିଳେମାତ୍ର ବିକାଶ ହୋଇନାହିଁ ବୋଲି ଗୁରୁବାର ବିହାରର ବିଭିନ୍ନ ସ୍ଥାନରେ ନିଜର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  । ବିହାରର ତରୈୟା, ମଧୁବନ, ରୋସଡା ଓ ପିପରାର ବିଭିନ୍ନ…
ଅଧିକ ଖବର ଦେଖନ୍ତୁ...

ରୋମାଞ୍ଚକର ମ୍ୟାଚରେ କୋଲକାତାକୁ ୬ ୱିକେଟରେ ପରାସ୍ତ କଲା ଚେନ୍ନାଇ ସୁପର କିଙ୍ଗସ୍

ଦୁବାଇ: ଚଳିତ ଆଇପିଏଲ୍‌ର ୪୯ତମ ମ୍ୟାଚରେ କୋଲକାତାକୁ ୬ ୱିକେଟରେ ପରାସ୍ତ କଲା ଚେନ୍ନାଇ ସୁପର କିଙ୍ଗସ୍‌ । ଦ୍ବିତୀୟ ପାଳିରେ ଚେନ୍ନାଇ ୧୭୩ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ୨୦ଓଭରରେ ୪ ୱିକେଟ ହରାଇ ୧୭୮ ରନ୍‌ କରି ବିଜୟ ହାସଲ କରିଛି । ଚେନ୍ନାଇ ପକ୍ଷରୁ ପ୍ରଥମରୁ ଦୃଢ ବ୍ୟାଟିଂ…
ଅଧିକ ଖବର ଦେଖନ୍ତୁ...

ବିକ୍ରମ ଦେବ ସ୍ବୟଂଶାସିତ ମହାବିଦ୍ୟାଳୟର ବିଏ ଓ ବିଏସସି ବିଏଡ୍ ପରୀକ୍ଷା ଫଳ ପ୍ରକାଶିତ: ଶତପ୍ରତିଶତ ପାସ୍

ଜୟପୁର: କୋଭିଡ୍ ସଂକ୍ରମଣ ଯୋଗୁଁ ବିଳମ୍ବରେ ବିକ୍ରମ ଦେବ ସ୍ବୟଂ ଶାସିତ ମହାବିଦ୍ୟାଳୟର ଯୁକ୍ତ ୩ ଡିଗ୍ରୀ (ସ୍ନାତକ) ଓ ପିଜି(ସ୍ନାତକୋତ୍ତର) ପରୀକ୍ଷା ଭଳି ବିଏଡ୍ ପରୀକ୍ଷା ବି ଅନୁଷ୍ଠିତ ହୋଇଥିଲା। ଆଜି ଏହି ପରୀକ୍ଷା ଫଳକୁ ପ୍ରକାଶିତ କରାଯାଇଛି ବୋଲି କଲେଜର ଅଧ୍ୟକ୍ଷ ଡ.ଗୋପାଳ…
ଅଧିକ ଖବର ଦେଖନ୍ତୁ...

‘ଲଭ ହଷ୍ଟେଲ’ ମାଧ୍ୟମରେ ପୁଣି ଫେରୁଛନ୍ତି ଶାହରୁଖ ଖାନ

ମୁମ୍ବାଇ: 'ଲଭ ହଷ୍ଟେଲ' ନାମକ ଫିଲ୍ମ ମାଧ୍ୟମରେ ପୁଣି ବଲିଉଡକୁ ଫେରୁଛନ୍ତି ଶାହରୁଖ ଖାନ | ଶାହରୁଖଙ୍କ କମ୍ପାନୀ ରେଡ ଚିଲିଜ୍ ଏଣ୍ଟରଟେନମେଣ୍ଟ ଏବଂ ଦୃଶ୍ୟମ ଫିଲ୍ମସ୍ ମିଳିତ ଭାବେ 'ଲଭ୍ ହଷ୍ଟେଲ' ନାମକ ଏକ ନୂଆ ଫିଲ୍ମ ନିର୍ମାଣ କରୁଛନ୍ତି | ଏଥିରେ ବିକ୍ରନ୍ତ ମେସି, ବବି ଦେଓଲ ଏବଂ ସାନିଆ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ ମ୍ୟାଚ ମଝିରେ ଗର୍ଭବତୀ ପତ୍ନୀ ଅନୁଷ୍କାଙ୍କ ବିରାଟ ନେଲେ ଏଭଳି ଯତ୍ନ: ଭିଡିଓ କ୍ଲିପ ହେଲା ଭାଇରାଲ

ନୂଆଦିଲ୍ଲ: ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ ଆଇପିଏଲରେ କ୍ରମାଗତ ଦୁଇଟି ମ୍ୟାଚ୍ ହାରିସାରିଲାଣି। ରବିବାର ମ୍ୟାଚ ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ ସହିତ ଚେନ୍ନାଇ ସୁପର କିଙ୍ଗସର ଥିଲା । ଏହି ମ୍ୟାଚକୁ ଅତି ସହଜରେ ସିଏସକେ ହାତେଇ ନେଇଥିଲା। ମ୍ୟାଚ ଚାଲିଥିବା ସମୟରେ ବିରାଟ ଏମିତି କିଛି କାମ…
ଅଧିକ ଖବର ଦେଖନ୍ତୁ...

ମହିଳାଙ୍କୁ ସାହାଯ୍ୟ କରିବା ବାହାନାରେ ବୃଦ୍ଧ ଚଲାଉ ଥିଲେ ସେକ୍ସ ରାକେଟ: ଧରାପଡ଼ିବା ପରେ ୧୨କୋଟି ଟଙ୍କା ଜରିମାନା…

ନ୍ୟୁୟର୍କ: ଆମେରିକାର ଜଣେ ବୃଦ୍ଧ ମହିଳାଙ୍କୁ ନିଜ ଅଧୀନକୁ ଆଣି ସେକ୍ସ ରାକେଟ ଚଲାଉଥିଲା ଅପରାଧରେ ଗିରଫ ହୋଇଛନ୍ତି। ଗିରଫ ପରେ ଆମେରିକାର ନ୍ୟୁୟର୍କ କୋର୍ଟ ଉକ୍ତ ବୃଦ୍ଧ ଅଭିଯୁକ୍ତଙ୍କୁ ୧୨୦ କୋଟି ଟଙ୍କାର ଜରିମାନା କରିବା ସହିତ ୧୨୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଗଣମାଧ୍ୟମରେ ଏହି…
ଅଧିକ ଖବର ଦେଖନ୍ତୁ...

ଆଇସିୟୁରେ ଭର୍ତ୍ତି ଯୁବତୀଙ୍କୁ ଦୁଷ୍କର୍ମ କଲେ ମେଡିକାଲ କର୍ମଚାରୀ!

ଗୁରୁଗ୍ରାମ: ମେଡିକାଲରେ ଚିକିତ୍ସାଧୀନ ଯୁବତୀଙ୍କୁ ଦୁଷ୍କର୍ମ କଲେ ମେଡିକାଲ କର୍ମଚାରୀ | ଦିଲ୍ଲୀ ନିକଟସ୍ଥ ଗୁରୁଗ୍ରାମର ଏକ ଘରୋଇ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି ହୋଇଥିବା ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବାର ସଂଗୀନ ଅଭିଯୋଗ ସାମ୍ନାକୁ ଆସିଛି | ମିଳିଥିବା ସୂଚନା ମୁତାବକ ଯକ୍ଷ୍ମା…
ଅଧିକ ଖବର ଦେଖନ୍ତୁ...