Daily Archives

October 29, 2020

ଗୋଟିଏ ପରିବାରର ୨୦ ଜଣଙ୍କ ନାଁରେ ଜାଲ୍ କମ୍ପାନି: ଶହେ କୋଟିରୁ ଅଧିକ ଜିଏସ୍‌ଟି ଠକେଇ

ରାଉରକେଲା: ଇସ୍ପାତ ସହରରେ ଜିଏସ୍‌ଟି ଇନ୍‌ପୁଟ୍‌ ଟ୍ୟାକ୍ସ କ୍ରେଡିଟ୍ ଠକେଇରେ ଅସଂଖ୍ୟ ଗରିବ ଖଟିଖିଆ ଫସିଯାଇଛନ୍ତି; ତାହା କ୍ରମଶଃ ଲୋକଲୋଚନକୁ ଆସିବାରେ ଲାଗିଛି। ତେବେ ଗୋଟିଏ ପରିବାରର ପ୍ରାୟ ୨୦ ଜଣ ସଦସ୍ୟ ଏହି ଠକାମିର ଶିକାର ହେବା, ଚାଞ୍ଚଲ୍ୟ ଖେଳାଇଦେଇଛି। ପରିବାରରେ ଅଛନ୍ତି ଦିନ…
ଅଧିକ ଖବର ଦେଖନ୍ତୁ...

ଏଥର ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଖର୍ଚ୍ଚ ହେବ ସର୍ବାଧିକ ଅର୍ଥ!

ନ୍ୟୁୟର୍କ: ଆମେରିକାରେ ହେବାକୁ ଥିବା ୨୦୨୦ ରାଷ୍ଟ୍ରପତି ନିର୍ବାଚନ ଦେଶର ଇତିହାସରେ ସବୁଠାରୁ ମହଙ୍ଗା ନିର୍ବାଚନ ହେବାକୁ ଯାଉଛି। ଏହି ନିର୍ବାଚନରେ ​​ପୂର୍ବ ରାଷ୍ଟ୍ରପତି ନିର୍ବାଚନ ତୁଳନାରେ ଦୁଇଗୁଣ ଅଧିକ ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି। ଏଥର ପ୍ରାୟ ୧୪ ବିଲିୟନ ଡଲାର ଖର୍ଚ୍ଚ ହେବ…
ଅଧିକ ଖବର ଦେଖନ୍ତୁ...

କୋରାପୁଟ‌ରେ ଡେଙ୍ଗୁର ପ୍ଲେଟଲେଟ ଚିକିତ୍ସା ପାଇଁ ଦାବି

କୋରାପୁଟ: କୋରାପୁଟରେ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସପିଟାଲ ପ୍ରତିଷ୍ଠା ହୋଇଛି। କିନ୍ତୁ ଡେଙ୍ଗୁ ରୋଗର ପ୍ଲେଟଲେଟ ଚିକିତ୍ସା ହୋଇପାରୁନାହିଁ। ଏଥିପାଇଁ ଅନେକ ରୋଗୀ ଚିକିତ୍ସା ପାଇଁ ବିଶାଖାପାଟଣା ଯାଇ ଖର୍ଚାନ୍ତ ହେଉଛନ୍ତି। ତେଣୁ ତୁରନ୍ତ ଏଠାରେ ପ୍ଲେଟଲେଟ ଚିକିତ୍ସା ପାଇଁ…
ଅଧିକ ଖବର ଦେଖନ୍ତୁ...

ମାସ୍କ ପିନ୍ଧିବାକୁ କହିବାରୁ ସିକ୍ୟୁରଟି ଗାର୍ଡଙ୍କୁ ୨୭ ଥର ଛୁରୀରେ ଆକ୍ରମଣ କଲେ ଦୁଇ ଭଉଣୀ

ଚିକାଗୋ: ମାସ୍କ ପିନ୍ଧିବାକୁ କହିବାରୁ ଜନୈକ ସିକ୍ୟୁରିଟି ଗାର୍ଡଙ୍କୁ ଛୁରୀରେ ଆକ୍ରମଣ କରିଛନ୍ତି ଦୁଇ ଜଣ ଯୁବତୀ | ଆମେରିକାର ଚିକାଗୋରୁ ଏଭଳି ଏକ ସଂଗୀନ ମାମଲା ସାମ୍ନାକୁ ଆସିଛି | ଦୁଇ ଭଉଣୀ ୨୭ ଥର ଛୁରୀ ସାହାଯ୍ୟରେ ସୁରକ୍ଷାକର୍ମୀଙ୍କୁ ଆକ୍ରମଣ କରିଥିଲେ। ସୂଚନା ମୁତାବକ ଜେସିକା…
ଅଧିକ ଖବର ଦେଖନ୍ତୁ...

ଭିଡିଓ ଭାଇରାଲ ହେବା ପରେ ରାସ୍ତାପାର୍ଶ୍ବରେ ଚାରା ବିକ୍ରି କରୁଥିବା ବୃଦ୍ଧଙ୍କ ବଦଳିଗଲା ଭାଗ୍ୟ

ବେଙ୍ଗାଲୁରୁ : ସୋସିଆଲ ମିଡିଆ ଜରିଆରେ ଅନେକ ଅସହାୟ ଓ ଗରିବ ଲୋକଙ୍କ ଭାଗ୍ୟ ବଦଳି ଯାଇଛି। ନିକଟରେ ଦିଲ୍ଲୀରେ ବସବାସ କରୁଥିବା ‘ବାବା କା ଢ଼ା’ ଭିଡିଓ ଭାଇରାଲ ହେବା ପରେ ଦମ୍ପତିଙ୍କ ଷ୍ଟଲରେ ଭିଡ ଲାଗିଥିବା ଦେଖିବାକୁ ମିଳିଥିଲା। ସେହିପରି ନିକଟରେ ବେଙ୍ଗାଲୁରୁରେ ରାସ୍ତା କଡ଼ରେ ଜଣେ…
ଅଧିକ ଖବର ଦେଖନ୍ତୁ...

ଭିଡିଓ ଦେଖନ୍ତୁ: ଲୁହାଭିଜା ଆଖିରେ ମା’ କହିଲେ- ପିଣ୍ଡ ବୁଡାଇ ରୋଜଗରିଆ ପୁଅ ଚାଲିଗଲା, ହାଡ଼ ମାଂସ ଖଣ୍ଡେ ମିଳିଲେ…

ଆସିକା: ଲୋକଙ୍କ ଉପସ୍ଥିତରେ ପ୍ରତୀକାତ୍ମକ ଶବ ସତ୍କାର ହେଲା ତଥାପି ମନରେ ଥିଲା କାଳେ ପୁଅ ଫେରିବ କିନ୍ତୁ ଆଜି ସବୁ ମଉଳି ଗଲା। ଆଜି ଫୋନ ଆସି ଯେତେବେଳେ ମିଳିଥିବା ମାଂସ ଖଣ୍ଡ ସୀମାଞ୍ଚଳ ପରିଡାର ବୋଲି କୁହାଯାଇଛି। ପରିବାର ସମ୍ପୂର୍ଣ୍ଣ ହତବାକ ହୋଇଯାଇଛି। ଛଅ ଝିଅରେ ଗୋଟିଏ ପୁଅ, ପଛରେ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ବୃଷ: କିଛି ନୂଆ କରି ଦେଖାଇବାର ଇଚ୍ଛା ଜାଗ୍ରତ ହେବ। ବାଲ୍ୟ ବନ୍ଧୁଙ୍କ ସହିତ କଥାବାର୍ତ୍ତା କରିବେ। ବେପାରରେ ଲାଭ ପାଇବେ। ବିଜ୍ଞାନ ଛାତ୍ରଙ୍କ ଲାଗି ଦିନଟି ଭଲ। ମିଥୁନ: ଆପଣଙ୍କର କାମ ସହଜରେ ସ˚ପୂର୍ଣ୍ଣ ହୋଇଯିବ। ରାଜନୀତିରେ ସାକ୍ଷାତ ଆଲୋଚନା ଫଳପ୍ରଦ ହେବ। ଦାମ୍ପତ୍ୟ…
ଅଧିକ ଖବର ଦେଖନ୍ତୁ...

କୋରାପୁଟରେ ସଶସ୍ତ୍ର ଡକାୟତି: ୧୫ ଭରି ସୁନା ସହ ଦେଢ ଲକ୍ଷ ଟଙ୍କା ଲୁଟ ଅଭିଯୋଗ

କୋରାପୁଟ: ପୁଣି ମାତିଛନ୍ତି ଲୁଟେରା। ବୁଧବାର ବିଳମ୍ବିତ ରାତିରେ କୋରାପୁଟ-ବୋରିଗୁମ୍ମା ରାସ୍ତାରେ ଏକ ଗାଡିକୁ ଅଟକାଇ ୧୫ ଭରି ସୁନା ସହ ଦେଢ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଏଥିନେଇ କୋରାପୁଟ ସଦର ଥାନାରେ ଅଭିଯୋଗ ହେବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ଛାନଭିନ ଆରମ୍ଭ କରିଛି।…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ : ଚେନ୍ନାଇ ଆଗରେ ୧୭୩ ରନର ବିଜୟ ଲକ୍ଷ୍ୟ ରଖିଲା କୋଲକାତା

ଦୁବାଇ : ଚଳିତ ଆଇପିଏଲର ୪୯ତମ ମ୍ୟାଚରେ କୋଲକାତା ଚେନ୍ନାଇ ଆଗରେ ୧୭୩ ରନର ବିଜୟ ଲକ୍ଷ୍ୟ ରଖିଛି । ନୀତିଶ ରାଣାଙ୍କ ବିସ୍ଫୋରକ ୮୭ ରନ ବଳରେ କୋଲକାତା ଦଳ ନିର୍ଦ୍ଧାରିତ ୨୦ ଓଭରରେ ୧୭୨ ରନ କରିଥିଲା । ଚେନ୍ନାଇ ଟସ ଜିତି କୋଲକାତାକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିବା ପରେ ଦଳର ଦୁଇ ଓପନର…
ଅଧିକ ଖବର ଦେଖନ୍ତୁ...

ଜୁଆ ଆଡ୍ଡା ଉପରେ ଚଢ଼ାଉ: ୨୧ ଗିରଫ, ୬୭୦୦୦ ଜବତ

ଆସିକା: ଗଂଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ କୋଟିବାଡି, ଖଣ୍ଡାଦେଉଳି, ଦେବଭୂମି ଗ୍ରାମରେ ଚାଲିଥିବ ଜୁଆ ଆଡ୍ଡା ଉପରେ ପୁଲିସ ଚଢ଼ାଉ କରି ୨୧ଜଣଙ୍କୁ ଗିରଫ କରିବା ସହିତ ସେମାନଙ୍କ ଠାରୁ ୬୭ ହଜାର ଟଙ୍କା ଜବତ କରିଛି। ଏହି ଗ୍ରାମ ମାନଙ୍କରେ ଖେଳ ଚାଲିଥିବା ଖବର ପାଇ ଥାନା ଅଧିକାରୀ…
ଅଧିକ ଖବର ଦେଖନ୍ତୁ...