Daily Archives

October 30, 2020

ଭୁବନେଶ୍ୱର ଉପକଣ୍ଠରେ କୋଭିଡ କଟକଣା ଉଲ୍ଲଙ୍ଘନ କରି ମେଲୋଡି; ପୁଲିସ୍ ପାଖରେ ଖବର ନାହିଁ

ବାଲିପାଟଣା : ଭୁବନେଶ୍ୱର ଉପକଣ୍ଠରେ କୋଭିଡ କଟକଣା ଉଲ୍ଲଙ୍ଘନ କରି ମେଲୋଡି କାର୍ଯ୍ୟକ୍ରମ ହୋଇଛି | ଶହ ଶହ ଲୋକ ଏଥିରେ .ଯୋଗ .ଦେଇଥିବା ବେଳେ  ସ୍ଥାନୀୟ ପୁଲିସ କିଭଳି ଟିକେ ବି ଗନ୍ଧ ପାଇଲା ନାହିଁ ସେ ନେଇ ସାଧାରଣରେ ଆଲୋଚନା ହୋଇଛି।  କାର୍ଯ୍ୟକ୍ରମକୁ ହଜାରେରୁ ଅଧିକ ଲୋକ ଉପଭୋଗ…
ଅଧିକ ଖବର ଦେଖନ୍ତୁ...

ଚା’ଦୋକାନି ଓ କାଠ ମିସ୍ତ୍ରୀ ନାଁରେ ୯୦ କୋଟିର ବେପାର, ଜାଲ୍ କମ୍ପାନି ଗଢ଼ି ଜିଏସ୍‌ଟି ଆଇଟିସି ଅର୍ଥ ଖାଇଦେଲେ

ରାଉରକେଲା:  ସ୍ବାମୀ-ସ୍ତ୍ରୀଙ୍କ ଚା ଦୋକାନ ରହିଛି। ତେବେ ଆୟ କମ୍ ଥିବାରୁ ସ୍ତ୍ରୀ ଚା’ ଦୋକାନ ସମ୍ଭାଳୁଥିବାବେଳେ ସ୍ବାମୀ ଅଟୋ ଚାଳକ। କିନ୍ତୁ କାଗଜପତ୍ରରେ ଉଭୟଙ୍କର ଦୁଇଟି କମ୍ପାନି ଅଛି ଓ ସେମାନଙ୍କର ମୋଟ୍ ସଂପତ୍ତି ପରିମାଣ ପ୍ରାୟ ୪୦/୫୦ କୋଟି। ଆଉଜଣେ ମହିଳା ମୁଢ଼ି, ପାମ୍ପଡ଼…
ଅଧିକ ଖବର ଦେଖନ୍ତୁ...

ପ୍ରସ୍ତାବିତ ବ୍ଲୁ ଫ୍ଲାଗ୍‌ ବେଳାଭୂମି ତାଲିକାରେ ଗୋପାଳପୁର ଓ ସୁନାପୁର, ଅନୁଧ୍ୟାନ କଲେ ବିଶେଷଜ୍ଞ ଦଳ 

ବ୍ରହ୍ମପୁର/ଗୋପାଳପୁର: ଚଳିତ ବର୍ଷ ପ୍ରଥମ ଥର ପାଇଁ ଦେଶର ୮ଟି ବେଳାଭୂମିକୁ ବ୍ଲୁ ଫ୍ଲାଗ୍‌ ମାନ୍ୟତା ମିଳିଛି। ସେଥିରେ ପୁରୀର ସ୍ବର୍ଣ୍ଣାଭ ବେଳାଭୂମି ରହିଛି। ପୁରୀ ବେଳାଭୂମି ବ୍ଲୁ ଫ୍ଲାଗ୍‌ ବିଚ୍‌ର ମାନ୍ୟତା ପାଇ ରାଜ୍ୟ ପାଇଁ ଅନ୍ତର୍ଜତୀୟ ସ୍ତରରେ ଗୌରବ ଆଣିଥିବା ବେଳେ ରାଜ୍ୟର ଆହୁରି…
ଅଧିକ ଖବର ଦେଖନ୍ତୁ...

ଭଞ୍ଜନଗର ରାଜରାସ୍ତା କଡ଼ରେ ମାଛ ମାଂସ ପସରା

ଭଞ୍ଜନଗର: ଭଞ୍ଜନଗର ସହରର ବିଭିନ୍ନ ପ୍ରମୁଖ୍ୟ ରାସ୍ତା ପାଲଟିଛି ଆମିଷ ବଜାର। ସକାଳୁ ରାତି ପର୍ଯ୍ୟନ୍ତ ବେପାରୀମାନେ ମାଛ ମାଂସ ଖୁଲମ ଖୁଲା ବାହାରେ ବ୍ୟବସାୟ କରୁଛନ୍ତି। ଆବର୍ଜନା ସାଙ୍ଗକୁ ପୁତି ଦୁର୍ଗନ୍ଧମୟ ପରିବେଶ ଯେଗୁଁ ସେହି ରାସ୍ତା ଦେଇ ଯାତାୟତ କରିବା କଷ୍ଟସାଧ୍ୟ ହୋଇପଡୁଛି।…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍ ୧୩ : କିଙ୍ଗସ ଇଲେଭେନ୍ ପଞ୍ଜାବକୁ ୭ ଉଇକେଟରେ ହରାଇଲା ରାଜସ୍ଥାନ ରୟାଲ୍ସ

ଆବୁଧାବି : ଆବୁଧାବିର ଶେଖ ଜାୟେଦ୍ ଷ୍ଟାଡିୟମଠାରେ ଖେଳାଯାଇଥିବା ଚଳିତ ଆଇପିଏଲର ୫୦ତମ ମ୍ୟାଚରେ  ରାଜସ୍ଥାନ ରୟାଲ୍ସ ୭ ଉଇକେଟରେ କିଙ୍ଗସ ଇଲେଭେନ୍ ପଞ୍ଜାବକୁ ପରାଜିତ କରିଛି। ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନକୁ ୧୮୬ ରନର ବିଜୟ ଲକ୍ଷ୍ୟ ଦେଇଥିଲା ପଂଜାବ । ଏହାପରେ ବ୍ୟାଟିଂ ଲାଗି…
ଅଧିକ ଖବର ଦେଖନ୍ତୁ...

ଭୋଜିରୁ ଅପମାନିତ ହୋଇ ଫେରିବା ପରେ ଶରୀରରେ ନିଆଁ ଲଗାଇ ଦେଲେ ନାବାଳିକା

ଶିବପୁରୀ: ମଧ୍ୟପ୍ରଦେଶର ଶିବପୁରୀରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ନାବାଳିକା ଭୋଜିରୁ ଅପମାନିତ ହୋଇ ‌ଫେରିବା ପରେ ଶରୀରରେ ନିଆଁ ଲଗାଇ ଦେବାରୁ ତାଙ୍କର ମୃତ୍ୟୁ ହୋଇଛି। ସୂଚନାଯୋଗ୍ୟ, ଶିବପୁରୀର ମୁହାରିଖୁର୍ଦ ଗାଁରେ ଦୁର୍ଗା ପୂଜା ପାଇଁ ଏକ ଭୋଜିର ଆୟୋଜନ…
ଅଧିକ ଖବର ଦେଖନ୍ତୁ...

କର୍କଟ ପୀଡିତା ଶିଶୁକୁ ହସାଇବାକୁ ଡାକ୍ତର କଲେ ଜବରଦସ୍ତ ନୃତ୍ୟ

ନୂଆଦିଲ୍ଲୀ: ବ୍ରିଟେନର ଏକ ହସ୍ପିଟାଲରେ ଦୁଇଜଣ ଡାକ୍ତର ଜଣେ ପାଞ୍ଚ ବର୍ଷର କର୍କଟ ପୀଡିତା ଶିଶୁ ମୁହଁରେ ହସ ଫୁଟାଇବା ପାଇଁ  ନୃତ୍ୟ ପରିବେଷଣ କରିଥିବା ଦେଖିବାକୁ ମିଳିଛି। ବିସିସିଆଇ ରିପୋର୍ଟ ମୁତାବକ, ୱେଷ୍ଟରସାୟାଲ୍ ରୟାଲ ହସ୍ପିଟାଲରେ ଡାକ୍ତରଙ୍କ ନୃତ୍ୟ ଦେଖି କର୍କଟ ରୋଗୀ ଇସୋବେଲ…
ଅଧିକ ଖବର ଦେଖନ୍ତୁ...

ଗଂଜାମ-କନ୍ଧମାଳ ସୀମାରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, କମ୍ବିଂ ଅପରେସନ୍‌ ଜାରି

ଭଂଜନଗର/ଫୁଲବାଣୀ: ଗଂଜାମ ଓ କନ୍ଧମାଳ ସୀମାରେ ଆଜି ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିୟମ ହୋଇଥିବା ସୂଚନା ମଳିଛି। ଗଂଜାମ ସୀମା ଓ କନ୍ଧମାଳ ଜିଲ୍ଲାର ରାଇକିଆ ଥାନା ଅଂଚଳରେ ଏହି ଗୁଳି ବିନିମୟ ହୋଇଥିବା ଜଣାପଡିଛି। କିଛି ଦିନ ଧରି ଜଙ୍ଗଲରେ ମାଓବାଦୀମାନେ ଚଳପ୍ରଚଳ କରୁଥିବା ନେଇ…
ଅଧିକ ଖବର ଦେଖନ୍ତୁ...

ବାଡ଼ ଯେବେ କ୍ଷେତ ଖାଏ: ପୁଲିସ ବାବୁ ଆଇପିଏଲ ବେଟିଂ କରୁଥିବାବେଳେ ମାଡିବସିଲା ପୁଲିସ

ବାଙ୍ଗାଲୋର: ଆଇପିଏଲ୍ ଟୁର୍ଣ୍ଣାମେଣ୍ଟରେ ବେଟିଂ ଏବଂ ଜୁଆ ଖେଳୁଥିବା ରାକେଟ ଉପରେ ନଜର ରଖିବା ପାଇଁ ପୁଲିସ ପକ୍ଷରୁ  ଟିମ ଗଠନ କରାଯାଇଥିଲା | ହେଲେ ଏହି ଟିମର ସଦସ୍ୟ ନିଜେ ବେଟିଂ ଅଭିଯୋଗରେ ଗିରଫ ହେବା ଘଟଣାକୁ ନେଇ ସବୁଠି ଚର୍ଚ୍ଚା ଜୋର ଧରିଛି | କର୍ଣ୍ଣାଟକ ପୁଲିସର କ୍ରାଇମ ବ୍ୟୁରୋର…
ଅଧିକ ଖବର ଦେଖନ୍ତୁ...

କରୋନା ଛଡେଇ ନେଲା ରୋଜଗାର; ନେତ୍ରହୀନ ପୁଅ ମହମତୀ ତିଆରି କରି ଘରର ଖର୍ଚ୍ଚ ଉଠାଇଲେ

ନୂଆଦିଲ୍ଲୀ: ଜୀବନରେ କେଉଁ ପରିସ୍ଥିତିରେ ଅସୁବିଧା ଆସି ଛିଡ଼ା ହେବ ତାହା କେହି ବି ଜାଣି ନଥାଆନ୍ତି। ତେବେ ଏହି ଅସୁବିଧାକୁ ସାମ୍ନା କରିବା ବ୍ୟକ୍ତିଙ୍କୁ ପ୍ରକୃତ ହିରୋ ବୋଲି କୁହାଯାଇଥାଏ। ହିମାଚଳର କାଙ୍ଗ୍ରା ଜିଲ୍ଲାରେ ବସବାସ କରୁଥିବା ୨୪ ବର୍ଷୀୟ ମନୋଜ କୁମାରଙ୍କ କାହାଣୀ କିଛି…
ଅଧିକ ଖବର ଦେଖନ୍ତୁ...