Daily Archives

October 30, 2020

ବିବାହିତାଙ୍କୁ ଟଣାଓଟରା: ୪ ଗିରଫ, ବାଳସୁଧାର ଗୃହ ଗଲେ ନାବାଳକ

ରାଉରକେଲା: ସେକ୍ଟର-୫ ଭିଆଇପି ମାର୍କେଟ ପାର୍କିଂ ପରିସରରେ ଜଣେ ବିବାହିତା ମହିଳାଙ୍କୁ ଟଣାଓଟରା ଓ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଏନେଇ ସେକ୍ଟର-୭ ପୁଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫକରି କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ସେକ୍ଟର-୧୫ ମଲ୍ଲିକ ବସ୍ତିର ଶେଖ୍…
ଅଧିକ ଖବର ଦେଖନ୍ତୁ...

ଇଣ୍ଟରନେଟ ସ୍ପିଡ଼ ରେକର୍ଡରେ ଜିଓ ଓ ଏୟାରଟେଲକୁ ପଛରେ ପକାଇଲା ଭିଆଇ (ଭୋଡାଫୋନ-ଆଇଡ଼ିଆ)

ନୂଆଦିଲ୍ଲୀ: ଇଣ୍ଟରନେଟ ସ୍ପିଡ଼ ରେକର୍ଡରେ ଦେଶର ପ୍ରଥମ ଓ ଦ୍ଵିତୀୟ ଟେଲିକମ ଅପରେଟର ଜିଓ ଓ ଏୟାରଟେଲକୁ ପଛରେ ପକାଇଦେଇଛି ଭିଆଇ ବା ଭୋଡାଫୋନ-ଆଇଡ଼ିଆ | ନେଟୱାର୍କ ଆନାଲିଷ୍ଟ ଫାର୍ମ ଉତ୍କଲା ଦ୍ୱାରା ପ୍ରକାଶ ପାଇଥିବା ଇଣ୍ଟରନେଟ୍ ସ୍ପିଡ୍ ରିପୋର୍ଟ ଅନୁଯାୟୀ, ଚଳିତ ବର୍ଷର ତୃତୀୟ…
ଅଧିକ ଖବର ଦେଖନ୍ତୁ...

ବେସରକାରୀ କମ୍ପାନିରେ ଚାକିରି ଦେବେ ରାଜ୍ୟ ସରକାର

ଚେନ୍ନାଇ: ରାଜ୍ୟରେ ଦିନକୁ ଦିନ ବଢୁଥିବା ବେକାରୀ ସମସ୍ୟାକୁ ଦୂର କରିବା ପାଇଁ ତାମିଲନାଡୁ ସରକାର ଏକ ନୂଆ ଯୋଜନା ଆରମ୍ଭ କରିଛନ୍ତି | ରାଜ୍ୟର ଯୁବପିଢିଙ୍କୁ ନିଯୁକ୍ତି ଦେବା ପାଇଁ ରାଜ୍ୟ ସରକାର ଏକ ସ୍ୱତନ୍ତ୍ର ୱେବସାଇଟ ଖୋଲିଛନ୍ତି | ଏହା ମାଧ୍ୟମରେ ତାମିଲନାଡୁ ସରକାର ରାଜ୍ୟରେ ଥିବା…
ଅଧିକ ଖବର ଦେଖନ୍ତୁ...

କଟକ ସହରରୁ ଆଜି ୩୭ କରୋନା ପଜିଟିଭ୍‌ ଚିହ୍ନଟ, ସ୍ଥାନୀୟ ଅଂଚଳରୁ ୨୦ ଜଣ ଆକ୍ରାନ୍ତ

କଟକ: ଆଜି କଟକ ସହରରୁ ମୋଟ ୩୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ ସଂଗରୋଧରୁ ୧୭ ଜଣ ଓ ସ୍ଥାନୀୟ ଅଂଚଳରୁ ୨୦ ଜଣ ଅଛନ୍ତି। କଟକ ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି। ସିଏମ୍‌ସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଜି ସରକାରୀ ସଂଗରୋଧରୁ ଆଜି ୬ ଜଣ…
ଅଧିକ ଖବର ଦେଖନ୍ତୁ...

ସୁନ୍ଦରଗଡ଼ରେ ମୁସଲମାନଙ୍କ ପର୍ବ ‘ଇଦ୍-ମିଲାଦ-ଉନ୍ନୱି ପାଳିତ

ସୁନ୍ଦରଗଡ଼ : ସୁନ୍ଦରଗଡ଼ରେ ମୁସଲମାନ ସମ୍ପ୍ରଦାୟର ପର୍ବ ‘ଇଦ୍-ମିଲାଦ-ଉନ୍ନୱି’ ନିରାଡ଼ମ୍ବର ଭାବେ ପାଳିତ ହୋଇଯାଇଛି। କରୋନା କଟକଣା ଯୋଗୁଁ ଚଳିତ ବର୍ଷ ଅନ୍ୟ ବର୍ଷମାନଙ୍କ ପରି ପ୍ରଦର୍ଶନୀ ଶୋଭାଯାତ୍ରା କରି ସହର ପରିକ୍ରମା କରାଯାଇ ନଥିଲା । ସକାଳେ ରିଜେଣ୍ଟ ମାର୍କେଟ ନିକଟସ୍ଥ ସଦର…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ୱର-କଟକରେ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ ସରକାରୀ କାର୍ଯ୍ୟାଳୟ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ଓ କଟକରେ ଥିବା ସରକାରୀ କାର୍ଯ୍ୟାଳୟ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ପରିଚାଳିତ ହେବ। କର୍ମଚାରୀ କମ ଥିଲେ ବି କାର୍ଯ୍ୟ ପ୍ରଭାବିତ ହେବ ନାହିଁ। ସାଧାରଣ ପ୍ରଶାସନ ପକ୍ଷରୁ ଏନେଇ ନଭେମ୍ବର ମାସ ପାଇଁ ଗାଇଡଲାଇନ୍‌ ଜାରି କରାଯାଇଛି। ସରାକାର ସବୁ ବିଭାଗ…
ଅଧିକ ଖବର ଦେଖନ୍ତୁ...

ଦୁର୍ଘଟଣାରେ ହାତ ହରାଇବା ପରେ ବି ହାର ମାନି ନାହାନ୍ତି ଏହି ଯୁବକ: ଫାଷ୍ଟଫୁଡ଼ ଠେଲା ଦେଇ କରୁଛନ୍ତି ରୋଜଗାର

ନୂଆଦିଲ୍ଲୀ: ଦୁନିଆରେ ଏମିତି ବହୁତ ଲୋକ ଅଛନ୍ତି ଯେଉଁମାନେ କି ତାଙ୍କ ଜୀବନରେ ଯଦି କୌଣସି କାରଣରୁ ଅଘଟଣର ସ୍ବୀକାର ହୋଇଥା‌ଆନ୍ତି ସେମାନେ ହାର ମାନି ଯାଇଥାଆନ୍ତି। ଏହାରି ଭିତରେ ଏମିତି ବି କିଛି ଲୋକ ଅଛନ୍ତି ଯେଉଁମାନଙ୍କ ହାତଗୋଡ଼ ନଥିବା ସତ୍ତ୍ବେ ବି ସେମାନେ ଅନ୍ୟ ଉପରେ ବୋଝ ହୋଇ…
ଅଧିକ ଖବର ଦେଖନ୍ତୁ...

ଭୂମଧ୍ୟସାଗର ଅଞ୍ଚଳରେ ଶକ୍ତିଶାଳୀ ଭୂମିକମ୍ପ ; ତୁର୍କୀରେ ୬ ମୃତ, ୨୦୨ ଆହତ , ଆସିଲା ସୁନାମି

ଇସ୍ତାନବୁଲ : ଭୂମଧ୍ୟସାଗର ଅଞ୍ଚଳରେ ଥିବା ଏଜିଆନ ସାଗରରେ ଏକ ୭ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ ହୋଇଥିବା ଖବର ହସ୍ତଗତ ହୋଇଛି । ଏହି ଭୂମିକମ୍ପର ପ୍ରଭାବ ତୁର୍କୀ ଓ ଗ୍ରୀସରେ ଅନୁଭୂତ ହୋଇଛି । ଏହି ଭୂମିକମ୍ପ ପ୍ରଭାବରେ ଏଜିଆନ ସାଗରରେ ଥିବା ଗ୍ରୀକ ଦ୍ବୀପ ସାମୋସରେ ସୁନାମି ଆସିଛି । ଏହି…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଅଫିସ କାମ ନିର୍ଦ୍ଧାରିତ ସମୟରେ ସମାପ୍ତ କରିବେ। ଅଧିକାରୀ ଆପଣଙ୍କ ଉପରେ ପ୍ରସନ୍ନ ରହିବେ। ବେପାରରେ ଯଥେଷ୍ଟ ଲାଭ ମିଳିବ। ବୃଷ: ସାଥୀଙ୍କ କଥାକୁ ଧୈର୍ଯ୍ୟ ଧରି ଶୁଣନ୍ତୁ। ନିଜର ଗରିମା ବଜାୟ ରଖିବା ଲାଗି କାହା ସହ କୁତର୍କ କରନ୍ତୁ ନାହିଁ। ଧନପ୍ରାପ୍ତିର ଯୋଗ ରହିଛି।…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ : ୧ ରନ ପାଇଁ ଶତକରୁ ବଞ୍ଚିତ ହେଲେ କ୍ରିସ ଗେଲ୍, ରାଜସ୍ଥାନ ଆଗରେ ୧୮୬ ରନର ବିଜୟ ଲକ୍ଷ୍ୟ ରଖିଲା ପଞ୍ଜାବ

ଆବୁଧାବି : ଆବୁଧାବିର ଶେଖ ଜାୟେଦ୍ ଷ୍ଟାଡିୟମଠାରେ ଖେଳାଯାଉଥିବା ଚଳିତ ଆଇପିଏଲର ୫୦ତମ ମ୍ୟାଚରେ  ରାଜସ୍ଥାନ  ଆଗରେ ୧୮୬ ରନର ବିଜୟ ଲକ୍ଷ୍ୟ ରଖିଛି ପଂଜାବ । ପଞ୍ଜାବ ଦଳ ପ୍ରଥମେ ବ୍ୟାଟିଂ କରି  ନିର୍ଦ୍ଧାରିତ ୨୦ ଓଭରରେ ୪ ଓ୍ବିକେଟ ହରାଇ ୧୮୫ ରନ କରିଥିଲା । ଦଳ ପକ୍ଷରୁ କ୍ରିସ ଗେଲ…
ଅଧିକ ଖବର ଦେଖନ୍ତୁ...