Daily Archives

October 31, 2020

ଭଗବାନ ମୁଖ୍ୟମନ୍ତ୍ରୀ ହେଲେ ବି ସମସ୍ତଙ୍କୁ ସରକାରୀ ଚାକିରି ଦେଇପାରିବେ ନାହିଁ: ଗୋଆ ମୁଖ୍ୟମନ୍ତ୍ରୀ

ପାଣାଜୀ: ଭଗବାନ ମୁଖ୍ୟମନ୍ତ୍ରୀ ହେଲେ ବି ଶତ ପ୍ରତିଶତ ଲୋକଙ୍କୁ ସରକାରୀ ଚାକିରି ଦେଇପାରିବେ ନାହିଁ | ଆଜି ଏଭଳି ଏକ ରୋଚକ ବୟାନ ଦେଇଛନ୍ତି ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ | ଗୋଆ ରାଜଧାନୀ ପାଣାଜୀରେ ସେ କହିଛନ୍ତି ଯେ ଯଦି ଭଗବାନ ମଧ୍ୟ ଏକ ରାଜ୍ୟର ମୁଖ୍ୟମନ୍ତ୍ରୀ ହୁଅନ୍ତି, ତେବେ ସେ…
ଅଧିକ ଖବର ଦେଖନ୍ତୁ...

କୂଅରେ ପଡ଼ି ୮ ବର୍ଷୀୟ ବାଳକର ମୃତ୍ୟୁ

ଭୁବନ: ଜଣେ ଆଠ ବର୍ଷର ବାଳକ କୂଅରେ ପଡ଼ି ମୃତ୍ୟୁ ହୋଇଛି। ମୃତ ବାଳକର ନାଁ ପବିତ୍ର। ଢେଙ୍କାନାଳ ଜିଲ୍ଲାର ଭୂବନ ବିଜ୍ଞାପିତ ଅଂଚଳ ପରିଷଦର ୧୪ ନମ୍ବର ଓ୍ଵାର୍ଡ ମୋଚିଗାଡସାହିର ମହନ ମଲ୍ଲିକଙ୍କ ସାନପୁଅ ପବିତ୍ର ଆଜି ସାଙ୍ଗମାନଙ୍କ ସହ ଖେଳୁଥିବାବେଳେ ଅସାବଧାନତା ଯୋଗୁ ବାଡିପଟ କୂଅରେ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବିବାର: ବନ୍ଧୁ ମିଳନ। ସୋମ, ମଙ୍ଗଳ ଓ ବୁଧବାର: ସବୁ ଆହ୍ବାନର ମୁକାବିଲା କରିପାରିବେ। ଗୁରୁ ଓ ଶୁକ୍ରବାର: ଧନଲାଭ ଯୋଗ ରହିଛି। ଶନିବାର: ବ୍ୟବସାୟ ବୃଦ୍ଧି ପାଇଁ ଯୋଜନା କରିପାରନ୍ତି। ରବିବାର: ସମସ୍ୟା କମ୍‌ ହେବ। ସୋମ, ମଙ୍ଗଳ ଓ ବୁଧବାର: ଆଗକୁ ବଢ଼ିବା ପାଇଁ ସମୟ ଭଲ।…
ଅଧିକ ଖବର ଦେଖନ୍ତୁ...

ଦେଶର ପ୍ରଥମ ସି-ପ୍ଲେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ, ୪୦ ମିନିଟରେ ଯାଇହେବ ୨୦୦ କିଲୋମିଟର

ଅହମ୍ମଦାବାଦ: ଦେଶର ପ୍ରଥମ ସି-ପ୍ଲେନକୁ ଦେଶ ଉଦ୍ଦେଶ୍ୟରେ ଆଜି ସମର୍ପିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ | ଆଜି ଗୁଜରାଟର କେୱଡିଆଠାରେ ମୋଦୀ ଏକ ୱାଟର ଏରୋଡ୍ରମ ଉଦ୍‌ଘାଟନ କରିଛନ୍ତି । ଏହା ସହିତ କେୱାଡିଆର ଷ୍ଟାଚ୍ୟୁ ଅଫ୍‌ ୟୁନିଟଠାରୁ ଅହମ୍ମଦାବାଦର ସାବରମତୀ ରିଭରଫ୍ରଣ୍ଟ…
ଅଧିକ ଖବର ଦେଖନ୍ତୁ...

ରାଣୀ ପାଇଁ ବାଦିପାଲା: ଗୋଟିଏ ଗାଈକୁ ନେଇ ଦୁଇ ପକ୍ଷ ମୁହାଁମୁହିଁ, ଥାନାରେ ମାମଲା

କୋରାପୁଟ: ଗୋଟିଏ ଗାଇ। ଜଣେ ଏହି ଗାଈକୁ ଡାକୁଛି ରାଣୀ, ଆଉ ଜଣେ ହିରାମଣୀ। ଦୁହେଁ କହୁଛନ୍ତି ଗାଇ ମୋ। ଏହି ଗାଇ ପାଇଁ ଏବେ ଦୁଇଜଣ ମହିଳା ମୁହାଁମୁହିଁ ହୋଇଛନ୍ତି। କଥା ଯାଇ ଥାନାରେ ପହଞ୍ଚିଛି। ଫଳରେ ପୁଲିସ ବାଧ୍ୟ ହୋଇ ଗାଈକୁ ଅଟକ ରଖି ତୃତୀୟ ପକ୍ଷର ଜିମା ଦେଇଛି। ଏଥିନେଇ କୋରାପୁଟ…
ଅଧିକ ଖବର ଦେଖନ୍ତୁ...

ପୂର୍ବ ଶତ୍ରୁତାକୁ ନେଇ ବରିପୁଟରେ ହତ୍ୟା: ୨ଗିରଫ

ଜୟପୁର: ପୂର୍ବ ଶତ୍ରୁତାକୁ ନେଇ ବିସିଂପୁର ଥାନା ଅର୍ନ୍ତଗତ ବରିପୁଟ ଗାଁରେ ହୋଇଛି ହତ୍ୟା। ୨ଜଣ ହତ୍ୟାକାରୀ ଜଣେ ବ୍ୟକ୍ତିଙ୍କୁ କାଠ ପାଳିଆରେ ପିଟି ପିଟି ଜୀବନରେ ମାରିବାକୁ ଯୋଜନା କରିଥିଲେ। ରକ୍ତାକ୍ତ ହୋଇ ଅଚେତ ହୋଇ ବ୍ୟକ୍ତି ଜଣକ ପଡ଼ିଯିବାରୁ ମରିଯାଇଥିବା ଭାବି ଅଭିଯୁକ୍ତ ମାନେ…
ଅଧିକ ଖବର ଦେଖନ୍ତୁ...

ପ୍ରଥମ ଥର ଲାଗି ‘କର୍ବେଟ୍‌ ଟାଇଗର୍‌ ରିଜର୍ଭ’ରେ ରହିବେ ମହିଳା ‘ନେଚର୍‌ ଗାଇଡ୍‌’

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ନୈନିତାଲ୍‌ ଏବଂ ପୌରି ଘରୱାଲ୍‌ ଜିଲ୍ଲା ଅନ୍ତର୍ଗତ ‘କର୍ବେଟ୍‌ ଟାଇଗର୍‌ ରିଜର୍ଭ’ର (ସିଟିଆର୍‌) ଇତିହାସରେ ପ୍ରଥମ ଥର ଲାଗି ମହିଳା ‘ନେଚର୍‌ ଗାଇଡ୍‌’ ରହିବେ ବୋଲି ବନ ଅଧିକାରୀମାନେ କହିଛନ୍ତି। ବୁଧବାର ଦିନ କର୍ବେଟ୍‌ ପ୍ରଶାସନ ‘ଗାଇଡ୍‌…
ଅଧିକ ଖବର ଦେଖନ୍ତୁ...

୬୫ବର୍ଷର  ବୃଦ୍ଧାଙ୍କୁ ଗଣଦୁଷ୍କର୍ମ ମାମଲା: ୨ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ଜୟପୁର/ବୋରିଗୁମ୍ମା: ଗତ ୨୫ତାରିଖ ଦଶହରା ଦିନ କୋରାପୁଟ ଜିଲ୍ଲାର ବିସିଂପୁର ଥାନା ଅଂଚଳରେ ୬୫ ବର୍ଷର ଜଣେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ବିସିଂପୁର ପୁଲିସ ଘଟଣାର ତଦନ୍ତ କରି  ଦଫା ୪୫୦, ୩୭୬ଡି ଅନୁଯାୟୀ ମାମଲା ରୁଜୁ କରି ଅଭିଯୁକ୍ତ ବିଶୁ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌: ସନ୍‌ରାଇଜର୍ସ ହାଇଦ୍ରାବାଦ୍‌କୁ ୧୨୧ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର

ସାରଜା: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ତ୍ରୟୋଦଶ ସଂସ୍କରଣର ୫୨ତମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ନିର୍ଦ୍ଧାରିତ ୨୦ ଓଭରରେ ୭ଟି ଓ୍ଵିକେଟ ହରାଇ ୧୨୦ ରନ୍‌ କରିଛି। ଫଳରେ ସନରାଇଜର୍ସ ହାଇଦ୍ରାବାଦ୍‌କୁ ୧୨୧ ରନ୍‌ର ବିଜୟ ଲକ୍ଷ୍ୟ ମିଳିଛି। ସାରଜା କ୍ରିକେଟ୍‌…
ଅଧିକ ଖବର ଦେଖନ୍ତୁ...

ବାହାର ସୁନ୍ଦର, ଭିତର ଫମ୍ପା ! ‘ଶଶିଭୂଷଣ ରଥ ସରକାରୀ ମହିଳା ମହାବିଦ୍ୟାଳୟ’ରେ ଅର୍ଦ୍ଧାଧିକ ଶିକ୍ଷକ ଓ ଅଣଶିକ୍ଷକ ପଦବି…

ବ୍ରହ୍ମପୁର : କେବଳ ବ୍ରହ୍ମପୁର ସହରର ନୁହେଁ, ରାଜ୍ୟର ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବେ ପରିଗଣିତ ଶଶିଭୂଷଣ ରଥ ସରକାରୀ ମହିଳା ମହାବିଦ୍ୟାଳୟର ଏହାମଧ୍ୟରେ ନବକଳେବର ହୋଇଛି। ଆଜବେଷ୍ଟସ୍ ଛପର ବିଶିଷ୍ଟ କୋଠରିର ସ୍ଥାନ ନେଇଛି ୫ମହଲା ବିଶିଷ୍ଟ ଏକ ସୁଦୃଶ୍ୟ କୋଠା। ଏହି କୋଠାର ନିର୍ମାଣ…
ଅଧିକ ଖବର ଦେଖନ୍ତୁ...