Monthly Archives

November 2020

ଯାଜପୁର : ଗୋରୁ ବୋଝେଇ ୨ ପିକଅପ୍ ଭ୍ୟାନ ଜବତ, ୨ ଚାଳକ କୋର୍ଟ ଚାଲାଣ

ପାଣିକୋଇଲି  : ପାଣିକୋଇଲି ପୁଲିସ ଗତକାଲି ବିଳମ୍ବିତ ରାତିରେ ବେଆଇନ ଭାବେ ଗୋଚାଲାଣ କରୁଥିବା ଦୁଇଟି ପିକଅପ୍ ଭ୍ୟାନକୁ ଧରିବା ସହିତ ଗାଡ଼ିରେ ବୋଝେଇ ହୋଇଥିବା ୩୦ଟି ଗୋରୁଙ୍କୁ ଉଦ୍ଧାର କରିଛି। ୨ଭ୍ୟାନର ଚାଳକଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ସୂଚନା ମୁତାବକ, ଗତ…
ଅଧିକ ଖବର ଦେଖନ୍ତୁ...

ସ୍ବାଭିମାନ ଅଂଚଳରେ ପିସିସି କାର୍ଯ୍ୟକାରୀ ସଭାପତି: ଲୋକ ପ୍ରତିନିଧି ନଥିବାରୁ ଅଫିସରମାନେ ଲୁଟ କରିଚାଲିଛନ୍ତି

ମାଲକାନଗିରି/ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲାର ସ୍ବାଭିମାନ ଅଂଚଳ ଗସ୍ତ କରିଛନ୍ତି ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି। ଶ୍ରୀ ମାଝିଙ୍କ ସହ ଜିଲ୍ଲା କଂଗ୍ରେସ ସଭାପତି ଗୋବିନ୍ଦ ପାତ୍ର, କାର୍ଯ୍ୟକାରୀ ସଭାପତି ରାମ ପ୍ରସାଦ ପଟ୍ଟନାୟକ, ମାଥିଲି ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା…
ଅଧିକ ଖବର ଦେଖନ୍ତୁ...

ସରିଲା ଧର୍ମମାସ, ରାତି ପାହିଲେ ଜମିବ ଛାଡଖାଇ

ଜୟପୁର: ଶେଷ ହୋଇଛି ପବିତ୍ର କାର୍ତ୍ତିକ ମାସ । ଧର୍ମ ମାସ ସରିବା ପରେ ମଙ୍ଗଳବାର (ଆସନ୍ତାକାଲି) ପାଳନ ହେବ ଛାଡଖାଇ। ମାସେଧିକ କାଳ ମୁହଁରେ ବାଜି ନ ଥିବା ଆମିଶ ମଙ୍ଗଳବାର ମୁହଁରେ ବାଜିବ। ହେଲେ କାଲି ମଙ୍ଗଳବାର ପଡୁଥିବା ଲୋକେ ବେଶ ଖୁସି ରହିଛନ୍ତି। ଏହାସହ ତା’ପର ଦିନ ବୁଧ ବାର…
ଅଧିକ ଖବର ଦେଖନ୍ତୁ...

ଆମ୍ବୁଲାନ୍ସ ଚାଳକଙ୍କ ଝିଅ ଇଣ୍ଡିଆନ ଆଇଡଲରେ ଦେଖାଇଲେ କମାଲ

ନୂଆଦିଲ୍ଲୀ: କରୋନା ଭାଇରସ ସଂକ୍ରମଣ ସମୟରେ ଜାରି ହୋଇଥିବା ଲକଡାଉନ୍ କାରଣରୁ ରିଆଲିଟି ସୋ’ର ସୁଟିଂ ବନ୍ଦ ହୋଇଯାଇଥିଲା। ଏବେ ପୁଣି ଥରେ ସମସ୍ତ ସୋ’ର ପୂର୍ବ ପରି ପ୍ରସାରଣ ଆରମ୍ଭ ହୋଇଯାଇଛି। ଏହି କ୍ରମରେ ଶନିବାର ଇଣ୍ଡିଆନ୍ ଆଇଡଲ୍ ୨୦୨୦ର ପ୍ରିମିୟର ହୋଇଥିଲା | ଏହି ସିଜନରେ ହିମେଶ…
ଅଧିକ ଖବର ଦେଖନ୍ତୁ...

ଆଧୁନିକ୍‌ ମେଟାଲିକ୍ସ ରେଳ ଧାରଣା ତାଡ଼ିଦେଲେ ଦୁର୍ବୃତ୍ତ, ପୋକ୍‌ଲିନ୍‌ ଜବତ

କୁଆରମୁଣ୍ଡା : ସୁନ୍ଦରଗଡ଼ ଜିଲ୍ଲାର ଚାର୍ଡି ହରିହରପୁରସ୍ଥିତ ଆଧୁନିକ ମେଟାଲିକ୍ସ କାରଖାନା (ଲିବର୍ଟି ହାଉସ୍‌)କୁ ସଂଯୋଗ କାଲୋସିହିରିଆ ନିକଟସ୍ଥ ରେଳ ସାଇଡିଂକୁ କୌଣସି ଦୁର୍ବୃତ୍ତ ତାଡ଼ି ନଷ୍ଟ କରି ଦେଇଛି। ସୋମବାର କୁଆରମୁଣ୍ଡା ଫାଣ୍ଡିରେ ଅଭିଯୋଗ ହେବା ପରେ ପୁଲିସ ଭାରତୀୟ ପିଙ୍ଗଳ…
ଅଧିକ ଖବର ଦେଖନ୍ତୁ...

ପରୀ ହତ୍ୟା ମାମଲାରେ ସିବିଆଇ ତଦନ୍ତ ଦାବି ନେଇ ବିକ୍ଷୋଭ

ବାରିପଦା: ଓଡ଼ିଶା ସୂଚନା ଅଧିକାର ଅଭିଯାନ(ଓସା)ର ମୟୁରଭଞ୍ଜ ଶାଖା ପକ୍ଷରୁ ପରୀ ହତ୍ୟାକାଣ୍ଡ ମାମଲା ସିବିଆଇକୁ ହସ୍ତାନ୍ତର କରାଯିବା ସହିତ ହତ୍ୟାକାରୀକୁ ତୁରନ୍ତ ଗିରଫ ଦାବି କରାଯାଇଛି। ଏଥିସହିତ ପରୀର ପରିବାର ସହ ସରପଞ୍ଚ ସୌମ୍ୟରଞ୍ଜନ ପ୍ରଧାନ ଏବଂ ପରୀକୁ ନ୍ୟାୟ ପ୍ରଦାନ ନିମନ୍ତେ ଲଢୁଥିବା…
ଅଧିକ ଖବର ଦେଖନ୍ତୁ...

ଖଣିରେ ଦୁର୍ଘଟଣା : ୩୦ ଫୁଟ ତଳକୁ ଖସି ଶ୍ରମିକ ମୃତ

ବଡ଼ବିଲ : କେନ୍ଦୁଝର ଜିଲ୍ଲା ବଲାଣିରେ ଥିବା କେନ୍ଦ୍ର ସରକାରଙ୍କ ସେଲ୍ କମ୍ପାନି ଖଣିରେ ଦୁର୍ଘଟଣା । ୩୦ ଫୁଟ ତଳକୁ ଖସି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ବଲାଣି ଥାନା ଅନ୍ତର୍ଗତ ବାଲାଗୋଡ଼ା ଗ୍ରାମର କାଳୀଚରଣ ଦାସ (୪୮)। ଏହି ଘଟଣା ପରେ ଶ୍ରମିକମାନେ ଖଣିର ମୁଖ୍ୟ ଫାଟକ…
ଅଧିକ ଖବର ଦେଖନ୍ତୁ...

ବିଲ ମଧ୍ୟରୁ ଅଜଣା ଯୁବକର ମୃତଦେହ ଉଦ୍ଧାର

ବିଶୋଇ  : ବିଶୋଇ ଥାନା ଅନ୍ତର୍ଗତ ସ୍ଥାନୀୟ ମଣଦା ଠାରେ ଆଜି ଏକ ଅଚିହ୍ନା ଯୁବକର ମୃତଦେହ ଉଦ୍ଧାର ହୋଇଛି । ସୂଚନାଥାଉକି,ଏହି ଥାନା ଅନ୍ତର୍ଗତ ସ୍ଥାନୀୟ ମଣଦା ସ୍ଥିତ କଳିଙ୍ଗ ଡିଗ୍ରୀ କଲେଜ ସମ୍ମୁଖରେ ଥିବା ୪୯ ନଂ ଜାତୀୟ ରାଜପଥ କଡ଼ରେ ଆଜି ସକାଳ ସମୟରେ ଏକ ବିଲ ମଧ୍ୟରେ ଏକ ଅଜଣା ଯୁବକର…
ଅଧିକ ଖବର ଦେଖନ୍ତୁ...

୨ ବଖରା ଘର ଜଳିଗଲା

ଦଶରଥପୁର : ଆଜି ସକାଳୁ ଦଶରଥପୁର ବ୍ଲକ ତରପଦା ପଞ୍ଚାୟତ ପତିରି ଗ୍ରାମର ବେଣୁଧର ଜେନାଙ୍କର ୨ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ଏଥିରେ ଘରର ସମସ୍ତ ଆସବାବପତ୍ର ନଷ୍ଟ ହୋଇଯାଇଛି। ଖବର ପାଇ ଦଶରଥପୁର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସ୍ଥାନୀୟ ଲୋକ ଏଥିରେ ସହଯୋଗ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଭାଗ୍ୟର ସହଯୋଗ ପାଇବେ। ଲୋକେ ଆପଣଙ୍କ କଥାକୁ ପୂରା ମନ ଧୢାନ ଦେଇ ଶୁଣିବେ। ଯୌଥ କାରବାରରୁ ଲାଭ ପାଇବେ। ବୃଷ: କ୍ୟାରିୟର ସମ୍ବନ୍ଧରେ କିଛି ଭଲ ହୋଇପାରେ। ବ୍ୟବସାୟରେ ଧନଲାଭ ହେବ। ଘରକୁ ବନ୍ଧୁମାନଙ୍କ ଯିବା ଆସିବା ଲାଗି ରହିବ। ମିଥୁନ: ପରିବାରରେ ସ୍ନେହ ଓ ସହଯୋଗ ପାଇବେ।…
ଅଧିକ ଖବର ଦେଖନ୍ତୁ...