Daily Archives

November 1, 2020

ଫୁର୍ଲିଝରଣ ଜଳପ୍ରପାତରେ ଡିଅର ପାର୍କ ଓ ଇକୋ କଟେଜ ପାଇଁ ବନ ବିଭାଗର ପ୍ରସ୍ତାବ

ଭବାନୀପାଟଣା: କୋଭିଡ କଟକଣା ପରେ ଗତ ମାର୍ଚ୍ଚ ୨୮ ତାରିଖରୁ ପର୍ଯ୍ୟଟକମାନଙ୍କୁ ଫୁର୍ଲିଝରଣ ଜଳପ୍ରପାତ ବୁଲି ଆସିବା ପାଇଁ ବାରଣ କରାଯାଇଥିଲା । କଟକଣା କୋହଳ ପରେ ଆଜି ରବିବାର ଠାରୁ ପାର୍ଯ୍ୟଟକମାନଙ୍କ ପାଇଁ ଖୋଲା ଯାଇଛି । ସେହିଭଳି କର୍ଲାପାଟ ରେଞ୍ଜ ପକ୍ଷରୁ ଫୁର୍ଲିଝରଣ ନିକଟରେ ଏକ ଡିଅର…
ଅଧିକ ଖବର ଦେଖନ୍ତୁ...

ମହାକାର୍ତ୍ତିକରେ ଦର୍ଶନ ଦେବେ ମହାଦେବ!

ଭଞ୍ଜନଗର: ରାତି ପାହିଲେ ଧର୍ମମାସ କାର୍ତ୍ତିକର ପ୍ରଥମ ସୋମବାର। ପ୍ରତିବର୍ଷ ଶ୍ରଦ୍ଧାଳୁମାନେ ଏହି ମାସକୁ ଅତି ଉତ୍କଣ୍ଠାର ସହ ଅପେକ୍ଷା କରି ରହିଥାନ୍ତି। ମାସ ସାରା ବିଭିନ୍ନ ଗ୍ରାମାଞ୍ଚଳରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେଉଥିଲା। ମାସ ସାରା ଗ୍ରାମାଞ୍ଚଳରେ ନାମ ସଂକିର୍ତ୍ତନ ସହ ପ୍ରବଚନ…
ଅଧିକ ଖବର ଦେଖନ୍ତୁ...

ଟେଣ୍ଡର ଶେଷକୁ ୪ ମାସ: କନ୍ଧମାଳରେ ଏକଲବ୍ୟ ସ୍କୁଲ ଖୋଲିବା ନେଇ ଅନିଶ୍ଚିତତା, ପ୍ରଶାସନର ଉଦାସୀନତାକୁ ଦାୟୀ କଲେ…

ଫୁଲବାଣୀ: ଆଦିବାସୀ ବହୁଳ ଜିଲ୍ଲାରେ ଆଦିବାସୀ ଛାତ୍ରଛାତ୍ରୀଙ୍କ ଶିକ୍ଷାର ବିକାଶ ନିମନ୍ତେ କେନ୍ଦ୍ର ସରକାର ଏକଲବ୍ୟ ସ୍କୁଲ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନାରେ ଓଡିଶାର ସମସ୍ତ ଆଦିବାସୀ ବହୁଳ ଜିଲ୍ଲାକୁ ସାମିଲ କରାଯାଇଛି। ସେଥି ମଧ୍ୟରେ  କନ୍ଧମାଳ ଜିଲ୍ଲା ରହିଛି। କନ୍ଧମାଳରେ ୧୧ଟି…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌-୧୩: ରାଜସ୍ଥାନ ରୟାଲ୍ସକୁ ୬୦ ରନ୍‌ରେ ପରାସ୍ତ କଲା କୋଲକାତା ନାଇଟ ରାଇଡର୍ସ

ଦୁବାଇ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ତ୍ରୟୋଦଶ ସଂସ୍କରଣର ୫୪ତମ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସକୁ ୬୦ ରନ୍‌ରେ ପରାସ୍ତ କଲା କୋଲକାତା ନାଇଟ ରାଇଡର୍ସ । ଦ୍ବିତୀୟ ପାଳିରେ ରାଜସ୍ଥାନ ୧୯୨ ରନ୍‌ର ବିଶାଳ ଲକ୍ଷ୍ୟକୁ ପିଛା କରି ୨୦ ଓଭରରେ ୯ ୱିକେଟ ହରାଇ ୧୩୧ ରନ୍‌ କରି ପରାଜୟ ବରଣ…
ଅଧିକ ଖବର ଦେଖନ୍ତୁ...

ଜଣେ ବୃଦ୍ଧା ଭିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରୁ ମିଳିଲା ପାଖାପାଖି ଦେଢ଼ କୋଟି ଟଙ୍କା

ନୂଆଦିଲ୍ଲୀ: ଜଣେ ମହିଳା ଭିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଏକକୋଟି ୪୨ଲକ୍ଷ ଟଙ୍କା ମିଳିବା ଖବର ଚର୍ଚ୍ଚାର ବିଷୟ ପାଲଟିଛି। ଏଥିସହିତ ମହିଳା ଭିକାରୀଙ୍କ ନାମରେ ପାଞ୍ଚଟି ଘର ଥିବା ବି ଯାଞ୍ଚରୁ ଜଣାପଡ଼ିଛି। ଉକ୍ତ ଭିକାରୀଙ୍କ ନାମ ନଫିଆ ଓ ତାଙ୍କ ବୟସ ୫୭ ବୋଲି ଜଣାପଡ଼ିଛି। ନଫିଆ ନାମକ…
ଅଧିକ ଖବର ଦେଖନ୍ତୁ...

୧୫ ବର୍ଷଧରି ଖତ ଖାଉଛି ହାଉସିଂ କମ୍ପ୍ଲେକ୍ସ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ପାଇଁ କେବିକେ ଯୋଜନାରେ କୋଟି କୋଟି ଟଙ୍କା ଆସିଥିଲେ ମଧ୍ୟ ଅନୁଦାନ କାର୍ଯ୍ୟକାରୀ ହେବାରେ ଦୂରଦୃଷ୍ଟି ଅଭାବ ଯୋଗୁଁ ବିଭିନ୍ନ ସ୍ଥାନରେ ବହୁ ପ୍ରକଳ୍ପ ଅଧପନ୍ତରିଆ ହୋଇ ପଡିରହୁଛି ଫଳରେ ଏହା ଉପଯୋଗୀ ହେଇପାରୁନଥିବା ନେଇ ସାଧାରଣରେ ଉଦବେଗ ପ୍ରକାଶ ପାଇଛି ।…
ଅଧିକ ଖବର ଦେଖନ୍ତୁ...

ଏହି ଗାଁରେ ରହିଲେ ମିଳିବ ୩୮ ଲକ୍ଷ ଟଙ୍କା! କାହିଁକି ଜାଣନ୍ତୁ

ନୂଆଦିଲ୍ଲୀ: ଗାଁରେ ରହିବାକୁ ସରକାର ଦେବେ ୩୮ ଲକ୍ଷ ଟଙ୍କା | ଏହି ଗାଁରେ ରହିବାକୁ କାହିଁକି ମିଳିବ ଏତେ ଟଙ୍କା ? କେବେ ଭାବିଛନ୍ତି କି ? ଆଜି ଆମେ ଆପଣଙ୍କୁ ଏ ବାବଦରେ କହିବୁ | ତେବେ ଭାରତରେ ନୁହେଁ ବରଂ ଇଟାଲୀରେ ଏମିତି ଏକ ଗାଁ ଅଛି ଯେଉଁଠାରେ ରହିବାକୁ ୩୮.୬ ଲକ୍ଷ ଟଙ୍କା ମିଳିବ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲରୁ ସନ୍ୟାସ ନେବି ନାହିଁ, ଚେନ୍ନାଇ ପାଇଁ ହିଁ ଖେଳିବି: ମହେନ୍ଦ୍ର ସିଂହ ଧୋନି

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୦ରେ ଚେନ୍ନାଇ ସୁପର କିଙ୍ଗ୍ସର ପ୍ରଦର୍ଶନ ଅତ୍ୟନ୍ତ ନିରାଶଜନକ ରହିଛି | ଅଧିନାୟକ ଧୋନିଙ୍କ ନେତୃତ୍ୱରେ ଖେଳୁଥିବା ଏହି ଦଳ ପ୍ରଥମ ଥର ପାଇଁ ପ୍ଲେ ଅଫ୍ ପାଇଁ ଯୋଗ୍ୟତା ଅର୍ଜନ କରିପାରିନାହିଁ | ଚେନ୍ନାଇ ସୁପର କିଙ୍ଗ୍ସର ବିଫଳତା ମଧ୍ୟରେ ଏଥର…
ଅଧିକ ଖବର ଦେଖନ୍ତୁ...

ତିର୍ତ୍ତୋଲର ଆନନ୍ଦ ମଣ୍ଡପ ଉପରେ ପ୍ରଶାସନ ପକ୍ଷରୁ ଚଢ଼ାଉ

ତିର୍ତ୍ତୋଲ: ଜଗତ୍‌ସିଂହପୁର ଜିଲ୍ଲା ତିର୍ତ୍ତୋଲସ୍ଥିତ ଆନନ୍ଦ ମଣ୍ଡପରେ ଜିଲ୍ଲାପାଳ ସରୋଜ କୁମାର ମିଶ୍ର ଓ ଏସ୍‌ପି ପ୍ରକାଶ ରଙ୍ଗରାଜ୍‌ ଆଜି ସନ୍ଧ୍ୟାରେ ପୁଲିସ ଟିମ୍‌ ନେଇ ଚଢ଼ାଉ କରିଛନ୍ତି। ଏଠାରେ ରହୁଥିବା ବ୍ୟକ୍ତିମାନଙ୍କର ଚେକିଂ ଇନ୍‌ ଓ ଚେକ୍‌ ଆଉଟ ସମୟ ଲିପିବଦ୍ଧ କରିବାର ଉଲ୍ଲଂଘନ…
ଅଧିକ ଖବର ଦେଖନ୍ତୁ...

୧୦ ଲକ୍ଷ ଯୁବକଙ୍କୁ ସରକାରୀ ନିଯୁକ୍ତି ଦେବାର ପ୍ରତିଶୃତି ପରେ ଅବସର ବୟସକୁ ନେଇ ବୟାନ ଦେଲେ ତେଜସ୍ୱୀ

ନୂଆଦିଲ୍ଲୀ: ବିହାରରେ ବିଧାନସଭା ନିର୍ବାଚନରରେ ମହାଗଠବନ୍ଧନର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତଥା ଆରଜେଡିର ତାରକା ପ୍ରଚାରକ ତେଜସ୍ୱୀ ଯାଦବ ୧୦ ଲକ୍ଷ ଚାକିରି ପରେ ଆଉ ଏକ ବଡ ଘୋଷଣା କରିଛନ୍ତି। ତେଜସ୍ୱୀ ଯାଦବ କହିଛନ୍ତି ଯେ ଯଦି ଆମ ସରକାର ଗଠନ ହୁଏ ତେବେ ଆମେ ୫୦ ବର୍ଷ ମଧ୍ୟରେ ଥିବା ଅବସର ବୟସ…
ଅଧିକ ଖବର ଦେଖନ୍ତୁ...