Daily Archives

November 1, 2020

ନକଲି ଫେସବୁକ ଆକାଉଣ୍ଟରୁ ଦୂରେଇ ରହିବାକୁ ସିଆରପିଏଫ ଯବାନଙ୍କୁ ଦିଆଗଲା ଚେତାବନୀ

ନୂଆଦିଲ୍ଲୀ: ନକଲି ଫେସବୁକ ପ୍ରୋଫାଇଲକୁ ଏଡ଼ାଇବା ପାଇଁ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ ବା ସିଆରପିଏଫ ଏହାର ଯବାନମାନଙ୍କୁ ପରାମର୍ଶ ଦେଇଛି । ସିଆରପିଏଫ ଏଥିପାଇଁ ଏକ ଯୋଜନା ମଧ୍ୟ ପ୍ରସ୍ତୁତ କରିଛି | ଫେସବୁକ୍ କ୍ଲୋନିଂ ମାଧ୍ୟମରେ ଗୁପ୍ତ ସୂଚନା ଲିକ୍ ହେବାର ଆଶଙ୍କା ଥିବାରୁ ସିଆରପିଏଫ…
ଅଧିକ ଖବର ଦେଖନ୍ତୁ...

ହନୁ ମାଙ୍କଡ଼ ଆକ୍ରମଣରେ ୪ ଆହତ

ବାଲିଅନ୍ତା: ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଫରେଷ୍ଟ  ରେଞ୍ଜ ଅଧୀନ ଆଣୁଆରି ଗ୍ରାମରେ ଏକ ସପ୍ତାହ ହେବ ଏକ ଗେଧ ମାଙ୍କଡ଼ ଉତ୍ପାତ ଚଳାଇଛି । ହନୁ ଆକ୍ରମଣରେ ଏଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ମାଙ୍କଡ଼ କାମୁଡ଼ାରେ ୪ ଜଣ ଆହତ ହୋଇ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତି ହୋଇଛନ୍ତି ।…
ଅଧିକ ଖବର ଦେଖନ୍ତୁ...

ଦେଶର ୧୦୦ରୁ ଅଧିକ ରେଳ ଷ୍ଟେସନରେ ଦୁଇଗୁଣ ହୋଇପାରେ ପ୍ଲାଟଫର୍ମ ଟିକେଟର ମୂଲ୍ୟ

ନୂଆଦିଲ୍ଲୀ: ଦେଶର ୧୦୦ ରୁ ଅଧିକ ରେଳ ଷ୍ଟେସନରେ ୟୁଜର୍ ଡେଭଲପମେଣ୍ଟ ଫି ସ୍କିମ୍ କାର୍ଯ୍ୟକାରୀ କରିବାକୁ ଭାରତୀୟ ରେଳ ପ୍ରସ୍ତୁତ ହେଉଛି। ଏହା ଅଧୀନରେ, ଏହି ଷ୍ଟେସନରେ ଆସୁଥିବା ଉପଭୋକ୍ତାଙ୍କ ଠାରୁ ୟୁଜର୍ ଚାର୍ଜ ନିଆଯିବ | ବାସ୍ତବରେ, ରେଳବାଇ ଚଳିତବର୍ଷ ନଭେମ୍ବର ମାସରେ ପ୍ରଥମ…
ଅଧିକ ଖବର ଦେଖନ୍ତୁ...

କଳାହାଣ୍ଡି ଉତ୍ସବରେ ଘୁମୁରା ପରିବର୍ତ୍ତେ ଘୁମ୍‌ରା ଉଚ୍ଚ।ରଣ କରାଯାଉ :  ମନ୍ତ୍ରୀ ଦିବ୍ୟଶଙ୍କର

ଭବାନୀପାଟଣା: କଳାହାଣ୍ଡି ଉତ୍ସବରେ ଘୁମୁରା ପରିବର୍ତ୍ତେ ଘୁମ୍‌ରା ଉଚ୍ଚାରଣ କରାଯାଉ । ସେହିଭଳି କାଲାହାଣ୍ଡି ପରିବର୍ତେ କଳାହାଣ୍ଡି ଉଚ୍ଚାରଣ ପାଇଁ ସମଗ୍ର ଜିଲ୍ଲାବାସୀଙ୍କୁ ଆଜି କଳାହାଣ୍ଡି ଜିଲ୍ଲା ଗଠନ ଦିବସ ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ଭାରଚୁଆଲ ମିଟରେ ମନ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: କିଛି ସାହାଯ୍ୟକାରୀ ଲୋକଙ୍କ ସହିତ ସାକ୍ଷାତ ହେବ। କ୍ଷୁଦ୍ର ଉଦ୍ୟୋଗରେ ନିବେଶ କରିପାରନ୍ତି। ଛାତ୍ରଛାତ୍ରୀଙ୍କୁ ଲେଖାପଢ଼ାରେ ଶିକ୍ଷକଙ୍କ ପୂରା ସହଯୋଗ ମିଳିବ। ବୃଷ: ଜୀବନକୁ ଉତ୍ତମ କରିବା ଲାଗି ଚେଷ୍ଟା କରିବେ। ଉପାର୍ଜନର ନୂଆ ସ୍ରୋତ ପାଇବେ। ସାମାଜିକ କାର୍ଯ୍ୟରେ…
ଅଧିକ ଖବର ଦେଖନ୍ତୁ...

କଟକ ସହରରୁ ଆଜି ୫୪ କରୋନା ପଜିଟିଭ୍‌ ଚିହ୍ନଟ, ସ୍ଥାନୀୟ ଅଂଚଳରୁ ୨୬ ଜଣ ଆକ୍ରାନ୍ତ

କଟକ: ଆଜି କଟକ ସହରରୁ ମୋଟ ୫୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ ସଂଗରୋଧରୁ ୨୮ ଜଣ ଓ ସ୍ଥାନୀୟ ଅଂଚଳରୁ ୨୬ ଜଣ ଅଛନ୍ତି। କଟକ ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି। ସିଏମ୍‌ସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଜି ସରକାରୀ ସଂଗରୋଧରୁ ୧୬ ଜଣ ଓ…
ଅଧିକ ଖବର ଦେଖନ୍ତୁ...

ଅବକାରୀ ବିଭାଗର କର୍ମଚାରୀଙ୍କୁ ଉଦ୍ଧାର କରିବାକୁ ଯାଇଥିବା ଥାନା ଗାଡି ରାସ୍ତାରେ ଖରାପ

କାମାକ୍ଷାନଗର: ଅବକାରୀ ବିଭାଗର କର୍ମଚାରୀଙ୍କୁ ଉଦ୍ଧାର କରିବାକୁ ଯାଇଥିବା ଥାନା ଗାଡି ରାସ୍ତାରେ ଖରାପ ହୋଇଯାଇଛି। ଢ଼େଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନାର ଅଫିସର ଆଉ କର୍ମଚାରୀମାନେ ଆଜି ସକାଳ ୧୦ ଟାରେ ମରୁଆବିଲି ପଂଚାୟତ ଖରଖରୀ ଗାଁକୁ ଯାଇଥିଲେ। ସେଠାରେ ଗ୍ରାମବାସୀମାନେ ଅବକାରୀ…
ଅଧିକ ଖବର ଦେଖନ୍ତୁ...

ଚା’ ବିକାଳି ଓ ତାଙ୍କ ପିଲାଙ୍କୁ ଦେବଦୂତ ଭଳି ସାହାଯ୍ୟ କଲେ ସୋନୁ ସୁଦ

ନୂଆଦିଲ୍ଲୀ: ଲକଡାଉନ ପରଠାରୁ ଅଭିନେତା ସୋନୁ ସୁଦ ଗରିବ ଲୋକଙ୍କୁ ସାହାଯ୍ୟ କରି ଆସୁଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ ସୋନୁ ସୁଦ ଯେଉଁମାନଙ୍କ ସମ୍ବଳ ଅଭାବ କିମ୍ବା ଯେଉଁମାନେ ନିଜ ଜୀବନରେ ସଠିକ୍ ଭାବରେ ବଞ୍ଚିବାକୁ ସକ୍ଷମ ହେଉ ନାହାନ୍ତି ସେମାନଙ୍କ ପାଖରେ ଦେବଦୂତ ସାଜି…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌: ରାଜସ୍ଥାନ ଆଗରେ ୧୯୨ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା କୋଲକାତା

ଦୁବାଇ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ତ୍ରୟୋଦଶ ସଂସ୍କରଣର ୫୪ତମ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ଆଗରେ ୧୯୨ ରନ୍‌ର ବିଜୟ ଲକ୍ଷ୍ୟ ରଖିଛି କୋଲକାତା ନାଇଟ୍‌ ରାଇଡର୍ସ। ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ୍‌ ଷ୍ଟାଡିୟମ୍‌ରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ଟସ୍‌ ଜିଣି…
ଅଧିକ ଖବର ଦେଖନ୍ତୁ...

ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚକିିତ୍ସାଳୟରେ ରୋଗୀମୃତ୍ୟୁକୁ ନେଇ ଉତ୍ତେଜନା

ଢେଙ୍କାନାଳ: ଜିଲ୍ଲା ମୁଖ୍ୟ ଚକିିତ୍ସାଳୟରେ ଆଜି ସଂଧ୍ୟାରେ ଜଣେ ଯୁବକଙ୍କର ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଚିକିତ୍ସା ଅବହେଳାରୁ ଯୁବକଙ୍କର ମୃତ୍ୟୁ ହୋଇଯାଇଥିବା ଅଭିଯୋଗ କରି ତାଙ୍କ ପରିବାର ସଦସ୍ୟମାନେ ଡାକ୍ତରଙ୍କୁ ମାଡ ମାରିବା ସହ ଭଙ୍ଗାରୁଜା କରିଥିଲେ। ଆଇନଶୃଙ୍ଖଳା ପାଇଁ…
ଅଧିକ ଖବର ଦେଖନ୍ତୁ...