Daily Archives

November 2, 2020

ସିଂହାବଗା ଜଳାଶୟ ଉପରେ ଏନ୍‌ଏଲ୍‌ସିର ଟ୍ରେନ ଲାଇନ୍‌ ପ୍ରସ୍ତାବ: ଜୈବ ବିବିଧତା ଓ ପକ୍ଷୀ ବିହାର ନଷ୍ଟ ହେବ! 

ଝାରସୁଗୁଡ଼ା: ଶିଳ୍ପ କାରଖାନା ପ୍ରତିଷ୍ଠା ପରେ ଝାରସୁଗୁଡ଼ା ସହର  ପ୍ରଦୂଷଣର ଶୀର୍ଷରେ ପହଞ୍ଚି ଯାଇଛି। ପରିସ୍ଥିତି ଏପରି ହେଲାଣି ଯେ ଏବେ ଟିକିଏ ମୁକ୍ତ ବାୟୁ ଓ ‌ସୁସ୍ଥ ପରିବେଶ ଟିଏ ପାଇବା ମୁସ୍କିଲ ହୋଇଛି। ବ୍ୟାପକ ତାପଜ ବିଦ୍ୟୁତ କାରଖାନା ପ୍ରତିଷ୍ଠା ପରିବେଶ ଉପରେ କୁପ୍ରଭାବ ପକାଇ…
ଅଧିକ ଖବର ଦେଖନ୍ତୁ...

ପୂର୍ବଶତ୍ରୁତାକୁ କେନ୍ଦ୍ର କରି ପୁଲିସ ସାମ୍‌ନାରେ ହଣାହଣି, ୧୨ ଆହତ, ୩ ଗୁରୁତର

ବାଲିପାଟଣା : ବାଲିପାଟଣା ଥାନା ମାର୍ଥାପୁର ଗାଁ’ରେ ଆଜି ରାତି ୮ଟା ସମୟରେ ଗୋଷ୍ଠୀ ସଙ୍ଘର୍ଷରେ ୧୨ ଜଣ ଗୁରୁତର ହୋଇଛନ୍ତି | ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଏହି ହଣାକଟା ହୋଇଛି | ଗତକାଲି ଗୋଟିଏ ପକ୍ଷରୁ ନାବାଳିକା ଦୁଷ୍କର୍ମ ଉଦ୍ୟମ ମାମଲା ଦାୟର ହୋଇଥିଲା | ଆଜି ରାତି ୮ ଟା ସମୟରେ…
ଅଧିକ ଖବର ଦେଖନ୍ତୁ...

ଆୟୁର୍ବେଦିକ ଚିକିତ୍ସାର ଅସଲ ରୂପ: ସୁନ୍ଦରଗଡ଼ରେ ଦରମା, ବ୍ରହ୍ମପୁର ଓ ପୁରୀରେ ସେବା

ସୁନ୍ଦରଗଡ଼: ଦରମା ସୁନ୍ଦରଗଡ଼ରେ। ବ୍ରହ୍ମପୁର ଓ ପୁରୀ ପରି ବାହାର ଜିଲ୍ଲାରେ ସେବା। ଛ’ ମାସ କି ବର୍ଷେ ନୁହେଁ, ବହୁ ବର୍ଷ ଧରି ସୁନ୍ଦରଗଡ଼ ଆୟୁର୍ବେଦିକ ଚିକିତ୍ସା କେନ୍ଦ୍ରରେ ନିଯୁକ୍ତ ଡାକ୍ତରମାନେ ଏପରି ସେବା ଦେଇ ଚାଲିଛନ୍ତି। ଏଠାରେ ନିଯୁକ୍ତି ପାଇବା ପରେ ପରେ ଡେପୁଟେସନ୍ ଆଳରେ ଯାଇ…
ଅଧିକ ଖବର ଦେଖନ୍ତୁ...

ନିଜ ଫ୍ରିଜ୍‌ରେ ଲେମ୍ବୁ ରଖିବାକୁ ଆଦ‌ୌ ଭୁଲନ୍ତୁ ନାହିଁ, ଦୂର ହେବ ଅନେକ ସମସ୍ୟା

ପୃଥିବୀରେ ରହିଥିବା କେତୋଟି ସୁସ୍ଥକର ଖାଦ୍ୟ ମଧ୍ୟରୁ ଲେମ୍ବୁ ଅନ୍ୟତମ। ଏଥିରେ ବହୁଳ ପରିମାଣର ରୋଗ ପ୍ରତିରୋଧକ ଶକ୍ତି ଥିବା ହେତୁ ଏହାକୁ ଭିନ୍ନ ଭିନ୍ନ ଖାଦ୍ୟ ଓ ପାନୀୟରେ ବ୍ୟବହାର କରାଯାଇଥାଏ। ପୋଷଣ ବିଶେଷଜ୍ଞଙ୍କ କହିବା ଅନୁଯାଏ ଏଥିରେ ରୋଗ ହ୍ରାସ କରିବାର କ୍ଷମତା ରହିଛି। ମୁଖ୍ୟତଃ…
ଅଧିକ ଖବର ଦେଖନ୍ତୁ...

ମା’ ବନିଲେ ଅଭିନେତ୍ରୀ ଅମୃତା ରାଓ, ଶିଶୁ ପୁତ୍ରକୁ ଦେଲେ ଜନ୍ମ

ମୁମ୍ବାଇ: ମାଆ ବନିଛନ୍ତି ବଲିଉଡ୍‌ର କ୍ୟୁଟ୍‌ ଅଭିନେତ୍ରୀ ଅମୃତା ରାଓ। ନଭେମ୍ବର ପହିଲାରେ ଅମୃତା ଓ ତାଙ୍କ ସ୍ବାମୀ ଆର୍‌ଜେ ଅନ୍‌ମୋଲ୍‌ଙ୍କର ଏକ ଶିଶୁ ପୁତ୍ର ଜନ୍ମ ଲାଭ କରିଛି। ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି ଯେ ଭଉୟ ଅମୃତା ଓ ତାଙ୍କ ନବଜାତ ପୁତ୍ର ସୁସ୍ଥ ଅଛନ୍ତି। ଅମୃତାଙ୍କ ନବଜାତ…
ଅଧିକ ଖବର ଦେଖନ୍ତୁ...

ସତ୍ୟ ମହାରଣାଙ୍କ ଆଉ ଏକ କୀର୍ତ୍ତିମାନ: ଇଣ୍ଡିଆ ବୁକ୍‌ ଅଫ୍ ରେକର୍ଡ଼ରେ ସ୍ଥାନ ପାଇଲା ମା ’କନ୍ଧୁଣୀଦେବୀଙ୍କ ବୋତାମ…

ବ୍ରହ୍ମପୁର: ନିଜ ଶିଳ୍ପୀ କଳାକୁ ବିନିଯୋଗ କରି ସବୁବେଳେ କିଛି ନିଆରା କରିବାର ପ୍ରୟାସ ସତ୍ୟ ମହାରଣାଙ୍କୁ ଦେଇଛି ସ୍ବତନ୍ତ୍ର ପରିଚୟ। ଏଥିସହ ଏକାଧିକ କୀର୍ତ୍ତିମାନର ଅଧିକାରୀ। ‌ଏବେ ସେଥିରେ ପୁଣି ଆଉ ଏକ କୀର୍ତ୍ତିମାନ ଯୋଡ଼ି ହୋଇଯାଇଛି। ଗତ ସେପ୍ଟେମ୍ବର ମାସରେ ବୋତାମରେ ଗଢ଼ିଥିବା ମା’…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌-୧୩: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୬ ୱିକେଟ‌ରେ ପରାସ୍ତ କଲା ଦିଲ୍ଲୀ କ୍ୟାପିଟାଲ୍ସ

ଆବୁଧାବି: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ତ୍ରୟୋଦଶ ସଂସ୍କରଣର ୫୫ତମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୬ ୱିକେଟ‌ରେ ପରାସ୍ତ କଲା ଦିଲ୍ଲୀ କ୍ୟାପିଟାଲ୍ସ । ଦ୍ବିତୀୟ ପାଳିରେ ଦିଲ୍ଲୀ ୧୫୩ ରନ୍‌ର ଲକ୍ଷ୍ୟକୁ ପିଛା କରି ୧୯ ଓଭରରେ ୪ ୱିକେଟ ହରାଇ ଏହା ହାସଲ କରିଥିଲା ।…
ଅଧିକ ଖବର ଦେଖନ୍ତୁ...

ଲକ୍‌ଡାଉନ୍‌ରେ ଆର୍ଥିକ ଅଭାବ ପାଇଁ ନିଜ ପାଠପଢ଼ା ଠପ୍‌ ହୋଇଗଲା, ଚା’ ବିକି ଭଉଣୀକୁ ପଢ଼ାଉଛନ୍ତି ୧୪ ବର୍ଷର ବାଳକ

ମୁମ୍ବାଇ: ମହାମାରୀ କରୋନା ଭାଇରସ୍‌ ଅନେକଙ୍କ ସର୍ବନାଶ କରିଥିବା ବେଳେ ଆଉ କାହାକୁ ପୁଣି ଜୀବନର ମାନେ ବୁଝାଇ ଦେଇଛି। କେହି କେହି କାମ ହରାଇ ପେଟ ଖଣ୍ଡିକ ପୋଷିବାକୁ ଆଉଟୁ ପାଉଟୁ ହେଉଥିବା ବେଳେ ଆଉ କେହି ମନ ଦୃଢ଼ କରି ଏହି ପରିସ୍ଥିତିର କଡ଼ା ମୁକାବିଲା କରିଛନ୍ତି। ତାହା କେତେ…
ଅଧିକ ଖବର ଦେଖନ୍ତୁ...

କରୋମ ଅଭାବ ଯୋଗୁଁ ଧଡ଼ାସାହି ସରପଞ୍ଚଙ୍କ ପଦ କାୟମ 

ଚିତ୍ରଡ଼ା: ମୋରଡ଼ା ବ୍ଲକ ଧଡ଼ାସାହି ପଞ୍ଚାୟତର ସରପଞ୍ଚ ରାଓଁଦେ ଟୁଡୁଙ୍କ ବିରୋଧରେ ପଞ୍ଚାୟତର ୧୧ ଜଣ ୱାର୍ଡ ସଭ୍ୟ ସଭ୍ୟାଙ୍କ ମଧ୍ୟରୁ ୭ ଜଣ ଅନାସ୍ଥା ପ୍ରସ୍ତାବ ଆଣିଥିଲେ।ଅଭିଯୋଗ କରିଥିଲେ କି ସରପଞ୍ଚ ଶ୍ରୀ ଟୁଡୁ ମନମୁଖୀ କାର୍ଯ୍ୟ କରୁଛନ୍ତି।ତେବେ ଏନେଇ ଆଜି ଅନାସ୍ଥା ଭୋଟ ଗ୍ରହଣ ପାଇଁ ଦିନ…
ଅଧିକ ଖବର ଦେଖନ୍ତୁ...

ପୁଣି ଥରେ ପ୍ରମାଣିତ ହେଲା, କୁକୁର ପରି ବିଶ୍ବାସୀ ଜୀବ ସଂସାରରେ ନାହିଁ; ଦେଖନ୍ତୁ ଏହି ଭିଡିଓ

ନୂଆଦିଲ୍ଳୀ: ପୂର୍ବରୁ ଇଣ୍ଟର୍‌ନେଟ୍‌ରେ ଆମେ ଅନେକ ମଜାଦାର୍‌ ଭିଡିଓ ଦେଖିଛନ୍ତି। ମଣିଷରୁ ନେଇ ପଶୁପକ୍ଷୀ ଆଦିଙ୍କର ଅନେକ ଭିଡିଓ ଇଣ୍ଟର୍‌ନେଟ୍‌ରେ ଭାଇରାଲ୍‌ ହୋଇଛି ଓ ତାହାକୁ ଲୋକେ ପସନ୍ଦ ବି କରିଛନ୍ତି। We don't deserve dogs 😭😭❤️❤️ pic.twitter.com/Asn0huinWf — The…
ଅଧିକ ଖବର ଦେଖନ୍ତୁ...