Daily Archives

November 2, 2020

ରାତି ପାହିଲେ ନେତା ବାଛିବେ ତିର୍ତ୍ତୋଲ ଜନତା, ୩୭୩ ବୁଥ୍‌ରେ ୨ ଲକ୍ଷ ୩୯ ହଜାର ୧୫୩ ଭୋଟର

ଜଗତସିଂହପୁର ଟାଉନ୍‌: ଆଉ ମାତ୍ର କିଛି ଘଣ୍ଟା ବହୁ ଚର୍ଚ୍ଚିତ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ମତଦାନ ହେବ। କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ବୁଥ୍‌ ସଂଖ୍ୟା ୨୬୫ରୁ ୩୭୩କୁ ବୃଦ୍ଧି କରାଯାଇଛି । ୧୯୪୦ ଜଣ ପ୍ରିଜାଇଡିଙ୍ଗ୍‌ ପୋଲିଂ ଅଧିକାରୀ ମତଦାନ କେନ୍ଦ୍ରରେ ପହଞ୍ଚି ସାରିଛନ୍ତି।…
ଅଧିକ ଖବର ଦେଖନ୍ତୁ...

୪ ମାସ ମଧ୍ୟରେ ୨୫୦ କୋଟି ଟଙ୍କାର ‘କରୋନିଲ୍‌’ ବିକ୍ରି କରିଛି ପତଞ୍ଜଳି

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ୍‌ ବିରୋଧରେ ଲଢ଼େଇ କରିବାକୁ ବାବା ରାମଦେବଙ୍କ ଆୟୁର୍ବେଦ ସଂସ୍ଥା ‘ପତଞ୍ଜଳି’ ପ୍ରସ୍ତୁତ କରିଥିବା ‘କରୋନିଲ୍‌’ ‌୪ ମାସ ମଧ୍ୟରେ ୨୫ ଲକ୍ଷ କିଟ୍‌ ବିକ୍ରି କରିଛି। ଏହି କିଟ୍‌ର ଦାମ ପ୍ରାୟ ୨୫୦ କୋଟି। ଅର୍ଥାତ ପତଞ୍ଜଳି ୪ ମାସ ମଧ୍ୟରେ ‘କରୋନିଲ୍‌’…
ଅଧିକ ଖବର ଦେଖନ୍ତୁ...

ମଥୁରା: ନନ୍ଦବାବା ମନ୍ଦିରରେ ୨ଜଣ ବ୍ୟକ୍ତି ପଢ଼ିଲେ ନମାଜ; ୪ ଜଣଙ୍କ ନାମରେ ରୁଜ୍ଜୁହେଲା ମାମଲା

ମଥୁରା: ଉତ୍ତରପ୍ରଦେଶ ମଥୁରାର ଏକ ମନ୍ଦିରରେ ଦୁଇଜଣ ମୁସଲମାନ ବ୍ୟକ୍ତି ପ୍ରବେଶ କରି ମନ୍ଦିର ମଧ୍ୟରେ ନମାଜ ପାଠ କରିବା ଘଟଣାକୁ କେନ୍ଦ୍ର କରି ଦେଶବ୍ୟାପି ଚର୍ଚ୍ଚା ଓ ପ୍ରତିକ୍ରିୟା ସୃଷ୍ଟି ହୋଇଛି। ମନ୍ଦିର ପରିସର ମଧ୍ୟରେ ଦୁଇ ମୁସଲମାନ ବ୍ୟକ୍ତିଙ୍କ ନମାଜ ପାଠର ଫଟୋ ସାମାଜିକ ଗଣମାଧ୍ୟମରେ…
ଅଧିକ ଖବର ଦେଖନ୍ତୁ...

ଖୋର୍ଦ୍ଧା ସହରର ରାସ୍ତାଘାଟର ଦୂରାବସ୍ଥା; କଂଗ୍ରେସର ଧାରଣା ପରେ, ୧୫ ଦିନ ମଧ୍ୟରେ କାମ ଶେଷ କରିବାକୁ ପ୍ରଶାସନର…

ଖୋର୍ଦ୍ଧା: ରାଜ୍ୟ ରାଜଧାନୀର ଜିଲ୍ଲା ଖୋର୍ଦ୍ଧା । ଖୋର୍ଦ୍ଧା ଜିଲ୍ଲାର ମୁଖ୍ୟାଳୟ ଖୋର୍ଦ୍ଧା ସହର । କିନ୍ତୁ ସହରର ସମସ୍ତ ପ୍ରମୁଖ ରାସ୍ତାଘାଟ ଏଭଳି ୧୦୦ ମିଟର ଯିବାକୁ ଅଧଘଂଟା ସମୟ ଲାଗେ । ଏନେଇ ବିଭିନ୍ନ ସମୟରେ ବିଭିନ୍ନ ସାମାଜିକ ଅନୁଷ୍ଠାନ, ରାଜନୈତିକ ଦଳ ଜିଲ୍ଲାପ୍ରଶାସନକୁ ଦାବିପତ୍ର…
ଅଧିକ ଖବର ଦେଖନ୍ତୁ...

ରାଜନୀତିରେ ସବୁ ସମ୍ଭବ! ରାମବିଳାସ ପାଶୱାନଙ୍କ ମୃତ୍ୟୁରେ ପୁତ୍ର ଚିରାଗଙ୍କୁ ଛନ୍ଦି ଘଟଣାର ତଦନ୍ତ ପାଇଁ…

ପାଟନା/ ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଲୋକ ଜନଶକ୍ତି ପାର୍ଟି (ଏଲ୍‌ଜେପି) ସୁପ୍ରିମୋ ରାମବିଳାସ ପାଶୱାନଙ୍କ ମୃତ୍ୟୁକୁ ନେଇ ଆଜି (ସୋମବାର) ପ୍ରଶ୍ନ ଉଠାଇଛି ଏନ୍‌ଡିଏ ସହଯୋଗୀ ଜତୀନ ରାମ ମାଞ୍ଜିଙ୍କ ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା (ହାମ)। ପାଶଓ୍ଵାନଙ୍କ ମୃତ୍ୟୁ ଘଟଣାରେ…
ଅଧିକ ଖବର ଦେଖନ୍ତୁ...

୮୦ ବୟସର ସୁବର୍ଣ୍ଣ ଭତ୍ତା ପାଇବା ପାଇଁ ଯୋଗ୍ୟ, ହେଲେ ମିଳୁନି

ଜୟପୁର: ବହୁ ବୃଦ୍ଧ, ବୃଦ୍ଧା, ବିଧବା, ଦିବ୍ୟାଙ୍ଗ ଆଦି ଭତ୍ତା ପାଇବା ପାଇଁ ଯୋଗ୍ୟ। ତେବେ ବହୁ ବର୍ଷ ଧରି ସରକାରୀ ବାବୁ ,ବାବୁଆଣୀ, ରାଜନୈତିକ ନେତାଙ୍କ ଖାମଖିଆଲି, ଇଛାଶକ୍ତି ଅଭାବରୁ ଯୋଗ୍ୟ ହିତାଧିକାରୀମାନେ ଏଥିରୁ ବଂଚିତ। କେନ୍ଦ୍ର ଓ ରାଜ୍ୟ ସରକାର ଏଭଳି ସବୁ ଯୋଗ୍ୟ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଅଫିସରେ ପରିସ୍ଥିତି ଅନୁକୂଳ ରହିବ। ସହକର୍ମୀଙ୍କ ମାଧୢମରେ ଲାଭ ପାଇବେ। ବ୍ୟବସାୟ ବିସ୍ତାର କରିବେ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ବୃଷ: ଆପଣଙ୍କର ଏକାଗ୍ରତା ବୃଦ୍ଧି ହେବ। ବଡ଼ କ˚ପାନି ସହ ଡିଲ୍‌ କରିବାର ସୁଯୋଗ ପାଇପାରନ୍ତି। ଘରକୁ ବନ୍ଧୁ ଆସିବେ। ପାରିବାରିକ…
ଅଧିକ ଖବର ଦେଖନ୍ତୁ...

ଶାହାରୁଖଙ୍କ ଜନ୍ମଦିନରେ ଗରିବ ଲୋକଙ୍କୁ ୫୫୫୫ କୋଭିଡ କିଟ୍ ଦାନ କରିବାକୁ ଘୋଷଣା କଲେ ପ୍ରଶଂସକ

ମୁମ୍ବାଇ: ପ୍ରଶଂସକମାନଙ୍କ ହୃଦୟରେ ରାଜ୍ କରିବା ସହିତ ରୋମାଣ୍ଟିକ ହିରୋ ଭାବେ ବଲିଉଡରେ ବେଶ୍ ପରିଚିତ ଥିବା ଅନନ୍ୟ ଅଭିନେତା ଶାହାରୁଖଙ୍କ ଆଜି ଜନ୍ମ ଦିନ । ସେ ୫୫ ବର୍ଷରେ ପଦାର୍ପଣ କରିଛନ୍ତି । ପିଲାଠାରୁ ବଡ଼ ପର୍ଯ୍ୟନ୍ତ ସବୁ ବର୍ଗର ଲୋକ ତାଙ୍କ ପ୍ରଶଂସକ ତାଲିକାରେ ସାମିଲ ଅଛନ୍ତି ।…
ଅଧିକ ଖବର ଦେଖନ୍ତୁ...

ଭବାନୀପାଟଣାରେ ପୁଲିସର ଜୁଆ ଆଡ୍ଡା ଉପରେ ଚଢ଼ାଉ, ୧୩ ଗିରଫ

ଭବାନୀପାଟଣା: ଭବାନୀପାଟଣା ସହରର ମହାଵୀରପଡା ହାତିରାମ ଗଳି ଓ ନୂଆପଡାର ଏକ ଗଳିରେ ଜୁଆ ଖେଳ ଚାଲି ଥିବା ବେଳେ ଟାଉନଥାନା ପୁଲିସ ପକ୍ଷରୁ ଚଢ଼ାଉ କରାଯାଇଥିଲା । ଏହି ଘଟଣାରେ ପୁଲିସ ୧୨ ଜଣଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ଠାରୁ ୮ ହଜାର ୮୩୦ ଟଙ୍କା ଓ ବହୁ ସଂଖ୍ୟା ରେ ତାସ ଜବତ କରିବା…
ଅଧିକ ଖବର ଦେଖନ୍ତୁ...

କଡ଼ାସୁରକ୍ଷାରେ ବୁଥ୍‌ ଅଭିମୁଖେ ଗଲେ ପୁଲିଂ ପାର୍ଟି

ବାଲେଶ୍ବର: ଶନିବାର ଅପରାହ୍‌ଣରୁ ପୁଲିଂ ପାର୍ଟିମାନେ ଭିଭିପାଟ୍‌ ମେସିନ, କୋଭିଡ କିଟ୍‌ ଏବଂ ଅନ୍ୟାନ୍ୟ ସରଞ୍ଜାମ ସହ ସେମାନଙ୍କ ଗନ୍ତବ୍ୟସ୍ଥଳ ଅଭିମୁଖେ ବାହାରିଛନ୍ତି। ସ୍ଥାନୀୟ ମିସନ ପଡ଼ିଆରୁ କଡ଼ା ସୁରକ୍ଷା ମଧ୍ୟରେ ପୁଲିଂପାର୍ଟିମ‌ାନେ ଯାଇଥିଲେ। ଭୋଟଗ୍ରହଣ ଏବଂ ପରିଚାଳନା ପାଇଁ ୧୮ଶହ…
ଅଧିକ ଖବର ଦେଖନ୍ତୁ...