Daily Archives

November 3, 2020

ପ୍ରସାର ଭାରତୀ ନାମରେ ଠକେଇ

ଜୟପୁର: ପଦବି ଅସଲି। କିନ୍ତୁ ନିଯୁକ୍ତି ପତ୍ର ନକଲି। ପ୍ରସାର ଭାରତୀ ପକ୍ଷରୁ ଜୟପୁର ଆକାଶବାଣୀର ଲୋଗୋ, ପ୍ୟାଡ୍ ଓ ଷ୍ଟାମ୍ପ ସହ ବରିଷ୍ଠ ଅଧିକାରୀଙ୍କର ସ୍ବାକ୍ଷର ରହିଛି। ଅତି ସୁନ୍ଦର ଭାବେ ଇଂରାଜିରେ ଡ୍ରାଫ୍ଟ ହୋଇଛି। ଏପରି ଭାବେ ବିସ୍ତୃତ ହୋଇଛି ଯେ ଯେକୌଣସି ଲୋକବି ବିଶ୍ବାସ…
ଅଧିକ ଖବର ଦେଖନ୍ତୁ...

ପିଡ଼ିଏସ ଚାଉଳ ଟ୍ରକ ଓଲଟି ଜଣେ ଗୁରୁତର

କାମାକ୍ଷାନଗର : ଢେ଼ଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ଆଜି ରାତି ୧୦ଟା ୩୦ରେ ଏକ ପିଡ଼ିଏସ ଚାଉଳ ବୋଝେଇ ଟ୍ରକ ଓଲଟି ଜଣେ ଗୁରୁତର ଆହତ ହୋଇ କାମାକ୍ଷାନଗର ଉପଖଣ୍ଡ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି । ଏଠାରେ ତାଙ୍କର ଚିକିତ୍ସା ଚାଲୁଅଛି । ସୂଚନାନୁସାରେ ଆଜି ଏକ ଟ୍ରକ ଚାଉଳ ନେଇ…
ଅଧିକ ଖବର ଦେଖନ୍ତୁ...

ବର୍ଷ ତମାମ କଲବଲ କରୁଛନ୍ତି ଆନ୍ଧ୍ର-କଳାହାଣ୍ଡି-କନ୍ଧମାଳ ହାତୀ

ରାୟଗଡ଼ା: ରାୟଗଡ଼ାରେ ବଢ଼ୁନି ହାତୀବଂଶ। କିନ୍ତୁ ବଢ଼ି ଚାଲିଛି ପଡୋଶୀ ହାତୀଙ୍କ ଦୌରାତ୍ମ୍ୟ। ବର୍ଷ ତମାମ ଜିଲ୍ଲାରେ କନ୍ଧମାଳ-କଳାହାଣ୍ଡି-ଆନ୍ଧ୍ର ହାତୀପଲଙ୍କ ଉପସ୍ଥିତି ଯୋଗୁ ଚାଷୀ କ୍ଷତି ସହୁଥିବା ବେଳେ ହାତୀଙ୍କୁ ଅନ୍ୟତ୍ର ଘଉଡାଇବା ପାଇଁ ବନ ବିଭାଗକୁ ନାକେଦମ୍ ହେବାକୁ ପଡୁଛି। ଗତ ୩…
ଅଧିକ ଖବର ଦେଖନ୍ତୁ...

କଙ୍ଗନାଙ୍କ ବିରୋଧରେ ଅପରାଧିକ ମାମଲା ଦାୟର କଲେ ଗୀତିକାର ଜାଭେଦ୍ ଅଖତର

ମୁମ୍ବାଇ: ଜଣାଶୁଣା ଗୀତିକାର ଜାଭେଦ୍ ଅଖତର ବିଭିନ୍ନ ନ୍ୟୁଜ୍ ଚ୍ୟାନେଲରେ ତାଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଥିବାରୁ ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କ ବିରୋଧରେ ମାନହାନୀ ମାମଲା ରୁଜ୍ଜୁ କରିଛନ୍ତି। ମୁମ୍ବାଇର ଆନ୍ଧେରିସ୍ଥିତ ମେଟ୍ରୋପଲିଟାନ୍ ମାଜିଷ୍ଟ୍ରେଟଙ୍କ ଅଦାଲତରେ ମାମଲା…
ଅଧିକ ଖବର ଦେଖନ୍ତୁ...

କନ୍ଧମାଳରେ ଶ୍ରୀପଦ୍ଧତିରେ ଗଂଜେଇ ଚାଷ, ମାଫିଆଙ୍କ ପାଇଁ ଅମରାବତୀ ପାଲଟିଛି ସାରଙ୍ଗଗଡ

ଫୁଲବାଣୀ: ଅଧିକ ଫସଲ ଉତ୍ପାଦନ ହେବ, ଚାଷୀ ଅଧିକ ଲାଭବାନ ହେବେ। ଏଭଳି ଲକ୍ଷ୍ୟରେ ସଂପ୍ରତି ଶ୍ରୀପଦ୍ଧତି ପ୍ରଣାଳୀ ଚାଷକୁ ସରକାର ଗୁରୁତ୍ବ ଦେଉଛନ୍ତି। ଏଥି ନିମନ୍ତେ ଚାଷୀଙ୍କୁ ସବୁ ପ୍ରକାର ସାହାଯ୍ୟ ବି ଯୋଗାଇ ଦେଉଛନ୍ତି ସରକାର। ଧାନ ନୁହେଁ କି ଅନ୍ୟାନ୍ୟ ଚାଷ ନୁହେଁ। ଚଳିତ ବର୍ଷ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌-୧୩: ମୁମ୍ବାଇ ଇଣ୍ଡିଆନ୍ସ‌କୁ ୧୦ ୱିକେଟରେ ପରାସ୍ତ କରି ପ୍ଲେ ଅଫ୍‌କୁ ଗଲା ସନରାଇଜର୍ସ ହାଇଦ୍ରାବାଦ୍

ସାରଜା: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୫୬ତମ ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସ‌କୁ ୧୦ ୱିକେଟରେ ପରାସ୍ତ କଲା ସନରାଇଜର୍ସ ହାଇଦ୍ରାବାଦ୍ । ଦ୍ବିତୀୟ ପାଳିରେ ହାଇଦ୍ରାବାଦ ୧୫୦ ରନ୍‌ର ଲକ୍ଷ୍ୟକୁ ପିଛା କରି ୧୭.୧ ଓଭରରେ କିଛି ବି ୱିକେଟ ନ ହରାଇ ଏହାକୁ ହାସଲ କରିଛି ।…
ଅଧିକ ଖବର ଦେଖନ୍ତୁ...

ରାସ୍ତାକଡ଼ ଆର୍ବଜନା ଉଠାଇବା ପାଇଁ ନିଅଣ୍ଟ ପଡୁଛି ଗାଡ଼ି

ଭଞ୍ଜନଗର: ସ୍ବଚ୍ଛ ପରିବେଶ ସୁସ୍ଥ ପରିବେଶ। ସ୍ବଚ୍ଛ ଭାରତ ଅଭିଯାନରେ ସହରାଞ୍ଚଳ ଗୁଡ଼ିକରେ ହୋଇଥିବା ବିପର୍ଯ୍ୟସ୍ତ ପରିମଳରେ ସୁଧାର ଆଣିବା ପାଇଁ ସରକାର ଯୋଜନା ପରେ ଯୋଜନା ଗ୍ରହଣ କରୁଛନ୍ତି। ସହରକୁ ସ୍ବଚ୍ଛ ଓ ସୁନ୍ଦର କରିବା ପାଇଁ ପ୍ରତି ଘରକୁ ଡଷ୍ଟବିନ୍ ବଣ୍ଟନ କରାଯିବା ସହ ଘରକୁ ଘର…
ଅଧିକ ଖବର ଦେଖନ୍ତୁ...

ବାପା ମାଆ ଆରପାରିରେ, ମାଟିରେ ମିଶିଛି ଘର, କେଉଁଠି ରହିବେ ବିରଜୁ !

କୁତ୍ରା : ବିଦେଶରୁ, ସେ ପୁଣି ବିଦେଶର ଜେଲ୍‌ରୁ ଘରକୁ ଫେରିବାର ଖୁସି ଅତି ସ୍ବତନ୍ତ୍ର। କିନ୍ତୁ ସେ ଖୁସିରେ ବି ଥାଏ କିଛି କଳାଦାଗ। କେବେ କେବେ ଗୋଟିଏ ଶୂନ୍ୟତାରୁ ଆଉ ଗୋଟିଏ ଶୂନ୍ୟତାକୁ ଫେରିବା ଭଳି ଘଟଣା ଘଟେ। ଯାହାକୁ ନେଇ ଜଣେ ଖୁସି ହେବ ନା ଦୁଃଖ କରିବ, ଦ୍ବନ୍ଦ ଉପୁଜେ। ବୋଧହୁଏ…
ଅଧିକ ଖବର ଦେଖନ୍ତୁ...

ଆସନ୍ତା ଜାନୁୟାରୀରୁ ଆରମ୍ଭ ହେବ ‘ବଚ୍ଚନ ପାଣ୍ଡେ’ର ସୁଟିଂ, ମୁଖ୍ୟ ଭୂମିକାରେ ନଜର ଆସିବେ ଅକ୍ଷୟ କୁମାର

ମୁମ୍ବାଇ: ଆସନ୍ତା ଜାନୁୟାରୀରୁ ଆରମ୍ଭ ହେବ ଫିଲ୍ମ 'ବଚ୍ଚନ ପାଣ୍ଡେ' ର ସୁଟିଂ | ଏହି ସିନେମାରେ ମୁଖ୍ୟ ଭୂମିକାରେ ଅକ୍ଷୟ କୁମାର ଓ କ୍ରିତି ସାନନ ନଜର ଆସିବେ | ସିନେ ସମୀକ୍ଷକ ତରଣ ଆଦର୍ଶ ଆଜି ଏବାବଦରେ ସୂଚନା ଦେଇଛନ୍ତି | ମିଳିଥିବା ସୂଚନା ମୁତାବକ ଏହି ଚଳଚ୍ଚିତ୍ରଟି ଆକ୍ସନ୍ ଏବଂ କମେଡି…
ଅଧିକ ଖବର ଦେଖନ୍ତୁ...

ମାତ୍ର ୨,୨୫୦ ଟଙ୍କାର ପେନ୍‌ସନ୍‌ ପାଇଁ ୯୦ ବର୍ଷୀୟ ପତ୍ନୀଙ୍କୁ ଠେଙ୍ଗାରେ ପିଟି ହତ୍ୟା କଲେ ଆନ୍ଧ୍ରର ୯୨ ବର୍ଷିୟ…

ହାଇଦ୍ରାବାଦ: ପତ୍ନୀଙ୍କୁ ହତ୍ୟା କରିଥିବା କାରଣରୁ ଆନ୍ଧ୍ରପ୍ରଦେଶ ପୁଲିସ ଗୁଣ୍ଟୁର୍‌ ଜିଲ୍ଲା ଅନ୍ତର୍ଗତ ଅମୃତଲୁରୁ ବ୍ଲକ୍‌ର ୟାଲାବରୁ ଗ୍ରାମର ଜଣେ ୯୨ ବର୍ଷିୟ ବ୍ୟକ୍ତିଙ୍କୁ ଗିରଫ କରିଛି। ସୋମବାର ମାତ୍ର ୨, ୨୫୦ ଟଙ୍କାର ପେନ୍‌ସନ ଅର୍ଥର‌ ଭାଗବାଣ୍ଟକୁ ନେଇ କଳହରୁ ଏମ୍‌.ସାମୁଏଲ୍‌…
ଅଧିକ ଖବର ଦେଖନ୍ତୁ...