Daily Archives

November 3, 2020

କହ୍ନେୟା କୁମାରଙ୍କୁ ମାଙ୍କଡ କହିଥିବା ଗିରଫ ବିଧାୟକଙ୍କୁ ମିଳିଲା ଜାମିନ

ପାଟନା: କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ (ସିପିଆଇ) ନେତା ତଥା ଜେଏନୟୁ ଛାତ୍ର ସଂଗଠନର ପୂର୍ବତନ ସଭାପତି କହ୍ନେୟା କୁମାରଙ୍କୁ ମାଙ୍କଡ କହିଥିବା ଓ ଟଙ୍କା ବଣ୍ଟନ ଅଭିଯୋଗରେ ଗିରଫ ହୋଇଥିବା ଜେଡିୟୁ ବିଧାୟକ ଶେଷରେ ଜାମିନରେ ମୁକୁଳିଛନ୍ତି | ମିଳିଥିବା ସୂଚନା ମୁତାବକ କିଛି ଦିନ ତଳେ…
ଅଧିକ ଖବର ଦେଖନ୍ତୁ...

ବିଦ୍ୟୁତ ଶୁଳ୍କ ବୃଦ୍ଧି ଓ ଘରୋଇକରଣକୁ ବିରୋଧ, ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ବିକ୍ଷୋଭ

ବଅଁରପାଳ: ଅନୁଗୁଳ ଜିଲ୍ଲା ବଅଁରପାଳ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଆଜି କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ରାଜ୍ୟରେ ବିଦ୍ୟୁତ ଶୁଳ୍କ ବୃଦ୍ଧି, କେନ୍ଦ୍ରସରକାରଙ୍କ ସରକାରୀ ଉଦ୍ୟୋଗକୁ ଘରୋଇକରଣ ଉଦ୍ୟମ, ଶ୍ରମିକ କୃଷକ ମାରଣା ନୀତି ଓ ଅନ୍ୟ କର୍ମଚାରୀ ମାରଣା ନୀତି ପ୍ରତିବାଦରେ…
ଅଧିକ ଖବର ଦେଖନ୍ତୁ...

ବିପୁଳ ପରିମାଣର ବେଆଇନ ବାଣ ଜବତ, ୨ ଅଟକ

ଯାଜପୁର: ଯାଜପୁର ଜିଲ୍ଲା ମଙ୍ଗଳପୁର ପୁଲିସ ପକ୍ଷରୁ ବିପୁଳ ପରିମାଣର ବେଆଇନ ବାଣ ଜବତ କରାଯାଇଛି। ସୂଚନା ଅନୁସାରେ ବେଆଇନ ଭାବେ ବାଣ ତିଆରିର ଖଵର ପାଇଁ ମଙ୍ଗଳପୁରର ଏକ ଟିମ ଦଶରଥପୁର ବ୍ଲକ କସପା ପଂଚାୟତ କାମଳପୁର ଗାଁରେ ସୁରେନ୍ଦ୍ର ସାହୁ ଓ ପ୍ରକାଶ ସାହୁଙ୍କ ଘରେ ଚଢାଉ କରିଥିଲେ। ପୁଲିସ…
ଅଧିକ ଖବର ଦେଖନ୍ତୁ...

ଡ୍ୟୁଟି କରି କରୋନା ଆକ୍ରାନ୍ତ ହେଲେ, ତାପରେ ଛଟେଇ ହେଲେ

ସମ୍ବଲପୁର: କୋଭିଡ ଡାକ୍ତରଖାନାରେ କାର୍ଯ୍ୟରତ ଅବସ୍ଥାରେ କରୋନା ପଜିଟିଭ ହେଲି। ଏଥିଯୋଗୁଁ ବାପା, ମା’ ବି ପଜିଟିଭ ହେଲେ। କରୋନା ଆକ୍ରାନ୍ତ ଅନ୍ୟାନ୍ୟ କର୍ମଚାରୀ ଯେତେବେଳେ ଛୁଟିରେ ଥିଲେ, ମୁଁ ଘରେ ରହି ନିୟମିତ କାର୍ଯ୍ୟ ବି କରିଛି କିନ୍ତୁ ବିନା ନୋଟିସରେ ଚାକିରି ଛଟେଇ କରି ଦିଆଗଲାଯ।…
ଅଧିକ ଖବର ଦେଖନ୍ତୁ...

ବିହାର ପରେ ଏବେ ମିଶନ ପଶ୍ଚିମବଙ୍ଗ ପାଇଁ ଅଣ୍ଟା ଭିଡ଼ିଲେ ଶାହା!

କୋଲକାତା: ଆସନ୍ତାବର୍ଷ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବ। ଆଉ ଭାରତୀୟ ଜନତା ପାର୍ଟି, ମମତା ବାନାର୍ଜୀ ସରକାରକୁ ହଟାଇବାକୁ ଚେଷ୍ଟା ଆରମ୍ଭ କରିଛି । ତୃଣମୂଳ କଂଗ୍ରେସ ସରକାରକୁ ହଟାଇବା ପାଇଁ ବିହାର ନିର୍ବାଚନ ଚାଲିଥିବା ସମୟରେ ମଧ୍ୟ ପଶ୍ଚିମବଙ୍ଗ ଉପରେ ବିଜେପିର ଧ୍ୟାନ କେନ୍ଦ୍ରିତ…
ଅଧିକ ଖବର ଦେଖନ୍ତୁ...

ଧାନ ଏମଏସପିକୁ ନେଇ ନୀତିଶ ଓ ବିଜେପିକୁ ଟାର୍ଗେଟ କଲେ ରାହୁଲ ଗାନ୍ଧୀ

ପାଟନା: ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମଏସପିକୁ ନେଇ ଆଜି କେନ୍ଦ୍ର ସରକାର ଓ ନୀତିଶ ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ | ବିହାର ବିଧାନସଭା ନିର୍ବାଚନ ପାଇଁ କଟିହାରରେ ଆୟୋଜିତ ଏକ ଜନସଭାକୁ ସମ୍ବୋଧିତ କରି ରାହୁଲ କହିଛନ୍ତି ଯେ ଛତିଶଗଡ଼ରେ ଧାନ କୁଇଣ୍ଟାଲ…
ଅଧିକ ଖବର ଦେଖନ୍ତୁ...

ଗୁଳି ଫୁଟାଇ ପେଟ୍ରୋଲ ପମ୍ପ ସେଲସମ୍ୟାନ ଠାରୁ ଲୁଟ୍

କୋଷାଗୁମୁଡା/ନବରଙ୍ଗପୁର: ବନ୍ଧୁକରୁ ଫାଙ୍କା ଗୁଳି ଚାଳନା କରି ପେଟ୍ରୋଲ ପମ୍ପ ସେଲସମ୍ୟାନ ଠାରୁ ଲୁଟ୍ କରିଛନ୍ତି  ଦୁର୍ବୃତ୍ତ । ମାଲିକ ଅଟକାଇବା ପାଇଁ ଉଦ୍ୟମ କରିବାରୁ ମାଲିକ ପାଖରେ ପୁଣି ୨ ରାଉଣ୍ଡ ଫାଙ୍କା ଗୁଳି ଚାଳନା କରି ଘଟଣା ସ୍ଥଳରୁ ଚମ୍ପଟ ମାରିଛନ୍ତି ୨ ଜଣ ଦୁର୍ବୃତ୍ତ।…
ଅଧିକ ଖବର ଦେଖନ୍ତୁ...

ରାଷ୍ଟ୍ରାୟତ୍ତ ବ୍ୟାଙ୍କର ଜମାକାରୀଙ୍କ ଉପରେ ଲାଗୁହେବ ନାହିଁ ସେବାଶୁଳ୍କ: ଅର୍ଥ ମନ୍ତ୍ରାଳୟ

ନୂଆଦିଲ୍ଲୀ: କେତେକ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସେବାଶୁଳ୍କ ବା ସର୍ଭିସ ଚାର୍ଜରେ ଅତ୍ୟଧିକ ବୃଦ୍ଧି କରିଥିବା ନେଇ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇବା ପରେ ଆଜି ଏହି ପ୍ରସଙ୍ଗ ଉପରେ ଅର୍ଥ ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯିବା ସହ ବାସ୍ତବ ସ୍ଥିତି ସଂପର୍କରେ ସୂଚନା ଦିଆଯାଇଛି ।…
ଅଧିକ ଖବର ଦେଖନ୍ତୁ...

ପ୍ରଧାନମନ୍ତ୍ରୀ କନ୍ୟା ବିବାହ ଯୋଜନା: ଝିଅଙ୍କ ବିବାହ ପାଇଁ ମୋଦୀ ସରକାର ଦେଉଛନ୍ତି ୪୦ ହଜାର ଟଙ୍କା, ଜାଣନ୍ତୁ କେତେ…

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଅନେକ ମିଛ ଖବର ଭାଇରାଲ ହୋଇଥାଏ | ଆଉ ଏହି ଖବରର ସତ୍ୟତା ନ ଜାଣି ଅନେକ ଏହାକୁ ବିଶ୍ୱାସ ମଧ୍ୟ କରିନିଅନ୍ତି | ଠିକ ଏଭଳି ଏକ ଖବର ବାବଦରେ ଏବେ ଜଣାପଡିଛି ଯାହାକି ମିଛ ବୋଲି ଜଣାପଡିଛି | ମିଳିଥିବା ସୂଚନା ମୁତାବକ କିଛି ଦିନ ତଳେ ଏକ ବାର୍ତ୍ତା ଭାଇରାଲ…
ଅଧିକ ଖବର ଦେଖନ୍ତୁ...

ଧକ୍କା ହେବା ପରେ ନଦୀରେ ପଡିଲା କାର ଓ ଅଟୋ: ଜଣେ ମୃତ, ଏକାଧିକ ନିଖୋଜ

ନନ୍ଦପୁର: କୋରାପୁଟ ଜିଲ୍ଳା ପାଡୁଆ ଥାନା ଅନ୍ତର୍ଗତ ଦାର୍ଲିପୁଟ ନିକଟରେ ଆଜି ସନ୍ଧ୍ୟାରେ ଏକ କାର ଓ ଅଟୋ ମୁହାଁମୁହିଁ ଧକ୍କା ହେବା ପରେ ନଦୀକୁ ଗଳି ପଡିଛନ୍ତି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିଲାବେଳେ ଏକାଧିକ ନିଖୋଜ ଅଛନ୍ତି। ଉଦ୍ଧାର କାର୍ଯ୍ୟ ଜାରି ରହିଥିଲାବେଳେ ମୃତକଙ୍କ କୌଣସି…
ଅଧିକ ଖବର ଦେଖନ୍ତୁ...