Daily Archives

November 4, 2020

ଦୁର୍ନୀତିର ଗନ୍ତାଘର ପାଲଟିଛି ଗିନ୍ଦିଲାପାଲି : ଚୋରି ହୋଇଗଲା କମ୍ୟୁନିଟି ସେଣ୍ଟର!

ସମ୍ବଲପୁର: ଦୁର୍ନୀତିର ଗନ୍ତାଘର ପାଲଟିଛି ମହାନଗର ଉପକଣ୍ଠରେ ରହିଥିବା କଳାମାଟି ପଞ୍ଚାୟତ ଗିନ୍ଦିଲାପାଲି ଗ୍ରାମ। ସମସ୍ତ ସାଧନ ଥାଇ ମଧ୍ୟ ଗ୍ରାମରେ ପାନୀୟ ଜଳର କିଭଳି କୃତ୍ରିମ ସମସ୍ୟା ସୃଷ୍ଟି କରାଯାଇଛି ସେନେଇ ବୁଧବାର ‘ସମ୍ବାଦ’ରେ ଖବର ପ୍ରକାଶ ପାଇଥିଲା। ବୁଧବାର ଏହି ଗ୍ରାମର ଆଉ ଏକ…
ଅଧିକ ଖବର ଦେଖନ୍ତୁ...

ହିନ୍ଦୀରେ ଲେଖା ଏତଲା ପୁଲିସ ଗ୍ରହଣ କଲାନି !

ଝାରସୁଗୁଡ଼ା : ହିନ୍ଦୀରେ ଲେଖିବାରୁ ତାଙ୍କ ଏତଲା ପୁଲିସ ଗ୍ରହଣ କଲା ନାହିଁ ବୋଲି ଅଭିଯୋଗ ଆଣିଛନ୍ତି ଲକ୍ଷ୍ମୀ ନାଏକ ନାମକ ଜଣେ ମହିଳା। ଓଏମ୍‌ପିଠାରେ ରହୁଥିବା ଜଣେ ପୁଲିସ କର୍ମଚାରୀଙ୍କ ପତ୍ନୀ ଶ୍ରୀମତୀ ନାଏକ କହିଛନ୍ତି ଯେ ସେ ହିନ୍ଦୀରେ ଲେଖି ଏତଲା ଦେବାରୁ ତାକୁ ପୁଲିସ ଗ୍ରହଣ ନକରି…
ଅଧିକ ଖବର ଦେଖନ୍ତୁ...

ସମଲେଶ୍ବରୀ ମନ୍ଦିର ପାଇଁ ୨କୋଟି; ଯାତ୍ରୀ ନିବାସ, ଭୋଗ ମଣ୍ଡପର ହେବ ସମ୍ପ୍ରସାରଣ

ସମ୍ବଲପୁର, ୪।୧୧ (ଇମିସ): ୨ କୋଟି ଟଙ୍କାରେ ନିର୍ମାଣ ହେବ ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ବରୀଙ୍କ ଯାତ୍ରୀ ନିବାସ ଏବଂ ଭୋଗ ମଣ୍ଡପ। ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଅର୍ଥ ପର୍ଯ୍ୟଟନ ବିଭାଗକୁ ଦିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁସାରେ ସମଲେଶ୍ବରୀ ପୀଠର ସମ୍ପ୍ରସାରଣ ପାଇଁ…
ଅଧିକ ଖବର ଦେଖନ୍ତୁ...

ମାଟି ଖୋଳା ଛଡ଼ା କାମ ନାହିଁ ! ବଢ଼ୁଛି ପ୍ରବାସୀ ଶ୍ରମିକଙ୍କ ରୋଜଗାର ଚିନ୍ତା

ସମ୍ବଲପୁର (ଗାର୍ଗୀ ଶତପଥୀ) : ଘରକୁ ଫେରିଥିବା ପ୍ରବାସୀ ଶ୍ରମିକଙ୍କୁ ଏବେ ରୋଜଗାର ଚିନ୍ତା। ଯାହା କିଛି ଟଙ୍କା ପଇସା ଥିଲା ସରିଗଲାଣି। ଗାଁରେ କାମ ନାହିଁ। ଅଳ୍ପ କେତେକ ସ୍ଥାନରେ ମିଳୁଛି କେବଳ ମାଟି ଖୋଳା କାମ। ବାହାର ରାଜ୍ୟରେ ବିଭିନ୍ନ କଳକାରଖାନାରେ କାମ କରୁଥିବା କୁଶଳୀ ଶ୍ରମିକ ଏ…
ଅଧିକ ଖବର ଦେଖନ୍ତୁ...

ସମ୍ବଲପୁର ସହର ଉପକଣ୍ଠରେ ମରୁଭୂମିର ଜଳକଷ୍ଟ, ପାଣି ନାହିଁ ବୋଲି ଗାଁକୁ ବନ୍ଧୁବାନ୍ଧବ ମନା!

ସମ୍ବଲପୁର (ତେଜସ୍କର ମହାପାତ୍ର): ପାଣି ନାହିଁ ବୋଲି ଗାଁକୁ ବନ୍ଧୁବାନ୍ଧବ ମନା। ବିଶ୍ବାସ ହେଉନଥିଲେ ବି ସମ୍ବଲପୁର ମହାନଗର ନିଗମ ଉପକଣ୍ଠରେ ଥିବା ଗିନ୍ଦିଲାପାଲିରେ ଏଭଳି ଚିତ୍ର ଦେଖିବାକୁ ମିଳିଛି। ‘ସମ୍ବାଦ’ର ଗ୍ରାଉଣ୍ଡ ଜିରୋ ରିପୋର୍ଟିଂ ସମୟରେ ଏହି ତଥ୍ୟ ସାମ୍ନାକୁ ଆସିଛି।…
ଅଧିକ ଖବର ଦେଖନ୍ତୁ...

ପାୱାର ଚ୍ୟାନେଲ୍‌ରୁ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର

ସମ୍ବଲପୁର: ବୁଧବାର ବୁର୍ଲା ଥାନା ଅଠରହଜାରଠାରେ ହୀରାକୁଦର ପାୱାର ଚ୍ୟାନେଲ୍‌ରେ ବୁଧବାର ଜଣେ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକଣଙ୍କ ବୁର୍ଲା ଥାନା ବିଷ୍ଣୁମନ୍ଦିର ପଡ଼ାର ପ୍ୟାରୀ କୁମ୍ଭାର(୪୫) ବୋଲି ଜଣାପଡ଼ିଛି। ଏନେଇ ବୁର୍ଲା ଥାନାରେ ଏକ ନିଖୋଜ ମାମଲା ରୁଜୁ…
ଅଧିକ ଖବର ଦେଖନ୍ତୁ...

୫୦ ହଜାର ଟଙ୍କା ମୂଲ୍ୟର ଶାଗୁଆନ କାଠ ଜବତ, ଜଣଙ୍କୁ ଗିରଫ କଲା ବନ ବିଭାଗ

ନୂଆପଡା; ଶାଗୁଆନ କାଠ ଚୋରା ଚାଲାଣ କରୁଥିବାବେଳେ ଧରିଲା ବନ ବିଭାଗ | ନୂଆପଡା ଜିଲ୍ଲା ସିନାପାଲି ବନ ବିଭାଗ ପକ୍ଷରୁ ବିପୁଳ ଶାଗୁଆନ କାଠ ଜବତ ସହ ଜଣକୁ ଗିରଫ କରାଯାଇଛି। ଗିରଫ ବ୍ୟକ୍ତି ଜଣକ ନଙ୍ଗଲବୋଡ ପଞ୍ଚାୟତ ଭଟ୍ଟାପାଣିର କଅଁର ମାଝୀ ବୋଲି ଜଣାପଡିଛି। ସୂଚନାନୁସାରେ ନଙ୍ଗଲବୋଡ ପଞ୍ଚାୟତ…
ଅଧିକ ଖବର ଦେଖନ୍ତୁ...

ଜମିବାଡି ବିବାଦକୁ ନେଇ ହତ୍ୟାକାଣ୍ଡ: ସାନ ଭାଇ ମୃତ୍ୟୁ, ବଡଭାଇ ଗୁରୁତର

ବନ୍ତଳା: ଅନୁଗୁଳ ବ୍ଲକ ରନ୍ତଲେଇ ପଞ୍ଚାୟତ ହରିବେରଣୀ ଗାଁ ନିକଟରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁଳି ଫୁଟିବା ସହ ଭୁଜାଲି ଆକ୍ରମଣରେ ସାନ ଭାଇର ଜୀବନ ଯାଇଛି ଓ ବଡ଼ ଭାଇ ଗୁରୁତର ଅବସ୍ଥାରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଘୋଡ଼ାହାଡ଼ ଡ୍ୟାମ୍‌ରେ ଡଙ୍ଗା ଓଲଟି ଧୀବର ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ୍‌ ତାମ୍ପରା ହ୍ରଦରେ ଡଙ୍ଗା ବୁଡ଼ି ଜଣକ ମୃତ୍ୟୁ ଘଟିଥିଲା। ଏହାର ଦିନକ ପରେ ଦିଗପହଣ୍ଡି ବ୍ଳକ୍‌ ଘୋଡ଼ାହାଡ଼ ଡ୍ୟାମ୍‌ରେ ପୁଣି ଡଙ୍ଗା ଓଲଟି ଜଣେ ଧୀବରଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଦିଗପହଣ୍ଡି ବ୍ଲକ୍‌ ବାଲିଘାଇ ଗ୍ରାମର ରାଜେନ୍ଦ୍ର…
ଅଧିକ ଖବର ଦେଖନ୍ତୁ...

ଯୁବକ ଆମାଜନରୁ ମଗାଇଥିଲେ ୪୦ହଜାର ଟଙ୍କିଆ ମୋବାଇଲ; ଆସିଲା ଗୋଟିଏ ଫ୍ରକ୍

ପିଲିଭିତ: ଉତ୍ତର ପ୍ରଦେଶ ପିଲିଭିତରେ ଅନଲାଇନ ସପିଙ୍ଗ କମ୍ପାନି ଆମାଜନ ବିରୋଧରେ ଜଣେ ଯୁବକ ଠକେଇ ଅଭିଯୋଗ କରିଛନ୍ତି। ଯୁବକ ଜଣକ ଆମାଜନ ବିରୋଧରେ ଜାହାନାବାଦ ଥାନାରେ ଏକ ମାମଲା ରୁଜ୍ଜୁ କରିଛନ୍ତି। ଯୁବକଙ୍କ ଅଭିଯୋଗକୁ କେନ୍ଦ୍ର କରି ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ପିଲିଭିତ…
ଅଧିକ ଖବର ଦେଖନ୍ତୁ...