Daily Archives

November 5, 2020

ପରିବାର ଲୋକଙ୍କ କଥା ଶୁଣିଲେନି କବିତା, ଦିବ୍ୟାଙ୍ଗ ତାପସଙ୍କୁ ବାଛିନେଲେ ଜୀବନ ସାଥୀ

ଚିତ୍ରଡ଼ା: ଗତ ବୁଧବାର ଦିନ ଅନୁଷ୍ଠିତ ହୋଇଛି ଏକ ନିଆରା ବାହାଘର। ସାରା ଜୀବନ ପାଇଁ ଦିବ୍ୟାଙ୍ଗ ତାପସଙ୍କ ହାତଧରିଲେ କବିତା। ଏଭଳି ଏକ ନିଆରା ବାହାଘର ପାଇଁ ନବଦମ୍ପତିଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି। ଖବରରୁ ପ୍ରକାଶ କି ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ ମୋରଡ଼ା ପଞ୍ଚାୟତ…
ଅଧିକ ଖବର ଦେଖନ୍ତୁ...

କରୋନା କମିଲା, ଡେଙ୍ଗୁ ମାଡ଼ିଲା: ମୁକାବିଲା ପାଇଁ ଗଠନ ହେଲା ୭ ଟିମ୍

ରାୟଗଡ଼ା: ରାୟଗଡ଼ା ସହରରେ କରୋନା ପରେ ଏବେ କାୟା ବିସ୍ତାର କରି ଚାଲିଛି ଡେଙ୍ଗୁ। ୩ ମାସର ଦବଦବା ପରେ କରୋନା ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ହେଲେ ଡେଙ୍ଗୁ ସ୍ଥିତି ପୁଣି ଥରେ ଅଣାୟତ୍ତ ହେବାରେ ଲାଗିଛି। ଗତକାଲି ରାୟଗଡ଼ା ସହରରୁ ୩ ଡେଙ୍ଗୁ ପଜିଟିଭ୍ ଚିହ୍ନଟ ପରେ ଆକ୍ସନ୍ ମୁଡକୁ ଆସିଛି…
ଅଧିକ ଖବର ଦେଖନ୍ତୁ...

ରାଉରକେଲାରେ ବାଇକ୍‌ ଚୋରି: ୨ ଗିରଫ

ରାଉରକେଲା: ବାଇକ୍‌ ଚୋରି କରିବା ଓ ଚୋରା ବାଇକ୍‌ କିଣିବା ଅଭିଯୋଗରେ ପ୍ଲାଣ୍ଟ୍‌ ପୁଲିସ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ନୟାବଜାରର ଡେମ୍ବୁ ମୁଣ୍ଡା(୨୦) ଓ ମଧୁସୂଦନପଲ୍ଲୀର ଅଜୟ ବଞ୍ଜାରୀ ଓରଫ୍‌ ରିଙ୍କୁ। ଉଭୟଙ୍କୁ ଆଜି କୋର୍ଟଚାଲାଣ କରାଯାଇଛି।…
ଅଧିକ ଖବର ଦେଖନ୍ତୁ...

ବିଜେବି କଲେଜ ପରୀକ୍ଷା ଫଳ ପ୍ରକାଶିତ: କଳାହାଣ୍ଡି ଛାତ୍ରୀ ପଲ୍ଲବୀ ଯୋଶୀଙ୍କ କମାଲ

ଭବାନୀପାଟଣା: ଭୁବନେଶ୍ୱରସ୍ଥିତ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟରେ ବିଏସ୍‌ସି. ପରୀକ୍ଷାରେ କଳାହାଣ୍ଡିର ଛାତ୍ରୀ ପଲ୍ଲବୀ ଯୋଶୀ ପ୍ରଥମ ୧୦ ଜଣଙ୍କ ମଧ୍ୟରେ ଷଷ୍ଠ ସ୍ଥାନ ରଖି ସଫଳତା ହାସଲ କରିଛନ୍ତି। ପଲ୍ଲବୀ ଅର୍ନସ୍‌ ଓ ଡିଷ୍ଟିନ୍‌ସନ୍‌ ମଧ୍ୟ ପାଇଛନ୍ତି। ସେ ବିଜେବି କଲେଜରେ…
ଅଧିକ ଖବର ଦେଖନ୍ତୁ...

ସରଡେଗା ସାଇଡିଂର ଭିତିରି କଥା: ବିଲ୍‌ ପରେ ୧୦ ଲକ୍ଷର ପାଣିସିଞ୍ଚନ ଯନ୍ତ୍ରକୁ ଖୋଲି ଫିଙ୍ଗିଦେଲେ

ସୁନ୍ଦରଗଡ଼,  ଏମସିଏଲର ସରଡେଗା ରେଲୱେ ସାଇଡିଂରେ ପ୍ରଦୂଷଣ ରୋକିବା ଓ ସେଠାରେ କାର୍ଯ୍ୟରତ କର୍ମଚାରୀ, ଶ୍ରମିକଙ୍କ ସ୍ବାସ୍ଥ୍ୟ ରକ୍ଷା ପାଇଁ ଲଗାଯାଇଥିଲା ପାଣି ସିଞ୍ଚନ ଯନ୍ତ୍ର (ସ୍ପ୍ରିଂକଲର୍)। ଏଥିପାଇଁ ଖର୍ଚ୍ଚ ହୋଇଥିଲା ୧୦ ଲକ୍ଷ ଟଙ୍କା। କିନ୍ତୁ ଦେଢ଼ ମାସ ପରେ ଅଚାନକ ତାକୁ ଖୋଲି…
ଅଧିକ ଖବର ଦେଖନ୍ତୁ...

କୋରାପୁଟ ଜିଲ୍ଲା ଯୋଜନା କମିଟି ବୈଠକରେ ୧୨୩୩ କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ

କୋରାପୁଟ: ଜିଲ୍ଲା ଯୋଜନା କମିଟିର ବୈଠକରେ ଆଜି ଜିଲ୍ଲାର ବିଭିନ୍ନ ଉନ୍ନୟନ ପ୍ରକଳ୍ପକୁ ଅନୁମୋଦନ ମିଳିଛି। ଏହି ବୈଠକରେ ସମୁଦାୟ ୧୨୩୩ କୋଟି ଟଙ୍କା ପ୍ରକଳ୍ପ ପାଇଁ ବ୍ୟୟବରାଦ ହୋଇଛି। ବିଜୁ କେବିକେ ଯୋଜନାରେ ବିଭିନ୍ନ ପ୍ରକଳ୍ପ ସଂପର୍କରେ ଆଲୋଚନା କରାଯାଇଛି। ବୈଠକରେ ସଡକ,…
ଅଧିକ ଖବର ଦେଖନ୍ତୁ...

ଅଇପିଏଲ୍‌-୧୩ : ଦିଲ୍ଲୀ କ୍ୟାପିଟାଲ୍ସକୁ ୫୭ ରନ୍‌ରେ ପରାସ୍ତ କରି ଫାଇନାଲ୍‌ରେ ପହଞ୍ଚିଲା ମୁମ୍ବାଇ

ଦୁବାଇ : ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମଠାରେ ଖେଳାଯାଉଥିବା ଚଳିତ ଆଇପିଏଲର ପ୍ରଥମ କ୍ବାଲିଫାୟର ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୫୭ ରନ୍‌ରେ ପରାସ୍ତ କଲା ମୁମ୍ବାଇ ଇଣ୍ଡିଆନ୍ସ । ଦ୍ବିତୀୟ ପାଳିରେ ଦିଲ୍ଳୀ ୨୦୧ ରନ୍‌ର ବିଶାଳ ଲକ୍ଷ୍ୟକୁ ପିଛା କରି ୨୦ ଓଭରରେ ୮ ୱିକେଟ ହରାଇ ୧୪୩…
ଅଧିକ ଖବର ଦେଖନ୍ତୁ...

ଆସିଲାଣି ଦୀପାବଳୀ , ଖୋଜା ପଡ଼ିଲାଣି ମାଟି ଦୀପ

ବାଲିଅନ୍ତା: ଆଉ ଦିନ କେଇଟା ପରେ ଆଲୋକର ପର୍ବ ଦୀପାବଳୀ । ପୁରପଲ୍ଲୀର ପ୍ରତି ପରିବାରରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରି ବଡ଼ବଡ଼ୁଆ ଡାକିବା ପରଂପରା ଅନ୍ୟ ଏକ ବିଶେଷତ୍ବ ରହିଛି । ତେଣୁ ଦୀପାବଳୀ ଅବ୍ୟବହିତ ପୂର୍ବରୁ ଲୋକମାନେ ଏନେଇ ପ୍ରସ୍ତୁତି ଚଳାଇଛନ୍ତି । ମହାବିପତ୍ତି…
ଅଧିକ ଖବର ଦେଖନ୍ତୁ...

ରିଲାଏନ୍ସ ରିଟେଲ୍ ଭେଂଚର୍ସ ଲିମିଟେଡ୍‌ରେ ସାଉଦି ଆରବର ପିଆଇଏଫ୍‌ କଲା ୯,୫୫୫ କୋଟିର ପୁଞ୍ଜିନିବେଶ

ଭୁବନେଶ୍ୱର : ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଓ ରିଲାଏନ୍ସ ରିଟେଲ୍ ଭେଂଚର୍ସ ଲିିମିଟେଡ୍ ପକ୍ଷରୁ ଘୋଷଣା କରାଯାଇଛି ଯେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ସହଯୋଗୀ ସଂସ୍ଥା ରିଲାଏନ୍ସ ରିଟେଲ୍ ଭେଂଚର୍ସ ଲିମିଟେଡ୍ (ଆର୍‌ଆର୍‌ଭିଏଲ୍‌)ରେ ୨.୦୪ ପ୍ରତିଶତ ଇକ୍ୱିଟ ଅଂଶଧନ ପାଇଁ ସାଉଦି ଆରବର ଦି…
ଅଧିକ ଖବର ଦେଖନ୍ତୁ...

ଓକିଲଗୁଡ଼ା ପଥର ଖାଦାନ ବିସ୍ଫୋରଣ ଘଟଣାରେ ପ୍ରଶାସନ କଠୋର, ଅତିରିକ୍ତ ତହସିଲଦାରଙ୍କ ବିରୁଦ୍ଧରେ ହେବ ଶୃଙ୍ଖଳାଗତ…

ରାୟଗଡ଼ା: ଗୁଣପୁର ତହସିଲ ଓକିଲଗୁଡ଼ା ପଥର ଖାଦାନ ବିସ୍ଫୋରଣ ଘଟଣାରେ ୩ ଶ୍ରମିକଙ୍କ ଜୀବନ ଯିବା ପରେ ଆକ୍ସନ୍ ମୁଡକୁ ଆସିଛନ୍ତି ରାଜ୍ୟ ସରକାର। ପୂର୍ବରୁ ଏହି ଘଟଣାରେ ଗୁଣପୁର ତହସିଲଦାର ଲକ୍ଷ୍ମୀନାରାୟଣ ସାବତ, ସହକାରୀ ରାଜସ୍ବ ନୀରିକ୍ଷକ ଅନୁପ କୁମାର ମାର୍ଥା ନିଲମ୍ବିତ ହୋଇଛନ୍ତି। ଆଜି…
ଅଧିକ ଖବର ଦେଖନ୍ତୁ...