ସପ୍ତାହକ ପରେ ଦୀପାବଳି; ଆଶା ଓ ଆଶଙ୍କାରେ କୁମ୍ଭକାର ପରିବାର
ରାଉରକେଲା : ଆଉ ସପ୍ତାହକ ପରେ ଆଲୋକର ପର୍ବ ଦୀପାବଳି। ଇସ୍ପାତ ସହର ରାଉରକେଲାରେ ଏହି ପର୍ବ ଖୁବ୍ ଧୁମ୍ଧାମ୍ରେ ପାଳନ ହୁଏ। ସହର ରଙ୍ଗବେରଙ୍ଗ ଆଲୋକରେ ସୁସଜ୍ଜିତ ହେବା ସହ କୋଟି କୋଟି ଟଙ୍କାର ବାଣ ଶବ୍ଦରେ ପ୍ରକମ୍ପିତ ହୋଇ ଉଠେ। ଏଥର କରୋନା କଟକଣା ଯୋଗୁଁ ବାଣ ବିକ୍ରି ଓ ଫୁଟାଇବା…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...