Daily Archives

November 7, 2020

ଖୋଲା ଆକାଶ ତଳେ ଜୀବନଯାପନ କରୁଛନ୍ତି ଦୁର୍ଲଭ ଓ ତାଙ୍କ ପରିବାର; ସରକାରୀ ସୁବିଧାରୁ ବଞ୍ଚିତ ରହିଛନ୍ତି ପରିବାରର…

କଲମପୁର: କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ୍‌ ମଣ୍ଡଳ ମଣ୍ଡି ଠାରେ ଖୋଲା ଆକାଶ ତଳେ ଜୀବନଯାପନ କରୁଛନ୍ତି ଏକ ଯାଯାବର ପରିବାର। ପରିବାର ସଦସ୍ୟ ମୋଟ୍‌ ୯ ଜଣ ରହିଛନ୍ତି। ପରିବାର ମୁଖ୍ୟ ଦୁର୍ଲଭ ନାଗ (୪୦)ଙ୍କ ସହ ତାଙ୍କ ସ୍ତ୍ରୀ ଅହଲ୍ୟା ନାଗ (୩୭)।  ୧୦ ବର୍ଷରୁ କମ୍‌ ବୟସର ୬ ପୁଅ ଝିଅ ଏବଂ…
ଅଧିକ ଖବର ଦେଖନ୍ତୁ...

ଲଘୁ ଖଣିଜ ଦ୍ରବ୍ୟ ଚୋରା ଚାଲାଣ; ଦୁଇ ଦିନରେ ୫ ଲକ୍ଷ ଟଙ୍କା ‌ଜରିମାନା ଆଦାୟ

ଖୋର୍ଦ୍ଧା: ଖୋର୍ଦ୍ଧା ଉପଖଣ୍ଡରେ ଲଘୁଖଣିଜ ଦ୍ରବ୍ୟର ବ୍ୟାପକ ଚୋରାଚାଲାଣ ହେଉଥିବା ଖବର ସମ୍ବାଦରେ ଲଗାତର ପ୍ରକାଶିତ ହୋଇଥିଲା। ଖୋର୍ଦ୍ଧା ଉପଖଣ୍ଡରେ ବେଆଇନ କାରବାରକୁ ନିୟନ୍ତ୍ରଣ କରିବାକୁ ଏବେ ଜିଲ୍ଲା ପ୍ରଶାସନ ଅଣ୍ଟା ଭିଡ଼ିଛି। ଗତ ଦୁଇ ଦିନ ମଧ୍ୟରେ ଉପଖଣ୍ଡରେ ବିଭିନ୍ନ ସ୍ଥାନରେ ଚଢ଼ଉ…
ଅଧିକ ଖବର ଦେଖନ୍ତୁ...

ସୀମା ଟପିଯାଇଛି ଦାରିଦ୍ର୍ୟ ଯାତନା, ତିନି ଭଉଣୀ ମୁଣ୍ଡେଇଛନ୍ତି ପରିବାର ବୋଝ

ରାଉରକେଲା: ଘର ତିନି ପାଖରେ ଜଙ୍ଗଲ। ଘରଯାଏଁ ଯିବାକୁ ରାସ୍ତା ଖଣ୍ଡିଏ ନାହିଁ। ପାଦ ଚଳା ମାଟି ରାସ୍ତା। ବାଉଁଶ ତିଆରି ଘର ଓ ଉପରେ ପଲିଥିନ। ଘରର ଆକାର ୨ ଶହ ବର୍ଗଫୁଟ୍‌ରୁ ଅଧିକ ହେବନି। ମୋଟାମୋଟିଭାବେ କହିବାକୁ ଗଲେ ଝାଟି ମାଟିର କୁଡ଼ିଆ। ସାମାନ୍ୟ ବର୍ଷାରେ ଘର ସାରା କାଦୁଅ ପଚପଚ ।…
ଅଧିକ ଖବର ଦେଖନ୍ତୁ...

ସୋନପୁରରେ ସେକ୍ସ ରାକେଟ୍ ଘଟଣା, ମୁଖ୍ୟ ଅଭିଯୁକ୍ତ ଗିରଫ

ସୋନପୁର: ସୋନପୁର ରାମକୃଷ୍ଣ ନଗରଠାରେ ଗତ ମାସ ୬ତାରିଖରେ ସୋନପୁର ପୁଲିସ ଦ୍ବାରା ଠାବ ହୋଇଥିଲା ସେକ୍ସ ରାକେଟ୍‌। ଘଟଣାର ମୁଖ୍ୟ ଅଭିଯୁକ୍ତ ଦେବରାଜ ମେହେରଙ୍କୁ ଶୁକ୍ରବାର ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତ ଦେବରାଜର ଘର ବୀରମହାରାଜପୁର ଥାନା କେନ୍ଦୁପାଲି ଗାଁର…
ଅଧିକ ଖବର ଦେଖନ୍ତୁ...

ବିଧାତାର ତାଡ଼ନାରେ ୪ ଅନାଥ ନାବାଳକ ଭାଇଭଉଣୀ, ବାପା-ମା’ ଆରପାରିରେ, ସାହାରା ବୋଲି କେହି ନାହିଁ

ଭବାନୀପାଟଣା: ବାପା ମା ଆର ପାରିକୁ ଚାଲିଗଲେ । ଦୁନିଆ ଦେଖିବା ଆଗରୁ ୪ ଭାଇ ଭଉଣୀ ଅନାଥ ହୋଇଗଲେ । ଆହା କରିବାକୁ ପାଖରେ ତାଙ୍କର କେହି ନାହିଁ । ପରିବାର କହିଲେ ୪ ଅନାଥ ନାବାଳକ ଭାଇ ଭଉଣୀ । ବାପା ମା ନଥିବା ବେଳେ ଏବେ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି । ଯେଉଁ ହାତରେ ବହି ବସ୍ତାନୀ ଧରି…
ଅଧିକ ଖବର ଦେଖନ୍ତୁ...

ବାଇକ୍ ବୋହୁଛି ବାଲି ! ପ୍ରଶ୍ନବାଚୀରେ ତହସିଲଦାରଙ୍କ ବାଲି ଉଠାଣ ଅନୁମତି

ସୁନ୍ଦରଗଡ଼: ବାଇକ୍ ବୋହୁଛି ବାଲି। ୬ଟି ଟ୍ରାକ୍ଟର ସହ ହଜାରେ ସିଏମ୍‌ ବାଲି ଉଠାଇଛି ୨ଟି ବାଇକ୍। କଥାଟି ସତ ଲାଗୁ ନଥିଲେ ମଧ୍ୟ ଏମିତି ଏକ ଚାଞ୍ଚଲ୍ୟକର ତଥ୍ୟ ଆସିଛି ସୁନ୍ଦରଗଡ଼ ତହସିଲରୁ। ଖୋଦ୍‌ ତହସିଲଦାର ବାଲି ବୋହିବାକୁ ୮ଟି ଟ୍ରାକ୍ଟରକୁ ଅନୁମତି ଦେଇଥିବା ବେଳେ ସେଥିମଧ୍ୟରୁ ୨ଟି…
ଅଧିକ ଖବର ଦେଖନ୍ତୁ...

ଟାଙ୍ଗିଆ ଚୋଟରେ ଯୁବକ ଗୁରୁତର, ଅଭିଯୁକ୍ତ ଅଟକ

ବାଲିଅନ୍ତା: ବାଲିଅନ୍ତା ଥାନା ଅଧୀନ ବିଶରପୁର ଗ୍ରାମର କାଶିନାଥ ବେହେରା (୪୫) ନାମକ ଜଣେ ଯୁବକ ଟାଙ୍ଗିଆ ଚୋଟରେ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତି ହୋଇଛନ୍ତି । ଏହି ମାମଲାରେ ପୁଲିସ ଅଭିଯୁକ୍ତକୁ ଥାନାକୁ ଆଣି ପଚରାଉଚରା କରୁଛି । ଟାଙ୍ଗିଆ ଚୋଟରେ କାଶୀନାଥଙ୍କ ହାତରେ ଗଭୀର ଭାବେ…
ଅଧିକ ଖବର ଦେଖନ୍ତୁ...

ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ପାଇଁ ଗୌରବ ଆଣିଲେ ପ୍ରାଧ୍ୟାପକ ସୁକାନ୍ତ ନାୟକ

ବାରିପଦା: ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ(ଏନଓୟୁ) ପାଇଁ ଗୌରବ ଆଣିଛନ୍ତି ଜୈବ ପ୍ରଯୁକ୍ତି ବିଭାଗର ପ୍ରାଧ୍ୟାପକ ଡ. ସୁକାନ୍ତ କୁମାର ନାୟକ। ଯୁକ୍ତରାଷ୍ଟ୍ର ଆମେରିକାର ପ୍ରତିଷ୍ଠିତ ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରସ୍ତୁତ ବିଜ୍ଞାନର ବିଭିନ୍ନ ବିଭାଗରେ ୧ ଲକ୍ଷ ଶ୍ରେଷ୍ଠ ଗବେଷକଙ୍କ…
ଅଧିକ ଖବର ଦେଖନ୍ତୁ...

୮ ବର୍ଷରେ ଥରଟିଏ ବି ଟ୍ରଫି ଜିତି ପାରିନାହାନ୍ତି, ଅଧିନାୟକତ୍ୱ ଛାଡିଦିଅନ୍ତୁ ବିରାଟ : ଗମ୍ଭୀର

ନୂଆଦିଲ୍ଲୀ:  ଚଳିତ ଆଇପିଏଲରେ ଏଲିମିନେଟର ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ନୈରାଶଜନକ ବ୍ୟାଟିଂ କରିଛି । ଶୁକ୍ରବାର ଏଲିମିନିଟର ମୁକାବିଲାରେ ହାଇଦ୍ରାବାଦଠାରୁ ୬ୱିକେଟରେ ହାରି ବିଦାୟ ନେବାକୁ ବାଧ୍ୟ ହୋଇଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଆଉ ଏହି ମ୍ୟାଚ ପରେ…
ଅଧିକ ଖବର ଦେଖନ୍ତୁ...

ଖଟିଆରେ ରୋଗୀଣା ବୃଦ୍ଧାଙ୍କୁ ନଦୀ ପାର୍‌ ଘଟଣା: ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ତଦନ୍ତ ଆରମ୍ଭକଲେ ସ୍ବତନ୍ତ୍ର କମିଟି

କୋଇଡ଼ା: କୋଇଡ଼ା ବ୍ଲକର ଅରାଘାଟ ଗାଁର ଜଣେ ବୃଦ୍ଧା ରୋଗୀଙ୍କୁ ଖଟିଆରେ ବୋହି ନଦୀ ପାର କରିବା ଘଟଣା ‘ସମ୍ବାଦ’ରେ ପ୍ରକାଶିତ ହେବାପରେ ଜିଲ୍ଲା ପ୍ରଶାସନ ତତ୍ପରତା ଦେଖାଇଛି। ସମଗ୍ର ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ବଣାଇଁ ଉପଜିଲ୍ଲାପାଳ ପ୍ରଦୀପ ଡାଙ୍ଗ କୋଇଡ଼ା ଗୋଷ୍ଠୀ ଉନ୍ନୟନ…
ଅଧିକ ଖବର ଦେଖନ୍ତୁ...