Daily Archives

November 7, 2020

ଜୋ ବାଇଡେନ୍ ହେବେ ଆମେରିକାର ୪୬ତମ ରାଷ୍ଟ୍ରପତି, କମଳା ହ୍ୟାରିସ୍ ହେବେ ପ୍ରଥମ ମହିଳା ଓ କୃଷ୍ଣକାୟ ଉପ-ରାଷ୍ଟ୍ରପତି

ଓ୍ବାସିଂଟନ : ଡେମୋକ୍ରାଟିକ ପାର୍ଟି ନେତା ଜୋ ବାଇଡେନ୍ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ହେବା ଏକରକମ ନିଶ୍ଚିତ ହୋଇଯାଇଛି । କେବଳ ଔପଚାରିକ ଘୋଷଣା ବାକି ରହିଛି । ବାଇଡେନ୍ ଆମେରିକାର ୪୬ତମ ରାଷ୍ଟ୍ରପତି ହେବେ । ଅନ୍ୟପକ୍ଷରେ ଭାରତୀୟ ବଂଶୋଦ୍ଭବ କମଳା ହ୍ୟାରିସ୍ ଆମେରିକାର ପ୍ରଥମ ମହିଳା…
ଅଧିକ ଖବର ଦେଖନ୍ତୁ...

କେବେ ସୀମା ସୁରକ୍ଷା, କେବେ ପୁଣି ଭୋଟରଙ୍କ ସେବାରେ ସମର୍ପିତ ଏହି ଯବାନ

ପାଟନା: ବିହାର ବିଧାନସଭା ନିର୍ବାଚନ ଲାଗି ଆଜି ୩ୟ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ନିର୍ବାଚନ କମିଶନଙ୍କ ୱେବସାଇଟରୁ ମିଳିଥିବା ସୂଚନା ମୁତାବକ ଶେଷ ପର୍ଯ୍ୟାୟରେ ବିହାରରେ ୫୬.୦୨ ପ୍ରତିଶତ ମତଦାନ ହୋଇଛି | ୩ୟ ପର୍ଯ୍ୟାୟରେ ୭୮ଟି ବିଧାନସଭା ଆସନ ପାଇଁ ଭୋଟ…
ଅଧିକ ଖବର ଦେଖନ୍ତୁ...

ଡୋନାଲ୍ଡ୍ ଟ୍ରମ୍ପ୍‌ଙ୍କୁ ପରାସ୍ତ କଲେ ଜୋ ବାଇଡେନ୍

ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଶନିବାର ଦିନ ଜୋ ବାଇଡେନ୍ ଡୋନାଲ୍‌ଡ୍‌ ଟ୍ରମ୍ପ୍‌ଙ୍କୁ ପରାସ୍ତ କରିଛନ୍ତି। ନିର୍ବାଚନରେ ବିଜୟ ହାସଲ କରିଥିବା ବାଇଡେନ୍‌ ହେବେ ଯୁକ୍ତରାଷ୍ଟ୍ର ଆମେରିକାର ୪୬ତମ ରାଷ୍ଟ୍ରପତି। ପେନ୍‌ସିଲ୍‌ଭାନିଆରେ ଜିଣିବା ପରେ ବାଇଡେନ୍‌…
ଅଧିକ ଖବର ଦେଖନ୍ତୁ...

ଗୋଟିଏ ଦିନରେ ୩ ଥର କରୋନା ପରୀକ୍ଷା: ରିପୋର୍ଟ ଥରେ ପଜିଟିଭ୍‌, ଦୁଇଥର ନେଗେଟିଭ୍‌

ଗୋରୁମହିଷାଣୀ: ଲକ୍ଷଣ ନଥିଲା। ଆବଶ୍ୟକ ପଡ଼ିବାରୁ ଜଣେ ଯୁବକ ଡାକ୍ତରଖାନା ଯାଇ କରୋନା ପରୀକ୍ଷା କଲେ। ରିପୋର୍ଟ ପଜିଟିଭ୍‌ ଆସିଲା। ସଂଦେହ ହେବାରୁ ସେ ଆଉ ଦୁଇଟି ଡାକ୍ତରଖା‌ନାକୁ ଯାଇ ପରୀକ୍ଷା କରାଇଲେ। ତେବେ ଉକ୍ତ ରିପୋର୍ଟ ଦୁଇଟି ନେଗେଟିଭ୍‌ ଥିଲା। ସବୁଠାରୁ ବଡ଼କଥା ହେଉଛି; ଏହି…
ଅଧିକ ଖବର ଦେଖନ୍ତୁ...

ଏଣିକି ଆଳୁରୁ ପ୍ରସ୍ତୁତ ହୋଇପାରିବ ଦଲିଆ, ବୈଜ୍ଞାନିକଙ୍କ ନୂଆ ଗବେଷଣାରୁ ଆସିଲା ତଥ୍ୟ

ନୂଆଦିଲ୍ଲୀ: ଏଣିକି ଆଳୁରୁ ପ୍ରସ୍ତୁତ ହୋଇପାରିବ ଦଲିଆ | କେନ୍ଦ୍ରୀୟ ଆଳୁ ଅନୁସନ୍ଧାନ ପ୍ରତିଷ୍ଠାନ (ସିପିଆରଆଇ) ର ବୈଜ୍ଞାନିକମାନେ ଆଳୁରୁ ଦଲିଆ ପ୍ରସ୍ତୁତ କରିବାର ପଦ୍ଧତି ବିକଶିତ କରିଛନ୍ତି। ପାଞ୍ଚ ମାସର ଅନୁସନ୍ଧାନ ପରେ ବୈଜ୍ଞାନିକମାନେ ସଫଳ ହୋଇଛନ୍ତି। ଯଦି ଆଳୁର ଅମଳ ଅଧିକ ହୁଏ ଓ…
ଅଧିକ ଖବର ଦେଖନ୍ତୁ...

ଇଣ୍ଡିଆ ଟୁଡେ-ଆକ୍ସିସ ମାଇଁ ଇଣ୍ଡିଆର ଏକଜିଟ୍ ପୋଲ : ବିହାରରେ ମହାମେଣ୍ଟ ; ୟୁପି, ଏମପି ଓ ଗୁଜୁରାଟ ଉପ-ନିର୍ବାଚନରେ…

ପାଟନା : ବିହାର ବିଧାନସଭା ନିର୍ବାଚନ ଲାଗି ଆଜି ୩ୟ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ଭୋଟ ଗ୍ରହଣ ଶେଷ ହୋଇଛି । ମିଳିଥିବା ସୂଚନା ଅନୁସାରେ ୩ୟ ପର୍ଯ୍ୟାୟରେ ୫୪ ପ୍ରତିଶତ ମତଦାନ ହୋଇଛି । ଭୋଟ ଗ୍ରହଣ ଶେଷ ହେବା ପରେ ବିଭିନ୍ନ ସଂସ୍ଥା ଦ୍ବାରା ବୁଥ ବାହୁଡ଼ା ମତାମତ ସର୍ଭେ ବା ଏକଜିଟ ପୋଲ ସର୍ଭେ…
ଅଧିକ ଖବର ଦେଖନ୍ତୁ...

ଭିଡିଓରେ ଦେଖନ୍ତୁ ବରଗଡ଼ରେ କେମିତି ଜଳିଗଲା ଚଳନ୍ତା କାର, ଉଦ୍ଧାର ପରେ ଦୌଡ଼ି ପଳାଇଲେ ଚାଳକ

ବରଗଡ଼: ଶନିବାର ରାତି ପ୍ରାୟ ୮ଟାରେ ବରଗଡ଼ ସହର ଭଟଲି ଛକଠାରେ ଏକ ମାରୁତି କାର ଚଳନ୍ତା ଅବସ୍ଥାରେ ନିଆଁ ଲାଗିଛି। କାର୍‌ରେ ନିଆଁ ଲାଗିବା ପରେ ଏହା ଅଳ୍ପ ସମୟ ମଧ୍ୟରେ ପୋଡ଼ି ନଷ୍ଟ ହୋଇଯାଇଛି। ତେବେ ସବୁଠାରୁ ଖୁସିର କଥା ହେଲା ଯେ, ଏହି ଅଘଟଣାରୁ ଚାଳକ ବର୍ତ୍ତିଯାଇଛନ୍ତି। କିନ୍ତୁ ସେ…
ଅଧିକ ଖବର ଦେଖନ୍ତୁ...

ଆଣ୍ଡାମାନ ଉପକୂଳରୁ ସନ୍ଦିଗ୍ଧ ମିଆଁମାର ବୋଟକୁ ଅଟକ ରଖିଲା ଭାରତୀୟ ତଟରକ୍ଷୀ ବାହିନୀ

ପୋର୍ଟବ୍ଲେୟାର: ସନ୍ଦିଗ୍ଧ ଅବସ୍ଥାରେ ଭାରତୀୟ ଜଳସୀମାରେ ବୁଲୁଥିବା ଏକ ମିଆଁମାର ବୋଟକୁ ଅଟକ ରଖିଛି ଭାରତୀୟ ତଟରକ୍ଷୀ ବାହିନୀ | ଶନିବାର ଦିନ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ଅଞ୍ଚଳ ନିକଟରୁ ମିଆଁମାର ଏକ ସନ୍ଦିଗ୍ଧ ଡଙ୍ଗାକୁ ତଟରକ୍ଷୀ ବାହିନୀ ଅଟକ ରଖିଛି । ବୋଟରେ ମିଆଁମାରର ୧୨ ଜଣ…
ଅଧିକ ଖବର ଦେଖନ୍ତୁ...

ନାବାଳିକା ଛାତ୍ରୀଙ୍କ ବିବାହକୁ ନେଇ ଥାନାରେ ମାମଲା

ବାରିପଦା: ବାରିପଦା ଟାଉନ୍ ଥାନା ଅଞ୍ଚଳର ଜନୈକା ଦଶମ ଶ୍ରେଣୀ ଛାତ୍ରୀଙ୍କୁ ବାଲ୍ୟ ବିବାହ କରାଯାଇଥିବା ନେଇ ଥାନାରେ ଏକ ମାମଲା ରୁଜୁ ହୋଇଛି। ଚଳିତ ମାସ ୨ ତାରିଖରେ ବାଲେଶ୍ବରର ଜଣେ ଯୁବକଙ୍କ ସହିତ ଏହି ନାବାଳିକା ଛାତ୍ରୀଙ୍କ ବିବାହ ସରିଥିବା ଜଣାପଡ଼ିଛି। ପରେ ଘଟଣା ସମ୍ପର୍କରେ…
ଅଧିକ ଖବର ଦେଖନ୍ତୁ...

ନୂଆ ସ୍ମାର୍ଟଫୋନ୍‌ ପାଇଁ ଯୁବକଙ୍କ ଆତ୍ମହତ୍ୟା

ରାଉରକେଲା: ପରିବାରଲୋକ ନୂଆ ସ୍ମାର୍ଟଫୋନ୍‌ କିଣିବାକୁ ଦେଲେନି ବୋଲି ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକ ହେଉଛନ୍ତି ବିଶ୍ରା ଥାନା ଅନ୍ତର୍ଗତ ସାମଯୋଦୁଆ ଗାଁ ଗଞ୍ଜୁ ଟୋଲୀର  ଦୁବରାଜ ପ୍ରଧାନଙ୍କ ପୁଅ ସୁମିତ ପ୍ରଧାନ(୧୮)। ସୁମିତ ଏକ ବେସରକାରୀ ଆଇଟିଆଇର ଛାତ୍ର ଥିଲେ।…
ଅଧିକ ଖବର ଦେଖନ୍ତୁ...