Daily Archives

November 8, 2020

ମକାର ବଜାର ବ୍ୟବସ୍ଥା ନାହିଁ, ନୂଆପଡ଼ାର ଚାଷୀ ଅଭାବୀ ବିକ୍ରିର ଶିକାର

ଖଡ଼ିଆଳ: ନୂଆପଡ଼ା ଜିଲ୍ଲାର ମକାଚାଷୀ ବର୍ତ୍ତମାନ ସମସ୍ୟା ଭୋଗୁଛନ୍ତି। ଜିଲ୍ଲାରେ ମକା ବଜାର ବ୍ୟବସ୍ଥା ହୋଇ ନଥିବାରୁ ଚାଷୀ ଅଭାବୀ ବିକ୍ରିର ଶିକାର ହେଉଛନ୍ତି। ଅନ୍ୟପଟେ କମ୍ ଦାମରେ ମକା କିଣି ଜିଲ୍ଲା ବାହାର ଏବଂ ଛତିଶଗଡ଼ର ବ୍ୟବସାୟୀ ଲାଭବାନ୍‌ ହେଉଥିବା ଅଭିଯୋଗ ହୋଇଛି। ଚଳିତ…
ଅଧିକ ଖବର ଦେଖନ୍ତୁ...

୪ ବର୍ଷ ହେଲା ମାଓପ୍ରବଣ ଅଞ୍ଚଳରେ ଅଚଳ ପଡ଼ିଛି ସୌର ଶକ୍ତି ପ୍ରକଳ୍ପ, ଅନ୍ଧାରରେ ରାତି କାଟୁଛନ୍ତି ଲୋକେ

ନୂଆପଡ଼ା: ନୂଆପଡ଼ା ଜିଲ୍ଲାର ଦୁର୍ଗମ ମାଓପ୍ରବଣ ଅଞ୍ଚଳର ଲୋକଙ୍କୁ ବିଦ୍ୟୁତ ସେବା ଯୋଗାଇ ଦେବା ଲକ୍ଷ୍ୟରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ସୌର ଶକ୍ତି ପ୍ରକଳ୍ପ ଜରିଆରେ ଏମାନଙ୍କୁ ନିରବଚ୍ଛିନ୍ନ ବିଦ୍ୟୁତ ସେବା ଯୋଗାଇ ଦେବାକୁ ସବୁ ବ୍ୟବସ୍ଥା କରିଛନ୍ତି। ହେଲେ ଗତ ୪…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌-୧୩: ହାଇଦ୍ରାବାଦକୁ ୧୭ ରନ୍‌ରେ ପରାସ୍ତ କରି ଫାଇନାଲକୁ ଗଲା ଦିଲ୍ଲୀ କ୍ୟାପିଟାଲ୍‌ସ

ଆବୁଧାବି: ଆଇପିଏଲ୍‌-୧୩ର ଦ୍ଵିତୀୟ କ୍ୱାଲିଫାୟାରରେ ଦିଲ୍ଲୀ କ୍ୟାପିଟାଲ୍‌ସ ଆଜି ସନ୍‌ରାଇଜର୍ସ ହାଇଦ୍ରାବାଦକୁ ୧୭ ରନ୍‌ରେ ପରାସ୍ତ କରିଛି । ଦ୍ବିତୀୟ ପାଳିରେ ହାଇଦ୍ରାବାଦ ୧୯୦ ରନ୍‌ର ବିଶାଳ ଲକ୍ଷ୍ୟକୁ ପିଛା କରି ନିର୍ଦ୍ଧାରିତ ଓଭରରେ ୮ ୱିକେଟ ହରାଇ ୧୭୨ ରନ୍‌ କରି ପରାଜୟ ବରଣ କରିଛି ।…
ଅଧିକ ଖବର ଦେଖନ୍ତୁ...

ଖସୁଛି ପାରଦ, ଶାଳ ଜଙ୍ଗଲରୁ ଭାସି ଆସୁଛି ଶୀତର ପହିଲି ସ୍ପର୍ଶ

ବାରିପଦା: ଅପୂର୍ବ ଜଙ୍ଗଲ ଓ ପ୍ରାକୃତିକ ଶୋଭାରାଜିରେ ପୂର୍ଣ୍ଣ ମୟୂରଭଞ୍ଜ ଜିଲ୍ଲାକୁ ମୃଦୁ ମନ୍ଦର ଗତିରେ ଆସୁଛି ଶୀତ। ପାରଦ ତଳକୁ ଖସିବା ସହିତ ବିସ୍ତୀର୍ଣ୍ଣ ଶାଳ ଜଙ୍ଗଲ ମଧ୍ୟରୁ ଭାସିଆସୁଛି ଶୀତର ପହିଲି ସ୍ପର୍ଶ। ଏହାକୁ ନେଇ ଜିଲ୍ଲାରେ ଉତ୍ସାହ ଦେଖାଦେଇଛି। ଏହାମଧ୍ୟରେ ପର୍ଯ୍ୟଟକଙ୍କ…
ଅଧିକ ଖବର ଦେଖନ୍ତୁ...

ପାରମ୍ପରିକ ଖେଳ ପାଲଟିଲାଣି ଜୁଆ ର ଆସର, ଜୁଆ ପାଇଁ ଅନେକ ପରିବାର ସର୍ବସ୍ବାନ୍ତ

ଭଞ୍ଜନଗର: ପାର୍ବଣ ଋତୁ ଆସିଲେ ସଭିଙ୍କ ପରିବାରରେ ଖେଳିଯାଏ ହର୍ଷ ଉଲ୍ଲାସର ବାତାବରଣ। ବର୍ଷସାରା ଅପେକ୍ଷା କରି ରହିଥିବା ଦୁର୍ଗାପୂଜା ଓ କୁମାର ପୂର୍ଣ୍ଣମୀ ସମୟକୁ କିଏ କିଭଳି ଅତି ବାହିତ କରିବେ ସେନେଇ ପୂର୍ବରୂ ବହୁ ଯୋଜନା ମାନ କରି ରଖିଥାନ୍ତି। ଆଉ ଠିକ୍‌ ଏହି ପାର୍ବଣ ସମୟରେ ଗାଁ ଠାରୁ…
ଅଧିକ ଖବର ଦେଖନ୍ତୁ...

ବଂଶଧାରାରୁ ଆନ୍ଧ୍ରକୁ ବାଲି ଚାଲାଣ ନେଇ ଉତ୍ତେଜନା, ଟ୍ରାକ୍ଟର ଅଟକ ରଖି ଧାରଣାରେ ବସିଲେ ମହିଳା

ରାୟଗଡ଼ା : ରାମନାଗୁଡ଼ା ତହସିଲର ଭାମିନି ଗାଁ ନିକଟ ବଂଶଧାରା ଅବବାହିକାରୁ ଆନ୍ଧ୍ରକୁ ବାଲି ଚାଲାଣ ନେଇ ଆଜି ଉତ୍ତେଜନା ପ୍ରକାଶ ପାଇଛି। ବାଲି ଚାଲାଣ ବନ୍ଦ ଦାବିରେ ମହିଳାମାନେ ରାଜରାସ୍ତାକୁ ଓହ୍ଲାଇବା ସହ ଧାରଣାରେ ବସିଛନ୍ତି। ବାଲି ଚାଲାଣ ଦ୍ବାରା ନଦୀବନ୍ଧ ଦୁର୍ବଳ ହେବା ସହ ଗାଁ ଆଡ଼କୁ ନଦୀ…
ଅଧିକ ଖବର ଦେଖନ୍ତୁ...

କରୋନାର କରୁଣ କାହାଣୀ: ୬ମାସ ହେବ ଓଳିଏ ଖାଇଲେ ଓଳିଏ ଉପବାସ ରହୁଛନ୍ତି ଅଜିତଙ୍କ ପରିବାର

ଜୟପୁର: କରୋନା ପ୍ରଭାବରେ ବହୁ ଲୋକେ ପ୍ରଭାବିତ ହୋଇଛନ୍ତି। କେତେବେଳେ ସଟଡାଉନ, ଲକଡାଉନତ କେତେବେଳେ ଅନଲକ୍। ଏଥି ମଧ୍ୟରେ ବହୁ ମଧ୍ୟବିତ୍ତ, ନିମ୍ନମଧ୍ୟବିତ୍ତ ଶ୍ରେଣୀର ପରିବାର ଦୁର୍ଦିନର ସାମ୍ନା କରିଛନ୍ତି। କିଛି ଲୋକଙ୍କ ସ୍ଥିତି ଏପରି ହେଲାଣି ଯେ ଲୋକେ ଧାର ଉଧାର କରି ପରିବାର…
ଅଧିକ ଖବର ଦେଖନ୍ତୁ...

ପହଞ୍ଚ ସରକାରଙ୍କର ଅପହଞ୍ଚ ଇଲାକା: ତିନିଟି ପାହାଡକୁ ଡେଇଁ ବଡିଗୁଡାରେ ପଢନ୍ତି ଶିଶୁ

ଜୟପୁର (ଶ୍ରୀକାନ୍ତ ସାହୁ):  ସହଜେ ପହଞ୍ଚ ସରକାରଙ୍କର ଅପହଞ୍ଚ ଇଲାକା। ହାତ ଧରା ଧରି ହୋଇ ଛିଡା ହୋଇଥିବା ପାହାଡକୁ ଡେଇଁ ମୌଳିକ ଶିକ୍ଷା କୁହାଯାଇଥିବା ପ୍ରାଥମିକ ଶିକ୍ଷା ପହଞ୍ଚିପାରୁନି। ଏବେ ବି ଏହି ଗାଁରେ ପହଞ୍ଚିପାରିନି ଖାତା, ବହି, ସିଲଟ, ପେନ ଓ ଖଡି। ପାରିପାଶ୍ବିକ ସ୍ଥିତି…
ଅଧିକ ଖବର ଦେଖନ୍ତୁ...

ସୋନପୁର ତ୍ରିବେଣୀ ସଙ୍ଗମର ବିକାଶ କେବେ?  

ସୋନପୁର: ଏହ୍ଲାବାଦରେ ଗଙ୍ଗା, ଯମୁନ‌ା‌ ଓ ସରସ୍ବତୀ ନଦୀର ସଙ୍ଗମ ସ୍ଥଳ ଭଳି ସୋନପୁରରେ ମଧ୍ୟ ରହିଛି ମହନଦୀ, ତେଲନଦୀ ଓ କର୍ପୁର ନଦୀର ସଙ୍ଗମ ସ୍ଥଳ। ଏହାକୁ ସାକ୍ଷାତ ବାରଣାସୀ ତଥା ଦ୍ବିତୀୟ ପ୍ରୟାଗ କ୍ଷେତ୍ର ବୋଲି କୁହାଯାଏ। ତେବେ ଏହି ଦ୍ବିତୀୟ ପ୍ରୟାଗ କ୍ଷେତ୍ର କେବଳ ଇତିହାସ ହୋଇ…
ଅଧିକ ଖବର ଦେଖନ୍ତୁ...

ଖୋର୍ଦ୍ଧା ସହର ଭିତରେ ୪ର୍ଥ ଥର ପାଇଁ ପୁଣି ହାତୀ ପଶିଲା

ଖୋର୍ଦ୍ଧା: ଖୋର୍ଦ୍ଧା ସହର ମଧ୍ୟକୁ ଗତ ୪୦ ଦିନ ମଧ୍ୟରେ ହାତୀ ୪ ଥର ପ୍ରବେଶ କରିଛି। ହାତୀର ଏଭଳି ଘନଘନ ସହର ମଧ୍ୟକୁ ଆସିବା ଗତ ୩୦-୪୦ ବର୍ଷ ମଧ୍ୟରେ ଦେଖାଯାଇନଥିବାରୁ ସ୍ଥାନୀୟ ଲୋକ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଆଜି ଅପରାହ୍‌ଣ ପ୍ରାୟ ସାଢ଼େ ୫ଟା ବେଳେ କୁମାରବସ୍ତ କାଜୁ ଜଙ୍ଗଲ ମଧ୍ୟରେ…
ଅଧିକ ଖବର ଦେଖନ୍ତୁ...