Daily Archives

November 9, 2020

ଲୁପ୍ତ ହେବାକୁ ବସିଛି ଉଷାକୋଠି ପ୍ରାଚୀନ ଶିଳାଲେଖ

ଲେଫ୍ରିପଡ଼ା (ସୁନ୍ଦରଗଡ଼): ସମଗ୍ର ବିଶ୍ବର ପ୍ରତ୍ନତାତ୍ବିକ ମାନଚିତ୍ରରେ ସୁନ୍ଦରଗଡ଼ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି। ପ୍ରାଗ୍  ଐତିହାସିକ ଶୈଳାଶ୍ରୟ, ଗଡ଼, ଦୁର୍ଗ ଓ ଗୁମ୍ଫା ଗୁଡ଼ିକ ହଜାର ହଜାର ବର୍ଷର କାହାଣୀ, କିମ୍ବଦନ୍ତୀ ଓ ଇତିହାସକୁ ବହନ କରିଛନ୍ତି। ତନ୍ମଧ୍ୟରୁ ଉଷାକୋଠି…
ଅଧିକ ଖବର ଦେଖନ୍ତୁ...

ଆସନ୍ତାକାଲି ବାଲେଶ୍ବର ସଦର ଉପନିର୍ବାଚନ ଫଳାଫଳ, କଡ଼ା ସୁରକ୍ଷାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ

ବାଲେଶ୍ବର : ବାଲେଶ୍ବର ସଦର ଉପନିର୍ବାଚନ ପାଇଁ ମଙ୍ଗଳବାର ହେବ ଭୋଟଗଣତି । ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହେବ। ୩୪୬ଟି ବୁଥ୍‌ରୁ ଭୋଟସଂଗ୍ରହ କରାଯାଇଥିବା ବେଳେ ଏହାର ଗଣତି ପାଇଁ ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଷ୍ଟ୍ରଙ୍ଗ୍‌ରୁମ୍‌ରେ ଭୋଟ ଗଣନା କରାଯିବ। ୨ଟି…
ଅଧିକ ଖବର ଦେଖନ୍ତୁ...

ବ୍ରହ୍ମପୁର: ଦୁଇ ମନ୍ଦିର ସିଲ୍‌ କଲା ପ୍ରଶାସନ

ବ୍ରହ୍ମପୁର: କୋଭିଡ୍ ମୁକାବିଲା ପାଇଁ ସରକାର ସ୍ୱତନ୍ତ୍ର ଗାଇଡ୍‌ଲାଇନ୍‌ ଜାରିି କରିଛନ୍ତି। ମନ୍ଦିର ଖୋଲିବା ଉପରେ ମଧ୍ୟ କଟକଣା ଜାରି କରାଯାଇଛି। ଆଜି କାର୍ତ୍ତିକ ସୋମବାର ପାଇଁ କନିିଷି ସ୍ଥିତ ଈଷାଣେଶ୍ୱର ମନ୍ଦିିର ଓ ଚିକିଟି ମା' ବାଳ କୁମାରୀ ମନ୍ଦିରରେ ପ୍ରବଳ ଗହଳି ଦେଖିବାକୁ…
ଅଧିକ ଖବର ଦେଖନ୍ତୁ...

ଏହି ଗୋଟାଏ ଫଳ, ଦୂର କରିପାରେ ଅନେକ ଶାରୀରିକ ସମସ୍ୟା

ଫଳ ଖାଇଲେ ଶରୀର ଯେ ସୁସ୍ଥ ରହିଥାଏ ଏହା ସମସ୍ତେ ଜାଣନ୍ତି। ଫଳ ଭିିତରେ କମଳା ହେଉଛି ଅନ୍ୟତମ ଉତ୍ତମ ଫଳ, ଯାହାକୁ ଖାଇଳେ ଅନେକ ସୁଫଳ ମିଳିଥାଏ। ଆପଣ ଜାଣନ୍ତି କି? କମଳା ହେଉଛି ଔଷଧୀୟ ଗୁଣରେ ଭରପୂର ସବୁଠାରୁ ଉପକାରୀ ଫଳ। ଏହାକୁ ସିଧା ଖାଆନ୍ତୁ କିମ୍ବା ରସ କରି ପିଅନ୍ତୁ, ଏହାର ପ୍ରଭାବରେ…
ଅଧିକ ଖବର ଦେଖନ୍ତୁ...

ଗୋରାସେତୁ ଅଞ୍ଚଳରୁ ବିଏସ୍‌ଏଫ୍‌ ବାଟାଲିୟନ ପକ୍ଷରୁ ମାଓ ସାମଗ୍ରୀ ଜବତ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ସ୍ବାଭିମାନ ଅଞ୍ଚଳରେ ନୂତନ ଭାବେ ନିର୍ମିତ ଗୋରାସେତୁଠାରେ ଅବସ୍ଥାପିତ ୯ ବିଏସ୍‌ଏଫ୍‌ ବାଟାଲିୟନ ପକ୍ଷରୁ ଆଜି ସର୍ଚ୍ଚ ଅପରେସନ ଜାରି ରହିଥିଲା। ବିଶେଷ ସୂତ୍ରରୁ ଖବର ପାଇ ଯଡାମ୍ବ ଥାନା ପୁଲିସ ଖୋଜାଖୋଜି କରି ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ…
ଅଧିକ ଖବର ଦେଖନ୍ତୁ...

ବିବାହ ସାର୍ଟିଫିକେଟ୍‌ ପାଇଁ ୨୫ଶହ ଲାଞ୍ଚ, ଭିଜିଲାନ୍ସ ଜାଲରେ କମ୍ପ୍ୟୁଟର୍‌ ପ୍ରୋଗ୍ରାମର୍

ଗୋପାଳପୁର : ବିବାହ ସାର୍ଟିଫିକେଟ୍‌ ପ୍ରୋସେସ୍‌ କରିବା ପାଇଁ ୨୫ଶହ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଗୋପାଳପୁର ଏନ୍‌ଏସି ଅଫିସ୍‌ର କମ୍ପ୍ୟୁଟର୍‌ ପ୍ରୋଗ୍ରାମର୍‌ ପ୍ରିୟରଂଜନ ମହାରଣା । ଭିଜିଲାନ୍ସ ଟିମ୍‌ ଲାଞ୍ଚ ବାବଦ ଟଙ୍କା ଜବତ କରି ପ୍ରିୟରଂଜନଙ୍କୁ…
ଅଧିକ ଖବର ଦେଖନ୍ତୁ...

ଉଲଗ୍ନ ହୋଇ ସମୁଦ୍ରକୂଳରେ ଦୌଡ଼ିବା ପ୍ରସଂଗରେ ମିଲିନ୍ଦଙ୍କୁ ସମର୍ଥନ ଦେଲେ ଅଭିନେତ୍ରୀ ପୂଜା ବେଦୀ

ମୁମ୍ବାଇ: ନିକଟରେ ଜନ୍ମଦିନ ଅବସରରେ ଗୋଆ ବିଚ୍‌ରେ ଉଲଗ୍ନ ଅବସ୍ଥାରେ ଦୌଡ଼ୁଥିବା ନଜର ଆସିଥିଲେ ସୁପ୍ରସିଦ୍ଧ ମଡେଲ୍‌ ମିଲିନ୍ଦ ସୋମନ। ମିଲିନ୍ଦଙ୍କର ଏହି ଉଲଗ୍ନ ଅବତାର ପାଇଁ ଫଟୋଟିି ଭାଇରାଲ ହେବା ପରେ ମିଲିନ୍ଦ ସୋମନଙ୍କ ବିରୋଧରେ ଏତଲା ରୁଜୁ କରାଯାଇଥିଲା। ବିଭିନ୍ନ ଆଡୁ ତାଙ୍କୁ…
ଅଧିକ ଖବର ଦେଖନ୍ତୁ...

ଗଛରେ ପିଟି ହେଲା କାର; ଅଳ୍ପକେ ବର୍ତ୍ତିଲେ ଚାରି ଯାତ୍ରୀ

ବଅଁରପାଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ମହୀଧରପୁର ଫାଣ୍ଡି ଅନ୍ତର୍ଗତ ତଳମୂଳ କଲେଜ ସମୁଖ ବଅଁରପାଳ ମହୀଧରପୁର ରାସ୍ତାରେ ଆଜି ରାତି ୧୦.୩୦ ସମୟରେ ତାଳଚେର ଅଞ୍ଚଳରୁ କୁଲେଇଲ ଚିକିତ୍ସା ପାଇଁ ଯାଇଥିବା ଏକ ଯାତ୍ରୀବାହୀ କାର (ଓଡି ୦୨ବିବି-୦୦୨୮ ) କୁଲେଇଲରୁ ଫେରି ତାଳଚେର ଯାଉଥିବା ସମୟରେ…
ଅଧିକ ଖବର ଦେଖନ୍ତୁ...

ଆସନ୍ତା ଶନିବାର ଆଲୋକର ପର୍ବ ଦୀପାବଳି, ଜାଣନ୍ତୁ ପୂଜାପାଠର ଶୁଭ ସମୟ ଏବଂ କ’ଣ ରହିଛି ବିଶ୍ବାସ

ଆପଣ ଜାଣିଥିବ‌େ ନିଶ୍ଚୟ ଯେ କାର୍ତ୍ତିକ ମାସର ଅମାବାସ୍ୟା ଦିନ ସାରା ଦେଶ ଆଲୋକର ପର୍ବ ଦୀପାବଳି ପାଳନ କରିଥାଏ। ଏଥର ଦୀପାବଳି ନଭେମ୍ବରରେ ୧୪ ତରିଖରେ ପାଳନ କରାଯିବ। ଏବେ ଠାରୁ ଲୋକମାନେ ଏହି ପର୍ବ ପାଇଁ ପ୍ରସ୍ତୁତି ଆରମ୍ଭ କରି ସାରିଲେଣି। ଦେବୀ ଲକ୍ଷ୍ମୀ ଏବଂ ଭଗବାନ ଗଣେଶଙ୍କୁ…
ଅଧିକ ଖବର ଦେଖନ୍ତୁ...

ଏମିତି ଆରମ୍ଭ ହୋଇଥିଲା ନେହା ଓ ରୋହନପ୍ରୀତଙ୍କ ପ୍ରେମ କାହାଣୀ…

ମୁମ୍ବାଇ: ଗତ କିଛି ହେବ ଚର୍ଚ୍ଚାରେ ରହିଛନ୍ତି କଣ୍ଠଶିଳ୍ପୀ ନେହା କକ୍କର। ଦିଲ୍ଲୀର ଗୁରୁଦ୍ୱାରାରେ ନିଜ ପ୍ରେମିକ ରୋହନପ୍ରୀତଙ୍କୁ ବିବାହ କରିବା ପରେ ନେହାଙ୍କ ପ୍ରେମ ସଂପର୍କ କିପରି ଆରମ୍ଭ ହୋଇଥିଲା ତାହାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ନିକଟରେ ରୋହନପ୍ରୀତ ପ୍ରକାଶ କରିଛନ୍ତି ଯେ…
ଅଧିକ ଖବର ଦେଖନ୍ତୁ...