Daily Archives

November 9, 2020

ପତି-ପତ୍ନୀ କଳହ କାଳ ହେଲା: ପତ୍ନୀଙ୍କ ଚୂନିରେ ଫାଶୀ ଲଗାଇ ଆତ୍ମହତ୍ୟା କଲେ ସ୍ବାମୀ

ରାଉରକେଲା: ପାରିବାରିକ କଳହରୁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକ ହେଉଛନ୍ତି ହୀରାକୁଦ ବାଲୁପଡ଼ାର ବିକାଶ ଗରଡ଼ିଆ(୨୭)।  ସୂଚନାଅନନୁସାରେ, ବିକାଶ ୨୦୧୮ ବାଲୁଘାଟ ନୂଆ ବସ୍ତିର ନନ୍ଦିନୀ ଗରଡ଼ିଆଙ୍କୁ ବିବାହ କରିଥିଲା। ତେବେ ବିବାହ ପରଠାରୁ ବିଭିନ୍ନ କାରଣରୁ ସ୍ବାମୀ-ସ୍ତ୍ରୀ ମଧ୍ୟରେ କଳହ…
ଅଧିକ ଖବର ଦେଖନ୍ତୁ...

ଦୀପାବଳିରେ ଆସିବ ୱେବ ସିରିଜ ‘ପି ସେ ପ୍ଳେଜର’

ଭୁବନେଶ୍ବର: ଟିନ୍ଏଜରେ ପୁଅ ଝିଅଙ୍କ ପ୍ରେମ କିଛି ନୂଆ ନୁହେଁ | କିନ୍ତୁ ଏଠି ମନ ମିଶିଛି ଦୁଇ ଝିଅଙ୍କର । ଦୁଇ ଯୁବତୀଙ୍କ ନିଆରା ପ୍ରେମ କାହାଣୀକୁ ନେଇ ଦୀପାବଳିରେ  ଆସୁଛି ନୂଆ ୱେବ ସିରିଜ୍ 'ପି ସେ ପ୍ଲେଜର୍ '। ସମଲିଙ୍ଗୀ ସମ୍ପର୍କ ଉପରେ ଆଧାରିତ ଏହି ୱେବ ସିରିଜର ପ୍ରମୁଖ  ଚରିତ୍ରରେ…
ଅଧିକ ଖବର ଦେଖନ୍ତୁ...

‘ଗୁପ୍ତଚର’ ସନ୍ଦେହରେ ପାକିସ୍ତାନ ଜେଲରେ ୮ ବର୍ଷ କାଳ ବନ୍ଦୀ ଜୀବନ ବିତାଇବା ପରେ ଘରକୁ ଫେରିଲେ ଭାରତୀୟ ନାଗରିକ

ନୂଆଦିଲ୍ଲୀ: ଶାମ୍‌ସୁଦ୍ଦିନ୍‌ ନାମକ ଜନୈକ ଭାରତୀୟ ନାଗରିକଙ୍କୁ ଗୁପ୍ତଚର ସନ୍ଦେହରେ ପାକିସ୍ତାନ ଦୀର୍ଘ ୮ ବର୍ଷ କାଳ ବନ୍ଦୀକରି ରଖିବା ପରେ ଶେଷରେ ମୁକ୍ତ କରିଥିବା ଜାଣିବାକୁ ମିଳିଛି। ରିପୋର୍ଟରୁ ପ୍ରକାଶ, ପାକିସ୍ତାନ କର୍ତ୍ତୃପକ୍ଷ ତାଙ୍କୁ ଭାରତୀୟ ଗୁପ୍ତଚର ସନ୍ଦେହରେ ଗିରଫ କରିବା ପରେ…
ଅଧିକ ଖବର ଦେଖନ୍ତୁ...

କରୋନା ମୁକାବିଲା କ୍ଷେତ୍ରରେ ଗଞ୍ଜାମ ଜିଲ୍ଲାର ଅଭୂତପୂର୍ବ ସଫଳତା ; ଦିନକରେ ୩,୫୯୭ ଆଣ୍ଟିଜେନ୍‌ ଟେଷ୍ଟ୍‌, ସବୁ…

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ଆଜି ୩,୫୯୭ ଜଣଙ୍କ ରାପିଡ଼୍‌ ଆଣ୍ଟିଜେନ୍‌ ଟେଷ୍ଟ୍‌ କରା ଯାଇଥିଲା। ସମସ୍ତଙ୍କ ଏହି ରିପୋର୍ଟ ନେଗେଟିଭ୍‌ ଆସିଥିବା ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି। ଏହା ଜିଲ୍ଲା ପାଇଁ ଏକ ଭଲ ସଙ୍କେତ ବୋଲି ସେ କହିଛନ୍ତି। କିନ୍ତୁ ଜିଲ୍ଲାରେ ଆଜି…
ଅଧିକ ଖବର ଦେଖନ୍ତୁ...

ଫାଇଜର୍‌ କରୋନାଭାଇରସ୍‌ ଟିକା ଘୋଷଣା ହେବା ପରେ ‘ଜୁମ୍‌ ଆପ୍‌’ର ସେୟାର୍‌ ମୂଲ୍ୟ କମିଲା

ନୂଆଦିଲ୍ଲୀ: ଫାଇଜର୍‌ କରୋନାଭାଇରସ୍‌ ଟିକା ୯୦% ଫଳପ୍ରଦ ହୋଇଥିବା କଥା ଘୋଷିତ ହେବା ପରେ ଦୈନିକ ପ୍ରାୟ ୩୦୦ ନିୟୁତ ବ୍ୟବହାରକାରୀ ଥିବା ଭିଡିଓ କନ୍‌ଫରେନ୍‌ସିଙ୍ଗ୍‌ ଆପ୍‌ ‘ଜୁମ୍‌’ର ସେୟାର୍‌ ଦର ହ୍ରାସ ପାଇଛି। ଏବର୍ଷ ଏପ୍ରିଲ୍‌ ମାସରେ ଭିଡିଓ କନ୍‌ଫରେନ୍‌ସିଙ୍ଗ୍‌ ଆପ୍‌…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: କ୍ୟାରିୟରରେ ଉନ୍ନତି ଲାଗି ସୁଯୋଗ ପାଇବେ। ପଡ଼ୋଶୀ ଆପଣଙ୍କ ବ୍ୟବହାରରେ ଖୁସି ରହିବେ। ପରିବାରରେ ଧର୍ମ କାର୍ଯ୍ୟ ପାଇଁ ଯୋଜନା କରିବେ। ବୃଷ: ପରିଶ୍ରମର ସ˚ପୂର୍ଣ୍ଣ ଫଳ ପାଇବେ। ନୂଆ ଲୋକମାନଙ୍କ ସହିତ ମିଶିବେ। ସାହିତ୍ୟ କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କୁ ଖୁସି ଖବର ମିଳିବ।…
ଅଧିକ ଖବର ଦେଖନ୍ତୁ...

ନାବାଳକ ପ୍ରେମିକଙ୍କୁ ବିବାହ କରିବାକୁ ଜିଦ ଧରି ବିଜ୍ଞାପନ ହୋଡିଂ ଖମ୍ବ ଚଢ଼ିଗଲେ ବାଳିକା

ନୂଆଦିଲ୍ଲୀ: ଇନ୍ଦୋରର ପରଦେଶୀପୁରା ଅଞ୍ଚଳରେ ଜଣେ ବାଳିକାଙ୍କ ହାଏ ଭୋଲଟେଜ ଡ୍ରାମା ଦେଖିବାକୁ ମିଳିଛି। ଏଠାରେ ଜଣେ ନାବାଳକଙ୍କୁ ବିବାହ କରିବାକୁ ଜିଦ ଧରି ବାଳିକା ବିଜ୍ଞାପନ ହୋଡିଂ ଖମ୍ବରେ ଚଢ଼ି ଯାଇଥିଲେ। ପ୍ରେମିକ ସହିତ ବିବାହ କରାଇବାକୁ ରାଜି ହେଲେ ଯାଇ ସେ ତଳକୁ ଓହ୍ଲାଇବେ, ନଚେତ…
ଅଧିକ ଖବର ଦେଖନ୍ତୁ...

ମଦ ବିକି ଧରାପଡ଼ିଲେ ୧୩, ୧୨୩ ଲିଟର ଦେଶୀ, ୪୦ ବୋତଲ ବିଦେଶୀ ମଦ ଜବତ

ରାଉରକେଲା: ଇସ୍ପାତ ସହର ଓ ଆଖପାଖ ଅଞ୍ଚଳରେ ଆଜି ଅବକାରୀ ଗୁଇନ୍ଦା ବିଭାଗ, ସମ୍ବଲପୁର ଓ ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି। ୧୨୩ ଲିଟର୍‌ ଦେଶୀ ମଦ ଓ ୪୦ ବୋତଲ ବିଦେଶୀ ମଦ ଜବତ ହୋଇଛି। ମଦ ବିକ୍ରି କରୁଥିବା ଅଭିଯୋଗରେ ୧୩ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି।…
ଅଧିକ ଖବର ଦେଖନ୍ତୁ...

କୁଚିଣ୍ଡା : ମାତିଲେ ଲୁଟେରା, ୟୁନିୟନ ବ୍ୟାଙ୍କ୍ ଗାଡ଼ିରୁ ବନ୍ଧୁକ ଦେଖାଇ ୩୫ଲକ୍ଷ ଲୁଟ୍‌

କୁଚିଣ୍ଡା : ସମ୍ବଲପୁରରୁ ଟଙ୍କା ନେଇ ଫେରୁଥିବା ୟୁନିୟନ ବ୍ୟାଙ୍କ ଲଇମୁରା ଶାଖା ଗାଡ଼ିରୁ ଦୁର୍ବୃତ୍ତମାନେ ୩୫ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ସୋମବାର ସଂଧ୍ୟାରେ ଘଟିଥିବା ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମିଳିଥିବା ସୂଚନା ଅନୁସାରେ କୁଚିଣ୍ଡା ଥାନା ଅନ୍ତର୍ଗତ ଲଇମୁରା…
ଅଧିକ ଖବର ଦେଖନ୍ତୁ...

ନିରୀହ ଲୋକଙ୍କ ନାଁରେ ଜାଲ୍ ଆକାଉଣ୍ଟ ଖୋଲି ଜିଏସଟି ଠକେଇ ପ୍ରସଂଗ: ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ମାମଲା

କଟକ: ଗରିବ ଓ ନିରପରାଧ ଲୋକଙ୍କ ନାଁରେ କରାଯାଉଥିବା ଜିଏସଟି ଠକେଇ ଘଟଣାର ସିବିଆଇ ତଦନ୍ତ ପ୍ରାର୍ଥନା କରି ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି। ରାଉରକେଲାର ରାଜେନ୍ଦ୍ର ପଲ୍ଲାଇଙ୍କ ପକ୍ଷରୁ ଦାୟର ଆବେଦନରେ ଦର୍ଶାଯାଇଛି ଯେ ବିଭିନ୍ନ ଗିରବ ଓ ନିରୀହ ଲୋକଙ୍କ ନାଁରେ କୋଟି…
ଅଧିକ ଖବର ଦେଖନ୍ତୁ...