Daily Archives

November 10, 2020

ଓଏସଆରଟିସିର ଜୟପୁର ଜୋନ ନ ଖୋଲିବା ପ୍ରସଙ୍ଗ: ଜୋନ ତୁରନ୍ତ ଖୋଲିବା ଦାବି ଜୋର ଧରିଲା

ଜୟପୁର: ଜୟପୁର ଓଏସଆରଟିସି ଜୋନର ବସ ଗୁଡିକ ପ୍ରବାସୀ ଶ୍ରମିକ ପରିବହନରେ ତେଲ ଖର୍ଚ୍ଚ ହଡପ ଏବଂ ବ୍ୟାପକ ଅନିୟମିତତାକୁ ଦୃଷ୍ଟିରେ ଏହାର ପରିଚାଳନା ନିର୍ଦେଶକ ସାମାୟିକ ଭାବେ ବନ୍ଦ କରିବାକୁ ନିର୍ଦେଶ ଦେଇଥିଲେ। ଜୋନ ବନ୍ଦ ହୋଇ ଏହାରି ମଧ୍ୟରେ ପ୍ରାୟ ୪୦ଦିନ ବିତିଗଲାଣି। ରାଜ୍ୟର ୯ଟି…
ଅଧିକ ଖବର ଦେଖନ୍ତୁ...

ଗୁଲ୍ମି ଡୁମାଝୋରୀ କ୍ଷୁଦ୍ର ଜଳବିଦ୍ୟୁତ ପ୍ରକଳ୍ପ ନିର୍ମାଣରେ ଥିବା ତ୍ରୁଟି ଲାଗି ନିର୍ମାଣକାରୀ କମ୍ପାନିକୁ ଜରିମାନା…

ଜୟପୁର: କୋଟପାଡ ଜିଲ୍ଲାର ଗୁଳ୍ମି ପର୍ଯ୍ୟଟନସ୍ଥଳୀର ନିକଟବର୍ତ୍ତୀ ଡୁମାଝୋରୀ ଠାରେ ଆନ୍ଧ୍ରର ଶ୍ରାବଣୀ ଏନର୍ଜୀ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ  ନିର୍ମାଣାଧୀନ ଥିବା  କ୍ଷୁଦ୍ର ଜଳବିଦ୍ୟୁତ ପ୍ରକଳ୍ପର କାମକୁ ବନ୍ଦ ରଖିବାକୁ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରି‌ବର୍ତ୍ତନ ମନ୍ତ୍ରଳାୟ…
ଅଧିକ ଖବର ଦେଖନ୍ତୁ...

ରାୟଗଡ଼ାରେ ଜୈବ ଆର୍ବଜନା ପରିଚାଳନା ଦିଗଦରା, ଖୋଲା ଆକାଶ ତଳେ ପଡ଼ିଛି କୋଟିଏ ଟଙ୍କାର ମେସିନ୍

ରାୟଗଡ଼ା: ସ୍ବାସ୍ଥ୍ୟକେନ୍ଦ୍ରକୁ ସଂକ୍ରମଣମୁକ୍ତ କରିବାକୁ ଗୁରୁତ୍ବ ଦେଉଛନ୍ତି ସରକାର। ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ବିଭିନ୍ନ ମେସିନ୍ ସ୍ବାସ୍ଥ୍ୟ ବିଭାଗକୁ ପ୍ରଦାନ କରିଛନ୍ତି। ହେଲେ କୋଟି କୋଟି ଟଙ୍କା ବ୍ୟୟରେ କିଣା ଯାଇଥିବା ମେସିନ୍ ସ୍ବାସ୍ଥ୍ୟକେନ୍ଦ୍ରରେ କାମରେ ଲାଗିବା ବଦଳରେ…
ଅଧିକ ଖବର ଦେଖନ୍ତୁ...

ଡକାୟତି ଓ ଛିନତାଇ ମାମଲାରେ ୫ ଗିରଫ 

ଖୋର୍ଦ୍ଧା: ଏକ ଡକାୟତି ମାମଲାରେ ଖୋର୍ଦ୍ଧା ଟାଉନ୍‌ ଥାନା ପୁଲିସ ଆଜି ୫ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନାନୁସାରେ, ଗତକାଲି ରାତିରେ ମୁକୁନ୍ଦପ୍ରସାଦ ନିକଟରେ ଡକାୟତ ପାଇଁ ଯୋଜନା କରୁଥିବା ଖବର ପାଇ ପୁଲିସ ଚଢ଼ଉ କରିଥିଲା। ଏଥିରେ ଜଟଣୀ ଛତାବର ନିକଟସ୍ଥ ଅରିଚଲର ଶ୍ରୀକାନ୍ତ…
ଅଧିକ ଖବର ଦେଖନ୍ତୁ...

୪ବର୍ଷରେ ବିଏସ୍ଏନ୍ଏଲ୍‌ର ୧୩୨ରୁ ୪ ଟାୱାର୍‌ ବସିଛି: ଭୁଶୁଡ଼ିଛି ଅନ୍‌ଲାଇନ୍‌ ଶିକ୍ଷା ବ୍ୟବସ୍ଥା, ଛାତ୍ରଛାତ୍ରୀ ହଟହଟା

ବ୍ରହ୍ମପୁର: କରୋନା ମହାମାରୀର ପ୍ରାଦୁର୍ଭାବ ଯୋଗୁଁ ଶିକ୍ଷା ବ୍ୟବସ୍ଥା ସଂପୂର୍ଣ୍ଣ ଭାବେ ଭୁଶୁଡ଼ି ପଡ଼ିଛି। ଦୀର୍ଘ ୭ମାସ ହେଲା ଶିକ୍ଷାନୁଷ୍ଠାନ ଗୁଡ଼ିକରେ ତାଲା ଝୁଲୁଥିବା ସହ ପ୍ରତିଦିନ ବହିବସ୍ତାନି ଧରି ବିଦ୍ୟାଳୟକୁ ଯାଉଥିବା ଛାତ୍ରଛାତ୍ରୀ ଏବ‌େ ଗୃହାବଦ୍ଧ ହୋଇ ରହିଛନ୍ତି।ଏହିଭଳି…
ଅଧିକ ଖବର ଦେଖନ୍ତୁ...

କରୋନାର ସଞ୍ଜୀବନୀ ‘ପ୍ଲାଜ୍‌ମା’: ଏମ‌୍‌କେସିଜିରେ ଆଜି ସୁଦ୍ଧା ୩୦୫ଙ୍କ ପ୍ଲାଜ୍‌ମା ଦାନ 

ବ୍ରହ୍ମପୁର: ସାରା ଦେଶ କରୋନା ମହାମାରୀ ସହ ଲଢ଼େଇ କରୁଛି। ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ଉପରେ ରୋକ୍ ଲାଗିପାରୁ ନାହିଁ। ସଂକ୍ରମଣକୁ ରୋକିବା ପାଇଁ ପ୍ରଭାବଶାଳୀ ଟିକା କି ଔଷଧ ବାହାରିପାରିନି। ଏଦିଗ‌‌‌ରେ ଗବେଷଣା ଜାରି ରହିଛି। ହେଲେ ପ୍ଲାଜ୍‌ମା ଥେରାପିି ସାଂପ୍ରତିକ ପରିସ୍ଥିତିରେ…
ଅଧିକ ଖବର ଦେଖନ୍ତୁ...

ଏଥର ଦୀପାବଳିରେ ଫୁଟିବନି ବାଣ, ବାରିପଦା ବଜାରରେ ଭଳିକି ଭଳି ରଙ୍ଗବେରଙ୍ଗର ମାଟି ଦୀପର ସମ୍ଭାର

ବାରିପଦା: ଚଳିତ ବର୍ଷ ଇତିହାସରେ ପ୍ରଥମ ଥର ପାଇଁ ବୋଧହୁଏ ଦୀପାବଳିରେ ଫୁଟିବନି ବାଣ। ଆଲୋକର ପର୍ବ ଦୀପାବଳିରେ ଶୋଭା ପାଇବ କେବଳ ରଙ୍ଗବେରଙ୍ଗ ଆଲୋକମାଳା। କରେନା ମହାମାରୀ କାରଣରୁ ଚଳିତ ବର୍ଷ ଦୀପାବଳିରେ କୌଣସି ପ୍ରକାର ବାଣ ଫୁଟିବା ନେଇ ସରକାର ନିଷେଧାଦେଶ ଜାରି କରିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌-୧୩: ଅଧୁରା ରହିଗଲା ଦିଲ୍ଲୀର ସ୍ବପ୍ନ, ପଞ୍ଚମ ଥର ପାଇଁ ବିଜୟ ମୁକୁଟ ପିନ୍ଧିଲା ମୁମ୍ବାଇ ଇଣ୍ଡିଆନ୍ସ

ଦୁବାଇ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ତ୍ରୟୋଦଶ ସଂସ୍କରଣର ଫାଇନାଲରେ ଦିଲ୍ଳୀ କ୍ୟାପିଟାଲ୍ସକୁ ୫ ୱିକେଟ ପରାସ୍ତ କରି ପଞ୍ଚମ ଥର ପାଇଁ ଚାମ୍ପିଅନ୍‌ ହୋଇଛି ମୁମ୍ବାଇ ଇଣ୍ଡିଆନ୍ସ । ଏହାପୂର୍ବରୁ ୨୦୧୩, ୨୦୧୫, ୨୦୧୭ ଏବଂ ୨୦୧୯ ମସିହାରେ ମୁମ୍ବାଇ ଆଇପିଏଲ ଚାମ୍ପିଅନ୍…
ଅଧିକ ଖବର ଦେଖନ୍ତୁ...

କରୋନା ସଂଦେହରେ ମହିଳାଙ୍କ ଶବ ପୂରାଇଲେନି ଘର ମାଲିକ, ବୋହି ବୋହି ଗଳିକନ୍ଦିରେ ବୁଲିଲେ ସଂପର୍କୀୟ

ସମ୍ବଲପୁର: ମଙ୍ଗଳବାର ସଂଧ୍ୟାରେ ସମ୍ବଲପୁର ସହର ସୁନାପାଲି ଗୌନ୍ତିଆପଡ଼ାର ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା। ଜଣେ ମହିଳାଙ୍କ ଶବକୁ ନେଇ ପରିବାର ଲୋକେ ଗଳି କନ୍ଦି ଘୂରି ବୁଲୁଥିଲେ ବି ମୃତଦେହ କେଉଁଠି ଥୋଇବେ ଜାଣିପାରୁ ନଥିଲେ। ଏହି ଘଟଣାର ଭାଇରାଲ ହୋଇଥିବା ଭିଡିଓ ବେଶ ବିଚଳିତ…
ଅଧିକ ଖବର ଦେଖନ୍ତୁ...

ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ: ଡିସେମ୍ବର ୪ରୁ ଧାନ କ୍ରୟ ନିଷ୍ପତ୍ତି

ଦେବଗଡ଼: ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ମଙ୍ଗଳବାର ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରବିନାରାୟଣ ସି, ସାଂସଦ…
ଅଧିକ ଖବର ଦେଖନ୍ତୁ...