Daily Archives

November 10, 2020

ନା ମୋଦୀ ନା ନୀତିଶ, ୨୩ ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା ‘ଜଙ୍ଗଲରାଜ’ ଶବ୍ଦ

ପାଟନା: ବିହାର ବିଧାନସଭା ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବାରମ୍ବାର ଏକ ଶବ୍ଦ ବ୍ୟବହାର କରିଥିଲେ। ଏହି ଶବ୍ଦଟି ଥିଲା 'ଜଙ୍ଗଲରାଜ' | ଏପରି ପରିସ୍ଥିତିରେ ବାରମ୍ବାର ଏକ ପ୍ରଶ୍ନ ଉଠିଥିଲା ଯେ, ଏହି ଶବ୍ଦ କେଉଁଠୁ ଆସିଲା ଏବଂ ବିହାରରେ…
ଅଧିକ ଖବର ଦେଖନ୍ତୁ...

ଗଂଜାମ ଓ କନ୍ଧମାଳରୁ ୬୧ କିଲୋ ଗଂଜେଇ ଜବତ, ୯ ଅଭିଯୁକ୍ତ ଗିରଫ

ଭଞ୍ଜନଗର/ଫୁଲବାଣୀ : ଆଜି ଭଞ୍ଜନଗର ପୁଲିସ୍‌ ପକ୍ଷରୁ ସଂନ୍ଧ୍ୟା ସମୟରେ ଗଞ୍ଜାମ-କନ୍ଧମାଳ ସୀମାନ୍ତ ଦୁର୍ଗାପ୍ରସାଦ ନିକଟରେ ଚଢଉ କରାଯାଇ ଗଞ୍ଜେଇ ଚାଲାଣ ହେଉଥିବା ଅଭିଯୋଗରେ ଦୁଇଟି ଗାଡ଼ି ଜବତ କରିବା ସହ ୪୦ କେଜି ୫୦୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି। ଏଥିସହ ଚାଲାର କରୁଥିବା ଅଭିଯୋଗରେ ୫…
ଅଧିକ ଖବର ଦେଖନ୍ତୁ...

ଅଗ୍ନିକାଣ୍ଡରେ ମୋବାଇଲ୍ ଦ‌ୋକାନ ପାଉଁଶ

ଛତ୍ରପୁର: ଗଂଜାମ ଜିଲ୍ଲା ଛତ୍ରପୁର ସହର ମଝିବଜାର ଏକ ମୋବାଇଲ୍ ଦୋକାନରେ ଆଜି ରାତିରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସଂପତ୍ତି ପୋଡ଼ି ପାଉଁଶ ହୋଇଯାଇଛି। ବିିଭିନ୍ନ ସାମଗ୍ରୀ ପୋଡ଼ିଯାଇଥିବା ଜଣାପଡ଼ିଛି। ସର୍ଟସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ଦୋକାନଟି…
ଅଧିକ ଖବର ଦେଖନ୍ତୁ...

ବିହାର ବିଧାନସଭା ନିର୍ବାଚନ: ୫୦ ଆସନରେ ବିଜୟୀ ହୋଇ ‘ଆର୍‌ଜେଡି’ ଆଗୁଆ

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନର ସମୁଦାୟ ୪. ୧୧ କୋଟି ଭୋଟ୍‌ରୁ ରାତି ୧୦ଟା ସୁଦ୍ଧା ୯୭% ଭୋଟ୍‌ ଗଣାଯାଇଥିବା କଥା ଭାରତର ନିର୍ବାଚନ କମିସନଙ୍କ ‌ୱେବ୍‌ସାଇଟ୍‌ରୁ ଜଣାପଡ଼ିଛି। ସମ୍ପ୍ରତି ୫୦ ଆସନରେ ବିଜୟୀ ହୋଇ ‘ଆର୍‌ଜେଡି’ ଆଗୁଆ ରହିଥିବା ଜଣାପଡ଼ିଛି। ସମୁଦାୟ ୨୪୩ଟି…
ଅଧିକ ଖବର ଦେଖନ୍ତୁ...

ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ’ ମୃତ

ଯୁଯୁମୁରା: ସମ୍ବଲପୁର ଜିଲ୍ଲା ଯୁଯମୁରା ଥାନା ମେଘପାଲ ପଞ୍ଚାୟତ ଅନ୍ତର୍ଗତ ଘୁଷରିଆବାହାଲ ଗାଁରେ ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ’ର ମୃତ୍ୟୁ ହୋଇଛି। ସୋମବାର ସଂଧ୍ୟାରେ ଉକ୍ତ ଗାଁର ପ୍ରମୋଦ ଭଇଁଷା (୪୮) ଏବଂ ତାଙ୍କ ପତ୍ନୀ ପାର୍ବତୀ (୪୫)ଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଝଗଡ଼ା…
ଅଧିକ ଖବର ଦେଖନ୍ତୁ...

ଅର୍ବାନ କୋ-ଅପରେଟିଭ୍‌ ବ୍ୟାଙ୍କ୍‌ରେ ଜାଲ୍‌ ଆକାଉଣ୍ଟ୍‌, ଅଡିଟ୍‌ ନିର୍ଦ୍ଦେଶଦେଲେ ଏଜିସିଏସ୍‌

ରାଉରକେଲା: ଅର୍ବାନ କୋ ଅପରେଟିଭ୍‌ ବ୍ୟାଙ୍କ୍‌ରେ ଜାଲ୍‌ ଆକାଉଣ୍ଟ୍‌ ମାଧ୍ୟମରେ ନକଲି କମ୍ପାନି ତିଆରି କରି କୋଟି କୋଟି ଟଙ୍କାର ଜିଏସ୍‌ଟି ଇନ୍‌ପୁଟ୍‌ ଟ୍ୟାକ୍ସ କ୍ରେଡିଟ୍‌(ଆଇଟିସି) ଅର୍ଥ ହଡ଼ପ ଘଟଣା; ଆଉ କାହାକୁ ଅଛପା ନାହିଁ। ବ୍ୟାଙ୍କ୍‌ରେ ଶହେରୁ ଅଧିକ ଜାଲ୍‌ ଆକାଉଣ୍ଟ୍‌ ଖୋଲି ଏହି…
ଅଧିକ ଖବର ଦେଖନ୍ତୁ...

ନୟାଗଡ଼ ଏସପିଙ୍କୁ ହାଇକୋର୍ଟ ନୋଟିସ୍: କଙ୍ଗାରୁକୋର୍ଟର ଶିକାର ବ୍ୟକ୍ତିଙ୍କ ଅଭିଯୋଗ ଶୁଣିନଥିଲେ

ନୟାଗଡ଼: ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ପଞ୍ଚରିଡ଼ାରେ ଘଟିଥିବା ଏକ କଙ୍ଗାରୁକୋର୍ଟ ମାମଲାରେ ଶରଣକୁଳ ଆଇଆଇସିଙ୍କ ଠାରୁ ଆରମ୍ଭ କରି ନୟାଗଡ଼ ଏସ୍ପି ନିଷ୍କ୍ରିୟତା ପ୍ରଦର୍ଶନ କରିଥିଲେ। ପୁଲିସର ଏଭଳି ମନୋଭାବ ଦେଖି କଙ୍ଗାରୁକୋର୍ଟର ଶିକାର ହୋଇଥିବା ପରିବାର ପକ୍ଷରୁ ବ୍ରଜବନ୍ଧୁ ମୁଦୁଲି(୨୪)…
ଅଧିକ ଖବର ଦେଖନ୍ତୁ...

ବାଲି ଓ ମୋରମ ଚୋରା ଚାଲାଣ, ୧୧ କୋର୍ଟ ଚାଲାଣ

ରିଆମାଳ: ଦେବଗଡ଼ ଜିଲ୍ଲା ରିଆମାଳ ଓ କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ବିଭିନ୍ନ ଗ୍ରାମରୁ ବେଆଇନ ଭାବେ ବାଲି ଓ ମୋରମ ଚୋରା ଚାଲାଣ କରୁଥିବା ଅଭିଯୋଗରେ ମଙ୍ଗଳବାର ୧୧ ଗାଡ଼ି ଚାଳକଙ୍କୁ କୋର୍ଟ ଚାଲାଣ କରାଯାଇଛି। ସୂଚନା ଅନୁଯାୟୀ ରିଆମାଳ ଓ କୁଣ୍ଢେଇଗୋଳା ପୁଲିସ ପକ୍ଷରୁ ରବିବାର ଚଢ଼ଉ…
ଅଧିକ ଖବର ଦେଖନ୍ତୁ...

ଛେଳିଆ ଗାଁ ପ୍ରାଥମିକ ବିଦ୍ୟାଳୟ ବନ୍ଦ ନକରିବାକୁ ବିଡ଼ିଓଙ୍କ ନିକଟରେ ଦାବିପତ୍ର

କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକର ବଡତ୍ରିବିଡା ପଂଚାୟତ ଅଧୀନରେ ଥିବା ଛେଳିଆ ପ୍ରାଥମିକ ବିଦ୍ୟାଳୟକୁ ସମ୍ପୁର୍ଣ୍ଣ ବନ୍ଦକରି ନିକଟରେ ଥିବା ଜରଡା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମିଶ୍ରଣ ନକରିବାକୁ ଆଜି ଛେଳିଆ ଗ୍ରାମବାସୀ ମାନେ କଣିହାଁ ବିଡ଼ିଓଙ୍କ ନିକଟରେ ଦାବିପତ୍ର ଦେଇ ଥିବା…
ଅଧିକ ଖବର ଦେଖନ୍ତୁ...

ପୁରାତନ ଖଣ୍ତା ଓ ଅସ୍ତ୍ରଶସ୍ତ୍ର ଉଦ୍ଧାରସ୍ଥଳକୁ ପହଞ୍ଚିଲା ଷଡ଼ବଂଶୀ ଗୌଁଡ ସମାଜ ମହାସଂଘ

ଅମ୍ବାଭୋନା: ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ୍‌ ଅନ୍ତର୍ଗତ ବାରପାହାଡ଼ ଘେରା ଉତ୍ତମ ପଞ୍ଚାୟତ ଲେଥେର ଗ୍ରାମରେ ବହୁ ପୁରାତନ ଖଣ୍ତା ଓ ଅସ୍ତ୍ରଶସ୍ତ୍ରର ସନ୍ଧାନ ମିଳିଛି। ଏହି ଖବର ପାଇ ବରଗଡ଼ ଜିଲ୍ଲା ଷଡ଼ବଂଶୀ ଗୌଁଡ ସମାଜ ମହାସଂଘର କର୍ମକର୍ତ୍ତାମାନେ ଉଦ୍ଧାରସ୍ଥଳକୁ ପହଞ୍ଚି ସେଠାରେ ଗୌଁଡ…
ଅଧିକ ଖବର ଦେଖନ୍ତୁ...