Daily Archives

November 12, 2020

ଗଞ୍ଜେଇ ଚୋରା କାରବାର ଅଭିଯୋଗରେ ୨ ଗିରଫ, ୨.୯୦୦ କିଲୋଗ୍ରାମ ଗଞ୍ଜେଇ ଜବତ

ବାରିପଦା: ବାରିପଦା ଟାଉନ୍ ଥାନା ପକ୍ଷରୁ ଚୋରା ଗଞ୍ଜେଇ କାରବାର ଉପରେ ଅଙ୍କୁଶ ଲଗାଇବା ଅଭିଯାନ ଜାରି ରହିଛି। ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସ୍ମିତ୍ ପି ପରମାରଙ୍କ ନିର୍ଦ୍ଦେଶକ୍ରମେ ଆଜି ମଧ୍ୟାହ୍ନ ପ୍ରାୟ ଦେଢ଼ଟା ସମୟରେ ବାରିପଦା ଗଞ୍ଜେଇ ଚୋରା କାରବାର ଅଭିଯୋଗରେ ୨ ଜଣଙ୍କୁ ଗିରଫ କରିଛି ।…
ଅଧିକ ଖବର ଦେଖନ୍ତୁ...

ବହଲବାହାଲ ହତ୍ୟାକାଣ୍ତ ଘଟଣା, ୫ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ପଦ୍ମପୁର,୧୨ା୧୧(ଇମିସ): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ସୋହେଲା ଥାନା ଅଧୀନସ୍ଥ ବହଲବାହାଲ ଗ୍ରାମରେ ୨୦୧୫ ମସିହା ଅକ୍ଟୋବର ୨୭ ତାରିଖ ଘଟିଥିବା ହତ୍ୟାକାଣ୍ତର ଶୁଣାଣି କରି ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ନୀଳଗିରି ଜେନା ଦୋଷୀଙ୍କୁ ଆଜୀବନ କାରାଦଣ୍ଡ ଓ ପାଞ୍ଚ ହଜାର ଟଙ୍କା ଜରିମାନା ଆଦେଶ…
ଅଧିକ ଖବର ଦେଖନ୍ତୁ...

ଅଳସୀ ମେଳରେ ଅଳସ ଭାଙ୍ଗୁଛି କୋରାପୁଟ, ସଜେଇ ହୋଇଛି  ହଳଦିଆ ଶାଢି

କୋରାପୁଟ: ଅଳସୀ ଫୁଲର ହଳଦିଆ କ୍ଷେତ ସହ ଏବେ ମନ ମିଶାଇ ମନର ଗୀତ ଗାଉଛି କୋରାପୁଟ। ଶୀତ ଆସୁ ଆସୁ ଅଳସୀ ଫୁଲର ହଳଦିଆ ଶାଢୀ ପିନ୍ଧି ସଜେଇ ହୋଇଛି ଏହି ସୁନ୍ଦରୀ ଜିଲ୍ଲା। ଆଉ ଏହା ରାସ୍ତା କଡରେ ପର୍ଯ୍ୟଟକଙ୍କୁ ଘଣ୍ଟା ଘଣ୍ଟା ଧରି ବାନ୍ଧି ରଖୁଛି। ଜିଲ୍ଲାର ଯେ କୌଣସି ପ୍ରାନ୍ତକୁ ଗଲେ…
ଅଧିକ ଖବର ଦେଖନ୍ତୁ...

ଗଞ୍ଜେଇ ସହ କାର ଜବତ, ଦୁଇ ଜଣ ଚାଲାଣକାରୀ ଗିରଫ

ବାଲିଗୁଡା: କନ୍ଧମାଳ ଜିଲ୍ଲା ବାଲିଗୁଡା ପୁଲିସ ତରଫରୁ ଏସ.ଆଇ.ରବୀନ୍ଦ୍ର ମୁଣ୍ଡାରୀ ସହ ସଦଳବଳ ପୁଲିସ ବାଲିଗୁଡାରୁ ବୁଡ଼ାଗୁଡ଼ା ରାସ୍ତାରେ ପାଟ୍ରୋଲିଂ କରୁଥିବା ସମୟରେ ଗତ ରାତିରେ ଗୋଇବାଲି ପାଖରେ ଗଞ୍ଜେଇ ଚୋରାଚାଲାଣବେଳେ ପୁଲିସ ପକ୍ଷରୁ ଚଢ଼ାଉ ହୋଇଥିଲା। ସୂଚନା ପ୍ରକାରେ ବାଲିଗୁଡା ପୁଲିସ…
ଅଧିକ ଖବର ଦେଖନ୍ତୁ...

ମହିଳାଙ୍କ ମୃତଦେହ ଝୁଲନ୍ତ‌ା ଅବସ୍ଥାରେ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ମାଆ , ସ୍ବାମୀ ଓ ଶ୍ବଶୂର ଗିରଫ

ଧଉଳି  : ଧଉଳି ଥାନା ଅଧୀନ ସରଦେଇପୁର ଗ୍ରାମର ଫଗୁନାଥ ସାହୁଙ୍କ ପତ୍ନୀ ଚଞ୍ଚଳା ସାହୁ(୨୪) ଙ୍କ ମୃତ୍ୟୁ ଘଟଣା ଭିନ୍ନ ମୋଡ଼ ନେଇଛି । ଚଞ୍ଚଳାଙ୍କୁ ତାଙ୍କ ସ୍ବାମୀ ଓ ତାଙ୍କ ପରିବାର ଲୋକ ଅଧିକ ଯୌତୁକ ପାଇଁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏସଂପର୍କରେ ଚଞ୍ଚଳାଙ୍କ ମାଆ ସୁକାନ୍ତୀ ସାହୁ…
ଅଧିକ ଖବର ଦେଖନ୍ତୁ...

‘ମୃତ’ ବାହୁଡ଼ିବା ଘଟଣା: ଗିରଫ ୨ ଯୁବକଙ୍କୁ ୫ ଲକ୍ଷ କ୍ଷତିପୂରଣ ପାଇଁ ଆଦେଶ, ପୁଲିସ ଅଧିକାରୀଙ୍କ ଦରମାରୁ ଆଦାୟ ହେବ…

ବରଗଡ଼: ‘ମୃତ’ ଘୋଷିତ ପାଇକମାଲ ଥାନା ଭେଙ୍ଗରାଜପୁର ପଞ୍ଚାୟତ ମାଝିପାଲି ଗ୍ରାମର ଜିତୁ ଡନସନା ୧୯ ମାସ ପରେ ଜୀବିତ ଅବସ୍ଥାରେ ଘରକୁ ଫେରିବା ୨୦୧୮ ମସିହାର ଏକ ଚର୍ଚ୍ଚିତ ଘଟଣା ଥିଲା। ଘଟଣାଟି କୌଣସି ସିନେମା କାହାଣୀଠୁ କମ୍‌ ନଥିଲା। କାରଣ ସେତେବେଳେ ଜିତୁଙ୍କୁ ହତ୍ୟା କରିଥିବା ଅଭିଯୋଗରେ…
ଅଧିକ ଖବର ଦେଖନ୍ତୁ...

ସୋନପୁର : ନୂତନ କୃଷି ନୀତି ପ୍ରତ୍ୟାହାର ଦାବିରେ କଂଗ୍ରେସର ବିକ୍ଷୋଭ

ସୋନପୁର : କେନ୍ଦ୍ର ସରକାର ଲାଗୁ କରିଥିବା ନୂତନ କୃଷି ନୀତି କୃଷକ ବିରୋଧୀ ଏଣୁ ସରକାର ଏହାକୁ ତୁରନ୍ତ ପ୍ରତ୍ୟାହାର କରିବା ଦାବିରେ ଗୁରୁବାର ଜିଲ୍ଲା କଂଗ୍ରେସ ପକ୍ଷରୁ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଚାଷୀ ଉତ୍ପାଦର ବାଣିଜ୍ୟ…
ଅଧିକ ଖବର ଦେଖନ୍ତୁ...

ସମ୍ବାଦର ପ୍ରଭାବ: ସୁବର୍ଣ୍ଣଙ୍କୁ ୨ମାସର ଭତ୍ତା ମିଳିଲା

ଜୟପୁର: ଜୟପୁର ବ୍ଲକର ଜାମୁଣ୍ଡା ପଂଚାୟତର ବରିଗୁଡା ଗାଁର ୮୦ ବର୍ଷ ବୟସ୍କା ସୁବର୍ଣ୍ଣ ଗାଧବା ଭତ୍ତା ପାଇବାରୁ ବଂଚିତ ହୋଇଥିଲେ। ଏ ନେଇ ସମ୍ବାଦରେ ଏକ ସ୍ବତନ୍ତ୍ର ରିପୋର୍ଟ ପ୍ରକାଶ ପାଇଥିଲା। ଏହା ପରେ ପ୍ରଶାସନର ନିଦ ଭାଙ୍ଗିବା ସହ ୨ମାସର ଭତ୍ତା ଦିଆଯାଇଛି। ତାଙ୍କ ଘରକୁ ଯାଇ ଜାମୁଣ୍ଡା…
ଅଧିକ ଖବର ଦେଖନ୍ତୁ...

ଭଲ ଖବର: ରକ୍ତଶିକୁଳିରେ ଆକ୍ରାନ୍ତ ଯୁବକଙ୍କୁ ୨ୟୁନିଟ ରକ୍ତ ଦେଇ ବଂଚାଇ ଦେଲେ ବିଭୂତି ଓ ପ୍ରମୋଦ

ଜୟପୁର: ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମାଛକୁଣ୍ଡ ଅଂଚଳର ୧୭ବର୍ଷର ପିଲା ମୁକୁନ୍ଦ କୂଳଦୀପ ସିକିଲସେଲ୍ (ରକ୍ତଶିକୁଳି)ରେ ଆକ୍ରାନ୍ତ ହୋଇ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି। ଧିରେ ଧିରେ ତାଙ୍କ ରକ୍ତହୀନତା ବୃଦ୍ଧି ପାଇବା ସହ ହିମୋଗ୍ଲୋବିନ୍ ସ୍ତର ୪.୫କୁ ଖସି ଆସିଛି।…
ଅଧିକ ଖବର ଦେଖନ୍ତୁ...

ସପ୍ତାହେ ହେଲା ରକ୍ତଭଣ୍ଡାରରେ ରକ୍ତ ଶୁନ୍ : ଅଦଳବଦଳ ନ ହେଲେ ମିଳୁନି ରକ୍ତ

ଜୟପୁର: ଗୋଟିଏ ପଟେ କରୋନା ସଂକ୍ରମଣ କମିନି। ଅନ୍ୟ ପକ୍ଷରେ ଜୟପୁର ରକ୍ତଭଣ୍ଡାରରେ ଏବେ ରକ୍ତର ଅଭାବ ଦେଖାଦେଇଛି। ପ୍ରତିମାସରେ ୩୦୦ରୁ ୩୬୦ୟୁନିଟ୍ ରକ୍ତର ଆବଶ୍ୟକତା ରହୁଛି। ତେବେ ଗତ ମାର୍ଚ୍ଚ ମାସ ପର ଠାରୁ କରୋନା ଲାଗି ରହିଥିବାରୁ ଏହି ବର୍ଷ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ସଂଖ୍ୟା ବି…
ଅଧିକ ଖବର ଦେଖନ୍ତୁ...