Daily Archives

November 12, 2020

ଖୋଲା ଆକାଶ ତଳେ କୋଟିଏ ଟଙ୍କାର ମେସିନ୍ ପଡ଼ିରହିବା ଘଟଣା, ସିଡିଏମଓଙ୍କୁ ରିପୋର୍ଟ ତଲବ କଲେ ସ୍ବାସ୍ଥ୍ୟ ମନ୍ତ୍ରୀ

ରାୟଗଡ଼ା: ସ୍ବାସ୍ଥ୍ୟକେନ୍ଦ୍ରରେ ଜୈବ ଆବର୍ଜନା ପରିଚାଳନା ପାଇଁ ଆସିଥିବା ମେସିନ୍ ଖୋଲା ଆକାଶ ତଳେ ପଡ଼ିରହିବା ଘଟଣାରେ ହସ୍ତକ୍ଷେପ କରିଛି ସ୍ବାସ୍ଥ୍ୟ ବିଭାଗ। ‘ସମ୍ବାଦ’ ରେ ଏ ନେଇ ଖବର ପ୍ରକାଶ ପରେ ଆଜି ସ୍ବାସ୍ଥ୍ୟ ମନ୍ତ୍ରୀ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ରିପୋର୍ଟ ତଲବ…
ଅଧିକ ଖବର ଦେଖନ୍ତୁ...

୧୧ ବାଇକ ଓ ୭ ମୋବାଇଲ ସହ ୫୩୭୦ ଟଙ୍କା ଜବତ, ୭ କୋର୍ଟ ଚାଲାଣ

ଦେଓଗାଁ: ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ପୁଲିସ ହାତରେ ଲାଗିଛି ଅନ୍ତଃଜିଲ୍ଲା ଲୁଟେରା ଦଳ। ପୁଲିସ ସେମାନଙ୍କଠାରୁ ୧୧ଟି ଚୋରି ବାଇକ୍‌, ୭ଟି ମୋବାଇଲ ଫୋନ୍‌ ସହ ୫୩୭୦ ଟଙ୍କା ଜବତ କରାଯାଇଛି। ଏହି ମାମଲାରେ ୭ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ସେମାନେ ହେଲେ ଦେଓଗାଁ ଥାନା…
ଅଧିକ ଖବର ଦେଖନ୍ତୁ...

ମାତ୍ର ୧୫୦୦ ଟଙ୍କା ଖର୍ଚ୍ଚ କରି ଘରେ ନଥାଇ ବି ସମସ୍ତଙ୍କ ଉପରେ ରଖନ୍ତୁ ନଜର

ନୂଆଦିଲ୍ଲୀ: ବର୍ତ୍ତମାନ ଆପଣ ଘରେ ନଥିବା ବେଳେ ମଧ୍ୟ ଘରର ସୁରକ୍ଷା ବିଷୟରେ ଚିନ୍ତା କରିବାକୁ ପଡିବ ନାହିଁ | କାରଣ ସ୍ପିକର, ଅଡିଓ ସିଷ୍ଟମ ସାମଗ୍ରୀ ଉତ୍ପାଦନ କରୁଥିବା କମ୍ପାନୀ ଜେବ୍ରୋନିକ୍ସ ଇଣ୍ଡିଆ ଘରର ସୁରକ୍ଷା ପାଇଁ ଏକ ହୋମ ଅଟୋମେସନ୍ କ୍ୟାମେରା ଲଞ୍ଚ କରିଛି | ନୂତନ ସ୍ମାର୍ଟ ହୋମ୍…
ଅଧିକ ଖବର ଦେଖନ୍ତୁ...

ବାରିପଦାରେ ଆଇପିଏଲ ବେଟିଂ: ବନ୍ଧାହେଲେ ୩ ବୁକି, ଆହୁରି ଅନେକ ବାକି

ବାରିପଦା: ‘ସମ୍ବାଦ’ ଆକଳନ ସତ ହେଲା। ବାରିପଦାରେ ଚାଲିଥିବା ଆଇପିଏଲ ବେଟିଂର ପର୍ଦ୍ଦାଫାସ୍ କରିଛି ପୁଲିସ୍। ଏହି ବେଟିଂରେ ସଂପୃକ୍ତ ୩ ବୁକିଙ୍କୁ ପୁଲିସ୍ ଆଜି ଗିରଫ କରିବା ସହିତ କୋର୍ଟ ଚାଲଣ କରିଛି। ଗତ ମଙ୍ଗଳବାରଠାରୁ ପୁଲିସ୍ ବାରିପଦାରେ ଚାଲିଥିବା ଆଇପିଏଲ ବେଟିଂ ଏବଂ ଏଥିରେ ସଂପୃକ୍ତ…
ଅଧିକ ଖବର ଦେଖନ୍ତୁ...

ଟିଟିଲାଗଡ଼ : ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ

ଟିଟିଲାଗଡ଼ : ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ବ୍ଲକ୍‌ କଲୋନିରେ ରହୁଥିବା କସ୍ତୁରୀ ବାରିକ (୨୨ ବର୍ଷ)ଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । ଏହା ହତ୍ୟା ନା ଆତ୍ମହତ୍ୟା ଜଣା ପଡ଼ିନାହିଁ। ପୁଲିସ ଥାନା କେସ୍‌ ନଂ ୩୮/୨୦ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ପୁଲିସ ସୂତ୍ରରୁ…
ଅଧିକ ଖବର ଦେଖନ୍ତୁ...

ଟ୍ରାକ୍ଟର ଦୁର୍ଘଟଣାରେ ଯୁବକ ମୃତ

ବାମରା: ମହୁଲପାଲି ଥାନା ଅନ୍ତର୍ଗତ ତଲସରା ଗ୍ରାମରେ ବୁଧବାର ସନ୍ଧ୍ୟାରେ ଏକ ଟ୍ରାକ୍ଟର ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଯାଇଛି। ମୃତ ଯୁବକ ହେଲେ ବାରଖଣ୍ଡିଆ ଗ୍ରାମର ରିତୁ ମୁଣ୍ଡାଙ୍କ ପୁଅ ସୁବୋଧ (୧୮)। ଏ ନେଇ ମହୁଲପାଲି ଥାନାରେ ଏକ ମାମଲା ରୁଜୁ ହୋଇଥିବା ଜଣାପଡିଛି। ସୂଚନା…
ଅଧିକ ଖବର ଦେଖନ୍ତୁ...

ଏହି ଗ୍ରହକୁ ସୌରମଣ୍ଡଳର ‘ଭ୍ୟାକୁମ କ୍ଲିନର’ କୁହାଯାଏ, କାହିଁକି ଜାଣନ୍ତୁ ?

ନୂଆଦିଲ୍ଲୀ: ସୌରମଣ୍ଡଳର ଥିବା ଗ୍ରହମାନଙ୍କ ବାବଦରୁ ଆପଣ ବୃହସ୍ପତି ଗ୍ରହ ବାବଦରେ ଅଳ୍ପ ବହୁତେ ଜାଣିଥିବେ | ଭାରତରେ ଏହି ଗ୍ରହକୁ 'ଗୁରୁ' ନାମରେ ସମସ୍ତେ ଜାଣିଥିବାବେଳେ ଇଂରାଜୀରେ ଏହାକୁ 'ଜୁପିଟର' ବୋଲି କୁହାଯାଏ | ପ୍ରକୃତରେ, ରୋମାନ୍ ସଭ୍ୟତାର ପୌରାଣିକ ଦେବତାଙ୍କ ନାମ ଅନୁସାରେ ଏହି…
ଅଧିକ ଖବର ଦେଖନ୍ତୁ...

ମାଛଚାଷ ପାଇଁ ନିଲାମକୁ ନେଇ ଉତ୍ତେଜନା: ମହିଳା ସରପଞ୍ଚଙ୍କୁ ଘେରିଲେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ

ବୀରମହାରାଜପୁର: ମାଛଚାଷ ପାଇଁ ଉତ୍ତେଜନା। ମହିଳା ସରପଂଚଙ୍କୁ ଅଟକ ରଖିଲେ ୩ଟି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟାମାନେ। ମିଳିଥିବା ସୂଚନା ଅନୁସାରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ମୁର୍ଷୁଣ୍ଢୀ ପଞ୍ଚାୟତର ଗୋପପାଲିସ୍ଥିତ ମେଣ୍ଡିଲିମୁଣ୍ଡା ପୋଖରୀରେ ମାଛଚାଷ ନିଲାମ ପାଇଁ…
ଅଧିକ ଖବର ଦେଖନ୍ତୁ...

ଆଉ ମାଗଣାରେ ବ୍ୟବହାର କରିହେବ ନାହିଁ ଗୁଗୁଲ ଫଟୋ, ଦେବାକୁ ପଡିବ ଚାର୍ଜ

ନୂଆଦିଲ୍ଲୀ: ଯଦି ଆପଣ ଉଚ୍ଚମାନର ଫଟୋ ପାଇଁ ଗୁଗୁଲର 'ଗୁଗୁଲ୍ ଫଟୋ' ସେବା ବ୍ୟବହାର କରୁଛନ୍ତି, ତେବେ ଆପଣଙ୍କୁ ଏଥିପାଇଁ ଟଙ୍କା ଗଣିବାକୁ ପଡିବ | ଗୁଗୁଲ ଘୋଷଣା କରିଛି ଯେ ୧ ଜୁନ୍ ୨୦୨୧ ପରେ ଗୁଗୁଲ୍ ଫଟୋ ସେବା ମାଗଣାରେ ଉପଲବ୍ଧ ହେବ ନାହିଁ। ଅର୍ଥାତ, ଆସନ୍ତା ବର୍ଷ ଜୁନ ମାସଠାରୁ ଆପଣଙ୍କୁ…
ଅଧିକ ଖବର ଦେଖନ୍ତୁ...

ସୁବର୍ଣ୍ଣପୁର ଜିଲ୍ଲା ପରିଷଦ ବୈଠକ, ଯୋଜନାର ସଫଳ ରୂପାୟନ ଉପରେ ଗୁରୁତ୍ବ

ସୋନପୁର : ସୁବର୍ଣ୍ଣପୁର ଜିଲ୍ଳାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ପରିଷଦ ବୈଠକ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଉଷା କୁମାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସ୍ବାସ୍ଥ୍ୟ, କୃଷି, ଉଦ୍ୟାନ କୃଷି, ରାସ୍ତାଘାଟ ନିର୍ମାଣ, ଜଳଛାୟା ପ୍ରକଳ୍ପ, ପାନୀୟ ଜଳ ଯୋଗାଣ, ବନ…
ଅଧିକ ଖବର ଦେଖନ୍ତୁ...