Daily Archives

November 13, 2020

କନ୍ଧମାଳରେ ବସ୍ ସେବା: ଯାତ୍ରୀ ହେଉ ନଥିବାରୁ ପଡି ରହିଛି ଅଧା ବସ

ଫୁଲବାଣୀ: କରୋନା ପାଇଁ ୬ ମାସ ଧରି ବସ ଚଳାଚଳ ବନ୍ଦ ରହିଲା। ଏଥିରେ ମାଲିକମାନେ ବହୁତ କ୍ଷତି ସହିଲେ। ଆଉ କର୍ମଚାରୀ ବି ଦୁଃଖ କଷ୍ଟରେ ଦିନ କାଟିଲେ। ଏବେ କଟକଣା ଉଠିଛି। ଆଉ ବସ ଚଳାଚଳ କରିବାକୁ ସରକାର ଅନୁମତି ଦେଇଛନ୍ତି। ବସ ଚଳାଚଳ ପାଇଁ ଅନୁମତି ମିଳିବା ପରେ ବେଶ ଖୁସି ହୋଇଥିଲେ…
ଅଧିକ ଖବର ଦେଖନ୍ତୁ...

 ୮ ବାଲି ଓ ମାଟି ବୋଝେଇ ଟ୍ରାକ୍ଟରରୁ ୧ ଲକ୍ଷ ୨୦ ହଜାର ଜରିମାନା

ବାଲିଅନ୍ତା: ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ତହସିଲ ପ୍ରାଶସନ ପକ୍ଷରୁ ଗତକାଲି ପୃଥକ ପୃଥକ ସ୍ଥାନରେ ଚଢ଼ଉ କରାଯାଇ ୮ଟି ଟ୍ରାକ୍ଟର  ଜବତ କରାଯାଇଥିଲା । ଟ୍ରାକ୍ଟର ପିଛା ୧୫ ହଜାର ଲେଖାଏଁ ଜରିମାନା ଅସୁଲ ହୋଇଥିବା ତହସିଲ ପ୍ରଶାସନ ପକ୍ଷରୁ କୁହାଯାଇଛି । ଗତକାଲି ତହସିଲଦାର ସରୋଜ କୁମାର…
ଅଧିକ ଖବର ଦେଖନ୍ତୁ...

ବାଲେଶ୍ୱର : ଟ୍ରକ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ୬୦ନମ୍ବର ଜାତୀୟ ରାଜପଥ ଫୁଲାଡ଼ି ଓ ନିଧିପଣ୍ଡା ମଝିରେ ଶୁକ୍ରବାର ଏକ ସଡ଼କ ଦୁର୍ଘଟଣାରେ ଜଣେ ୫୦ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ପତ୍ନୀ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଛି। ମିଳିଥିବା ସୂଚନା…
ଅଧିକ ଖବର ଦେଖନ୍ତୁ...

ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କର ମୃତ୍ୟୁ, ମିଳିପାରିନାହିଁ ପରିଚୟ

ପାଲଲହଡ଼ା: ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କର ମୃତ୍ୟୁ | ଆଜି ସନ୍ଧ୍ୟା ୮ ଟା ବେଳେ ପାଲଲହଡ଼ା ଟାଉନ୍ ଠାରୁ ୨ କିମି ଦୂର ୪୮ ନମ୍ବର ଜାତୀୟ ରାଜପଥ ମୁକ୍ତାପୁର ରାଧା ସାହି ନିକଟରେ ଏହି ଦୁର୍ଘଟଣା ଘଟିଛି | କନ୍ତଲା ଆଡ଼ୁ ପାଲଲହଡ଼ା କୁ ଚାଲିଚାଲି ଆସୁଥିବା ଏକ ବ୍ୟକ୍ତି ଙ୍କୁ ଟ୍ରକ୍…
ଅଧିକ ଖବର ଦେଖନ୍ତୁ...

ବରିଷ୍ଠ ନାଗରିକଙ୍କ ଏଟିଏମ କାର୍ଡ ଠକେଇ ମାମଲାରେ ଗିରଫ ହେଲେ ଯୁବକ

ଚନ୍ଦାହାଣ୍ଡି: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ପୂଜାରୀଗୁଡା ଗ୍ରାମର ଚୈତନ୍ୟ ନାଗ (୨୪) ନାମକ ଜଣେ ଯୁବକ ଙ୍କୁ କଳାହାଣ୍ଡି ଜିଲ୍ଲାରେ ବରିଷ୍ଠ ନାଗରିକମାନଙ୍କ ଠାରୁ ଏଟିଏମ୍ କାର୍ଡ ଠକି ଏକାଉଣ୍ଟରୁ ଟଙ୍କା ଲୁଟ ମାମଲାରେ ଜୁନାଗଡ ପୁଲିସ ଗିରଫ କରିଛି | ଚନ୍ଦାହାଣ୍ଡି ଥାନା କୁ ଆଣି…
ଅଧିକ ଖବର ଦେଖନ୍ତୁ...

ନିୟନ୍ତ୍ରଣ ହରାଇ ହୋଟେଲରେ ପଶିଗଲା ଟ୍ୟାଙ୍କର

ହରଭଙ୍ଗା: ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଅନ୍ତର୍ଗତ ୫୭ନଂ ଜାତୀୟ ରାଜପଥର ଆଡେନିଗଡ଼ରେ ଏକ ତେଲ ଟ୍ୟାଙ୍କର ଏକ ଅଟୋ ଓ ସାଇକେଲକୁ ଧକ୍କା ଦେବା ପରେ ଏକ ହୋଟେଲ ଭିତରକୁ ପଶିଯାଇଥିଲା। ଏଥିରେ ସାଇକେଲ ଚାଳକ ଓ ହୋଟେଲ ମାଲିକାଣୀ ଆହତ ହୋଇଥିବା ଜଣାଯାଇଛି। ଶୁକ୍ରବାର ଅପରାହ୍ନ ୪ଟାରେ…
ଅଧିକ ଖବର ଦେଖନ୍ତୁ...

ଡି ପୁରନ୍ଦେଶ୍ୱରୀ ହେଲେ ବିଜେପିର ନୂଆ ଓଡ଼ିଶା ପ୍ରଭାରୀ, ବିଜୟପାଲ ସିଂହ ତୋମାର ସହ-ପ୍ରଭାରୀ

ନୂଆଦିଲ୍ଲୀ/ଭୁବନେଶ୍ୱର : ଭାରତୀୟ ଜନତା ପାର୍ଟି ଆଜି ନବନିଯୁକ୍ତ ରାଜ୍ୟ ପ୍ରଭାରୀଙ୍କ ସୂଚୀ ଜାରି କରିଛି।  ଏହି କ୍ରମରେ ବିଜେପି ପୂର୍ବତନ କେନ୍ଦ୍ରମନ୍ତ୍ରୀ  ଡି. ପୁରନ୍ଦେଶ୍ୱରୀଙ୍କୁ ଓଡ଼ିଶାର ନୂତନ ପ୍ରଭାରୀ ଭାବେ ନିଯୁକ୍ତି ଦେଇଛି। ସେହିପରି ବିଜୟପାଲ ସିଂହ ତୋମାରଙ୍କୁ ଓଡ଼ିଶା…
ଅଧିକ ଖବର ଦେଖନ୍ତୁ...

ଧନ‌ତେରସରେ ଭଲ ବେପାର; କଟକଣା ସତ୍ତ୍ବେ ଫୁଲବାଣୀରେ ୫ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସୁନା ବିକ୍ରି

ଫୁଲବାଣୀ:କରୋନା ପ୍ରଭାବ ରହିଛି। ଲାଗି ରହିଛି କଟକଣା। ତା ସତ୍ତ୍ବେ ଧନତେରାସରେ ସୁନା ବେପାର ଭଲ ହୋଇଛି। ସକାଳୁ ରାତି ପର୍ଯ୍ୟନ୍ତ ଫୁଲବାଣୀ ସହରର ସମସ୍ତ ସୁନା ଦୋକାନରେ ବେଶ ଭିଡ ଜମିଥିଲା। ବିଶ୍ବାସ ରହିଛି। ଧନତେରସରେ ସୁନା କିଣିଲେ ଘରକୁ ଲକ୍ଷ୍ମୀ ଆସନ୍ତି। ତେଣୁ ଧନତେରସ ଦିନ ଗରୀବଠୁ…
ଅଧିକ ଖବର ଦେଖନ୍ତୁ...

କୋଭିଡ ନିୟମ ଭାଙ୍ଗି କଟକରେ ସିଲ ହେଲା ସୁନା ଦୋକାନ

କଟକ: ସିଲ ହେଲା କଟକର ଲାଲଚାନ୍ଦ ଜୁଏଲରୀ । କୋଭିଡ ନିୟମ ଭାଙ୍ଗି ଥିବାରୁ ସିଏମସି ଓ ପୁଲିସର ମିଳିତ ଉଦ୍ୟମରେ ସୁନା ଦୋକାନ ହୋଇଛି ସିଲ । ଡେପୁଟି କମିଶନର ସଞ୍ଜିବିତା ରାଏ ଓ ମଙ୍ଗଳାବାଗ ପୁଲିସ ନିର୍ଦ୍ଦେଶରେ କୋଭିଡ ନିୟମ ଉଲଂଘନ ନେଇ ଲାଲଚାନ୍ଦକୁ ସିଲ କରାଯାଇଛି । ଏହାସହ ଖିମଜି ଜୁଏଲରୀକୁ…
ଅଧିକ ଖବର ଦେଖନ୍ତୁ...

‘ନାସା’କୁ ପସନ୍ଦ ଆସିଲା ଓଡ଼ିଆ ପିଲାଙ୍କ ଡିଜାଇନ

ଭୁବନେଶ୍ୱର: ନାସାର ହ୍ୟୁମାନ ରୋଭର ଚାଲେଞ୍ଜରେ ଭାଗନେବେ ଓଡିଆ ପିଲା । ତେଣୁ ପ୍ରଥମଥରପାଇଁ ଓଡିଶାର ଏହି ଦଶଜଣିଆ ଟିମର ଡିଜାଇନ ନାସା ଦ୍ୱାରା ମନୋନୀତ ହୋଇଛି । ଅପ୍ରେଲ ୨୦୧୦ରେ ଓଡିଶାର ସ୍କୁଲ ଓ ଆଇଆଇଟି ଛାତ୍ର ମାନଙ୍କର ଏହି ଟିମ ଆଲବାମାର ହଂଟସଭିଲରେ ନାସା ହ୍ୟୁମାନ ରୋଭର ଚ୍ୟାଲେଂଜରେ…
ଅଧିକ ଖବର ଦେଖନ୍ତୁ...