Daily Archives

November 13, 2020

ଜୟପୁରରେ ଯୁବକଙ୍କୁ ଛୁରାମାଡ଼

ଜୟପୁର: ଧନତେରାସ ସମୟରେ କୋରାପୁଟ ଜିଲ୍ଲା ଜୟପୁର ସହରରେ ଅସମ୍ଭବ ଭିଡ଼ ପରିଲକ୍ଷିତ ହେଉଥିବାବେଳେ ଜଣେ ଯୁବକଙ୍କୁ ହୋଇଛି ଛୁରାମାଡ଼। ଯୁବକ ଜଣକଙ୍କ ହେଲେ ସହରର ପୂର୍ଣ୍ଣଚନ୍ଦ୍ର ବୋଲି ଜଣାପଡିଛି। ଗୁରୁତର ଅବସ୍ଥାରେ ତାଙ୍କୁ ଜିଲ୍ଲା ମେଡିକାଲରେ ଭର୍ତି ହୋଇଛନ୍ତି। ସ୍ଥାନୀୟ ତାରିଣୀ ଛକ ନିକଟ…
ଅଧିକ ଖବର ଦେଖନ୍ତୁ...

କ୍ୟୁଆରଏସଏଏମ କ୍ଷେପଣାସ୍ତ୍ର ପଦ୍ଧତିର ଗୁରୁତ୍ୱପୂର୍ଣ୍ଣ ସଫଳତା

ଚାନ୍ଦିପୁର : ତ୍ଵରିତ ପ୍ରତିକ୍ରିୟାଶୀଳ ଭୂପୃଷ୍ଠରୁ ଆକାଶକୁ ନିକ୍ଷିପ୍ତ କରାଯାଉଥିବା କ୍ଷେପଣାସ୍ତ୍ର କ୍ୟୁଆରଏସଏଏମକୁ ଏକ ବିରାଟ ସଫଳତା ମିଳିଛି । ଏହା ଏକ ପାଇଲଟ ବିହୀନ ଏୟାରକ୍ରାଫ୍ଟକୁ ମଧ୍ୟମ ଦୂରତା ଓ ଉଚ୍ଚତାରେ ଲକ୍ଷ୍ୟ ଭେଦ କରିଛି । ଆଜି ଅପରାହ୍ନ ୩.୫୦ ମିନିଟ ସମୟରେ ଓଡିଶା…
ଅଧିକ ଖବର ଦେଖନ୍ତୁ...

ଧନତେରାସ ପାଇଁ ସୁନାଦୋକାନରେ ଭିଡ଼: ଟ୍ରାଫିକ ସଜାଡିବାକୁ ପୁଲିସ ନାକେଦମ୍

ଜୟପୁର: ଧନତେରାସରେ ସୁନା କିଣିଲେ ଶୁଭ । ଖାସ ଏଥିପାଇଁ ସୁନା କିଣିବା ଲାଗି ଜୟପୁରବାସୀଙ୍କ ଭିତରେ ଆଜି ଥିଲା ପ୍ରବଳ ଉତ୍ସାହ। ଅଳ୍ପ ଟିକିଏ ହେଲେ ବି ସୁନା କିମ୍ବା ରୁପା ଜିନିଷ ଘରକୁ ନେବା ପାଇଁ ଭିଡ ଲଗାଇଥିଲେ ସୁନା ଦୋକାନ ଆଗରେ। ସହରର ସମସ୍ତ ସୁନା ଦୋକନରେ ଦିନ ସାରା ଗ୍ରାହକଙ୍କ…
ଅଧିକ ଖବର ଦେଖନ୍ତୁ...

ଭଙ୍ଗା ପ୍ଲାଷ୍ଟିକରେ ଛାତ୍ରଛାତ୍ରୀ ନିର୍ମାଣ କଲେ ଇଲେକ୍ଟ୍ରିକ କାର, ଘଣ୍ଟା ପ୍ରତି ୯୦ କିଲୋମିଟର ବେଗରେ ଯାଇପାରିବ

ନୂଆଦିଲ୍ଲୀ: ଭଙ୍ଗା ପ୍ଲାଷ୍ଟିକରେ ନିର୍ମାଣ କଲେ କାର | ଛାତ୍ରଛାତ୍ରୀଙ୍କ ଅକ୍ଲାନ୍ତ ପରିଶ୍ରମ ଭଙ୍ଗା ପ୍ଲାଷ୍ଟିକକୁ ଦେଲା ନୂଆ ରୂପ | ଦିନରାତି ଏକ କରି ଛାତ୍ରଛାତ୍ରୀମାନେ ନିର୍ମାଣ କଲେ ଇଲେକ୍ଟ୍ରୋନିକ୍ସ କାର | ନେଦରଲାଣ୍ଡର କିଛି କଲେଜ ଛାତ୍ରଛାତ୍ରୀ 'ଲୁକା' ନାମକ ବୈଦ୍ୟୁତିକ କାରଟିଏ…
ଅଧିକ ଖବର ଦେଖନ୍ତୁ...

ଓୱେସି ହେଉଛନ୍ତି ବିଜେପିର ଏଜେଣ୍ଟ ଓ ମୁସଲମାନଙ୍କୁ ବିଭାଜିତ କରୁଥିବା ଆଉ ଜଣେ ଜିନ୍ନା : ଉର୍ଦ୍ଦୁ କବି ମୁନାୱାର୍

ନୂଆଦିଲ୍ଲୀ: ଜଣାଶୁଣା ଉର୍ଦ୍ଦୁ କବି ମୁନାୱାର୍ ରାଣା କହିଛନ୍ତି ଯେ ଏଆଇଏମ୍ଆଇଏମ୍ ମୁଖ୍ୟ ଅସଦୁଦ୍ଦିନ ଓୱେସିଙ୍କ ପରି ନେତାମାନେ ମୁସଲମାନମାନଙ୍କୁ ବିଭାଜିତ କରିଛନ୍ତି। ଓୱେସିଙ୍କୁ ପାକିସ୍ତାନର ପ୍ରତିଷ୍ଠାତା ମହମ୍ମଦ ଅଲୀ ଜିନ୍ନାଙ୍କ ସହ ତୁଳନା କରି ସେ କହିଛନ୍ତି ଯେ ମୁସଲମାନ ସମ୍ପ୍ରଦାୟ…
ଅଧିକ ଖବର ଦେଖନ୍ତୁ...

ଟ୍ରକ୍‌ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, ଶବରଖି ଗ୍ରାମବାସୀଙ୍କ ରାସ୍ତାରୋକ

ଲାଞ୍ଜିଗଡ଼: ଟ୍ରକ୍‌ ଧକ୍କାରେ କଳାହାଣ୍ଡି ଜିଲ୍ଲା ବିଜେପୁର ଥାନା ପେଙ୍ଗସୁର ଗ୍ରାମର କରୁଣା ନାଗ (୬୦)ଙ୍କ ଶୁକ୍ରବାର ମୃତ୍ୟୁ ହୋଇଥିଲା। ଅପରାହ୍ନ ୪ଟାରେ ପରିବାର ଲୋକେ ଏବଂ ଗ୍ରାମବାସୀ ଶବରଖି ବିଜେପୁର-ବିଶ୍ୱନାଥପୁର ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ। ଅପରାହ୍ନ ୨ଟାରେ କରୁଣା ବେନଙ୍ଗା…
ଅଧିକ ଖବର ଦେଖନ୍ତୁ...

ଦଶ ଫୁଟିଆ ଅଜଗର ଉଦ୍ଧାର 

ମେଲଛାମୁଣ୍ତା: ବରଗଡ଼ ଜିଲ୍ଲା ମେଲଛାମୁଣ୍ତା ବ୍ଲକ ଅର୍ନ୍ତଗତ ସମାରପାଲି ଓ ନୂଆଁପାଲି ମଝିରେ ଏକ ଦଶ ଫୁଟିଆ ଅଜଗର ରାସ୍ତା ପାରି ହେଉଥିବା ବେଳେ ସମାରପାଲି ଗ୍ରାମର କିଛି ଯୁବକ ଦେଖିବାକୁ ପାଇଥିଲେ। ସାପଟିକୁ ଉଦ୍ଧାର କରି ଯୁବକମାନେ ଘେଁସ ରେଂଜ ଦୀପ୍ତିପୁର ସେକ୍‌ସନ ବନ ବିଭାଗ କର୍ମଚାରୀଙ୍କୁ…
ଅଧିକ ଖବର ଦେଖନ୍ତୁ...

ବାଣ ମିଶା ଖାଦ୍ୟ ଖାଇ ଲହୁଲୁହାଣ ହେଲା ଗାଈ

ଜୟପୁର: ରାଜସ୍ଥାନର ପାଲି ଜିଲ୍ଲାର ମାରଓ୍ବାଡ଼ ଜଙ୍କସନ ଉପଖଣ୍ଡରୁ ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। ଦୀପାବଳି ପାଇଁ ବାଣ ବିକ୍ର ଉପରେ କଟକଣା ଲାଗିଥିଲେ ବି କିଛି ଲୋକ ଚୋରାରେ ଏହାକୁ ଆଣିବା‌ ସହ ବିକ୍ରି ବି କରୁଛନ୍ତି। ତେବେ କେହି ଜଣେ ନିଷ୍ଠୁର ବ୍ୟକ୍ତି ଖାଦ୍ୟ‌ରେ ବାଣ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କ ଲାଗି ଭଲ ଦିନଟିଏ। ଉତ୍ତମ ବ୍ୟବହାର ବଳରେ ଲୋକଙ୍କ ମନ ଜିଣିନେବେ। ଛାତ୍ର ମାନଙ୍କ କ୍ଷେତ୍ରରେ ଆତ୍ମବିଶ୍ବାସ କାମରେ ଆସିବ। ବୃଷ: ଭାବିଥିବା କାମ ସ˚ପୂର୍ଣ୍ଣ ହେବ। ବ୍ୟବସାୟୀଙ୍କୁ ଲାଭ ହୋଇପାରେ। ଇ˚ଜିନିୟରଙ୍କ ଲାଗି ଦିନଟି ଭଲ। ଛାତ୍ରଙ୍କୁ ଭଲ ପରିଣାମ ମିଳିପାରେ।…
ଅଧିକ ଖବର ଦେଖନ୍ତୁ...