ବାଣ ଜବତ କରିବା ସହିତ ୪ବେପାରୀଙ୍କୁ ଗିରଫ କରିଲା ମୋରଡ଼ା ଥାନା ପୁଲିସ
ଚିତ୍ରଡ଼ା: କରୋନା କଟକଣା ସହିତ ଚଳିତ ବର୍ଷ ଦୀପାବଳିରେ ବାଣ ବିକ୍ରି ଉପରେ ଉପରେ ଏବଂ ବାଣ ଫୁଟାଇବା ଉପରେ ମଧ୍ୟ ସରକାର କଟକଣା ଲଗାଇଛନ୍ତି। ତେବେ ସରକାରଙ୍କ କଟକଣାକୁ ନ ମାନି ଆଜି ଦୀପାବଳିରେ ବାଣ ବିକ୍ରି କରୁଥିବା ୪ ଜଣ ବେପାରୀଙ୍କ ବାଣ ଜବତ କରିବା ସହିତ ସେମାନଙ୍କୁ ଗିରଫ କରାଯାଇଥିବା…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...