Daily Archives

November 14, 2020

ସମ୍ବଲପୁର: ଲକ୍ଷାଧିକ ଟଙ୍କାର ବାଣ ଜବତ, ୪ ବେପାରୀ ଗିରଫ

ସମ୍ବଲପୁର: ସମ୍ବଲପୁର ସହରରେ ବେଆଇନ ଭାବେ ବାଣ ଵିକ୍ରି କରିଥିବା ବିଭିନ୍ନ ଦୋକାନରେ ପୁଲିସ ପକ୍ଷରୁ ଵ୍ୟାପକ ଚଢ଼ଉ କରଯାଇଛି। ଏହି ଘଟଣାରେ ପୁଲିସ ଲକ୍ଷାଧିକ ଟଙ୍କାର ବାଣ ଜବତ କରିଥିବା ସମୟରେ ଭିନ୍ନ ଭିନ୍ନ ସ୍ଥାନରୁ ୪ଜଣ ବେପାରୀଙ୍କୁ ଗିରଫ କରାଯାଇଥିବା ନେଇ ସଦର ଏସଡିପିଓ ତପନ ମହାନ୍ତି…
ଅଧିକ ଖବର ଦେଖନ୍ତୁ...

ନକଲି ମସଲା କାରଖାନାର ଠିକଣା ପାଲଟିଛି କଟକ !

କଟକ: କଟକ ଜଗତପୁରରେ ପୁଣି ନକଲି ମସଲା କାରଖାନା ଠାବ କରିଛି କମିସନରେଟ ପୁଲିସ l ଲକ୍ଷାଧିକ ଟଙ୍କାର ଅପମିଶ୍ରିତ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ ଓ ତିଆରିରେ ବ୍ୟବହୃତ କଞ୍ଚାମାଲ ଜବତ କରିଛି ପୁଲିସ l ଜଗତପୁର ନୂତନ ଶିଳ୍ପାଞ୍ଚଳର ମହାନଦୀ ପାର୍ଶ୍ୱରେ ଥିବା ଜଗନ୍ନାଥ ଇଣ୍ଡ୍ରଷ୍ଟିରେ ପୁଲିସ…
ଅଧିକ ଖବର ଦେଖନ୍ତୁ...

ଗାଡ଼ିରେ ବ୍ୟବହାର ହୋଇଥାଏ ୬ଟି ରଙ୍ଗର ନମ୍ବରପ୍ଲେଟ, କେଉଁ ରଙ୍ଗ କେତେବେଳେ ବ୍ୟବହାର ହୁଏ ଜାଣନ୍ତୁ

ଆପଣ ପ୍ରତିଦିନ ରାସ୍ତାରେ ଗାଡ଼ିରେ ମୁଖ୍ୟତଃ ଧଳା ଓ ହଳଦିଆ ରଙ୍ଗର ନମ୍ବରପ୍ଲେଟ ବ୍ୟବହାର ହେଉଥିବାର ଦେଖିଥିବେ | ତେବେ ଆପଣ ଜାଣିଛନ୍ତି କି ଭାରତରେ ୬ଟି ରଙ୍ଗର ନମ୍ବରପ୍ଲେଟ ବ୍ୟବହାର ହୋଇଥାଏ | ଧଳା ପ୍ଲେଟ୍: ଏହି ପ୍ଲେଟ୍ ଲାଗିଥିବା ଗାଡି ବ୍ୟକ୍ତିଗତ ବ୍ୟବହାର ପାଇଁ ହୋଇଥିବାବେଳେ…
ଅଧିକ ଖବର ଦେଖନ୍ତୁ...

ମେହେର ସଂପ୍ରଦାୟର ନିଆରା ଦୀପାବଳି, ଆଲୋକ ଦେଖାଇ ପିତୃପୁରୁଷଙ୍କୁ ଦେଇଥାନ୍ତି ବିଦାୟ

ବୀରମହାରାଜପୁର (ଯୁଗଳ ମିଶ୍ର): ଦୀପାବଳିକୁ ବିଭିନ୍ନ ସମ୍ପ୍ରଦାୟର ଲୋକମାନେ ଭିନ୍ନ ଭିନ୍ନ ଢ଼ଙ୍ଗରେ ପାଳନ କରିଥାନ୍ତି। କିନ୍ତୁ ମେହେର ବୁୁଣାକାରମାନଙ୍କ ଏହି ପର୍ବ ପାଳନର ଶୈଳୀ ଟିକିଏ ଅଲଗା। ଦୀପାବଳି ଦିନ ମେହେର ସଂପ୍ରଦାୟର ଲୋକେ ଆଲୋକ ଦେଖାଇ ନିଜର ପିତୃପୁରୁଷଙ୍କୁ ବିଦାୟ ଦେଇଥାନ୍ତି।…
ଅଧିକ ଖବର ଦେଖନ୍ତୁ...

୪ ଥରର ବିଧାୟକ ହେଲେ ବି ନାହିଁ ଖଣ୍ଡେ ପକ୍କା ଘର, ତଥାପି ୫୩ ହଜାର ଭୋଟ ବ୍ୟବଧାନରେ ଜିତିଛନ୍ତି ଏହି ପ୍ରାର୍ଥୀ

ନୂଆଦିଲ୍ଲୀ: ଯଦି କେହି କେବେ ବିଧାୟକ କି ସାଂସଦ ହୋଇଯାନ୍ତି, ତେବେ ତାଙ୍କ ପାଖରେ ଅର୍ଥର କୌଣସି ଅଭାବ ରହି ନଥାଏ, ଏମିତି ଧାରଣା ଜନମାନସରେ  ରହିଛି | ଏହି ଭାବନା ପ୍ରାୟ ସମସ୍ତଙ୍କ ମନରେ ଥାଏ | କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଜଣେ ନେତାଙ୍କ କଥା କହିବୁ ଯିଏ ୪ ଥର ବିଧାୟକ ହୋଇଥିଲେ ବି…
ଅଧିକ ଖବର ଦେଖନ୍ତୁ...

ଫିଲ୍ମ ନିର୍ମାଣ ସମ୍ପୂର୍ଣ୍ଣ କରିବାକୁ ଛେଳି ଚୋରି କଲେ ହିରୋ

ଚେନ୍ନାଇ: ଅଧାରେ ଅଟକିଯାଇଥିବା ଫିଲ୍ମ ନିର୍ମାଣ କରିବାକୁ ଛେଳି ଚୋରି କଲେ ହିରୋ | ତାମିଲନାଡୁର ରାଜଧାନୀ ଚେନ୍ନାଇରୁ ଏମିତି ଏକ କାହାଣୀ ସାମ୍ନାକୁ ଆସିଛି | ମିଳିଥିବା ସୂଚନା ମୁତାବକ ଚେନ୍ନାଇର ଜଣେ ବ୍ୟକ୍ତି ଏକ ଫିଲ୍ମ ନିର୍ମାଣ କରୁଥିଲେ | ସେହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ତାଙ୍କର…
ଅଧିକ ଖବର ଦେଖନ୍ତୁ...

‘ମଞ୍ଜରୀ’ର ପାର୍ବଣ‌ ଉପସ୍ଥାପନା : ସେ ନାରୀ; ସମ୍ମାନ କଲେ ସେ ଦେବୀ, ଅସମ୍ମାନ କଲେ ଦାନବୀ

ଭୁବନେଶ୍ବର: ଦଶହରାରୁ ଦୀପାବଳି। ଓଡ଼ିଶାର କୋଣଅନୁକୋଣ ଏହି ସମୟ ଭିତରେ ହୋଇଉଠେ ପାର୍ବଣମୁଖର। ଭାରତୀୟ ସଂସ୍କୃତିରେ ସନ୍ନିବେଶିତ ମାତୃ-ଆରାଧନାର ପରମ୍ପରା ହିଁ ଏହି ପାର୍ବଣକୁ ଜନଜୀବନରେ ସଂଯୋଜିତ କରିଛି। ସମାଜରେ ନାରୀ ସମ୍ମାନନୀୟା, ଆଦରଣୀୟା, ବନ୍ଦନୀୟା ଓ ପୂଜ୍ୟା- ଏହି ଚିନ୍ତନକୁ…
ଅଧିକ ଖବର ଦେଖନ୍ତୁ...

ଦୀପ ନିଆଁରେ ଜଳିଗଲା ଘର: ଜଣେ ଗୁରୁତର, ବର୍ତ୍ତିଲା ପାଞ୍ଚ ମାସର ଶିଶୁ 

ରାଉରକେଲା: ଆଲୋକ ଓ ଖୁସିର ପର୍ବ ଦୀପାବଳି ରାଉରକେଲାର ଏକ ପରିବାର ପାଇଁ ଦୁଃଖ ଆଣି ଦେଇଛି। ଦୀପ ନିଆଁରେ ଜଳି ଯାଇଛି ଘର। ପୁରୁଷୋତ୍ତମ ସାମଲ  ନିଆଁରେ ପୋଡି ଯାଇଥିବା ବେଳେ ପାଞ୍ଚ ମାସରେ ଶିଶୁ ଅଳ୍ପକେ ବର୍ତ୍ତି ଯାଇଛି। ଅଗ୍ନିଶମ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିବା ପୂର୍ବରୁ ସମସ୍ତ…
ଅଧିକ ଖବର ଦେଖନ୍ତୁ...

ପୂର୍ବତନ ବିଧାୟକଙ୍କ ପୁଅଙ୍କ ଆତ୍ମହତ୍ୟା, ମୃତ୍ୟୁର କାରଣ ଏଯାଏଁ ଅସ୍ପଷ୍ଟ

ବୁଲନ୍ଦଶହର: ଉତ୍ତର ପ୍ରଦେଶର ବୁଲନ୍ଦଶହର ଜିଲ୍ଲାର ଜେବରର ଜଣେ ପୂର୍ବତନ ବିଧାୟକଙ୍କ ପୁଅ ନିଜ ଉପରକୁ ଗୁଳି ଚଳାଇବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି। ତେବେ ମୃତ୍ୟୁର କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ। ପୂର୍ବତନ ବିଧାୟକଙ୍କ ଘରେ ଗୁଳିର ଶବ୍ଦ ଶୁଣି…
ଅଧିକ ଖବର ଦେଖନ୍ତୁ...

ନିୟନ୍ତ୍ରଣ ରେଖାରେ ଗୋଳାବର୍ଷଣ ଯୋଗୁଁ ସାଧାରଣ ନାଗରିକଙ୍କ ମୃତ୍ୟୁର ପ୍ରତିବାଦ ଜଣାଇବାକୁ ପାକିସ୍ତାନୀ କୂଟନୈତିକ…

ନୂଆଦିଲ୍ଲୀ: ଜମ୍ମୁ ଓ କଶ୍ମୀର ଅନ୍ତର୍ଗତ ନିୟନ୍ତ୍ରଣ ରେଖାରେ ପାକିସ୍ତାନୀ ସୈନ୍ୟଙ୍କ ଅକାରଣ ଅସ୍ତ୍ରବିରତି ଉଲ୍ଲଂଘନର ତୀବ୍ର ପ୍ରତିବାଦ ଜଣାଇବାକୁ ଶନିବାର ଦିନ ଭାରତ ପାକିସ୍ତାନର କୂଟନୈତିକ ପ୍ରତିନିଧିଙ୍କୁ ଡକାଇ କହିଛି ଯେ, ସୀମାପାରି ଆତଙ୍କବାଦୀଙ୍କୁ ଅନୁପ୍ରବେଶରେ ସାହାଯ୍ୟ କରିବା…
ଅଧିକ ଖବର ଦେଖନ୍ତୁ...