Daily Archives

November 15, 2020

ବରିଷ୍ଠ ନାଟ୍ୟବିତ ତଥା ମଞ୍ଚ ଅଭିନେତା କୃଷ୍ଣଚନ୍ଦ୍ର ଆଚାର୍ଯ୍ୟଙ୍କ ପରଲୋକ

ସମ୍ବଲପୁର: ବରିଷ୍ଠ ନାଟ୍ୟବିତ ତଥା ମଞ୍ଚ ଅଭିନେତା କୃଷ୍ଣଚନ୍ଦ୍ର ଆଚାର୍ଯ୍ୟଙ୍କର ଶନିବାର ରାତି ୧୦ଟା ୪୫ରେ ପରଲୋକ ହୋଇଯାଇଛି। ଶେଷ ଶଯ୍ୟା ନିକଟରେ ତାଙ୍କର ପତ୍ନୀ ବାସନ୍ତୀ, ଦୁଇ ଝିଅ ରୁପା ଓ ନିପା, ଦୁଇ ଭାଇ ଓ ଆତ୍ମୀୟ ପରିଜନ ଉପସ୍ଥିତ ଥିଲେ। ସେ କିଡ୍‌ନି ରୋଗରେ ଆକ୍ରାନ୍ତ ଥିଲେ ଗତ…
ଅଧିକ ଖବର ଦେଖନ୍ତୁ...

ଜୁନାଗଡ଼ ବ୍ଲକ୍‌ରେ ଜଙ୍ଗଲ ଅଧିକାର ସାବ୍ୟସ୍ତ କଲେ ଗ୍ରାମବାସୀ, ଗ୍ରାମ ଜଙ୍ଗଲ କମିଟି ଦ୍ୱାରା ଗୋଷ୍ଠୀ ଜଙ୍ଗଲର ବାଉଁଶ…

ଜୁନାଗଡ଼ : କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକ୍‌ ପରେ ବର୍ତ୍ତମାନ ଜୁନାଗଡ଼ ବ୍ଲକରେ ଗ୍ରାମବାସୀମାନେ ଜଙ୍ଗଲ ଅଧିକାର ସାବ୍ୟସ୍ତ କରିଛନ୍ତି। ଜୁନାଗଡ଼ ବ୍ଲକ୍‌ ତଳଜାରିଙ୍ଗ ପାଞ୍ଚାୟତର ୪ଟି ଗ୍ରାମ ପ୍ରଥମ କରି ଗ୍ରାମ ଜଙ୍ଗଲ କମିଟି ଦ୍ୱାରା ଗୋଷ୍ଠୀ ଜଙ୍ଗଲର ବାଉଁଶ ବିକ୍ରି ଶୁଭାରମ୍ଭ…
ଅଧିକ ଖବର ଦେଖନ୍ତୁ...

ଭୋଗରାଇ ପଞ୍ଚାୟତ ସମିତିରେ ବ୍ୟାପକ ଅନିୟମିତତା, ତଦନ୍ତ ଦାବି କଲା ବ୍ଲକ କଂଗ୍ରେସ

ଭୋଗରାଇ : ନିୟମ ଅନୁସାରେ ପ୍ରତି ୨ ମାସରେ ଥରେ ପଞ୍ଚାୟତ ସମିତି ବୈଠକ ହେବା କଥା। କିନ୍ତୁ ଭୋଗରାଇ ପଞ୍ଚାୟତ ସମିତି ଗଠନକୁ ତିନିବର୍ଷ ପୁରିଥିଲେ ମଧ୍ୟ ୨୦୧୭ ମସିହାରୁ ଏଯାବତ ମାତ୍ର ୭ ଥର ବୈଠକ ହୋଇଛି। ଆସନ୍ତା ୧୭ ତାରିଖରେ ପଞ୍ଚାୟତ ସମିତିର ଅଷ୍ଟମ ବୈଠକ ଆହ୍ୱାନ କରାଯାଇଛି। ନିୟମିତ…
ଅଧିକ ଖବର ଦେଖନ୍ତୁ...

ମଖାଗୁଡାରେ ୩୨ ଆଦିବାସୀ ପରିବାରଙ୍କ ଘର ଭଙ୍ଗା ଘଟଣା: ରିପୋର୍ଟ ପ୍ରଦାନ କରୁନାହାନ୍ତି ଜିଲ୍ଲାପାଳ

ଭବାନୀପାଟଣା: କରୋନା ଲକଡାଉନ ସମୟରେ ବୈଶାଖର ନିନାଘ ଓ ଝାଞ୍ଜି ପିଟୁଥିବା ବେଳେ ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ଶଗଡ଼ା ପଞ୍ଚାୟତର ସରକାରୀ ଜମିରେ ବସବାସ କରୁଥିବା ମଖାଗୁଡାର ୩୨ ଟି ଆଦିବାସୀ ପରିବାରଙ୍କ ଘର ଭାଙ୍ଗିଦେଇଥିଲେ । ସେମାନଙ୍କୁ ବେଘରକରି ମାନବାଧିକାରର ସୀମା ଉଲଂଘନ କରିଥିଲେ…
ଅଧିକ ଖବର ଦେଖନ୍ତୁ...

ବାଲେଶ୍ୱର : ବାଇକ୍‌ ଲୁଟେରା ଗ୍ୟାଙ୍ଗ୍‌ ଠାବ; ଜଣେ ଅଟକ, ୨ ବାଇକ ଜବତ

ବାଲେଶ୍ୱର : କିଛିଦିନ ତଳେ ଶିଳ୍ପାଞ୍ଚଳ ଥାନା ପୁଲିସ ଏକ ବଡ଼ଧରଣର ଲୁଟେରା ଗ୍ୟାଙ୍ଗକୁ ଠାବ କରି ୫ ଲୁଟେରାଙ୍କୁ ଗିରଫ କରିବା ସହ ୧୨ଟି ବାଇକ୍‌ ଓ ୨ଟି କାର ଜବତ କରିଥିଲା। ଆଜି ସହଦେବଖୁଣ୍ଟା ଥାନା ପୁଲିସ ଏକ ବାଇକ୍‌ ଲୁଟେରା ଗ୍ୟାଙ୍ଗକୁ ଠାବ କରିଛି। ଗ୍ୟାଙ୍ଗର ଜଣେ ଲୁଟେରାକୁ ପୁଲିସ ଅଟକ…
ଅଧିକ ଖବର ଦେଖନ୍ତୁ...

କଲ୍ୟାଣୀଙ୍କ ନିକଟକୁ ବଢ଼ିଲା ସହଯୋଗର ହାତ

ଜଗତସିଂହପୁର ଟାଉନ: ତିର୍ତ୍ତୋଲ ବ୍ଲକ କନକପୁର ପଞ୍ଚାୟତର କଲ୍ୟାଣୀ ବାରିକଙ୍କ ଦୁଃଖ ଯନ୍ତ୍ରଣାର ବେଦନା ଭରା କାହାଣୀ ସମ୍ବାଦରେ ପ୍ରକାଶ ପାଇବା ପରେ ସହ ଯୋଗର ହାତ ବଢ଼।ଇଛନ୍ତି କିଛି ସ୍ବେଛାସେବୀ ସଂଗଠନ। ଦୀପ।ବଳୀରେ କଲ୍ୟାଣୀଙ୍କ ପରିବାରରେ କିଞ୍ଚିତ ହସ ଫୁଟାଇ ବାରେ ସମର୍ଥ ହୋଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ; ଦୁଇ ଭାଇ ଗୁରୁତର

ଅନୁଗୁଳ : ଆଜି ନିଶା ଥାନା ଅନ୍ତର୍ଗତ ପିତାବଳୀ ଛକ ନିକଟରେ ଏକ ହୋଟେଲ ମାଲିକ ଓ ରାସନ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣର ଶିକାର ହୋଇ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ, ନିଶା ଥାନା ପରଙ୍ଗ ଗ୍ରାମର ତଳ‌ସାହି ଅଞ୍ଚଳର ହୋଟେଲ ମାଲି…
ଅଧିକ ଖବର ଦେଖନ୍ତୁ...

ରେଢ଼ାଖୋଲ ବନଖଣ୍ଡରେ ଅଭାବନୀୟ ଦୃଶ୍ୟ: ହାତୀ ମଣିଷ ଗୋଡ଼ାଗୋଡ଼ି, ଭୟରେ ଆସିଲେନି ବନ କର୍ମଚାରୀ

ରେଢ଼ାଖୋଲ: ସମ୍ବଲପୁର କିଲ୍ଲା ରେଢ଼ାଖୋଲ ବନଖଣ୍ଡ ଅନ୍ତର୍ଗତ ବଡ଼ବାହାଳ ରେଞ୍ଜ ହାତୀବାହାଳ ଗ୍ରାମରେ ରବିବାର ସକାଳୁ ସକାଳୁ ଦେଖିବାକୁ ମିଳିଥିଲା ଅଭାବନୀୟ ଦୃଶ୍ୟ। ହାତୀ ଓ ମଣିଷଙ୍କ ମଧ୍ୟରେ ଗୋଡ଼ାଗୋଡ଼ି ଚାଲିଥିବା ବେଳେ ଭୟରେ ବନ ବିଭାଗର କେହି ବି ଅଧିକାରୀ କି କର୍ମଚାରୀ ଘଟଣାସ୍ଥଳକୁ ନ…
ଅଧିକ ଖବର ଦେଖନ୍ତୁ...

ମାନିଲେନି କଟକଣା, ଅମାନିଆଙ୍କ ଢୋ ଢାରେ ସରିଲା ଦୀପାବଳି

ଜୟପୁର: ଚଳିତବର୍ଷ କରୋନାକୁ ନେଇ ସରକାର କଟକଣା କରିଥିବାବେଳେ ସହରବାସୀ ମାନିଲେନି କଟକଣା। ସନ୍ଧ୍ୟାରେ କିଛି ଜଣା ପଡୁ ନ ଥିବାବେଳେ ରାତି ବଢିବା ବେଳକୁ ବଢିଥିଲା ଢୋ… ଢା…। ଠୋ..ଠା ଶବ୍ଦ ରାତି ବେଳକୁ ତୀବ୍ର ହୋଇଥିଲା। କରୋନା ହେତୁ ଆଲୋକର ପର୍ବ ଦୀପାବଳି ସାରା ଭାରତ ବର୍ଷରେ ଫିକା…
ଅଧିକ ଖବର ଦେଖନ୍ତୁ...

ଦିଅର ଟାଙ୍ଗିଆ ଚୋଟରେ ଭାଉଜ ମୃତ 

ଅତାବିରା: ବରଗଡ଼ ଜିଲ୍ଲା ଅତାବିରା ଥାନା ପାହାଡ଼ଶ୍ରୀଗିଡ଼ା ପଂଚାୟତ ଦଶାଡ଼ି ବ୍ରିଜରେ ଶନିବାର ରାତିରେ ଦିଅର ଅଜେଶ ଖଡ଼ିଆ(୨୧)ର ଟାଂଗିଆ ଚୋଟରେ ଭାଉଜ ବୃନ୍ଦାବତୀ ଖଡ଼ିଆ(୨୭)ଙ୍କ ମୃତ୍ୟୁ ଘଟିଛି। ଶନିବାର ରାତିରେ ଖାଇପିଇ ବୃନ୍ଦାବତୀ ଓ ଅଜେଶ  ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ବୃନ୍ଦାବତୀଙ୍କ…
ଅଧିକ ଖବର ଦେଖନ୍ତୁ...