Daily Archives

November 15, 2020

ଗର୍ଭବତୀ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ ଓ ହତ୍ୟା ଧମକ, ଅଭିଯୁକ୍ତ ଗିରଫ

ରାଇରଙ୍ଗପୁର/ବିଜାତଳା: ମୟୂରଭଞ୍ଜ ଜିଲ୍ଲା ଗ୍ରାମାଂଚଳ ଥାନା ଅଂଚଳରେ ଲଜ୍ଜା । ଅଭିଯୋଗ ଅନୁଯାୟୀ ରାଇରଙ୍ଗପୁର ଗ୍ରାମାଂଚଳ ଥାନା ଅଂଚଳରେ ଗତ ୧୧ ତାରିଖ ଦିନ ଜଣେ ଗର୍ଭବତୀ ମହିଳାଙ୍କୁ ଦୁଷ୍କର୍ମ କରିବା ପରେ ହତ୍ୟା ଧମକ ଦେଇଛି ଅଭିଯୁକ୍ତ । ୧୧ ତାରିଖ ରାତିରେ ପୋଡାଡିହା ଗ୍ରାମର ଜୟପାଲ…
ଅଧିକ ଖବର ଦେଖନ୍ତୁ...

ଅଳସୁଆ ଲୋକଙ୍କୁ ‘କରୋନା ହିରୋ’ କହିଲା ଏହି ଦେଶ

ବର୍ଲିନ: ଅଳସୁଆ ଲୋକଙ୍କୁ ହିରୋ ଭାବେ ଅଭିହିତ କଲା ଜର୍ମାନୀ | ଜର୍ମାନ ସରକାର ଏକ ବିଜ୍ଞାପନ ପ୍ରସ୍ତୁତ କରିଛନ୍ତି, ଯେଉଁଥିରେ କରୋନା ଭାଇରସ୍ ବିରୋଧରେ ଲଢେଇରେ ଅଳସୁଆ ଲୋକଙ୍କୁ 'ହିରୋ' ଭାବେ ଉପସ୍ଥାପିତ କରାଯାଇଛି | ଜର୍ମାନୀ ସରକାରଙ୍କ ତରଫରୁ ପ୍ରକାଶ ପାଇଥିବା ୯୦ ସେକେଣ୍ଡର ଭିଡିଓରେ…
ଅଧିକ ଖବର ଦେଖନ୍ତୁ...

ବନ୍ଧୁକ ମୁନରେ ବ୍ୟବସାୟୀଙ୍କଠାରୁ ୧୫ ଲକ୍ଷ ଟଙ୍କା ଲୁଟ ଅଭିଯୋଗ

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ଘାଗରବେଡା ଥାନା ଅଂଚଳରେ ଆଜି ଜଣେ ବ୍ୟବସାୟୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ ରରୁଆଁର ଗ୍ରୋସରୀ ହଲସେଲର୍‌ ବ୍ୟବସାୟୀ ସୁନିଲ୍‌ କୁମାର ସୁଲତାନିଆଙ୍କ ମ୍ୟାନେଜର୍‌ ତପନ କୁମାର ପ୍ରଧାନ ଖୁଚୁରା ଦୋକାନୀ…
ଅଧିକ ଖବର ଦେଖନ୍ତୁ...

ବୁଲେଟ୍‌ ଧକ୍କାରେ ନାବାଳକ ଆହତ, ସ୍ଥାନାନ୍ତର ସକାଶେ ମିଳିଲାନି ୧୦୮ ଆମ୍ବୁଲାନସ

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଥାନା ବନ୍ଦିକାର ଗାଁ ନିକଟ ୩୨୬ ନମ୍ବର ଜାତୀୟ ରାଜପଥରେ ଏକ ବୁଲେଟ୍‌ ଧକ୍କାରେ ଜଣେ ନାବାଳକ ଗୁରୁତର ହୋଇଛି। ଗୁରୁତରକୁ ଲକ୍ଷ୍ମୀପୁର ମେଡିକାଲ୍‌ରେ ଚିକିତ୍ସା ନିମନ୍ତେ ଭର୍ତି କରାଯାଇଥିଲା। ନାବାଳକର ଗୋଡ ଭାଙ୍ଗି ଯିବା ସହ ମୁଣ୍ଡରେ ଆଘାତ…
ଅଧିକ ଖବର ଦେଖନ୍ତୁ...

ଚୋରି ସାମଗ୍ରୀ ଜବତ, ଧରାପଡ଼ିଲା ୯ ଜଣିଆ ଚୋର ରାକେଟ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଗୋଛାପଡା ପୁଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ଚୋରି ସାମଗ୍ରୀ ଜବତ କରିଛି। ଜବତ ‌ସାମଗ୍ରୀ ମଧ୍ୟରେ ରହିଛି ୬ଟି ବ୍ୟାଟେରି,୩ଟି ସୋଲାର ପ୍ଲେଟ,୮୦ ଲିଟର ଡିଜେଲ। ଜବତ ସାମଗ୍ରୀ କଟ୍ରିଙ୍ଗିଆ,ବେଲପଦର ଓ ଫୁଲବାଣୀ ଅଞ୍ଚଳରୁ ଚୋରି ହୋଇଥିଲା। ଏଥିରେ ୯ ଜଣିଆ…
ଅଧିକ ଖବର ଦେଖନ୍ତୁ...

ଆସନ୍ତାକାଲି ଶପଥ ନେଲେ ନୀତୀଶ କରିବେ ଏହି ରେକର୍ଡ

ପାଟନା: ଆସନ୍ତାକାଲି ଅପରାହ୍ଣ ସାଢେ ୪ଟା ସମୟରେ ବିହାର ମୁଖ୍ୟମନ୍ତ୍ରୀ ଭାବେ ନୀତିଶ କୁମାର ଶପଥ ନେବାକୁ ଯାଉଛନ୍ତି | ଆଉ ଶପଥ ନେବା ପରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନାମରେ ଏକ ରେକର୍ଡ ହେବାକୁ ଯାଉଛି | ନୀତିଶ ଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ ହେବେ ଯିଏ ସପ୍ତମ ଥର ପାଇଁ ମୁଖ୍ୟମନ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...

ଏଥର ଦୀପାବଳିରେ ଚୀନକୁ ୪୦ ହଜାର କୋଟିର ଝଟକା ଦେଲା ଭାରତ

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ବଢୁଛି ସ୍ବଦେଶୀ ସାମଗ୍ରୀର ଚାହିଦା | ପର୍ବପର୍ବାଣୀରେ ଦେଶରେ ନିର୍ମିତ ସାମଗ୍ରୀର ଆଦର ବଢୁଛି | ଦୀପାବଳିରେ କିଭଳି ଥିଲା ଦେଶବାସୀଙ୍କ ମୁଡ଼, କିଭଳି ସ୍ବଦେଶୀ ସାମଗ୍ରୀ ପ୍ରତି ବଢୁଛି ଲୋକଙ୍କ ଆଗ୍ରହ ସେ ବାବଦରେ ଏକ ତଥ୍ୟ ଆସିଛି | ଆଉ ଏହି ତଥ୍ୟରେ…
ଅଧିକ ଖବର ଦେଖନ୍ତୁ...

ଦୋକାନ ଭିତରେ ପଶିଗଲା ଟ୍ରକ୍‌, ୨ ମହିଳା ଗୁରୁତର

ସମ୍ବଲପୁର: ବୁର୍ଲା ଥାନା ଆ-କଟାପାଲିଠାରେ ଏକ କାର୍‌କୁ ବଞ୍ଚାଇବାକୁ ଯାଇ ଏକ ଟ୍ରକ ରାସ୍ତା ପାର୍ଶ୍ଵରେ ଥିବା ଦୋକାନ ଭିତରକୁ ପଶି ଯାଇଥିଲା। ଏଥିରେ ଦୁଇ ଜଣ ମହିଳା ଆହତ ହୋଇଥିବା ଜଣାପଡ଼ିଛି। ଘଟଣାଟି ସକାଳ ପ୍ରାୟ ୬ଟାରେ ଘଟିଛି। ସୂଚନା ଅନୁଯାୟୀ କାର୍‌ଟି ସମ୍ବଲପୁର ଦିଗରେ ଯାଉଥିଲା।…
ଅଧିକ ଖବର ଦେଖନ୍ତୁ...

ପୂର୍ବତଟ ରେଳପଥର ଉତ୍କୃଷ୍ଟ ପ୍ରଦର୍ଶନ: ୩ୟ ଥର ପାଇଁ ପାଇବ ପଣ୍ଡିତ ଗୋବିନ୍ଦ ବଲ୍ଲଭ ପନ୍ତ ପୁରସ୍କାର

ଭୁବନେଶ୍ୱର: ସବୁ କ୍ଷେତ୍ରରେ ଉଲ୍ଳେଖନୀୟ କାର୍ଯ୍ୟଦକ୍ଷତା ପ୍ରଦର୍ଶନ ପାଇଁ ପୂର୍ବତଟ ରେଳପଥକୁ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ସମ୍ମାନଜନକ ପଣ୍ଡିତ ଗୋବିନ୍ଦ ବଲ୍ଲଭ ପନ୍ତ ରେଳବାଇ ରାଷ୍ଟ୍ରୀୟ ପୁରସ୍କାର ନିମନ୍ତେ ମନୋନୀତ କରାଯାଇଛି। ମାଲ ପରିବହନ, ଲେଖା ଏବଂ ଆର୍ଥିକ ପରିଚାଳନା ଏବଂ ବିକ୍ରୟ…
ଅଧିକ ଖବର ଦେଖନ୍ତୁ...

ପରିବାର ଲୋକଙ୍କ ସହ ବଚସା: ୧୧ କେଭି ବିଦ୍ୟୁତ ତାର ଧରି ଯୁବକ ଗୁରୁତର

ଅନୁଗୁଳ: ଆଜି ପୁରୁଣାକୋଟ ଥାନା ଅନ୍ତର୍ଗତ ଓଲାବରି ଗ୍ରାମର ଜଣେ ଯୁବକ ୧୧ କେଭି ବିଦ୍ୟୁତ ତାର ଧରି ଗୁରୁତର ହୋଇଛନ୍ତି। ଗୁରୁତର ଯବକଙ୍କ ନାଁ ସୁକାନ୍ତ ସାହୁ(୩୨)। ଆଜି ତାଙ୍କ ପରିବାରରେ କୌଣସି କାରଣକୁ ନେଇ ବଚସା ହୋଇଥିଲା। ସେ ଏଥିରେ ରାଗି ଯାଇ ଘର ପାଖରେ ଥିବା ଏକ ୧୧ କେଭି ବିତ୍ୟୁତ…
ଅଧିକ ଖବର ଦେଖନ୍ତୁ...